naugaonblock

304 posts

naugaonblock banner
naugaonblock

naugaonblock

@naugaonblock

Official Twitter Account of BDO Naugaon

Katılım Ekim 2019
66 Takip Edilen814 Takipçiler
naugaonblock retweetledi
CMO Odisha
CMO Odisha@CMO_Odisha·
ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୁସ୍ଥ ଓ ଆନନ୍ଦମୟ ଜୀବନ ପାଇଁ ଯୋଗକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଏହାର ସୁଫଳକୁ ଆହୁରି ସୁଦୂର ପ୍ରସାରୀ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି। #ଅନ୍ତର୍ଜାତୀୟଯୋଗଦିବସ
CMO Odisha tweet media
OR
6
12
46
4.2K
naugaonblock retweetledi
Panchayati Raj and Drinking Water Department
#IYD2025 #YogaForOneEarthOneHealth #ଅନ୍ତର୍ଜାତୀୟଯୋଗଦିବସ୨୦୨୫ @CMO_Odisha @RabiNaikBJP @moayush @mopr_goi @MoRD_GoI @MoJSDDWS @IPR_Odisha
CMO Odisha@CMO_Odisha

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସୁସ୍ଥ ଓ ଆନନ୍ଦମୟ ଜୀବନ ପାଇଁ ଯୋଗକୁ ଆମ ଦୈନନ୍ଦିନ ଜୀବନର ଅଂଶ କରିବା ସହ ଏହାର ସୁଫଳକୁ ଆହୁରି ସୁଦୂର ପ୍ରସାରୀ କରିବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ବାର୍ତ୍ତା ଦେଇଛନ୍ତି। #ଅନ୍ତର୍ଜାତୀୟଯୋଗଦିବସ

QME
0
12
19
619
naugaonblock retweetledi
CMO Odisha
CMO Odisha@CMO_Odisha·
କୃଷିଭିତ୍ତିକ ପବିତ୍ର ରଜ ପର୍ବ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷକଙ୍କ ସୁଖ, ସମୃଦ୍ଧି ସହ ରାଜ୍ୟର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। #ରଜପର୍ବ
CMO Odisha tweet media
OR
34
40
188
6.3K
naugaonblock retweetledi
Panchayati Raj and Drinking Water Department
ମାନ୍ୟବର @CMO_Odisha ଶ୍ରୀ @MohanMOdisha, ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ‘ବିକାଶ ବାହନ’ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମାନ୍ୟବର ମନ୍ତ୍ରୀ @PRDeptOdisha ଶ୍ରୀ @RabiNaikBJP, ମାନ୍ୟଵର ବିଧାୟକ, ଏକାମ୍ର-ଭୁବନେଶ୍ବର ଶ୍ରୀ @babusinghodisha, @SecyChief ଶ୍ରୀ ମନୋଜ ଆହୁଜା, @DC_Odisha ଶ୍ରୀମତୀ ଅନୁ ଗର୍ଗ, @PRDeptOdisha ସଚିବ ଶ୍ରୀ ଗିରୀଶ ଏସ୍ ଏନ୍ ପ୍ରମୁଖ ଉପସ୍ଥିତ ଥିଲେ । ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟବାସୀଙ୍କୁ ଅବଗତ କରିବା ସହ ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ସରକାରୀ ଯୋଜନା ଓ ବିଭିନ୍ନ ଜନକଲ୍ୟାଣକାରୀ ସେବାଗୁଡ଼ିକୁ ଉପଲବ୍ଧ କରିବାରେ ଏହି 'ବିକାଶ ବାହନ' ବଳିଷ୍ଠ ଭୂମିକା ଗ୍ରହଣ କରିବ। ରାଜ୍ୟର ସମସ୍ତ ୩୧୪ ବ୍ଲକ, ୫ ମହାନଗର ନିଗମ ସମେତ ସମସ୍ତ ୧୧୫ ପୌରାଞ୍ଚଳରେ ୧୨-୨୧ ଜୁନ, ୨୦୨୫ ପର୍ଯ୍ୟନ୍ତ ବିକାଶର ବାର୍ତ୍ତା ନେଇ ଗଡ଼ିବ ଏହି 'ବିକାଶ ବାହନ'। #BikashBahanYatra#OneYearOfMohanMajhi#BarshaEkUpalabdhiAnek #OneYearOfSushasan​ #Odisha#BikashitaOdishaBikashitaBharat
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
3
31
94
2.2K
naugaonblock retweetledi
CMO Odisha
CMO Odisha@CMO_Odisha·
ବିଭିନ୍ନ ବିଭାଗର ନୂତନ ଭାବେ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha :- youtube.com/live/QttkMc11u…
YouTube video
YouTube
OR
9
32
66
6.9K
naugaonblock retweetledi
Panchayati Raj and Drinking Water Department
ଡିଜିଟାଲ ଇଣ୍ଡିଆକୁ ପାଥେୟ କରି ପ୍ରଯୁକ୍ତିବିଦ୍ୟା ବ୍ୟବହାରରେ ତୃଣମୂଳ ସ୍ତରରେ ଲୋକମାନଙ୍କୁ ତ୍ବରିତ ସେବା ପ୍ରଦାନ କରିବାରେ ସଫଳତା ହାସଲ କରିପାରିଥିବାରୁ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକର ଶୁଆକାଟୀ ଗ୍ରାମ ପଞ୍ଚାୟତ, ଜାତୀୟ 'ଇ-ଗଭର୍ଣ୍ଣାନ୍ସ ପୁରସ୍କାର - ୨୦୨୫' ଅନ୍ତର୍ଗତ ୧୯ ଗୋଟି ପରିଯୋଜନା ମଧ୍ୟରୁ 'ଜୁରି ପୁରସ୍କାର' ପାଇଁ ମନୋନୀତ ହେବା କେନ୍ଦୁଝର ଜିଲ୍ଲା ତଥା ସମଗ୍ର ରାଜ୍ଯ ପାଇଁ ଗର୍ବ ଓ ଗୌରବର ବିଷୟ । ଏହି ମାନ୍ୟତା ସୁଶାସନ ଏବଂ ଡିଜିଟାଲ୍ ସେବା ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଶ୍ରେଷ୍ଠ ନିଦର୍ଶନ। @PMOIndia @CMO_Odisha @RabiNaikBJP @mopr_goi @DARPG_GoI @mygovindia @IPR_Odisha @sird_pr_odisha @DistAdmKeonjhar @drdakjr @BDOBanspal #OdishaLeads #DigitalIndia #NationalEGovernanceAward2025
OR
2
34
75
2.9K
naugaonblock retweetledi
CMO Odisha
CMO Odisha@CMO_Odisha·
ସମୃଦ୍ଧ ଓଡ଼ିଶାର ମୂଳଦୁଆ ପାଲଟିଛି ଗ୍ରାମାଞ୍ଚଳର ବିକାଶ। ଆଧୁନିକ ଜ୍ଞାନ କୌଶଳ, ନୂତନ ପ୍ରୟୋଗ ଓ ଦୂରଦର୍ଶୀ ପଦକ୍ଷେପ ଦ୍ୱାରା ସୁଦୃଢ଼ ହେଉଛି ଶାସନ ବ୍ୟବସ୍ଥା। ଜାତୀୟ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ପାଇଁ ମନୋନୀତ ହୋଇଛି କେନ୍ଦୁଝର ଜିଲ୍ଲାର ଶୁଆକାଟୀ ଗ୍ରାମ ପଞ୍ଚାୟତ।
CMO Odisha tweet media
OR
18
48
146
7.1K
naugaonblock retweetledi
DM_Jagatsinghpur
DM_Jagatsinghpur@CollectorJspur·
ଆସନ୍ତା ୧୩.୦୫.୨୦୨୫ ରିଖ ନାଉଗାଁ ବ୍ଲକରେ ହେବାକୁଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଶୁଣାଣିରେ ଅଗ୍ରୀମ ପଞ୍ଜିକରଣ ନିମନ୍ତେ ଆସନ୍ତା ଶୁକ୍ରବାର ଦିନ୧୧ରୁ ଶନିବାର ରାତ୍ର ୧୧.୫୯ ପର୍ଯ୍ୟନ୍ତjanasunani.odisha.gov.in ରେ ପଞ୍ଜିକରଣସେବା ଉପଲବ୍ଧ ହେବ।ଅଞ୍ଚଳବାସୀ ଏହାର ସୁଯୋଗ ନେବାକୁ ଅନୁରୋଧ @CMO_Odisha @naugaonblock
OR
0
1
7
391
naugaonblock retweetledi
Mohan Charan Majhi
Mohan Charan Majhi@MohanMOdisha·
#Odisha is all set to join the nationwide Civil Defence Mock Drill today, enhancing preparedness across districts to tackle emergencies. This vital exercise boosts coordination, resilience, and safety at the grassroots. I call upon District Authorities, Civil Defence Wardens, Volunteers, Home Guards, NCC, NSS, NYKS members, and students across Odisha to actively join this exercise. Your role is key in building a disaster-ready and resilient Odisha.
Mohan Charan Majhi tweet mediaMohan Charan Majhi tweet media
English
11
108
620
20.2K
naugaonblock retweetledi
Panchayati Raj and Drinking Water Department
ମାନ୍ୟବର @CMO_Odisha ଶ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ, ତାଳବଣିଆଠାରେ ଆୟୋଜିତ 'ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫' ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା @EnergyOdisha ମନ୍ତ୍ରୀ ଶ୍ରୀ @KVSinghDeo1, ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ତଥା @mission_shakti ମନ୍ତ୍ରୀ ଶ୍ରୀମତୀ @PravatiPOdisha, ମାନ୍ୟବର ମନ୍ତ୍ରୀ @PRDeptOdisha ଶ୍ରୀ @RabiNaikBJP, ମାନ୍ୟବର ମନ୍ତ୍ରୀ @Food_Odisha ଶ୍ରୀ @_KrushnaChPatra, ମାନ୍ୟବର ମନ୍ତ୍ରୀ @sports_odisha ଶ୍ରୀ @suryabanshibjp, ସାଂସଦ, ପୁରୀ @sambitswaraj, ମାନ୍ୟବର ବିଧାୟକ, ପିପିଲି ଶ୍ରୀ ଆଶ୍ରିତ ପଟ୍ଟନାୟକ, ମାନ୍ୟବର ବିଧାୟିକା, ବ୍ରହ୍ମଗିରି ଶ୍ରୀମତୀ ଉପାସନା ମହାପାତ୍ର, ମାନ୍ୟବର ବିଧାୟକ, ପୁରୀ ଶ୍ରୀ ସୁନୀଲ ମହାନ୍ତି, ବିଭାଗୀୟ ପ୍ରମୁଖ ଶାସନ ସଚିବବୃନ୍ଦ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଗିରୀଶ ଏସ.ଏନ., ନିର୍ଦ୍ଦେଶକ ପଞ୍ଚାୟତିରାଜ ଡ଼ ମହେଶ୍ୱର ସ୍ୱାଇଁ, ପୁରୀ ଜିଲ୍ଲା ପ୍ରସାଶନ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ । ଆଭାସୀ ମାଧ୍ୟମରେ ୩୦ ଜିଲ୍ଲା, ୩୧୪ ବ୍ଲକ, ୬୭୯୪ ଗ୍ରାମ ପଞ୍ଚାୟତରୁ ମାନ୍ୟବର ମନ୍ତ୍ରୀ, ବିଧାୟକ, ବିଧାୟିକା, ପଞ୍ଚାୟତିରାଜ ଅନୁଷ୍ଠାନର ସଦସ୍ୟମାନଙ୍କ ସହ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ଯୋଡ଼ି ହୋଇଥିଲେ । ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଇ- ପଞ୍ଚାୟତ ସଭା, ପଞ୍ଚାୟତିରାଜ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (PPMS), ଓ ପଞ୍ଚାୟତ ମନିଟରିଂ ସିଷ୍ଟମ (PMS) ଆଦି ତିନୋଟି ୱେବ ପୋର୍ଟାଲ ର ଲୋକାର୍ପଣ ହେବା ସହ ଗ୍ରାମପଞ୍ଚାୟତ ସ୍ତରରେ ସ୍ୱଚ୍ଛ ଓ ଲୋକାଭିମୁଖୀ ଶାସନ ପ୍ରଦାନ କରିବା ପାଇଁ ପଞ୍ଚମ ରାଜ୍ୟ ଅର୍ଥ ଆୟୋଗ ଅନୁଦାନରେ ୬୧୩ ଗୋଟି ଗ୍ରାମ ପଞ୍ଚାୟତକୁ ନିଜସ୍ୱ ଆୟ ବୃଦ୍ଧି, ଅର୍ଥ ବିନିଯୋଗ, ପାଇପ ଯୋଗେଁ ସ୍ବଚ୍ଛ ପାନୀୟ ଜଳ ଯୋଗାଣ, ଉତ୍ତମ ସ୍ବାସ୍ଥ୍ୟ ସେବା, ଶିକ୍ଷା ସଚେତନତା ତଥା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ନିରନ୍ତର ପ୍ରୟାସ ଓ କାର୍ଯ୍ୟଦକ୍ଷତାରେ ଶ୍ରେଷ୍ଠତା ପ୍ରତିପାଦନ ପାଇଁ ୩୨ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । #NPRD2025 #PanchayatiRajDiwas #ViksitPanchayat #ViksitOdishaViksitBharat #ସଶକ୍ତପଞ୍ଚାୟତିରାଜ #ବିକଶିତପଞ୍ଚାୟତ #ବିକଶିତଓଡ଼ିଶା #ବିକଶିତଓଡ଼ିଶାବିକଶିତଭାରତ
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet mediaPanchayati Raj and Drinking Water Department tweet media
OR
0
13
28
1.1K
naugaonblock retweetledi
Panchayati Raj and Drinking Water Department
ଡିଜିଟାଲ ଇଣ୍ଡିଆକୁ ବାସ୍ତବତାରେ ସଜାଇ ଇ-ପ୍ରଶାସନକୁ ସୁଦୃଢୀକରଣ କରାଯାଇଛି। ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକୁ ପେପରଲେସ କରିବା ଉଦ୍ଦେଶ୍ୟରେ ଅନଲାଇନରେ କେସ ରେକର୍ଡ ଖୋଲିବା, ପ୍ରକଳ୍ପର ନିର୍ଭୁଲ ଏଷ୍ଟିମେଟ ପ୍ରସ୍ତୁତି, ବୈଷୟିକ ଓ ପ୍ରଶାସନିକ ଅନୁମୋଦନ, ଓ୍ବାର୍କ ଅର୍ଡର ପ୍ରଦାନ ଓ ଜିଓ ଟ୍ୟାଗିଂ ମାଧ୍ୟମରେ ଫଟୋଗ୍ରାଫ ଅପଲୋଡ ନିମନ୍ତେ ରାଜ୍ୟର ସମସ୍ତ ବ୍ଲକରେ ଆଜି ଠାରୁ ଆରମ୍ଭ ହୋଇଛି ପଞ୍ଚାୟତିରାଜ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ । ଏଥିରେ ଅନଲାଇନରେ ବିଲ ପ୍ରସ୍ତୁତି, ଯାଂଚ ଓ ଅନୁମୋଦନ, ଆଇଏଫଏମଏସ ମାଧ୍ୟମରେ ଭେଣ୍ଡର ପେମେଣ୍ଟ, ସଂପତ୍ତି ରେଜିଷ୍ଟରର ଅପଡେସନ ଓ ୟୁସି ପ୍ରସ୍ତୁତି ଆଦି କାର୍ଯ୍ୟ ବେଶ ସ୍ବଚ୍ଛତାର ସହ କରାଯାଇପାରିବ। #PanchayatProjectManagementSystem #PPMS #ViksitBharatViksitOdisha #DigitalIndia #ViksitPanchayatiraj #NPRD2025
OR
1
32
102
4.9K
naugaonblock retweetledi
Panchayati Raj and Drinking Water Department
#ProudMomentforOdisha #Congratulations @sird_pr_odisha has once again brought glory to the state by receiving the 2nd Best Award in the prestigious category of "Panchayat Kshamata Bikash Sarvottam Sansthan Puraskar" during #NationalPanchayatiRajDay - 2025 celebrations at Madhubani, Bihar. The award was conferred by the Hon’ble @PMOIndia Shri @narendramodi acknowledging @PRDeptOdisha exceptional efforts in strengthening #PanchayatiRajInstitutions and #CapacityBuilding across grassroots governance. Director, Shri @surendrakumarme and Deputy Director Smt Amita Patra of @sird_pr_odisha received this prestigious award for the second consecutive time, marking a historic achievement in the institute’s journey of excellence! #NPRD2025 #PanchayatiRajDiwas #SIRDPR #OdishaPride #CapacityBuilding #GrassrootGovernance #ସଶକ୍ତପଞ୍ଚାୟତିରାଜ #ବିକଶିତଓଡ଼ିଶାବିକଶିତଭାରତ
Panchayati Raj and Drinking Water Department tweet mediaPanchayati Raj and Drinking Water Department tweet media
English
0
26
59
1.3K
naugaonblock retweetledi
Panchayati Raj and Drinking Water Department
ଲୋକଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରି ଏକ ସମୃଦ୍ଧ ତଥା #ବିକଶିତଓଡ଼ିଶା ଗଠନ ଦିଗରେ ଆଉ ପାଦେ ଆଗେଇ ମାନ୍ୟବର @CMO_Odisha ଶ୍ରୀ @MohanMOdisha ଙ୍କ ଦ୍ଵାରା ରାଜ୍ୟର ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ନୂତନ ରାସନ କାର୍ଡ ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ। #PeoplesCM #OdishaCares #FoodForAll
OR
3
39
81
2.8K
naugaonblock retweetledi
DM_Jagatsinghpur
DM_Jagatsinghpur@CollectorJspur·
ଆନନ୍ଦ ଉଲ୍ଲାସର ସମ୍ଭାର ନେ଼ଇ ଆସୁଛି ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ ୨୦୨୫ ଓ ଓଡ଼ିଶା ଦିବସ ସମାରୋହ। ଏପ୍ରିଲ୍ ୧ ରୁ ୫। ଏପ୍ରିଲ୍ ୩ ରେ ଜିଲ୍ଲାବାସଙ୍କୁ ସମ୍ବୋଧିତ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସମସ୍ତଙ୍କୁ ସାଦର ନିମନ୍ତ୍ରଣ। @CMO_Odisha @IPR_Odisha @krushibibhag @
DM_Jagatsinghpur tweet mediaDM_Jagatsinghpur tweet media
OR
1
4
24
617
naugaonblock retweetledi
CMO Odisha
CMO Odisha@CMO_Odisha·
ପ୍ରତିଶ୍ରୁତି ପୂରଣ ହେଉଛି। ଲୋକଙ୍କ ସରକାରରେ ଲୋକଙ୍କ ସ୍ବପ୍ନ ସାକାର ହେଉଛି। ସମାଜର ଦୁର୍ବଳ ତଥା ଅସହାୟ ଲୋକଙ୍କ ଆଶ୍ରୟ ସୁରକ୍ଷାକୁ ପ୍ରାଥମିକତା ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ 'ଅନ୍ତ୍ୟୋଦୟ ଗୃହ ଯୋଜନା' ର ଶୁଭାରମ୍ଭ କରିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
21
12
157
5.9K
naugaonblock retweetledi
Panchayati Raj and Drinking Water Department
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ 'ଅନ୍ତ୍ୟୋଦୟ ଗୃହ ଯୋଜନା' ର ଶୁଭାରମ୍ଭ ୩୦ ମାର୍ଚ୍ଚ ୨୦୨୫ | ଭବାନୀପାଟଣା, କଳାହାଣ୍ଡି Link: youtube.com/live/vs94I_J2T… #Odisha #AntyodayaGruhaJojana #HousingForAll #RuralHousingOdisha #ପୂରଣ_ହେବ_ପକ୍କାଘର_ଆଶା #ବିକଶିତ_ହେବ_ଆମ_ଓଡ଼ିଶା #ViksitOdishaViksitBharat @CMO_Odisha @RabiNaikBJP @IPR_Odisha
YouTube video
YouTube
OR
1
16
37
2.1K
naugaonblock retweetledi
Panchayati Raj and Drinking Water Department
ଗ୍ରାମାଞ୍ଚଳରେ କଚ୍ଚା ଘରେ ବାସ କରୁଥିବା ପରିବାରଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀ ଯୋଗାଇଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଆଜି 'ଅନ୍ତ୍ୟୋଦୟ ଗୃହ ଯୋଜନା' ର ଶୁଭାରମ୍ଭ ହୋଇଛି । ସମାଜର ନିମ୍ନ ଆୟ ବର୍ଗର ପରିବାରଙ୍କ ମୁଣ୍ଡ ଉପରେ ପକ୍କା ଛାତଟିଏ ଗଢି ତୋଳିବା ପାଇଁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ, ବନ୍ୟା ବାତ୍ୟା କ୍ଷତିଗ୍ରସ୍ତ ଓ ମୁକ୍ତ ଗୋତି ଶ୍ରମିକ ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ଯୋଗାଇ ଦିଆଯିବ । #Odisha #AntyodayaGruhaJojana #RuralHousingOdisha #ପୂରଣ_ହେବ_ପକ୍କାଘର_ଆଶା #ବିକଶିତ_ହେବ_ଆମ_ଓଡ଼ିଶା #ViksitOdishaViksitBharat
OR
0
18
44
1.1K