KKMohapatra
583 posts

KKMohapatra
@kkmohapatra
Senior Scientist (retd)Dept of Atomic Energy.










ଗତକାଲି ଦଶହରା ରାତି,NH 16 RESERVE POLICE CAMP ଗେଟ ପାଖ, ଚରମ୍ପା, ଭଦ୍ରକ।ଜଣେ ଟ୍ରକ ଡ୍ରାଇଭର ପୁରୁଣା ଦୋକାନ ବାରଣ୍ଡାରେ ରହୁଥିବା ପାଗଳୀକୁ ଟେକି ନେଲା । ଏପର୍ଯ୍ୟନ୍ତ ସେ ଅସହାୟ ପାଗଳୀର ଅବସ୍ଥା କଣ ହେଇଥିବ @homeodisha @odisha_police @SpBhadrak @DGPOdisha ତୁରନ୍ତ ଦୋଷୀ କୁ ଧରି କୋଠର ରୁ କୋଠର ଦଣ୍ଡ ଦେବାକୁ ଅନୁରୋଧ


#ବାହାର_ଲୋକ_ଏଠି_ଗଞ୍ଜେଇ_ପିଉଛନ୍ତି ! ସାଇନାଥ ସିକ୍ୟୁରିଟି ସଂସ୍ଥା ନାମରେ ଗୁରୁତର ଅଭିଯୋଗ । ପୋଲିସ ସହ ମିଶି ସିକ୍ୟୁରିଟି ସଂସ୍ଥା ଦାଦାଗିରି କରୁଥିବା ଅଭିଯୋଗ କରିଛନ୍ତି ଆପର୍ଟମେଣ୍ଟ ବାସିନ୍ଦା । ଏନେଇ କଣ କହୁଛନ୍ତି ଆପର୍ଟମେଣ୍ଟ ବାସିନ୍ଦା ଶୁଣନ୍ତୁ… #SafetyAlert #SaiNathSecurity #Bhubaneswar #OTV



























@bpradhanodisha Black day for the home buyers of Odisha. Better would have been to bring a one time regularisation scheme and grant OC to all old appts not having OC. In view of the recent SC orders, these apartments will continue to remain illegal for a lifetime @ushapadhee1996 @HUDDeptOdisha















