OdishaLIVE

53.9K posts

OdishaLIVE banner
OdishaLIVE

OdishaLIVE

@OdishaLIVE

Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE

Odisha Katılım Şubat 2012
678 Takip Edilen2.3K Takipçiler
OdishaLIVE retweetledi
IFI Foundation
IFI Foundation@IFIFoundation·
We are humbled to receive the global appreciation from World Stroke Organization (WSO) for our sustained efforts on stroke awareness in India. This “Highly Commended” award under the ‘Low and Middle Income Country’ category by WSO for World Stroke Day 2025 campaign means a lot to Team IFI Foundation and partners. IFI has been hosting a comprehensive public health outreach campaign, ‘Spot Stroke Save Lives’, with both online and on-ground activities since 2023. Supported by Swasthya Plus Network, OdishaLIVE and other partners, the youth-focused programme aims to educate the masses, highlighting the urgency for #StrokeActionNow. Thank you, WSO, for applauding the good work of stroke support organisations and individuals, globally. Congratulations to all awardees fostering collective action and advocacy on prevention and management of #BrainStroke. @WorldStrokeOrg @WorldStrokeEd @jeyaraj_pandian @WHO @MoHFW_INDIA @HFWOdisha @nhmodisha @SwasthyaP @OdishaLIVE @nilambarrath @sidharthrath @RDWUniversity @BUniversiy
IFI Foundation tweet media
English
0
3
3
80
OdishaLIVE
OdishaLIVE@OdishaLIVE·
ରଥ ଯା’ ଗଡ଼ିଯା’… | ଜଗନ୍ନାଥ ସଂସ୍କୃତି ଓ ରଥଯାତ୍ରା | Special Series for Rathayatra 2026 ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ପର୍ବ ବିଶ୍ଵପ୍ରସିଦ୍ଧ ପୁରୀର ରଥଯାତ୍ରା। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଶାର ଐତିହ୍ୟ ଏବଂ ପରମ୍ପରାର ପ୍ରତିଛବି। ବଡ଼ଠାକୁରଙ୍କ ରଥଯାତ୍ରା ଯେତିକି ଭବ୍ୟ, ସେତିକି ବିଶାଳ। ସେହି ଅପୂର୍ବ ଲୀଳା ବିଷୟରେ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଚନ୍ଦ୍ର ଦାଶ। ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍ ପକ୍ଷରୁ ନିଆରା ପ୍ରୟାସ ‘ରଥ ଯା’ ଗଡ଼ିଯା’…। #Rathayatra2026 #JagannathSanskruti #Odisha
OR
0
0
0
6
OdishaLIVE
OdishaLIVE@OdishaLIVE·
ରଥ ଯା’ ଗଡ଼ିଯା’… | Special Series for Rathayatra 2026 ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ପର୍ବ ବିଶ୍ଵପ୍ରସିଦ୍ଧ ପୁରୀର ରଥଯାତ୍ରା। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଶାର ଐତିହ୍ୟ ଏବଂ ପରମ୍ପରାର ପ୍ରତିଛବି। ବଡ଼ଠାକୁରଙ୍କ ରଥଯାତ୍ରା ଯେତିକି ଭବ୍ୟ, ସେତିକି ବିଶାଳ। ସେହି ଅପୂର୍ବ ଲୀଳା ବିଷୟରେ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ସୂର୍ଯ୍ୟନାରାୟଣ ରଥଶର୍ମା। ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍ ପକ୍ଷରୁ ନିଆରା ପ୍ରୟାସ ‘ରଥ ଯା’ ଗଡ଼ିଯା’…। #Rathayatra2026 #JagannathSanskruti #Odisha
OR
0
1
2
23
OdishaLIVE
OdishaLIVE@OdishaLIVE·
ନକ୍ସଲ ଆନ୍ଦୋଳନରେ ସାମିଲ ହୋଇଥିଲି - ପ୍ରସନ୍ନ ପାଟ୍ଟଶାଣୀ | Prasanna Patasani on his role in Naxal Movement ରାଜ୍ୟ ରାଜନୀତିରେ ଜଣେ ବରିଷ୍ଠ ରାଜନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ। ୪ ଦଶନ୍ଧିରୁ ଅଧିକ ସମୟ ଓଡ଼ିଶା ରାଜନୀତିରେ ସେ ସକ୍ରିୟ ରହିଛନ୍ତି। ନକ୍ସଲ ଶିବିରରୁ ନିର୍ବାଚନ ମଇଦାନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍ ଘଟଣାବହୁଳ। ଅନେକ ବାଦ ବିବାଦ ଓ ରାଜନୈତିକ ଉଠାଣି ଗଡ଼ାଣିର ସେ ସାମ୍ନା କରିଛନ୍ତି। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ପ୍ରସନ୍ନ କୁମାର ପାଟ୍ଟଶାଣୀ। #PrasannaPatasani #ExclusiveInterview #OdishaPolitics 👉Watch Now: youtu.be/5mgQAiL7xdA?si…
YouTube video
YouTube
OR
0
0
0
29
OdishaLIVE retweetledi
Nilambar Rath
Nilambar Rath@nilambarrath·
It was an engaging and fulfilling session to share experience, present ideas and interact with the newly recruited Odisha Information Service Officers during their recent induction training program at the Indian Institute of Mass Communication (IIMC), Dhenkanal. Nice to join the Editors’ Panel alongside veteran journalists Tapan Mishra, Editor, Samaja, and Ashok Pradhan, Bureau Chief, ToI, Bhubaneswar. During our discussion, I outlined the '3R Formula' for achieving success as a Government PRO in today's AI and digital-first media landscape: being Reachable, Resourceful, and Responsible. I also delved into the vital role of social media in e-governance and strategies for exploring developmental, public-interest stories across digital and mainstream platforms. The interaction was exceptionally lively. The young officers brought forward perceptive questions regarding real-life professional, ethical, and practical challenges in the PRO-Media interface, a crucial area that certainly warrants a broader discussion. My sincere thanks to Prof. Anand Pradhan, Regional Director, IIMC Dhenkanal, and the Information and Public Relations Department, Government of Odisha, for the invitation and for hosting such an elaborate induction program for the young officers. Wishing these bright officers a successful and impactful career ahead as they step forward to serve the state and its people. #MediaManagement #PublicRelations #OdishaGovt #IIMCDhenkanal #Egovernance #OdishaInformationService #DigitalMedia @IPR_Odisha @OdishaLIVE @samajalive @AshokPradhanTOI @apradhan1968 @iimcdhenkanal @IIMC_India @MIB_India
Nilambar Rath tweet media
English
0
1
4
115
OdishaLIVE retweetledi
IFI Foundation
IFI Foundation@IFIFoundation·
Under the IFI Foundation’s #SpotStrokeSaveLives campaign, a new generation is rising. By pledging to become Stroke Spotters, these students are transforming from passive observers into active frontline advocates for Public Health. This commitment goes beyond mere participation; it represents a proactive shift in community health. These young leaders are stepping forward to master the warning signs of a brain stroke, championing the FAST protocol, and driving awareness into the heart of their households and communities. Why This Matters Stroke does not discriminate, it can affect anyone, anywhere. However, in the realm of public health, time is brain. With one person suffering a stroke every 4 seconds globally, the bridge between a crisis and a recovery is early recognition and a rapid-fire response. The Vision The #SpotStrokeSaveLives initiative fostering a collaborative environment to: • Strengthen Awareness: Educating the community on the physiological red flags. • Encourage Timely Action: Reducing response times through the FAST framework. • Build Responsible Behavior: Cultivating a lifelong commitment to health vigilance among the youth. Let’s collectively raise our voices for #StrokeActionNow. Through education and swift intervention, we aren't just spotting symptoms, we are securing futures. @WorldStrokeOrg @WorldStrokeEd @jeyaraj_pandian @WHO @MoHFW_INDIA @HFWOdisha @nhmodisha @SwasthyaP @OdishaLIVE @nilambarrath
IFI Foundation tweet media
English
0
3
2
51
OdishaLIVE
OdishaLIVE@OdishaLIVE·
ଓଡ଼ିଶା କାର୍ଟୁନ ଏକାଡେମୀ ପକ୍ଷରୁ ବାର୍ଷିକ ପ୍ରଦର୍ଶନୀ | Annual Cartoon Exhibition by Odisha Cartoon Academy ଓଡ଼ିଶା କାର୍ଟୁନ ଏକାଡେମୀ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଛି ବାର୍ଷିକ କାର୍ଟୁନ ପ୍ରଦର୍ଶନୀ। ଏଥିରେ ଓଡ଼ିଶାର ବିଶିଷ୍ଟ କାର୍ଟୁନିଷ୍ଟଙ୍କ କାର୍ଟୁନଗୁଡ଼ିକୁ ପ୍ରଦର୍ଶିତ କରାଯାଇଛି। ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକାଡେମୀ ପକ୍ଷରୁ ହୋଇଥିବା କାର୍ଟୁନ ପ୍ରତିଯୋଗିତାର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। #Cartoon #Art #OdishaCartoonAcademy
OR
0
1
1
41
OdishaLIVE
OdishaLIVE@OdishaLIVE·
ରାଜନୀତିର ଅନ୍ୟ ନାମ ଷଡ଼ଯନ୍ତ୍ର - ପ୍ରସନ୍ନ ପାଟ୍ଟଶାଣୀ | Prasanna Patasani on Odisha Politics ରାଜ୍ୟ ରାଜନୀତିରେ ଜଣେ ବରିଷ୍ଠ ରାଜନେତା ପ୍ରସନ୍ନ କୁମାର ପାଟ୍ଟଶାଣୀ। ୪ ଦଶନ୍ଧିରୁ ଅଧିକ ସମୟ ଓଡ଼ିଶା ରାଜନୀତିରେ ସେ ସକ୍ରିୟ ରହିଛନ୍ତି। ବିଧାୟକ, ମନ୍ତ୍ରୀ ଓ ସାଂସଦ ଭାବେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ପ୍ରସନ୍ନ କୁମାର ପାଟ୍ଟଶାଣୀ। #PrasannaPatasani #ExclusiveInterview #OdishaPolitics
OR
0
0
0
17
OdishaLIVE
OdishaLIVE@OdishaLIVE·
ରଥ ଯା’ ଗଡ଼ିଯା’… | Special Series for Rathayatra 2026 ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନର ପର୍ବ ବିଶ୍ଵପ୍ରସିଦ୍ଧ ପୁରୀର ରଥଯାତ୍ରା। ଏହା କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଓଡ଼ିଶାର ଐତିହ୍ୟ ଏବଂ ପରମ୍ପରାର ପ୍ରତିଛବି। ବଡ଼ଠାକୁରଙ୍କ ରଥଯାତ୍ରା ଯେତିକି ଭବ୍ୟ, ସେତିକି ବିଶାଳ। ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶାଲାଇଭ୍ ପକ୍ଷରୁ ନିଆରା ପ୍ରୟାସ ‘ରଥ ଯା’ ଗଡ଼ିଯା’…। #Rathayatra2026 #JagannathSanskruti #Odisha
OR
0
0
1
14
OdishaLIVE
OdishaLIVE@OdishaLIVE·
ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଆରମ୍ଭ ହୁଏ ପ୍ରଭୁ ଲିଙ୍ଗରାଜଙ୍କର ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଶ୍ରୀ ଲିଙ୍ଗରାଜଙ୍କ ଚଳନ୍ତି ବିଗ୍ରହ ସୁସଜ୍ଜିତ ବିମାନରେ ବସି ବିଜେ କରନ୍ତି ଭୁବନେଶ୍ଵର ସ୍ଥିତ ବିନ୍ଦୁସାଗରକୁ। ସେଠାରେ ଚନ୍ଦନ ମଣ୍ଡପରେ ସୁବାସିତ ଚନ୍ଦନ ଜଳରେ ସ୍ନାନ କରିବା ପରେ ସୁସଜ୍ଜିତ ନୌକାରେ ବସି ଚାପ ଖେଳନ୍ତି ପ୍ରଭୁ ଲିଙ୍ଗରାଜ। ୨୨ ଦିନ ଧରି ଚାଲୁଥିବା ପ୍ରଭୁଙ୍କ ଚାପଖେଳ ଦେଖିବା ଲାଗି ଏକାମ୍ର କ୍ଷେତ୍ରରେ ଭକ୍ତଙ୍କ ସମାଗମ ହୁଏ। #ChandanYatra #LingarajTemple #BhubaneswarFestivals
OR
0
1
1
23
OdishaLIVE
OdishaLIVE@OdishaLIVE·
ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଶିଶିର ସାହୁଙ୍କ ‘ଓଡ଼ିଶା’ ପୁସ୍ତକ ଉନ୍ମୋଚିତ | ‘Odisha’ book by Ama Odisha Publication Launched ‘ଆମ ଓଡ଼ିଶା’ ପ୍ରକାଶନ ପକ୍ଷରୁ ପ୍ରକାଶିତ ଶିଶିର ସାହୁଙ୍କ ‘ଓଡ଼ିଶା’ ପୁସ୍ତକ ଉନ୍ମୋଚିତ ହୋଇଛି। ଭୁବନେଶ୍ଵରସ୍ଥିତ ଆଇଏମ୍‌ଏମ୍‌ଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଓଡ଼ିଶାକୁ ଭାରତର ପଞ୍ଚମ ବୃହତମ ଅର୍ଥନୀତି ହେବାର ରୋଡମ୍ୟାପକୁ ନେଇ ପୁସ୍ତକ ଆଧାରିତ। ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ସମସ୍ତେ ସହଯୋଗ କରିବାକୁ ପୁସ୍ତକରେ ଲେଖକ ଆହ୍ଵାନ ଦେଇଛନ୍ତି। ‘ଓଡ଼ିଶା’ ପୁସ୍ତକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଛି। @SoumyaSambad @sisirs #odishabook #amaodisha #sisirsahoo
OR
0
1
2
36
OdishaLIVE
OdishaLIVE@OdishaLIVE·
ପଲିଟିକ୍ସ ଉପରେ ମୋର ବିଲକୁଲ୍ ଧାରଣା ନଥିଲା - ପ୍ରଜ୍ଞା ରଞ୍ଜନ ଖଟୁଆ | Prajnya Ranjan Khatua on his Political Comedy ପ୍ରଜ୍ଞା ରଞ୍ଜନ ଖଟୁଆ... ଓଡ଼ିଶାର ଘରେ ଘରେ ପରିଚିତ ଗୋଟେ ନାଁ। ସେ ଜଣେ ଏମିତି କଳାକାର ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି, ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି। ତେବେ ରାଜନୀତି ଉପରେ ବିଶେଷ ଧାରଣା ନଥିଲେ ମଧ୍ୟ ରାଜନୈତିକ ବିଷୟବସ୍ତୁ ଆଧାରିତ କମେଡି ତାଙ୍କୁ ଲୋକପ୍ରିୟ କରିବାରେ ବହୁତ ସାହାଯ୍ୟ କରିଥିବା କୁହନ୍ତି ପ୍ରଜ୍ଞା। ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶାଲାଇଭରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। #PrajnyaRanjanKhatua #Politics #OdiaComedy
OR
0
0
0
28
OdishaLIVE
OdishaLIVE@OdishaLIVE·
ପୁଅ ଚାଲିଗଲା ପରେ ଭାଙ୍ଗି ପଡ଼ିଲି - ଜୟଦେବ ଜେନା | Jayadev Jena on death of his Elder son ରାଜ୍ୟ ରାଜନୀତିରେ ଜଣେ ବରିଷ୍ଠ ନେତା ହେଉଛନ୍ତି ଜୟଦେବ ଜେନା। ନିଜର ପ୍ରାୟ ୫୦ ବର୍ଷର ରାଜନୈତିକ ଜୀବନରେ ସେ ୪ ଥର ବିଧାୟକ, ୨ ଥର ପ୍ରଦେଶ କଂଗ୍ରେସ କମିଟିର ସଭାପତି ହେବା ସହ ମନ୍ତ୍ରୀ ମଧ୍ୟ ହୋଇଛନ୍ତି। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ବ୍ୟକ୍ତିଗତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ବରିଷ୍ଠ ନେତା ଜୟଦେବ ଜେନା। #JayadevJena #politician #Congress
OR
0
0
0
19
OdishaLIVE retweetledi
IFI Foundation
IFI Foundation@IFIFoundation·
The poster in hand is not just a visual, it is a powerful call to action, a symbol of awareness, and a step towards a life-saving future. Held high with purpose, it reflects confidence, responsibility, and a growing commitment among young minds to drive change and spread a message that truly matters. Every year, 12 million people experience a stroke, and many lives are permanently affected. Yet, timely recognition and early medical care can greatly reduce its impact and improve outcomes, making awareness a crucial first step. Act now to #SpotStrokeSaveLives by recognising the warning signs and responding without delay. Make #StrokeActionNow a shared responsibility. Stay informed, spread awareness, and be ready when every second counts, building a healthier, more informed society. @WorldStrokeOrg @WorldStrokeEd @jeyaraj_pandian @WHO @MoHFW_INDIA @HFWOdisha @nhmodisha @SwasthyaP @OdishaLIVE @nilambarrath
IFI Foundation tweet media
English
0
3
2
71
OdishaLIVE
OdishaLIVE@OdishaLIVE·
‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ଲେଖକ ଶିଶିର ସାହୁଙ୍କ ପୁସ୍ତକ ‘ଓଡ଼ିଶା’ ଉନ୍ମୋଚିତ | ‘Odisha’ book by Ama Odisha Publication Launched ‘ଆମ ଓଡ଼ିଶା’ ପ୍ରକାଶନ ପକ୍ଷରୁ ପ୍ରକାଶିତ ଲେଖକ ଶିଶିର ସାହୁଙ୍କ ପୁସ୍ତକ ‘ଓଡ଼ିଶା’ ଉନ୍ମୋଚିତ ହୋଇଛି। ଭୁବନେଶ୍ଵରସ୍ଥିତ ଆଇଏମ୍‌ଏମ୍‌ଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଓଡ଼ିଶାକୁ ଭାରତର ପଞ୍ଚମ ବୃହତମ ଅର୍ଥନୀତି ହେବାର ରୋଡମ୍ୟାପକୁ ନେଇ ପୁସ୍ତକ ଆଧାରିତ।‘ଓଡ଼ିଶା’ ପୁସ୍ତକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଛି। @SoumyaSambad @sisirs #odishabook #amaodisha #sisirsahoo
OR
0
1
1
18
OdishaLIVE
OdishaLIVE@OdishaLIVE·
ଲେଖକ ଶିଶିର ସାହୁଙ୍କ ପୁସ୍ତକ ‘ଓଡ଼ିଶା’ ଉନ୍ମୋଚିତ | ‘Odisha’ book by Writer Sisir Sahoo Launched ‘ଆମ ଓଡ଼ିଶା’ ପ୍ରକାଶନ ପକ୍ଷରୁ ପ୍ରକାଶିତ ଲେଖକ ଶିଶିର ସାହୁଙ୍କ ପୁସ୍ତକ ‘ଓଡ଼ିଶା’ ଉନ୍ମୋଚିତ ହୋଇଛି। ଭୁବନେଶ୍ଵରସ୍ଥିତ ଆଇଏମ୍‌ଏମ୍‌ଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ପୁସ୍ତକର ଉନ୍ମୋଚନ କରାଯାଇଥିଲା। ଓଡ଼ିଶାକୁ ଭାରତର ପଞ୍ଚମ ବୃହତମ ଅର୍ଥନୀତି ହେବାର ରୋଡମ୍ୟାପକୁ ନେଇ ପୁସ୍ତକ ଆଧାରିତ।‘ଓଡ଼ିଶା’ ପୁସ୍ତକ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ପ୍ରକାଶିତ ହୋଇଛି। @SambadGroup @sisirs #odishabook #amaodisha #booklaunch
OR
0
1
1
31