sunabedamunicipality

375 posts

sunabedamunicipality banner
sunabedamunicipality

sunabedamunicipality

@sunabedaULB

MUNICIPALITY OFFICE, SUNABEDA Katılım Ağustos 2016
139 Takip Edilen959 Takipçiler
sunabedamunicipality
sunabedamunicipality@sunabedaULB·
Organisation of ULB Level function by Sunabeda Municipality for Mobilisation and Issue of Credit Card and Disbursement of Loan to the Eligible Beneficiaries under PM-SVANIDHI Scheme to mark the occasion of Live Streaming programme of Hon'ble Prime Minister of India on 23.01.2026.
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
English
0
0
0
28
sunabedamunicipality
sunabedamunicipality@sunabedaULB·
ଆଜି ମାନ୍ୟବର ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୋରାପୁଟ ଜିଲ୍ଲା ଗସ୍ତ କରି ସୁନାବେଡ଼ା ପୌରପରିଷଦ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ|ଏହି ଅବସରରେ ମାନ୍ୟବର ବିଧାୟକ, କୋରାପୁଟ, ଜିଲ୍ଲାପାଳ, କୋରାପୁଟ,ପୁଲିସ ଅଧୀକ୍ଷକ, କୋରାପୁଟ, ନଗରପାଳ,ସୁନାବେଡା, ସମସ୍ତ ପାରିଷଦ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ|
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
0
26
sunabedamunicipality
sunabedamunicipality@sunabedaULB·
କୋରାପୁଟ ଜିଲ୍ଲାପାଳ ସୁନାବେଡା ପୌରାଞ୍ଚଳ ଗସ୍ତ ଅବସରରେ ଆହାର କେନ୍ଦ୍ର,SUH,FSTP,MCC,MRF,ଏବଂ ଭେଣ୍ଡିଂ ଜୋନ୍‌ ସହିତ ବିଭିନ୍ନ ବିକାଶମୂଳକ କାର୍ଯ୍ୟସ୍ଥଳକୁ ପରିଦର୍ଶନ କରିବା ସହ ତାହାର ଅନୁଧ୍ୟାନ ଥିଲେ।”ଏହି ଅବସରରେ ସୁନାବେଡା ନଗରପାଳ,ନିର୍ବାହୀ ଅଧିକାରୀ ଏବଂପାରିଷଦମାନେ ଉପସ୍ଥିତ ଥିଲେ।@cmo_odisha #collectorkoraput
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
1
0
0
31
sunabedamunicipality
sunabedamunicipality@sunabedaULB·
ସୁନାବେଡା ପୌରପରିଷଦ ଠାରେ ଆଜି ରାଷ୍ଟ୍ରୟ ଗୀତ ଓ ଦେଶପ୍ରୀତିର ଐକ୍ୟତାନ 'ବନ୍ଦେ ମାତରମ୍' ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ମହାସମାରୋହ ପାଳନ କରାଯାଇଛି। ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ସମବେତ କଣ୍ଠରେ ବନ୍ଦେ ମାତରମ୍ ଗାନ କରିଛନ୍ତି । #vandemataram150 @cmo_odisha #Hudd_odisha #ipr_odisha #collectorkoraput
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
0
33
sunabedamunicipality
sunabedamunicipality@sunabedaULB·
"ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ-୨୦୨୫" ପାଳନ ଅବସରରେ ଆଜି ସୁନାବେଡା ପୌରପରିଷଦ କାର୍ଯ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିସହିତ ଏକ “Mock Drill”କରାଯାଇଥିଲା | @cmo_odisha #Hudd_odisha #ipr_odisha #collectorkoraput #mohua_india
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
1
52
sunabedamunicipality
sunabedamunicipality@sunabedaULB·
ଆଜି ସୁନାବେଡା ପୌରପାଳିକା ଦ୍ୱାରା "ମୋନ୍ଥା" ଘୂର୍ଣ୍ଣିବାତ୍ୟା ସମ୍ବନ୍ଧରେ ପ୍ରତ୍ୟେକ ୱାର୍ଡରେ ମାଇକିଙ୍ଗ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। @cmo_odisha #Hudd_odisha #ipr_odisha #collectorkoraput #mohua_india
OR
0
0
0
33
sunabedamunicipality
sunabedamunicipality@sunabedaULB·
ଗତ ତା-୧୩-୧୦-୨୦୨୫ ରିଖ ଦିନ ଶ୍ରୀ ସନ୍ତୋଷ କୁମାର ପାତ୍ର, ଭା. ପ୍ର.ସେ.(ପି), ନିର୍ବାହୀ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା| ଏହି ଅବସରରେ ନଗରପାଳ, ଉପ-ନଗରପାଳ, ସମସ୍ତ ପାରିଷଦ ଏବଂ ସମସ୍ତ ଅଫିସ୍‌ ଷ୍ଟାଫ ଉପସ୍ଥିତ ଥିଲେ | @cmo_odisha #Hudd_odisha #ipr_odisha #collectorkoraput #mohua_india
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
0
32
sunabedamunicipality
sunabedamunicipality@sunabedaULB·
@Susanta40031033 @DUDAKORAPUT @koraputdm @HUDDeptOdisha @CMO_Odisha @IPR_Odisha @RdcsdBerhampur @SecyChief @MoHUA_India @dr_kcmahapatra @rdmodisha ପୌରପରିଷଦର AEF ବଜାରର ଭଡାଗୃହ ସଂଖ୍ୟା H-4 ଠାରୁ I-5 ର ପୁନଃନିର୍ମାଣ ଲାଗି ଦିଆଯାଇଥିବା ଅନୁମତିକୁ ଉଲଙ୍ଘନ କରି ଶ୍ୟାମ ଟାକ୍ରୀ ଅନ୍ୟ ଏକ ଗୃହ ବର୍ଦ୍ଧିତ କରି ନିର୍ମାଣ କରିଥିବାରୁ ତାଙ୍କୁ ଏକ ନୋଟିସ ଦ୍ବାରା ୩୦,୦୦୦/- ଜରିମାନା ସହ ଉକ୍ତଗୃହକୁ ପରିଷଦ ହସ୍ତକୁ ନେବା ଲାଗି ଜଣାଗଲା ଏବଂ ଦାୟିତ୍ବରେଥିବା କର୍ମଚାରୀଙ୍କୁ କୈଫିୟତ ମଗାଗଲା
OR
1
0
1
54
susanta
susanta@Susanta40031033·
Housing board vegetable marketରେ 8ଟି ଦୋକାନର କାର୍ଯ୍ୟାଦେଶ ଥିବାବେଳେ 9ଟି ଦୋକାନଗୃହ କିପରି ହେଲା?ସୁନାବେଡା ମୁନସିପାଲିଟି କାହିଁକି ଚୁପ?ଏ ଦୁର୍ନୀତିରେ କିଏ ସାମିଲ ଅଛନ୍ତି ତଦନ୍ତ ହେଉ |କରିବାକୁ ପଇସା କିଏ ଦେଲା?ସେମିତି ହେଲେ ସମସ୍ତେ ଦୋକାନ କରିବେ? @sunabedaULB,@DUDAKORAPUT,@koraputdm,@HUDDeptOdisha,@CMO_Odisha
susanta tweet media
OR
4
4
9
304
sunabedamunicipality
sunabedamunicipality@sunabedaULB·
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ ଜୟନ୍ତୀ ଅବସରରେ ଆଜି ସୁନାବେଡା ପୌରପରିଷଦ ତରଫରୁ ଗୋପବନ୍ଧୁଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା | @cmo_odisha #Hudd_odisha #ipr_odisha #collectorkoraput #mohua_india
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
1
0
1
45
sunabedamunicipality
sunabedamunicipality@sunabedaULB·
ସୋମବାର ସକାଳ ପରିବର୍ତ୍ତେ ରବିବାର ରାତିରେ ହାଟ ପଦା ଭେଣ୍ଡିଂ ଜୋନ୍ ସଫା କରିବାକୁ ନିଷ୍ପତ୍ତି ନିଆଯାଇଛି। ସଫା କରାଯାଇଥିବା ହାଟ ପଦା ଭେଣ୍ଡିଂ ଜୋନ୍‌ର ଜିଓଟ୍ୟାଗ୍ ଭିଡିଓ ରେକର୍ଡ କରାଯାଇଛି। @DUDAKORAPUT @koraputdm @HUDDeptOdisha @SwachhBharatGov @IPR_Odisha @CMO_Odisha @MoHUA_India @PMOIndia @mlkhattar
OR
0
0
1
30
sunabedamunicipality
sunabedamunicipality@sunabedaULB·
ଆଜି ପୂର୍ବାହ୍ନ ସମୟରେ ସୁନାବେଡା ପୌରପରିଷଦ ନିର୍ବାହୀ ଅଧିକାର,କନିଷ୍ଠ ଯନ୍ତ୍ରୀ ଏବଂ ୱାର୍ଡ ସଂଖ୍ୟା୧,୩,୫ ର ପାରିଷଦ ମିଳିତ ଭାବରେ ଉକ୍ତ ୱାର୍ଡ ପରିଦର୍ଶନ କରି ସେହି ଅଞ୍ଚଳର ପରିମଳ ଓ ବିଭିନ୍ନ ସମସ୍ୟାର ଅନୁଧ୍ୟାନ କରିବା ସହ ସମସ୍ୟାର ନିରାକରଣ ନିମନ୍ତେ ଆଲୋଚନା କରିଥିଲେ| @CMO_Odisha @IPR_Odisha @MoHUA_India
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
0
40
sunabedamunicipality
sunabedamunicipality@sunabedaULB·
ତା-୦୫.୧୦.୨୦୨୫ ରିଖ ଦିନ ସୁନାବେଡା ପୌରପରିଷଦ ତରଫରୁ ସେମିଳିଗୁଡା ସହରାଞ୍ଚଳରେ ଥିବା ବିଭିନ୍ନ ଦୋକାନମାନଙ୍କରେ ପଲିଥିନୀ,ଗୁଟଖା ଓ ତମ୍ବାଖୁ ଏବଂ ଟ୍ରେଡ ଲାଇସେନ୍ସର ଯାଞ୍ଚ କରାଯାଇ ଖିଲାପକାରୀଙ୍କ ବିରୋଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା| @CMO_Odisha @IPR_Odisha @HUDDeptOdisha @DUDAKORAPUT
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
0
35
sunabedamunicipality
sunabedamunicipality@sunabedaULB·
ମାନ୍ୟବର ବିଧାୟକ, କୋରାପୁଟ,ପୌରପରିଷଦର ନଗରପାଳ,ଉପ ନଗରପାଳ,ନିର୍ବାହୀ ଅଧିକାରୀ,ଅତିରିକ୍ତ ନିର୍ବାହୀ ଅଧିକାରୀ,ସମସ୍ତ ପାରିଷଦ ବୃନ୍ଦ ଏବଂ ସମସ୍ତ ଷ୍ଟାଫ ଙ୍କ ଉପସ୍ଥିତିରେ ଆଜି ସୁନାବେଡା ପୌରପରିଷଦଠାରେ ମାସିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଏବଂ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା |
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
0
33
sunabedamunicipality
sunabedamunicipality@sunabedaULB·
ସୁନାବେଡା ପୌରପରିଷଦ ଟ୍ରାଫିକଛକଠାରେ ମାନ୍ୟବର ବିଧାୟକ,କୋରାପୁଟ,HALକାର୍ଯନିର୍ବାହୀ ନିର୍ଦେଶକ,ସୁନାବେଡା ନଗରପାଳ,ଉପନଗରପାଳ,ନିର୍ବାହୀ ଅଧିକାରୀ,ଅତିରିକ୍ତନିର୍ବାହୀ ଅଧିକାରୀ,HAL ମହାପ୍ରବନ୍ଧକ,ଉପମହାପ୍ରବନ୍ଧକ ଏବଂସୁନାବେଡାର ସମସ୍ତ ପାରିଷଦବୃନ୍ଦଙ୍କ ଉପସ୍ଥିତିରେLEDଲାଇଟ୍ ସ୍ଥାପନଦ୍ଵାରା ଆଲୋକିକରଣପାଇଁ ଭିତିପ୍ରସ୍ତର ସ୍ଥାପନ ହେଲା
sunabedamunicipality tweet mediasunabedamunicipality tweet mediasunabedamunicipality tweet mediasunabedamunicipality tweet media
OR
0
0
1
26