Arama Sonuçları: "#MoSebaKendra"

20 sonuç
Nabina Odisha
Nabina Odisha@nabina_odisha·
ଘର ପାଖରେ ମିଳୁଛି ସୁବିଧା, ହାତପାଆନ୍ତାରେ ସେବା ☀️ ଗ୍ରାମପଞ୍ଚାୟତରେ #MoSebaKendra ଜରିଆରେ ମିଳୁଛି ଓଡ଼ିଶା ୱାନ ପୋର୍ଟାଲ୍ ର ସୁବିଧା #Odishaone ସଙ୍କଳ୍ପ 'ନବୀନ ଓଡ଼ିଶା'ର, ବିକାଶ ସଭିଙ୍କର🤝🏻 #5T #NabinOdisha #OdishaOnTheMove
Nabina Odisha tweet media
OR
0
10
24
246
Sharamajeebee Bikash Mancha, Nuapada
ଜିଲ୍ଲା ନୂଆପଡ଼ା, ବ୍ଲକ ସିନାପାଲି, ଗ୍ରା:ପ ଲିଟିଗୁଡା ଠାରେ ମୋ ସେବା କେନ୍ଦ୍ର କୋଉଠି ଅଛି ଜାଣି ନାହାନ୍ତି ତେଣୁ ଚାଷୀ ମାନେ ଦୂର ଗାଁ କୁ ଯାଇ ଅଧିକ ଟଙ୍କା ଦେଈ ଖର୍ଚ୍ଚାନ୍ତ ହେଉଛନ୍ତି ପ୍ରଶାସନ କୁ ବିନମ୍ର ଅନୁରୋଧ ତାର ସ୍ଥାୟୀ ସମାଧାନ କରନ୍ତୁ। #mosebakendra #supportfarmers #Krusikranti @CMO_Odisha @DM_Nuapa
OR
3
45
53
380
Odisha One - ଓଡିଶା ୱାନ୍
3 ଲକ୍ଷ ପର୍ଯ୍ୟନ୍ତ କୃଷକ ଓଡିଶା ୱାନ୍ ପୋର୍ଟାଲ ଦ୍ୱାରା ସଶକ୍ତ ହୋଇଛନ୍ତି | କୃଷକମାନେ ଓଡିଶା ୱାନ୍ ପୋର୍ଟାଲ ମାଧ୍ୟମରେ ଫସଲର ଉତ୍ତମ ଉତ୍ପାଦନ ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ | କୃଷକମାନେ ଓଡ଼ିଶା ୱାନ୍ ପୋର୍ଟାଲ୍ ମାଧ୍ୟମରେ ସହଜରେ କୃଷି ଋଣ ପାଇପାରିବେ | #odishaone #MoSebaKendra #mosevakendra
OR
0
1
6
470