Odisha Govt. Outsourcing Employees Federation.

305 posts

Odisha Govt. Outsourcing Employees Federation. banner
Odisha Govt. Outsourcing Employees Federation.

Odisha Govt. Outsourcing Employees Federation.

@ogoef_official

Official account of Odisha Government Outsourcing Employees Federation. #AbolishOutsourcingSystem #protect_livelihood_of_outsourced_employess

Katılım Temmuz 2023
189 Takip Edilen5.6K Takipçiler
Odisha Govt. Outsourcing Employees Federation.
📢 Justice for Odisha’s Outsourcing Employees! The hard-working outsourcing employees are the true backbone of Odisha’s public services. To achieve a "Bikashit Odisha," we must uphold the dignity of outsourced employees and ensure no employees is left behind. 📋 Our Urgent Demands: Reinstate all retrenched employees disengaged arbitrarily. Restore their livelihood and dignity! Extend benefits to SPA appointees unfairly treated as daily-wagers. Regularize services of outsourced employees and ensure long-term job security. 🙏 A Request to Hon'ble Chief Minister of Odisha We urge hon'ble CM @MohanMOdisha @CMO_Odisha to fulfill these promises and strengthen governance by protecting those who serve the state. Fair treatment is our right. @BIJAYMALLA @PravatChan87813 #Odisha #JusticeDelayed #OdishaOutsourcing #MohanMajhi #BikashitOdisha #EmployeesRights #OdishaNews #Bhubaneswar
Odisha Govt. Outsourcing Employees Federation. tweet media
English
302
233
355
2.5K
Odisha Govt. Outsourcing Employees Federation.
ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ @CMO_Odisha @MohanMOdisha 🙏 ଓଡ଼ିଶାର ବିକାଶରେ ଅହରହ ପରିଶ୍ରମ କରୁଥିବା ହଜାର ହଜାର ଆଉଟସୋର୍ସିଂ କର୍ମଚାରୀ ଆଜି ଅନେକ ସମସ୍ୟା ଦେଇ ଗତି କରୁଛନ୍ତି। ଆମର ଜୀବନ ଓ ଜୀବିକାର ସୁରକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଆମର ବିନମ୍ର ଦାବି: ମନ୍ତ୍ରୀସ୍ତରୀୟ କମିଟି ଗଠନ: ଆଉଟସୋର୍ସିଂ କର୍ମଚାରୀଙ୍କ ସମସ୍ୟାକୁ ଗଭୀର ଭାବେ ଅନୁଧ୍ୟାନ କରିବା ପାଇଁ ତୁରନ୍ତ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଉ। ସ୍ଥାୟୀ ନିଯୁକ୍ତି: ବର୍ଷ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଉଚିତ୍ ପଦକ୍ଷେପ ନିଆଯାଉ। ଛଟେଇ ବନ୍ଦ ଓ ପୁନଃନିଯୁକ୍ତି: ଅନ୍ୟାୟ ଭାବେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉ।ଆଉଟସୋର୍ସିଂରେ ଚାକିରି କରି ଡେଲୀ ୱେଜେସ ହାରରେ ଦରମା ଦିଆଯିବା ବନ୍ଦ୍ କରାଯାଉ। ଆମର ବିଶ୍ୱାସ ଅଛି, ଆପଣଙ୍କ ନେତୃତ୍ୱରେ ଆମେ ଆମର ହକ୍ ପାଇବୁ ଏବଂ ଓଡ଼ିଶାର ବିକାଶରେ ଆମର ଅବଦାନ ଜାରି ରଖିବୁ। @CMO_Odisha #RequestToCM #OdishaOutsourcing #MinisterialCommittee #EmployeeRights #JusticeForOutsourcingEmployees #OdishaGovernment #MohanCharanMajhi #Bhubaneswar @BIJAYMALLA @PravatChan87813
Odisha Govt. Outsourcing Employees Federation. tweet media
OR
154
172
360
7.1K
Odisha Govt. Outsourcing Employees Federation.
ସମସ୍ତଙ୍କୁ ଉତ୍କଳ ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ବନ୍ଦେ ଉତ୍କଳ ଜନନୀ।
Odisha Govt. Outsourcing Employees Federation. tweet media
OR
2
16
46
738
Odisha Govt. Outsourcing Employees Federation.
Thousands of lives are in limbo! 📢 The outsourced employees of Odisha earnestly request Hon'ble CM @MohanMOdisha to ✅ Fulfill the promise of regularizing services. ✅ Reinstate all retrenched employees. ✅ Provide a secure future for 70,000+ families. Our dedication deserves security, not uncertainty! ✊🏛️ @CMO_Odisha @PrithivirajBJP @babusinghodisha @irasisacharya @BIJAYMALLA @PravatChan87813 #JusticeForOutsourcedEmployees #MohanMajhi #RegularizationNow #Bhubaneswar #OdishaNews
Odisha Govt. Outsourcing Employees Federation. tweet media
English
171
207
312
2.1K
Odisha Govt. Outsourcing Employees Federation. retweetledi
Sudarsan Das
Sudarsan Das@sudarsandasINC·
ଏହି ଭିଡ଼ିଓଟି ଦୁଇ/ଅଢେଇ ବର୍ଷ ତଳର l ଓଡିଶା ସରକାରୀ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନଙ୍କ ଆନ୍ଦୋଳନରେ ଯୋଗ ଦେଇଥିଲେ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ l ସେତେବେଳେ ସେ ଥିଲେ ବିଧାନସଭାରେ ବିଜେପି ଦଳର ମୁଖ୍ୟ ସଚେତକ l ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦାବିକୁ କେବଳ ସମର୍ଥନ କରିନଥିଲେ, ସେଗୁଡିକୁ ମୁଖସ୍ଥ କରିଛନ୍ତି ବୋଲି କହିଥିଲେ l ଏହି ଭିଡ଼ିଓଟି ତାର ପ୍ରମାଣ l ସେତେବେଳର ମୁଖ୍ୟ ସଚେତକ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ l ଏତେ କମ ଦିନ ଭିତରେ ସେ ମୁଖସ୍ଥ କରିଥିବା କଥା ଗୁଡିକୁ ଭୁଲିଗଲେ କେମିତି? @MohanMOdisha ଙ୍କୁ ଅନୁରୋଧ, ଆପଣ ନିଜେ କହିଥିବା କଥାକୁ ନଭୂଲି ଏହି କୁତ୍ସିତ ପ୍ରଥା କୁ ବନ୍ଦ ଜରନ୍ତୁ l ଆପଣ ସବୁ ଦିନ ମୁଖ୍ୟମନ୍ତ୍ରୀ ରହିବେ ନାହିଁ l କିନ୍ତୁ ସବୁ ଦିନ ପାଇଁ ଆପଣଙ୍କୁ ଓଡିଶା ମନେ ରଖିବ ଯଦି 70 ହଜାର କର୍ମଚାରୀଙ୍କୁ ଏହି ଗୋତି ପ୍ରଥାରୁ ମୁକ୍ତି ଦେବେ l ଭୁବନେଶ୍ୱରର ରାଜ ରାସ୍ତାରେ ସେମାନେ 9 ଦିନ ହେଲା ଖରା କାକର ରେ ବସିଛନ୍ତି l ସେମାନଙ୍କ କଥା ଟିକେ ଶୁଣନ୍ତୁ l ସେମାନଙ୍କୁ ଡାକି ତାଙ୍କ ସହିତ କଥା ହୁଅନ୍ତୁ l ସେମାନଙ୍କୁ ହେୟ ମଣନ୍ତୁ ନାହିଁ l
OR
31
114
320
13.4K
Odisha Govt. Outsourcing Employees Federation. retweetledi
Bijay Malla.ବିଜୟ ମଲ୍ଲ
ଏବେ ବି ରାଜରାସ୍ତାରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆଉଟସୋର୍ସିଂ ସ୍ୱରରେ କମ୍ପୁଛି ଓଡ଼ିଶା। ଏହି ପ୍ରଥାକୁ ସମ୍ପୂର୍ଣ ହଟାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଗୃହରେ ଦାବି କଲେ ମାନ୍ୟବର ବିଧାୟକ @sofiafirdous1 ଧନ୍ୟବାଦ ମାଡାମ #outsourcing #employment #odisha #barabaticuttack #sofiafirdous
OR
19
96
172
1.8K
Odisha Govt. Outsourcing Employees Federation. retweetledi
Sofia Firdous
Sofia Firdous@sofiafirdous1·
ବିଗତ ସରକାରରେ ଆଉଟସୋର୍ସିଂକୁ ନେଇ ଯେଉଁ ଆନ୍ଦୋଳନ ଉଠିଥିଲା ତାହା ବର୍ତ୍ତମାନର ସରକାରରେ ମଧ୍ୟ ବଳବତ୍ତର ରହିଛି। ଏବେ ବି ରାଜରାସ୍ତାରେ ସ୍ଥାୟୀ ନିଯୁକ୍ତିକୁ ନେଇ ଆଉଟସୋର୍ସିଂ ସ୍ୱରରେ କମ୍ପୁଛି ଓଡ଼ିଶା। ଏହି ପ୍ରଥାକୁ ସମ୍ପୂର୍ଣ ହଟାଇ ସ୍ଥାୟୀ ନିଯୁକ୍ତି ଦେବାକୁ ଗୃହରେ ଦାବି ରଖିଥିଲି। #outsourcing #employment #odisha #barabaticuttack #sofiafirdous
OR
38
71
203
14.9K
Odisha Govt. Outsourcing Employees Federation. retweetledi
Office of Kalikesh Singh Deo
Office of Kalikesh Singh Deo@DeoKalikesh·
Met the State team of OGOEF today who submitted a memorandum highlighting issues faced by outsourcing employees across Odisha. Job security, fair wages and dignity of labour must be ensured for these workers. #OutsourcingWorkers #Odisha #WorkersRights
Office of Kalikesh Singh Deo tweet media
English
4
34
85
1.1K
Odisha Govt. Outsourcing Employees Federation. retweetledi
Sofia Firdous
Sofia Firdous@sofiafirdous1·
ବିଭିନ୍ନ ସମୟରେ ଆଉଟସୋର୍ସିଂ ଓ ଆଦର୍ଶ ବିଦ୍ୟାଳୟକୁ ନେଇ ଭିନ୍ନ ଭିନ୍ନ ସମସ୍ୟା ବାବଦରେ ସାଧାରଣ ଜନତାଙ୍କ ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ଗୃହରେ ଉପସ୍ଥାପନ କରିଥିଲି। ଯାହା ପରେ ଅଭିଯୋଗ ଉଠାଇଥିବା ଅଭିଯୋଗକାରୀମାନଙ୍କ ସହ ଭେଟିଥିଲି।
Sofia Firdous tweet mediaSofia Firdous tweet media
OR
6
34
311
4.2K
Odisha Govt. Outsourcing Employees Federation. retweetledi
Sofia Firdous
Sofia Firdous@sofiafirdous1·
ଓଡ଼ିଶାରେ ଆଉଟସୋର୍ସିଂ ଏକ ସ୍କାମ୍ ପାଲଟିଗଲାଣି।ଲୋକଙ୍କ ନିଯୁକ୍ତିରେ ସ୍ଥାୟୀ ରହୁନାହିଁ। ସରକାର ବହୁତ ଥର ଏହାର ସ୍ଥାୟୀ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଦୃଷ୍ଟି ନ ଦିଆଯିବାରୁ ଦାୟିତ୍ୱରେ ଥିବା ଏଜେନ୍ସି ନିଜର ମନମାନୀ କରୁଛନ୍ତି। ଏହାକୁ ସରକାର ଗୁରୁତ୍ଵ ଦେବାକୁ ଗୃହରେ ଦାବି କରିଥିଲି। #outsourcing #equalpay #Odisha #barabaticuttack #SofiaFirdous
OR
107
133
305
3.6K
Odisha Govt. Outsourcing Employees Federation. retweetledi
Prithiviraj Harichandan
Prithiviraj Harichandan@PrithivirajBJP·
ଗତକାଲି ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନ ଠାରେ ଓଡ଼ିଶାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ସାକ୍ଷାତକରି ବିଭିନ୍ନ ସମସ୍ୟା ବିଷୟରେ ଜଣାଇଥିଲେ। ସେମାନଙ୍କର ସମସ୍ୟାକୁ ଅତି ଗମ୍ଭୀରତାର ସହ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ସମସ୍ୟାର ସମାଧାନ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ପ୍ରଦାନ କରିଛି। ଏହି ଅବସରରେ ମାନ୍ୟବର ଭଟଲି ବିଧାୟକ ଶ୍ରୀ @irasisacharya ଉପସ୍ଥିତ ଥିଲେ।
Prithiviraj Harichandan tweet mediaPrithiviraj Harichandan tweet media
OR
376
305
661
14.6K