Brahmananda Mahapatra

1K posts

Brahmananda Mahapatra

Brahmananda Mahapatra

@bnmtuku

Katılım Ekim 2024
7 Takip Edilen74 Takipçiler
Brahmananda Mahapatra retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
ନୟାଗଡ଼ ଜିଲ୍ଲା ଦଶପଲ୍ଲା, ଟାକେରାଠାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଖବର ବିଷୟରେ ଶୁଣି ମୁଁ ଅତ୍ଯନ୍ତ ଦୁଃଖିତl ଏହି ଅଘଟଣରେ ପ୍ରାଣ ହରାଇଥିବା ଦିବଙ୍ଗତ ଅମର ଆତ୍ମାଙ୍କ ସଦଗତି କାମନା କରିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଆହତ ଯାତ୍ରୀମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି l
OR
0
28
21
400
Brahmananda Mahapatra retweetledi
Debiprasad
Debiprasad@AskLipun·
Odisha Staff Selection PCM Teacher prelim cut-off (out of 150): UR: 70.25 (46.8%) SC: 43.25 (28.8%) ST: 23.75 (15.8%) Students need 33% to pass High School. But PCM teachers are getting selected below 33%. For one of the toughest subjects, this isn’t inclusion it’s a crisis in education quality in the name of “social justice.” #OSSC #Odisha #Education
Debiprasad tweet media
English
48
119
535
22.3K
Brahmananda Mahapatra
Brahmananda Mahapatra@bnmtuku·
@narendramodi Please sir take immediate steps to consider the age limit on the starting date for EMRS PGT by which we can able to apply.
English
0
0
0
11
Narendra Modi
Narendra Modi@narendramodi·
Greetings on the occasion of Diwali. May this festival of lights illuminate our lives with harmony, happiness and prosperity. May the spirit of positivity prevail all around us.
English
2.9K
11.3K
99.4K
5.8M
Brahmananda Mahapatra
Brahmananda Mahapatra@bnmtuku·
Please sir take steps to consider the age limit on the starting date for emrs pgt.we will be obliged to you.
English
0
0
0
27
Brahmananda Mahapatra retweetledi
study with pragyan
study with pragyan@PragyanWith·
Ri ପରୀକ୍ଷା ରେ ମାଲ ପ୍ରକଟିସ ହେଇଚି ବୋଲି ବାତିଲ ହେଇପାରୁଛି, ତାହାଲେ OSSSC forester, forester guard, lsi ପରୀକ୍ଷା ରେ corruption proof ଥାଇ, କୋୖର୍ଟ ରେ ବିଚାର ଧୀନ ଅଛି ଯଥା ଶୀଘ୍ର ନିଯୁକ୍ତି ବାତିଲ କରାଯାଉ ଆଉ ଥରେ ପରୀକ୍ଷା କରାଯାଉ ମୋହନ ସରକାର ଙ୍କ ଉପରେ ଆମର ଭରଷା ଅଛି @CMO_Odisha @SecyChief @AprajitaSarangi
study with pragyan tweet media
OR
29
40
29
1.4K
Brahmananda Mahapatra retweetledi
Soumya anuprash
Soumya anuprash@SAnuprash76661·
Ri ପରୀକ୍ଷା ରେ ମାଲ ପ୍ରକଟିସ ହେଇଚି ବୋଲି ବାତିଲ ହେଇପାରୁଛି, ତାହାଲେ OSSSC forester, forester guard, lsi ପରୀକ୍ଷା ରେ corruption proof ଥାଇ, କୋୖର୍ଟ ରେ ବିଚାର ଧୀନ ଅଛି ଯଥା ଶୀଘ୍ର ନିଯୁକ୍ତି ବାତିଲ କରାଯାଉ ଆଉ ଥରେ ପରୀକ୍ଷା କରାଯାଉ ମୋହନ ସରକାର ଙ୍କ ଉପରେ ଆମର ଭରଷା ଅଛି @CMO_Odisha @SecyChief @AprajitaSarangi
Soumya anuprash tweet media
OR
3
14
19
275
Brahmananda Mahapatra retweetledi
Surendra Kumar Jena
Surendra Kumar Jena@kumar_sure23465·
Deeply condolences for the tragic of plane crash those who lost their lives. Om shanti Jaya Jaganath 🙏
Surendra Kumar Jena tweet media
English
3
13
14
314
Brahmananda Mahapatra retweetledi
Surendra Kumar Jena
Surendra Kumar Jena@kumar_sure23465·
@CMO_Odisha @dpradhanbjp @MahalingMukesh @PrithivirajBJP @BibhutiJena93 #odishacabinet @SecyChief @PrakashMishra_1 ଓଡିଶା ରେ ସରକାରୀ ଚାକିରି ରେ ଆବେଦନ ପାଇଁ 42ବର୍ଷ କୁ ବୃଦ୍ଧି କରିଥିବାରୁ ଓଡିଶା ସରକାର ଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛୁ ଜୟଜଗନ୍ନାଥ 🙏
Surendra Kumar Jena tweet mediaSurendra Kumar Jena tweet mediaSurendra Kumar Jena tweet mediaSurendra Kumar Jena tweet media
OR
40
104
79
386
Brahmananda Mahapatra retweetledi
Surendra Kumar Jena
Surendra Kumar Jena@kumar_sure23465·
@CMO_Odisha @MahalingMukesh @dpradhanbjp @KVSinghDeo1 @PravatiPOdisha @PrithivirajBJP @RabiNaikBJP #odishacabinet @SecyChief ଓଡିଶା ରେ ସରକାରୀ ଚାକିରୀ ରେ ଆବେଦନ ପାଇଁ 42 ବର୍ଷ କୁ ବୃଦ୍ଧି କରିଥିବାରୁ, ଓଡିଶା ର ଯୁବକ ଓ ଯୁବତୀ ମାନଙ୍କ ତରଫରୁ ଓଡିଶା ସରକାରଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଉଛୁ ଜୟଜଗନ୍ନାଥ🙏
Surendra Kumar Jena tweet mediaSurendra Kumar Jena tweet mediaSurendra Kumar Jena tweet mediaSurendra Kumar Jena tweet media
OR
31
67
56
481
Brahmananda Mahapatra retweetledi
Surendra Kumar Jena
Surendra Kumar Jena@kumar_sure23465·
ଓଡିଶା ରେ ସରକାରୀ ଚାକିରୀ ରେ ଆବେଦନ ବୟସ ସୀମା 42 ବର୍ଷ କୁ ବୃଦ୍ଧି କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟମନ୍ତୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛୁ ଜୟଜଗନ୍ନାଥ 🙏 7377921564 @CMO_Odisha @MahalingMukesh @dpradhanbjp @KVSinghDeo1 @PrithivirajBJP #odishacabinet @SecyChief
Surendra Kumar Jena tweet media
Surendra Kumar Jena tweet mediaSurendra Kumar Jena tweet media
OR
49
84
72
427
CMO Odisha
CMO Odisha@CMO_Odisha·
ଓଡ଼ିଶା ବେସାମରିକ ସେବା (ସର୍ବୋଚ୍ଚ ବୟସ ସୀମା ସ୍ଥିରୀକରଣ) ନିୟମାବଳୀ, ୧୯୮୯ ର ସଂଶୋଧନ କରି ରାଜ୍ୟ ସରକାରୀ ପଦବୀ ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ରୁ ବଢ଼ାଇ ୪୨ ବର୍ଷ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି।
CMO Odisha tweet media
OR
79
51
410
15.8K