SSEPD

29K posts

SSEPD banner
SSEPD

SSEPD

@SSEPD2

The Official X Handle of Social Security and Empowerment of Persons with Disabilities Department, Government of Odisha.

Bhubaneswar, Odisha เข้าร่วม Nisan 2016
224 กำลังติดตาม74.6K ผู้ติดตาม
SSEPD
SSEPD@SSEPD2·
ଧର୍ମ, ସତ୍ୟ ଏବଂ ନ୍ୟାୟର ପ୍ରତୀକ ପ୍ରଭୁ ଶ୍ରୀରାମଙ୍କ ଆଦର୍ଶରେ ଏକ ସମୃଦ୍ଧ ଓ ସମଭାବନାପନ୍ନ ସମାଜ ଗଠନ ପାଇଁ ଆସନ୍ତୁ ସଂକଳ୍ପବଦ୍ଧ ହେବା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ସମସ୍ତ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଭାଇଭଉଣୀ ଏବଂ ଓଡ଼ିଶାବାସୀଙ୍କୁ ପବିତ୍ର ରାମ ନବମୀର ଅନେକ ଅନେକ ଅଭିନନ୍ଦନ।
OR
2
0
3
97
SSEPD
SSEPD@SSEPD2·
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସର୍ବଦା ସମାଜର ପ୍ରତ୍ୟେକ ବର୍ଗଙ୍କୁ ସମ୍ମାନ ଓ ସ୍ୱାଭିମାନର ସହ ମୁଖ୍ୟଧାରାରେ ସାମିଲ କରିବା ପାଇଁ ସଂକଳ୍ପବଦ୍ଧ । #SSEPD #Ashokashtami @CMO_Odisha @NityanandaBJP @sureshvashishth @Culturedeptt @MSJEGOI @siepodisha @state_scpd
SSEPD tweet media
OR
1
0
0
203
SSEPD
SSEPD@SSEPD2·
ପବିତ୍ର ଅଶୋକାଷ୍ଟମୀରେ ସମସ୍ତଙ୍କ ଜୀବନରୁ ଦୁଃଖ ଓ କଷ୍ଟ ଦୂର ହେଉ । ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଭରିଯାଉ ।
OR
1
0
9
272
SSEPD
SSEPD@SSEPD2·
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। #SSEPD #BBSACamp #Keonjhar @CMO_Odisha @NityanandaBJP @sureshvashishth @DistAdmKeonjhar @DssoKeonjhar @siepodisha
SSEPD tweet media
OR
1
0
6
352
SSEPD
SSEPD@SSEPD2·
@Nirmalparida123 @CMO_Odisha @dm_puri As reported by the DSSO, the application has been finalized for sanction. The same will be sanctioned on priority basis in due course of time.
English
0
0
0
25
Nirmal parida
Nirmal parida@Nirmalparida123·
ମଧୁ ବାବୁ ପେନ୍ସନ ଯୋଜନାରେ SSEPD/BNFAPP/MBPY/12/27/2025/709492 ଯୋଗ୍ୟ ହିତାଧିକାରୀ ଥିବା ସତ୍ତ୍ୱେ ମଧ୍ୟ ଫାଇଲ୍ sub-collector ପାଖରେ ଅଟକି ରହିଛି, ଆଗକୁ ବଢ଼ୁନାହିଁ। ଗରିବ ଲୋକଙ୍କ ପାଇଁ ଥିବା ଏହି ଯୋଜନାରେ ଏମିତି ଅବହେଳା କାହିଁକି? @SSEPD2 @CMO_Odisha @dm_puri
Nirmal parida tweet media
OR
3
0
0
108
SSEPD
SSEPD@SSEPD2·
@BiswalBinku @DMnabarangpur We acknowledge the information shared. The matter has been forwarded to the concerned authority for verification and necessary action.
English
1
1
1
82
Hemanta jena
Hemanta jena@HemantaJ36240·
@SSEPD2 @dssobalasore ଆପଣଙ୍କ ପାଖରେ ବହୁତ ଦିନ ହେବ ଏହି ଆବେଦନଟି ପେଣ୍ଡିଂ ଅବସ୍ଥାରେ ରହିଛି। ବୈକୁଣ୍ଠ ଦିର୍ଘ ୨ ବର୍ଷ ଧରି ଆବେଦନ କରିଛନ୍ତି,କିନ୍ତୁ ୬୨+ବୟସ୍‌ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ପାଇପାରୁନାହାନ୍ତି।ସେ ବାରମ୍ବାର ମୋ ପାଖରେ ପଚାରୁଛନ୍ତି ଭତ୍ତା କେବେ ମିଳିବ? @DBalasore @Padupanda
Hemanta jena tweet media
OR
6
4
11
228
SSEPD
SSEPD@SSEPD2·
ଗଜପତି ଜିଲ୍ଲାରେ ନିଶା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ଆଧାରକରି ଏକ ବ୍ଲକ ସ୍ତରୀୟ ଇଣ୍ଟର-ସ୍କୁଲ ପ୍ରତିଯୋଗିତା ଆୟୋଜନ କାରାଯାଇଥିଲା । ପ୍ରତିଯୋଗିତାରେ ପ୍ରବନ୍ଧ ଲେଖନ, ବିତର୍କ ଏବଂ ଚିତ୍ରାଙ୍କନ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର-ଛାତ୍ରୀଙ୍କୁ ପ୍ରମାଣପତ୍ର ଏବଂ ଟ୍ରଫି ପ୍ରଦାନ କରାଯାଇଛି।
OR
1
0
3
339
Padmalochan Majhi
Padmalochan Majhi@Padmalocha87495·
@CMO_Odisha @DBalasore @dssobalasore @SSEPD2 @ssepd_baliapal ସାର ମୁଁ Niranjan panda At Ranikhudi GP Jagatipur block baliapal Balasore ସାର ମୁଁ ଜଣେ ଗରିବ ଲୋକ ମୋର ବୟସ 60 ବର୍ଷ ରୁ ଅଧିକ କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନୂତନ ଭତା ପାଇଲି ନାହିଁ ତୁରନ୍ତ ନୂତନ ଭତା ପ୍ରଦାନ କରାଗଲେ ମୁଁ ଚିର ଉପକୃତ ହେବି
Padmalochan Majhi tweet mediaPadmalochan Majhi tweet media
OR
3
0
0
94
Jayanta Das
Jayanta Das@Jayanta39762978·
@BaliapalB @ssepd_baliapal @dssobalasore @DBalasore @SSEPD2 @CMO_Odisha ସାର ମୁଁ manmatha parida At Dagapita GP Batagadia block Baliapal Balasore ସାର ମୁଁ ଜଣେ ବୃଦ୍ଧ ଲୋକ ମୋର ବୟସ 60 ବର୍ଷ ରୁ ଅଧିକ ମୁଁ ମଧୁବାବୁ ପେନସନ ପାଇଁ ଆବେଦନ କରିଥିଲି ମତେ ନୂତନ ଭତା ପ୍ରଦାନ କରାଗଲେ ମୁଁ ଚିର ଉପକୃତ ହେବି ସାର
Jayanta Das tweet mediaJayanta Das tweet mediaJayanta Das tweet mediaJayanta Das tweet media
OR
2
0
1
76
Jayanta Das
Jayanta Das@Jayanta39762978·
@BaliapalB @dssobalasore @DBalasore @ssepd_baliapal @SSEPD2 ସାର ମୁଁ Sarswati Behera At Bagada GP Jagatipur Block Baliapal Balasore ସାର ମୁଁ ଜଣେ ବିଧବା ମହିଳା ସାର ମୁଁ ମଧୁବାବୁ ପେନସନ ପାଇଁ ଆବେଦନ କରିଥିଲି କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ନୂତନ ଭତା ପାଇଲି ନାହିଁ ମତେ ନୂତନ ଭତା ପ୍ରଦାନ କରନ୍ତୁ ସାର
Jayanta Das tweet mediaJayanta Das tweet mediaJayanta Das tweet media
OR
3
0
0
81
Shree Gopal
Shree Gopal@DeepakK76352834·
@CMO_Odisha @DBalasore @dssobalasore @BaliapalB @ssepd_baliapal @SSEPD2 ସାର ମୁଁ Saraswati Behera At Bagada gp Jagatipur Block Baliapal Balasore ସାର ମୁଁ ଜଣେ ବିଧବା ମହିଳା ମୁଁ ନୂତନ ଭତା ପାଇଁ ଆବେଦନ କରିଥିଲି କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ପାଇଲି ମତେ ନୂତନ ଭତା ପ୍ରଦାନ କରାଗଲେ ମୁଁ ଚିର ଉପକୃତ
Shree Gopal tweet mediaShree Gopal tweet mediaShree Gopal tweet mediaShree Gopal tweet media
OR
4
0
0
119
Bijay bej
Bijay bej@PNobita26350·
@DBalasore @mvsuryawanshi @SSEPD2 @CMO_Odisha @dssobalasore ସାର୍ ମୁଁ ମୀନତୀ ଦାସ At Gudupahi DIST Balasore ମୁଁ ଜଣେ ବୃଦ୍ଧ ଲୋକ ମୁଁ ଭତା ଏପଲାଏ କରିବାର ବହୁତ୍ ଦିନ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ମୁଁ ଭତା ପଇଶା ପାଇଲି ନାହିଁ ଦୟାକରି ମୋତେ ମୋ ଭତା ପଇଶା ଦିଆ ଗଲେ ମୁଁ ଆପଣଙ୍କ ଠାରେ ଚିର ଉପକୃତ ହେବି ସାର୍
Bijay bej tweet mediaBijay bej tweet media
OR
3
0
0
97