Collector Gajapati
5.3K posts

Collector Gajapati
@DM_Gajapati
Office of the Collector,Gajapati,Odisha
Parlakhemundi,Gajapati,Odisha Katılım Haziran 2017
147 Takip Edilen10.6K Takipçiler

ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।
@CMO_Odisha @IPR_Odisha




OR

@rkb97official @CMO_Odisha @MohanMOdisha @EduMinOfIndia @dpradhanbjp @SMEOdisha @NityanandaBJP @SecyChief @DC_Odisha @PRDeptOdisha @ThirumalaNaik4 @OSEPA_Official @PIBBhubaneswar @IPR_Odisha Instructed to all BEOs to ensure proper utilisation of electronic devices.


English

@CMO_Odisha @MohanMOdisha @EduMinOfIndia @dpradhanbjp @SMEOdisha @NityanandaBJP @SecyChief @DC_Odisha @PRDeptOdisha @ThirumalaNaik4 @OSEPA_Official @PIBBhubaneswar @IPR_Odisha @DM_Gajapati
Hon’ble Sir, I request that you review this matter & take appropriate action

English

ସ୍କୁଲ୍ର ଭୁଲ୍ ଯୋଗୁଁ ୫ ଜଣ ଛାତ୍ରଛାତ୍ରୀ
Central Board of Secondary Education 10ମ ପରୀକ୍ଷାରୁ ବଞ୍ଚିତ!
ଏହା ପିଲାଙ୍କ ଭବିଷ୍ୟତ ସହ ଖେଳ ନୁହେଁ କି?
@CMO_Odisha @DM_Gajapati @SMEOdisha @SecyChief @KVSinghDeo1 @homeodisha @GovernorOdisha @dpradhanbjp
Kanak News@kanak_news
#ସ୍କୁଲ୍_ଭୁଲ୍_ପାଇଁ_ପିଲା_ପରୀକ୍ଷା_ଦେଇପାରିଲେନି ପିଲାଙ୍କ ଭବିଷ୍ୟତ ସହ ଖେଳ । ଘରୋଇ ଶିକ୍ଷାନୁଷ୍ଠାନର ଭୁଲ୍ କାରଣରୁ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ ୫ ଛାତ୍ର ଛାତ୍ରୀ । ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରୁ ବାଦ ପଡିଲେ ୫ ଛାତ୍ରଛାତ୍ରୀ #Gajapati #Odisha #KanakNews
OR

@pradipkumar789 @CMO_Odisha @PRDeptOdisha @RWSS_Gajapati @BDO_Mohana @TPSouthOdisha The action has been taken by installing an additional solar-powered system.

English

Requesting the concerned authority to kindly look into the matter and resolve the issue as soon as possible.@CMO_Odisha @PRDeptOdisha @DM_Gajapati @RWSS_Gajapati @BDO_Mohana @TPSouthOdisha

English

@rkb97official @CMO_Odisha @SecyChief @DC_Odisha @rdmodisha @SRC_Odisha @IPR_Odisha @EmergencyGajap1 The action has already been taken in this regard through the Tahasildar, Paralakhemundi.

English

@CMO_Odisha @SecyChief @DC_Odisha @rdmodisha @SRC_Odisha @IPR_Odisha @EmergencyGajap1 @DM_Gajapati
Hon’ble Sir, I request that you review this matter & take appropriate action

English

@CMO_Odisha @SecyChief @DC_Odisha @WCDOdisha @PRDeptOdisha @IPR_Odisha @GosaniBlock @CDO_ZP_GJP @DM_Gajapati
Hon’ble Sir, I request that you review this matter & take appropriate action

English

@biswaranj_nayak @CMO_Odisha @PRDeptOdisha @RWSS_Odisha @RWSS_Gajapati The action has been taken as below.




English

Hon'ble Sir, Please looks into the matter and take necessary action @CMO_Odisha @PRDeptOdisha @RWSS_Odisha @RWSS_Gajapati @DM_Gajapati

English

@pradipkumar789 @CMO_Odisha @PRDeptOdisha @RWSS_Gajapati @BDO_Mohana The action has been taken as below.




English

Requesting the concerned authority to kindly look into the matter and resolve the issue as soon as possible.@CMO_Odisha @PRDeptOdisha @DM_Gajapati @RWSS_Gajapati @BDO_Mohana

English

ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଚନ୍ଦନପୁର ଗାଁରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଲୋକେ ଚୁଆ ପାଣି ବ୍ୟବହାର କରୁଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ @DM_Gajapati ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @PRDeptOdisha @RWSS_Gajapati @CDO_ZP_GJP @BdoMohana

OR
Collector Gajapati retweetledi

Ifreakingluvit.com! “@TeamBarbieWave: RT @daniibethebiiz Seriously, Billboard never looked so good. (cont) http://tl.gd/2u4nri
English

ଗଜପତି ଜିଲ୍ଲା ଗୋଷାଣି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।
@CMO_Odisha @IPR_Odisha



OR
Collector Gajapati retweetledi

ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଉପ-ଜିଲ୍ଲାପାଳ ତଥା ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀରଶ୍ମି ରଞ୍ଜନ ମହାନ୍ତ ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ତାହାର ଅଧିବେଶନଗୁଡ଼ିକ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଛନ୍ତି।
ବିଭିନ୍ନ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା।
@ECISVEEP
@PIB_India
@IPR_Odisha
@DDNational
@dd_odia
@sdmsbp
#ECI #CEOOdisha #SIR #VoterMapping #Odisha
OR
Collector Gajapati retweetledi

ସମ୍ବଲପୁର ଜିଲ୍ଲାର ଉପ-ଜିଲ୍ଲାପାଳ ତଥା ସମ୍ବଲପୁର ବିଧାନସଭା କ୍ଷେତ୍ରର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO) ଡ. ପୁଷ୍ପାଞ୍ଜଳି ପଣ୍ଡା ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ତାହାର ଅଧିବେଶନଗୁଡ଼ିକ ସମ୍ପର୍କରେ ନିଜ ମତାମତ ପ୍ରକାଶ କରିଛନ୍ତି।
ବିଭିନ୍ନ ଜିଲ୍ଲାର ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ଅଂଶଗ୍ରହଣ କରିଥିଲେ। ଏଥିରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଥିଲା।
@ECISVEEP
@PIB_India
@IPR_Odisha
@DDNational
@dd_odia
@sdmsbp
#ECI #CEOOdisha #SIR #VoterMapping #SIRMapping #Odisha
OR
Collector Gajapati retweetledi

ଖବର କାଗଜ ପୃଷ୍ଠାରୁ 📰
@ECISVEEP
@PIB_India
@IPR_Odisha
@DDNational
@dd_odia
#TheDarshana #ECI #CEOOdisha #SIR #VoterMapping #SIRMapping #Odisha

OR
Collector Gajapati retweetledi

ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶେଷ ଦିନ (ଚତୁର୍ଥ ଦିନ – ଦ୍ୱିତୀୟ ଅଧିବେଶନ), ଯାହା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିଲା। ସେଥିରେ ଗଜପତି, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।
ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO), ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର (ନିର୍ବାଚନ) ମାନେ SIR ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରିଥିଲେ, ଏବଂ ଏହା ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍.ଏସ୍ ଗୋପାଲନ୍, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଏବଂ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।
@ECISVEEP
@PIB_India
@IPR_Odisha
@DDNational
@dd_odia
#ECI #CEOOdisha #SIR #VoterMapping #SIRMapping #Odisha




OR
Collector Gajapati retweetledi

ଆଗାମୀ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପରିପ୍ରେକ୍ଷ୍ୟରେ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (ERO),ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ଓ ଡେପୁଟି କଲେକ୍ଟର ( ନିର୍ବାଚନ) ମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନ ଆଜି ରାଜସ୍ବ ଅଧିକାରୀ ତାଲିମ ଅନୁଷ୍ଠାନ , ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍.ଏସ୍ ଗୋପାଲନ୍, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଗୋପିନାଥ କୁଅଁର ଏବଂ ଉପ-ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ ଉପସ୍ଥିତ ଥିଲେ।
ଆଜି ୨ଟି ଅଧିବେଶନ ଅନୁଷ୍ଠିତ ହୋଇଛି। SIR ପ୍ରକ୍ରିୟାରେ ERO ଓ AERO ମାନଙ୍କର ଭୂମିକା ଓ ଦାୟିତ୍ୱ ବିଷୟରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା।
#ECI #CEOOdisha #SIR #VoterMapping #SIRMapping #Odisha




OR

A 3 days Training of Field Trainers for Census, 2027 (House Listing Operation Census Phase -1), by Master Trainers is being conducted under the chairmanship of ADM Gajapati for Census Phase-1, at the Collectorate Conference Hall,Gajapati.
@CMO_Odisha @DCOOdisha @IPR_Odisha



English

ଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଶୁଣାଣି କରିଥିଲେ।
@CMO_Odisha @IPR_Odisha


OR







