Subham subhajit Sahoo

1.6K posts

Subham subhajit Sahoo banner
Subham subhajit Sahoo

Subham subhajit Sahoo

@Subhamsubhajit3

ଗୋଟିଏ ପରିଚୟ ମୁଁ ଓଡ଼ିଆ God is great Calture is My hobby Make every one happy and be happy 💛R.B.C.T Parivar Mo Parivar ପ୍ରଭୁଙ୍କ ର ଆଦର୍ଶ ରେ ଆଦର୍ଶୀତ ଜୟ ଜଗନ୍ନାଥ

kankili เข้าร่วม Haziran 2021
4.2K กำลังติดตาม3.8K ผู้ติดตาม
Subham subhajit Sahoo
Subham subhajit Sahoo@Subhamsubhajit3·
Do you remember when you joined X? I do! #MyXAnniversary ଆପଣ ମାନଙ୍କ ଭଲପାଇବା ପାଇଁ ଆଜି ୫ ବର୍ଷ ପୂରଣ କରିଛି l ଟ୍ୱିଟର ପରିବାରକୁ ମୋର ଅଶେଷ ଅଶେଷ ଧନ୍ୟବାଦ 🙏 ଏମିତି ଭଲପାଇବା ଜାରି ରହୁ ❤️
Subham subhajit Sahoo tweet media
OR
0
0
1
19
Subham subhajit Sahoo
Subham subhajit Sahoo@Subhamsubhajit3·
ଦୟଣା ତୁଳସୀ ବାସୁଥାଉ ଆଁଖୂକୁ ଶ୍ରୀମୁଖ ଦିଶୁଥାଉ ଗରୁଡ ପଛରେ ଠିଆ ହେଉ ହେଉ ଆପେ ଆପେ ହାତ ଉଠିଯାଉ ଏଇ ଭାଗ୍ୟ ଦିଅ ମହାବାହୁ ତୁମରି ଆଖୂରେ ଆଖୁ ମିଶିଗଲେ ଲୁହ ଦୁଇଟୋପା ଝରିଯାଉ ମହାବାହୁ.... ଜୀବନ ସାର୍ଥକ ହେଉ ଜୟ ଜଗନ୍ନାଥ 🙌🏻🙇🏻‍♀️🪷
OR
0
0
1
23
Subham subhajit Sahoo
Subham subhajit Sahoo@Subhamsubhajit3·
ଢେଙ୍କାନାଳ ପରଜଙ୍ଗ ରୋଡ ଗ୍ରା:ପ ନୁଆରୋଡ ଗାଁ ଜମ୍ବୁବତୀ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ଭୁଲ୍ ଆଧାର ନାମ(କମଳା ସାହୁ)ବାହାରି ଯାଇଚି ମୃତ୍ୟୁପ୍ରମାଣ ପତ୍ର ଯାହାଦ୍ୱାରା ତାଙ୍କ ଭିନ୍ନକ୍ଷମ ପୁଅ ବ୍ୟାଙ୍କ୍ ଟଙ୍କା 50000/-ଓ ଅନ୍ତୋଦୟ ଘର ଟଙ୍କା ପାଇପାରୁନାହାନ୍ତି.ସଠିକ ନାମ ମୃତ୍ୟୁପ୍ରମାଣ ପତ୍ର ଦିଆଯାଉ @SSEPD2 @districtadmndkl
Subham subhajit Sahoo tweet mediaSubham subhajit Sahoo tweet mediaSubham subhajit Sahoo tweet mediaSubham subhajit Sahoo tweet media
OR
0
3
8
294
Sachin Tendulkar
Sachin Tendulkar@sachin_rt·
Perfect start to my day with Aai, Anjali and the trouble maker! What more could a man ask for? ❤️
Sachin Tendulkar tweet media
English
2.5K
4.5K
68.9K
1.6M
Subham subhajit Sahoo รีทวีตแล้ว
MAHESWAR SAHOO
MAHESWAR SAHOO@MSCHINTU_07·
@districtadmndkl ଅସହ୍ୟ ଗରମ ଓ ଗୁଳୁଗୁଳିରେ ଛୁଟ ପିଲା ମନଙ୍କ ଅବସ୍ଥା ଖରାପ ହୋଇଯାଉଛି । ତେଣୁ ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରାଯାଉ
OR
0
1
1
49
Subham subhajit Sahoo
Subham subhajit Sahoo@Subhamsubhajit3·
ଜନ୍ମଦିନ ର ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ମୋ ଭାଇ @BSatyajit_02 💐 🙏ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ସର୍ବଦା ତୁମ ଉପରେ ସବୁେବେଳ ପାଇଁ ବନି ରହୁ🙏🎂 #HappybirthDay #Brother
Subham subhajit Sahoo tweet media
OR
1
0
4
112
Subham subhajit Sahoo
Subham subhajit Sahoo@Subhamsubhajit3·
@sangramrasabda ସତରେ ଏଇ ମଣିଷ ବି କଳାକାର ପରି ସତ ଜୀବନ ପାଇଁ ଅଭିନୟ କରି କନ୍ଦାନ୍ତି l
OR
0
0
0
4
ସଂଗ୍ରାମ ର ଶବ୍ଦ.. 🖋️
ଆଜି କାଲିକା ଲୋକ ନାଟକ ଦେଖିକି କାନ୍ଦନ୍ତି କାନ୍ଦ ଦେଖିକି କୁହନ୍ତି ନାଟକ କରୁଛି.. ,,
ସଂଗ୍ରାମ ର ଶବ୍ଦ.. 🖋️ tweet media
OR
7
7
85
1.9K
lndian Sports Netwrk
lndian Sports Netwrk@IS_Netwrk29·
🚨 RUTURAJ GAIKWAD SAID ABOUT DEFEAT AGAINST PBKS 🚨 Ruturaj Gaikwad Said 🗣️, “We haven’t played well at all in the last two matches; we’ve played very poor cricket. Honestly, this defeat is an embarrassing one for us. As a unit, we truly want to bounce back from the next match, and we hope we will be able to do so.”
lndian Sports Netwrk tweet media
English
79
198
4.6K
235.7K
Subham subhajit Sahoo
Subham subhajit Sahoo@Subhamsubhajit3·
ନୀରବତା ଅନେକ କିଛି କୁହେ କିନ୍ତୁ ତାକୁ ବୁଝିବାକୁ ହୃଦୟ ଦରକାର, କାନ ନୁହେଁ ଶବ୍ଦ ଯେଉଁଠି ଥକିଯାଏ ସେଠି ନୀରବତା ଆସି ସତ୍ୟ କହିଦେଇଥାଏ !! କେବେ ଏହା ଭଲପାଇବାର ଗଭୀରତା କେବେ ଅଭିମାନର ଶାନ୍ତ ଚିତ୍କାର ଏବଂ କେବେ କେବେ ଏହା ଭାଙ୍ଗିଥିବା ମନର ଶେଷ ଉତ୍ତର !!🖤🖤🖤 #Silence #DeepThoughts #Feeling
Subham subhajit Sahoo tweet mediaSubham subhajit Sahoo tweet media
OR
0
0
1
34