SJS & MSJS, Malkangiri

5.6K posts

SJS & MSJS, Malkangiri banner
SJS & MSJS, Malkangiri

SJS & MSJS, Malkangiri

@sharmjeebi

Strong people's collective organization

Katılım Mayıs 2020
1.2K Takip Edilen3.5K Takipçiler
SJS & MSJS, Malkangiri retweetledi
12 Baje 12 minute
12 Baje 12 minute@12_baje·
Around 25 families in Elmanguda village under Gatlapadar Panchayat of Gunupur Block, Rayagada district are facing severe difficulties due to the lack of safe drinking water. Villagers are struggling every day to access clean water for drinking and daily use, especially during the summer season. We humbly urge the Government and concerned authorities to take immediate steps to provide a sustainable and clean drinking water facility to the village. #DrinkingWaterCrisis #WaterForAll #RayagadaChallenge #GrassrootsAction @PRDeptOdisha @DM_Rayagada @RWSS_rayagada @OdishaWater @RWSS_Odisha @CMO_Odisha @BdoGunupur
English
20
100
105
403
SJS & MSJS, Malkangiri
SJS & MSJS, Malkangiri@sharmjeebi·
"ପଡ଼ିଆ ରୁ ବଢିଆ" କାର୍ଯ୍ୟକ୍ରମ ମାଲକାନଗିରି ବ୍ଲକ ଗଙ୍ଗଲା ପଞ୍ଚାୟତର ଆଡ଼ମୁଣ୍ଡା ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଛି । ଅକ୍ଟୋବର ୧୫ ପୂର୍ବରୁ ମାଗଣା, ଭଲ ବିହନ, ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ ଦାବି ଲିଖିତ ମାଧ୍ୟମରେ ସରକାରଙ୍କୁ ଅବଗତ କରାଯିବା ବୋଲି ନିଷ୍ପତ୍ତି ନିଆଗଲା । #secondcrop #sustainableagriculture
SJS & MSJS, Malkangiri tweet media
OR
0
15
18
65
SJS & MSJS, Malkangiri
SJS & MSJS, Malkangiri@sharmjeebi·
"ପଡ଼ିଆ ରୁ ବଢିଆ" କାର୍ଯ୍ୟକ୍ରମ ଖଇରପୁଟ ବ୍ଲକ ରାସବେଡା ପଞ୍ଚାୟତ ଅନ୍ତର୍ଗତ ବନଗୁଡା ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଛି । ଅକ୍ଟୋବର ୧୫ ପୂର୍ବରୁ ମାଗଣା ବିହନ, ଭଲ ବିହନ, ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ ଦାବି ଲିଖିତ ମାଧ୍ୟମରେ ସରକାରଙ୍କୁ ଅବଗତ କରାଯିବ ବୋଲି ନିଷ୍ପତ୍ତି ନିଆଗଲା । #secondcrop #Malnutrition
SJS & MSJS, Malkangiri tweet mediaSJS & MSJS, Malkangiri tweet mediaSJS & MSJS, Malkangiri tweet media
OR
0
13
16
86
SJS & MSJS, Malkangiri
SJS & MSJS, Malkangiri@sharmjeebi·
"ପଡ଼ିଆ ରୁ ବଢିଆ" କାର୍ଯ୍ୟକ୍ରମ କୋରୁକୋଣ୍ଡା ବ୍ଲକ କାମବାଡା ଗ୍ରାମରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅକ୍ଟୋବର ୧୫ ପୂର୍ବରୁ ମାଗଣା ବିହନ, ଭଲ ବିହନ, ଏବଂ ଅଧିକରୁ ଅଧିକ ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ ଦାବି ଲିଖିତ ମାଧ୍ୟମରେ ସରକାରଙ୍କୁ ଅବଗତ କରାଯିବା ବୋଲି ନିଷ୍ପତ୍ତି ନିଆଗଲା । #secondcrop #sustainableagriculture
SJS & MSJS, Malkangiri tweet media
OR
0
12
15
60
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲାର କମିଟି ସଦସ୍ୟ ଏବଂ କିଛି ଚାଷୀଙ୍କ ମିଳିତ ଆନୁକୂଲ୍ୟରେ ବିଧାୟକ ଶ୍ରୀଯୁକ୍ତ ନର୍ସିଙ୍ଗ ମାଡକାମୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
1
16
17
75
SJS & MSJS, Malkangiri
SJS & MSJS, Malkangiri@sharmjeebi·
ପାନୀୟଜଳ ସଂକଟରେ ମାଲକାନଗିରି ଜିଲ୍ଲା ଗଙ୍ଗଲା ପଞ୍ଚାୟତ ଆଡ଼ମୁଣ୍ଡା ଗ୍ରାମବାସି, ଗାଁରେ ନଳକୂପ ଖରାପ ହୋଇଥିବାରୁ ଖରାରେ ପାଣିପାଇଁ ବିକଳ ହେଉଛନ୍ତି । ତେଣୁ @RWSS_Mlkg ଙ୍କୁ ଅନୁରୋଧ ତୁରନ୍ତ ଏଥିପ୍ରତି ଦୃଷ୍ଟିଦିଅନ୍ତୁ । @BDO_Malkangiri @dm_malkangiri @CMO_Odisha @OdishaWater #WaterForLife #WaterInfrastructure
OR
0
22
23
123
SJS & MSJS, Malkangiri retweetledi
SJS & MSJS, Malkangiri retweetledi
Lok Unnati Sangathan
Lok Unnati Sangathan@LokUnnati·
ବଲାଙ୍ଗୀର ଜିଲ୍ଲା ,ପାଟଣାଗଡ ବ୍ଲକ , ପଞ୍ଚାୟତ ଗ୍ରାମ ରାକ୍ଷୀଉଡାର,ଙ୍କୁ ବେଦମତି ବଗର୍ତ୍ତୀ ଉପଯୁକ୍ତ ତଦନ୍ତ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରଟିଏ ଯୋଗାଇ ଦେବାକୁ @homeodisha @BPatnagarh @CollectorBgr ଙ୍କୁ ବିନମ୍ର ଅନୁରୋଧ।@MoRD_GOI #PMAYOdisha #HousingForAllOdisha
OR
3
9
12
140
SJS & MSJS, Malkangiri
SJS & MSJS, Malkangiri@sharmjeebi·
ଓଡ଼ିଶାର କୃଷି ଓ କୃଷକଙ୍କ ଜୀବିକାକୁ ସମୃଦ୍ଧ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ଭାବେ ‘ପଡିଆ ରୁ ବଢ଼ିଆ’ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଦ୍ୱାରା ପୋଡାଘାଟ ଗ୍ରାମରେ ଗାଁ ବୈଠକ ଅନୁଷ୍ଠିତ ହୋଇଛି । #fruitsofharvest #secondcrop #farmersdemand #aatmanirbhartainpulses
SJS & MSJS, Malkangiri tweet media
OR
0
18
21
115
SJS & MSJS, Malkangiri
SJS & MSJS, Malkangiri@sharmjeebi·
ଓଡ଼ିଶାର କୃଷି ଓ କୃଷକଙ୍କ ଜୀବିକାକୁ ସମୃଦ୍ଧ କରିବା ଲକ୍ଷ୍ୟରେ ରାଜ୍ୟବ୍ୟାପୀ ଭାବେ ‘ପଡିଆ ରୁ ବଢ଼ିଆ’ ଅଭିଯାନ ଆରମ୍ଭ ହୋଇଛି । ଏହି ଅବସରରେ ଶ୍ରମଜୀବୀ ଓ ମହିଳା ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲା ଦ୍ୱାରା ସାତଗୋଟି ବ୍ଲକରୁ ବିଭିନ୍ନ ଅଧିକାରୀ ଏବଂ ଜିଲ୍ଲାପାଳଙ୍କୁ କୃତଜ୍ଞତା ଜଣେଇଛନ୍ତି । #fruitsofharvest #secondcrop
SJS & MSJS, Malkangiri tweet mediaSJS & MSJS, Malkangiri tweet mediaSJS & MSJS, Malkangiri tweet mediaSJS & MSJS, Malkangiri tweet media
OR
2
19
20
120
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲାର କମିଟି ସଦସ୍ୟ ଏବଂ କିଛି ଚାଷୀଙ୍କ ମିଳିତ ଆନୁକୂଲ୍ୟରେ ଆଜି ବିଧାୟକ ଶ୍ରୀଯୁକ୍ତ ମଙ୍ଗୁ ଖିଲଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
14
14
80
SJS & MSJS, Malkangiri
SJS & MSJS, Malkangiri@sharmjeebi·
ଖଇରପୁଟ ବ୍ଲକ ପାଖନାମୁହାନ ଗ୍ରାମ ଠାରୁ ଚାଉଳମେନ୍ଦି ଗାଁ ପର୍ଯ୍ୟନ୍ତ 4 କି.ମି. ନୂତନ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଗୁହାରି । ତେଣୁ @BDO_Khairput ଙ୍କୁ ଅନୁରୋଧ ଏହି ସମସ୍ୟା ପ୍ରତି ଦୃଷ୍ଟିଦେଇ ନୂତନ ରାସ୍ତା ନିର୍ମାଣପାଇଁ ପଦକ୍ଷେପ ନିଅନ୍ତୁ । @dm_malkangiri @CMO_Odisha @RDOdisha #Roadinfrastructure #LSDG6
OR
2
33
39
205
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲାର କମିଟି ସଦସ୍ୟ/ସଦସ୍ୟା ଏବଂ କିଛି ଚାଷୀଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
6
9
51
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ଶ୍ରମଜୀବୀ ସଂଗଠନ ମାଲକାନଗିରି ଜିଲ୍ଲାର କମିଟି ସଦସ୍ୟ/ସଦସ୍ୟା ଏବଂ କିଛି ଚାଷୀଙ୍କ ମିଳିତ ଆନୁକୂଲ୍ୟରେ ଆଜି ଜିଲ୍ଲା କୃଷି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
6
6
43
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ମାଲକାନଗିରି ବ୍ଲକର କମିଟି ସଦସ୍ୟ/ସଦସ୍ୟା ଏବଂ କିଛି ଚାଷୀ ମିଶି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଗୋଟା ମୁଗ 50 ଗ୍ରାମ ସହ ଦାବିପତ୍ର ପ୍ରଦାନ କରାଯାଇଛି । @kvsinghde #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
7
9
42
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ପଡିଆ ବ୍ଲକର କମିଟି ସଦସ୍ୟ/ସଦସ୍ୟା ଏବଂ କିଛି ଚାଷୀ ମିଶି ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।@krushibibhag @CMO_Odisha @dm_malkangiri #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
9
12
62
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ଖଇରପୁଟ ବ୍ଲକ କୃଷି ଅଧିକାରୀଙ୍କୁ ଗୋଟା ମୁଗ 100 ଗ୍ରାମ ସହ ଦାବିପତ୍ର ପ୍ରଦାନ କରାଯାଇଛି । @KVSinghDeo1 @krushibibhag @CMO_Odisha @dm_malkangiri #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
8
10
47
SJS & MSJS, Malkangiri
SJS & MSJS, Malkangiri@sharmjeebi·
ସମୃଦ୍ଧ କୃଷି, ସମୃଦ୍ଧ ଓଡ଼ିଶା, ୧୮ଟି ଜିଲ୍ଲାରେ ‘Brown to Green’ ଅଭିଯାନର ମହାଶୁଭାରମ୍ଭ । ଏହି ଅବସରରେ ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗୋଟା ମୁଗ 100 ଗ୍ରାମ ସହ ଦାବିପତ୍ର ପ୍ରଦାନ କରାଯାଇଛି ।@KVSinghDeo1 @krushibibhag @CMO_Odisha @dm_malkangiri #fruitsofharvest #secondcrop #dalforfarmers
SJS & MSJS, Malkangiri tweet media
OR
0
6
6
33