Taranisen Sethi

3.9K posts

Taranisen Sethi banner
Taranisen Sethi

Taranisen Sethi

@Sethitarani

Unknown Person 👤

Bargarh,Odisha,India เข้าร่วม Mayıs 2023
1K กำลังติดตาม233 ผู้ติดตาม
Taranisen Sethi รีทวีตแล้ว
Shankar Pujari
Shankar Pujari@shan92648·
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ ଆମ୍ବାପଡ଼ା ଗ୍ରାମରେ ଥିବା ସୌରଚାଳିତ ପ୍ରକଳ୍ପ ଓ ନଳକୂଅ ଅଚଳ ପ୍ରଶାସନ କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ। ସରକାର ଓ ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ @CMO_Odisha @PRDeptOdisha @RWSS_Odisha @koraputdm @RabiNaikBJP
Shankar Pujari tweet media
Shankar Pujari tweet media
OR
5
5
14
209
Taranisen Sethi รีทวีตแล้ว
Shankar Pujari
Shankar Pujari@shan92648·
ଓଡ଼ିଆ ବଦଳରେ ହିନ୍ଦୀ ଥିବାରୁ ଯୁକ୍ତ ଦୁଇ ପରୀକ୍ଷା ରୁ ବଞ୍ଚିତ ୨ ପରୀକ୍ଷାର୍ଥୀ @CMO_Odisha @dpradhanbjp @NityanandaBJP @SMEOdisha @BSEOdisha @SecyChief @JanaSunani @koraputdm ଦୁଇ ପରୀକ୍ଷାର୍ଥୀ ଙ୍କ ଭବିଷ୍ୟତ ନଷ୍ଟ ଏତି ପାଇଁ ଦାୟୀ କିଏ.? ତୁରନ୍ତ ଏହାର ସମସ୍ୟାର ସମାଧାନ କରନ୍ତୁ @KVSinghDeo1 @PravatiPOdisha
Shankar Pujari tweet mediaShankar Pujari tweet mediaShankar Pujari tweet mediaShankar Pujari tweet media
OR
3
2
3
78
Taranisen Sethi รีทวีตแล้ว
Pabitra Behera
Pabitra Behera@pabitra245·
ଗୋଟେ Misc,case ଆଜି କୁ 24 ବର୍ଷ ହେଲାଣି pending ଅଛି ଏରସମା ତହସିଲ ଅଫିସ ରେ। ତହସିଲ ଅଫିସ୍ ଦୌଡ଼ି ଦୌଡ଼ି ହତାସ ହୋଇ ପଡିଲେଣି। ଆଉ କେତେ ବର୍ଷ ପରେ ହେଇପାରିବ ସମାଧାନ?@CollectorJspur @SubcollectorJ @CMO_Odisha @MohanMOdisha @SecyChief @rdmodisha @RDC_Central @sureshkpujari @_anugarg @BinayaKumarNa17
Pabitra Behera tweet media
OR
2
3
6
166
Taranisen Sethi รีทวีตแล้ว
Shankar Pujari
Shankar Pujari@shan92648·
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପାଡୁଆ ପଞ୍ଚାୟତ କିରାମ୍ୱ ଗ୍ରାମରେ ନଳକୂଅ ଓ ସୌରଚାଳିତ ପ୍ରକଳ୍ପ ଅଚଳ ବ୍ଲକ ଓ ପଞ୍ଚାୟତ ଅଧିକାରୀ କୁ ଅଭିଯୋଗ କଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରୁ ନାହିଁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ @CMO_Odisha @PRDeptOdisha @RWSS_Odisha @RabiNaikBJP @koraputdm
Shankar Pujari tweet media
OR
4
5
13
178
Taranisen Sethi
Taranisen Sethi@Sethitarani·
#ଅନ୍ତୋଦୟ_ଗୃହ_ଯୋଜନା ରୁ ବଂଚିତ #ଯମୁନା_ଦୁରିଆ ଓ ତାଙ୍କ ପରିବାର l ଘର ନାହିଁ ବୋଲି ଭଙ୍ଗାଦଦରା ଘରେ କଟୁଛି ଜୀବନ l @DMBargarh ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇ ତାଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ବିନମ୍ର ଅନୁରୋଧ l @MohanMOdisha @CMO_Odisha @RabiNaikBJP @PRDeptOdisha @bdopaikmal @PMAYUrban
Taranisen Sethi tweet media
OR
0
1
4
95
Taranisen Sethi
Taranisen Sethi@Sethitarani·
କାମରେ ଆସୁନି ଲକ୍ଷାଧିକ ଟଙ୍କାର ପାନୀୟ ଜଳ ପ୍ରକଳ୍ପ l ପୋଖରୀ ପାଣି ପିଇ ଜୀବନ କାଟୁଛନ୍ତି @DM_Subarnapur ଜିଲ୍ଲା @bdodunguripali ବ୍ଲକ #ଟାଙ୍ଗରକରଲେ ପଂଚାୟତ #ସାନଭାଲୁପାଲି ବାସିନ୍ଦା l ଜିଲ୍ଲା ପ୍ରଶାସନ ଉପଯୁକ୍ତ ପଦକ୍ଷେପ ନେଇ ସ୍ୱଚ୍ଛ ଜଳ ଯୋଗାଇ ଦେବାକୁ ବିନମ୍ର ନିବେଦନ l @CMO_Odisha @MohanMOdisha @RabiNaikBJP
Taranisen Sethi tweet media
OR
0
1
4
65
Taranisen Sethi รีทวีตแล้ว
TP Western Odisha Distribution Ltd.
TP Western Odisha Distribution Ltd.@TPWesternOdisha·
ପ୍ରିୟ ଗ୍ରାହକ, ଆମେ ଆପଣଙ୍କୁ ସୂଚିତ କରିବାକୁ ଚାହୁଁଛୁ ଯେ, ଆମ ଟିମ 30 ଡିସେମ୍ବର 2025 ରେ ରିପୋର୍ଟ ହୋଇଥିବା ସମସ୍ୟାର ସମାଧାନ କରିଥିଲେ। କ୍ଷତିଗ୍ରସ୍ତ LV କେବୁଲ୍ ବଦଳାଯାଇଥିଲା ଏବଂ ନୂତନ LV ସାଇଡ୍ ସକେଟିଂ କରାଯାଇଥିଲା। ଏହି ସଂଶୋଧନ କାର୍ଯ୍ୟ ପରେ, ବିଦ୍ୟୁତ୍ ଯୋଗାଣ ସଫଳତାର ସହ ପୁନଃସ୍ଥାପିତ ହୋଇଛି। ଆପଣଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ।
TP Western Odisha Distribution Ltd. tweet media
OR
0
1
1
97
Taranisen Sethi รีทวีตแล้ว
Sanjit Das 𝕏
Sanjit Das 𝕏@SanjitDas01·
ଢ଼େଙ୍କାନାଳ: ପ୍ରସିଦ୍ଧ ଶୈବପୀଠ କପିଳାସରେ ଟ୍ୟାପ୍ ରେ ପାଣି ଆସୁନି। ଆଗକୁ ଜାଗର ଆସୁଛି।ହାଜର ହଜାର ଭକ୍ତଙ୍କ ସମାଗମ ହେବ। ପ୍ରକାଶିତ ଖବରକୁ ଅନୁଧ୍ୟାନ କରି ତୁରନ୍ତ ସମାଧାନ କରିବାକୁ ଅନୁରୋଧ। @districtadmndkl @CMO_Odisha @PRDeptOdisha @RWSS_Odisha @SecyChief @_anugarg @odisha_tourism @PravatiPOdisha
Sanjit Das 𝕏 tweet media
OR
0
4
11
386