linkubarik

743 posts

linkubarik banner
linkubarik

linkubarik

@linkubarik

Jay Jagannath🙏🙏🙏

At Similihanda Cuttack Odisha Katılım Ağustos 2014
5.8K Takip Edilen440 Takipçiler
Labour Commissioner, Odisha
Labour Commissioner, Odisha@LabourOdisha·
ତା ୦୧.୦୫.୨୦୨୬ ରିଖ ଦିନ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ, କୃଷି ଶିକ୍ଷା ସଦନ, ଓ.ୟୁ.ଏ.ଟି ଠାରେ ' ଆନ୍ତର୍ଜାତିକ ଶ୍ରମିକ ଦିବସ, ୨୦୨୬' ପାଳନ କରାଯାଇଛି । ଏହି ଅବସରରେ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ନିର୍ମାଣ ଶ୍ରମିକ ଓ ଅଣସଙ୍ଗଠିତ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଥିଲା । ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ଶ୍ରମିକ ନେତା ଙ୍କୁ 'ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ' ସମ୍ମାନ ପ୍ରଦାନ କରାଯାଇଛି । #InternationalLaborDay #mayday #LabourOdisha @CMO_Odisha @GaneshRamBJP @LESIOdisha @IPR_Odisha
Labour Commissioner, Odisha tweet mediaLabour Commissioner, Odisha tweet mediaLabour Commissioner, Odisha tweet mediaLabour Commissioner, Odisha tweet media
OR
5
2
22
1.1K
Ganesh Ram Singkhuntia
Ganesh Ram Singkhuntia@GaneshRamBJP·
ପଞ୍ଜୀକୃତ ଅଣ ସଂଗଠିତ ଓ ସଂଗଠିତ, କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ଉପଯୁକ୍ତ ମଜୁରୀ ପ୍ରଦାନ ସମେତ ଦୈନିକ ୧୦ ଟଙ୍କା ଲେଖାଏଁ ବୃଦ୍ଧି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମସ୍ତ ଶ୍ରମିକ ବନ୍ଧୁମାନଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ୍ । @MohanMOdisha
OR
7
5
11
898
linkubarik
linkubarik@linkubarik·
@HFWOdisha Sir Help karantu mu satur day scb medical ku asichi kintu mo ultrasaund karibaku kali rati 7pm ru mu Sunday 11.30am helani kichhi nakhai basichi amaku nadekhi tanka stap reference asithiba lokanku dekhuchhanti jane loka 17 ghanta 30 minet helani mora ultrasaund
linkubarik tweet medialinkubarik tweet media
Indonesia
2
1
0
199
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କ ଆଦେଶ କ୍ରମେ ୧ ଜୁଲାଇ, ୨୦୨୪ରୁ ପ୍ରତି ସୋମବାର ଦିନ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଭୁବନେଶ୍ବରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ହେବ। ଆଗ୍ରହୀ ବ୍ୟକ୍ତିମାନେ ପଞ୍ଜିକରଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇପାରିବେ।
CMO Odisha tweet media
OR
197
111
1.1K
52.1K
S Ramesh Shankar
S Ramesh Shankar@srameshshankar·
Need your help as a loyal tax payer for four decades and as a senior citizen. Booked my hp gas through chat bot and paid online on 7 Th Aug 25. Not delivered till date. Consumer no 648094 @ Lalita gas agency, Bangalore @HardeepSPuri @CMD__HPCL @HPCL
English
3
0
0
102
Datta Shinde IAS
Datta Shinde IAS@datta_ias·
Beauty of Deojhar Waterfall and surrounding areas of Narsinghpur…
Datta Shinde IAS tweet mediaDatta Shinde IAS tweet mediaDatta Shinde IAS tweet mediaDatta Shinde IAS tweet media
English
5
13
274
10K
linkubarik
linkubarik@linkubarik·
@sureshkpujari I request sir enquiry this matter Case no.OEA.07/2021 Cuttack ADM court
English
0
0
0
20
Suresh Pujari
Suresh Pujari@sureshkpujari·
ଆଜି ଲୋକସେବା ଭବନ ଠାରେ କୋଟିଆ ସମସ୍ୟାକୁ ସମାହିତ କରିବା ପାଇଁ ଗଠିତ କମିଟି ର ପ୍ରଥମ ବୈଠକର ଅଧ୍ୟକ୍ଷତା କଲି। ଏହି ବୈଠକରେ କୋଟିଆ ର ସାମଗ୍ରିକ ବିକାଶ ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ସ୍ବତନ୍ତ୍ର ରୋଡ଼ ମେପ ମଧ୍ୟ ତିଆରି କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। (1/3) #Kotia #Odisha
Suresh Pujari tweet media
OR
2
0
7
195
linkubarik
linkubarik@linkubarik·
@MohanMOdisha I request sir please enquiry this matter case No.OEA.07/2021
English
0
0
0
25
Mohan Charan Majhi
Mohan Charan Majhi@MohanMOdisha·
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟକ ନେତୃତ୍ୱରେ ଗତ ୧୧ ବର୍ଷ ଧରି ଭାଜପା ନେତୃତ୍ୱାଧୀନ ସରକାର ଭାରତୀୟ ଯୁବଶକ୍ତିକୁ ସଶକ୍ତ କରିବା ପାଇଁ ଷ୍ଟାର୍ଟଅପ୍ ଇଣ୍ଡିଆ, ଜାତୀୟ ଶିକ୍ଷା ନୀତି, ଏବଂ ସ୍କିଲ୍ ଇଣ୍ଡିଆ ମିଶନ ଭଳି ଯୁଗାନ୍ତକାରୀ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ଏହି ପ୍ରୟାସଗୁଡ଼ିକ ଯୁବପିଢ଼ିଙ୍କୁ ଉଦ୍ୟୋମିତା, ନବସୃଜନ ଏବଂ ଦକ୍ଷତା ବିକାଶରେ ସହାୟତା କରୁଛି ଓ ଯୁବପିଢ଼ି ଆଜି ବିକଶିତ ଭାରତର ଗଠନର ମୂଳସ୍ତମ୍ଭ ପାଲଟିଛି । ଆଜି ଦେଶର ପ୍ରତ୍ୟେକ ଯୁବକ ଏକ ସଶକ୍ତ, ଆତ୍ମନିର୍ଭର ଏବଂ ବିକଶିତ ଭାରତର ଅଭିନ୍ନ ଅଙ୍ଗ ହୋଇପାରିଛନ୍ତି। #11YearsOfYuvaShakti
Mohan Charan Majhi tweet media
OR
21
17
164
6.7K
News18 Odia
News18 Odia@News18Odia·
#୪୮_ସରକାରୀ_ବାବୁଙ୍କ_ଦରମା_ବନ୍ଦ CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ ଫେବୃଆରୀ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ #Cuttack #Odisha @CMO_Odisha
News18 Odia tweet media
OR
13
19
177
8.5K
linkubarik
linkubarik@linkubarik·
@MohanMOdisha @JPNadda To the sir cuttack sadar tahasil ku certifad copy recourd no OEA 3673/76 ra case recourd magi magi 2year ru 3yaer hoigalani kintu abe sudha case recourd milunahi. jaithilu se mam kahuchanty 1976 year au milibani. tahasil khaigale ama gharabari, please sir enquiry this caseCA17/24
linkubarik tweet medialinkubarik tweet medialinkubarik tweet media
Eesti
0
0
1
63
Mohan Charan Majhi
Mohan Charan Majhi@MohanMOdisha·
Honored to attend the National Health Summit in the sacred city of #Puri, along with Hon'ble Union Health Minister Shri @JPNadda ji. The summit brought together experts, policymakers & stakeholders to discuss transformative initiatives in healthcare, ensuring quality & accessible medical services for all. #Odisha remains committed to strengthening health infrastructure & innovative solutions for a healthier future. #OdishaCares
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
English
20
36
313
6.8K
DM Cuttack
DM Cuttack@CuttackDM·
ଆଠଗଡ଼ଠାରେ ଆଜି ଅନୁଷ୍ଠିତ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି। ଏଥିସହ ଜିଲ୍ଲାପାଳ ଅନ୍ୟ ଅଭିଯୋଗକାରୀମାନଙ୍କ ଅଭିଯୋଗ ଶୁଣାଣି କରିଛନ୍ତି। @CMO_Odisha @SecyChief @IPR_Odisha
DM Cuttack tweet mediaDM Cuttack tweet mediaDM Cuttack tweet mediaDM Cuttack tweet media
OR
3
2
36
1.3K