
Mihir Ray (ମିହିର ରାୟ)
4.3K posts

Mihir Ray (ମିହିର ରାୟ)
@odiamihirray
मेें एक किसान का बेटा हूँ. में गर्व से कहता हूँ मैं भी एक किसान हूँ. Trustee: With you charitable trust
Orissa, India Katılım Temmuz 2015
1K Takip Edilen446 Takipçiler

@Vijaykulange Sir,
Please plan for Udayagiri, Jajpur.
Indonesia

Today is world biodiversity day.
Odisha plays a major role in India’s biodiversity because of its varied ecosystems — forests, wetlands, mangroves, rivers, coastal habitats, and mountain ranges. The state is considered one of the country’s biologically rich regions and supports many rare and endangered species.
@odisha_tourism




English

@SSEPD2 @dm_jajpur @MohanMOdisha @SecyChief
ରିଷିକେଶ ସାହୁ ଙ୍କୁ 82 ବର୍ଷ ହେଲାଣି, ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ସେ ଦୁଇ ବର୍ଷ ତଳୁ 3500.00 ଟଙ୍କା ବାର୍ଦ୍ଧକ୍ଯ ଭତ୍ତା ପାଇବା କଥା . କିନ୍ତୁ ସେ ଏବେ ବି 1000 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି. ତାଙ୍କ ସମସ୍ୟା ର ସମାଧାନ କରିବା ହେବେ.
Anaka, Badachana, Jajpur


OR

@nitin_gadkari @NationalHways @HighwaysEAST Please give a look on this issue and take the necessary action

English

Every creature knows that survival is not in dominance but in harmony, and all share the same agreement to let life grow together.
#morning with my clicks
@AMAZlNGNATURE

English

Story of inspiration!!
Payal Nag.
Daughter of Odisha.
Electrocuted at the age of eight. Lost all four limbs.
And then, found a bow.
Defeated her idol Sheetal Devi at the World Para Archery Series Final in Bangkok.
Sky is the limit for those who trust on their efforts.
#odisha

English



No forest, no wildlife.
No wildlife, no balance.
No balance, no future for humanity.
#WorldWildlifeDay




English

@CMO_Odisha @JajpurAdmn @MohanMOdisha
@RDOdisha
ମହାଶୟ ଏହି ରାସ୍ତା ର ମରାମତି ଓ ଉନ୍ନତି କରଣ ପାଇଁ ବିନମ୍ର ଅନୁରୋଧ
ଜିଲ୍ଲା - ଯାଜପୁର ବ୍ଲକ - ବଡ଼ଚଣା

OR

@odiamihirray ସାର୍, ଘଟଣାର ତ୍ୱରିତ ସମାଧାନ ପାଇଁ ଦୟାକରି ଉକ୍ତ ସ୍ଥାନର ଫଟୋଗ୍ରାଫ୍ ପ୍ରଦାନ କରିବାକୁ ଅନୁରୋଧ । ଏହାଦ୍ୱାରା ଆମେ ଘଟଣାର ତୁରନ୍ତ ସମଧାନ ଦିଗରେ ପଦକ୍ଷେପ ନେଇପାରିବୁ । i.ki.show/2CAD81C927
OR

@TPCentralOdisha
@OPTCL_Odisha
Ekamra park Road, Near Chilika Fresh, IRC Village
ଠାରେ କିପରି ବିପଦ ସଂକୁଳ ଭାବେ ତାର ଓ ଗଛ ଡାଳ ଅଛି ଦେଖନ୍ତୁ
ଗଛ ଡାଳ ଗୁଡିକ କାଟିବା ପାଇଁ ବିନମ୍ର ଅନୁରୋଧ କୌଣସି ବଡ ଧରଣର ଅଘଟଣ ଘଟିବା ପୂର୍ବରୁ



OR

@odiamihirray ସାର୍, ଆମେ ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆବଶ୍ୟକୀୟ ତଥ୍ୟ ନଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ । ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ତଥ୍ୟ ଆମକୁ ପ୍ରଦାନ କରିବାକୁ ଅନୁରୋଧ କରୁଛୁ । ଫଳରେ ଆମେ ଆପଣଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇପାରିବୁ l ଧନ୍ୟବାଦ ।
OR










