Zilla Parishad,Puri (ପୁରୀ ଜିଲ୍ଲା ପରିଷଦ)

416 posts

Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) banner
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ)

Zilla Parishad,Puri (ପୁରୀ ଜିଲ୍ଲା ପରିଷଦ)

@ZPpuri

Near District Judge Court Katılım Mayıs 2021
57 Takip Edilen1.1K Takipçiler
Sachidanand Bisoi
Sachidanand Bisoi@SachidanandBis1·
ବିଭାଗୀୟ ଅଧିକାରୀ ମାନେ ଧାନ ଦିଅନ୍ତୁ ପିପିଲି ବ୍ଲକ ଅନ୍ତର୍ଗତ #ଦୀନଉଦ୍ଧାରଣ_ପୁରୁ ଗ୍ରାମ ରେ ଥିବା #ସ୍ୱପନେସ୍ୱର୍ ମନ୍ଦୀର ପାଖରେ ଥିବା ଲାଇଟ୍ ଖୁଣ୍ଟି ରେ ଆଜକୁ ପ୍ରାୟ 15ଦିନ ହେବ ଲାଇଟ୍ ଜଳୁ ନାହିଁ ଜଳୁ ନାହିଁ @EnergyOdisha @pipili999 @BlockPipili @CMO_Odisha @dm_puri @KVSinghDeo1 @OfficialTeamATA
OR
6
6
9
326
Sanjeeb Mohanty
Sanjeeb Mohanty@Sanjeeb72666307·
ପୁରୀ ସଦର ବ୍ଲକ ଅଧିନସ୍ତ ସମଙ୍ଗରା ଗ୍ରାମ ପଞ୍ଚାୟତ ରେ ଢ଼ଳେଇ ରୋଡ଼ ନିର୍ମାଣ ହେଉଥିବା ବେଳେ ବିଭାଗୀୟ jE ଙ୍କ ଅନୁପସ୍ଥିତ ରେ ଅତି ନିମ୍ନମାନର କାମ ହେଉଥିବା ବେଳେ @MohanMOdisha @SecyChief @PRDeptOdisha @dm_puri @purisadar @OfficialTeamATA @Santosh15691218 ଙ୍କୁ ଘଟଣା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ 🙏🙏
OR
1
4
5
150
Sanjib Baliarsingh
Sanjib Baliarsingh@SanjibBaliars12·
ଲାଞ୍ଚ ଦେଲେନି ବୋଲି ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗ୍ରାମ ର ୯୦ ବର୍ଷୀୟା ବୃଦ୍ଧା ଅନ୍ତରଦ୍ୱୟ ଯୋଜନା ଏବଂ ଭତ୍ତା ପାଇବାରୁ ବଞ୍ଚିତ ଦୃଷ୍ଟି ଦେବାପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅନୁରୋଧ ll @dm_puri @SSEPD2 @PRDeptOdisha @NityanandaBJP @SecyChief @MohanMOdisha @CMO_Odisha @Food_Odisha @_anugarg
Sanjib Baliarsingh tweet media
OR
3
3
5
126