
Titu panda
27.6K posts

Titu panda
@Titupanda2
ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି, ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ।



ପୁରୀ ଜିଲ୍ଲା କଣାସରେ ଦିନଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଯେଉଁଭଳି ଭାବେ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ କରାଗଲା, ତାହା କେବଳ ସେହି ଅଞ୍ଚଳ ନୁହେଁ ବରଂ ସମଗ୍ର ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ଘଟଣା ପ୍ରମାଣ କରୁଛି ଯେ ରାଜ୍ୟରେ ଅପରାଧୀଙ୍କ ମନରୁ ଆଇନର ଭୟ ସମ୍ପୂର୍ଣ୍ଣ ଭାବେ ହଟିଯାଇଛି । "ଆଇନଶୃଙ୍ଖଳା ଆଉ କେତେ ବିପର୍ଯ୍ୟସ୍ତ ହେଲେ ସରକାରଙ୍କ ନିଦ ଭାଙ୍ଗିବ?" ; ଏହା କେବଳ ମାନ୍ୟବର ସଭାପତି ଶ୍ରୀ ନବୀନ ବାବୁଙ୍କ ପ୍ରଶ୍ନ ନୁହେଁ, ଏହା ଆଜି ସାଢେ ଚାରି କୋଟି ଓଡ଼ିଆଙ୍କ ମନର ପ୍ରଶ୍ନ । ଆମେ ଏହି ଘଟଣାର ଦୃଢ ନିନ୍ଦା କରୁଛୁ ଏବଂ ଅପରାଧୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । ଓଡ଼ିଶା ଶାନ୍ତିର ରାଜ୍ୟ, ଏଠାରେ ଅରାଜକତାକୁ ବରଦାସ୍ତ କରାଯିବ ନାହିଁ ।







#WATCH | B. Tech student found dead after alleged ragging in Bhubaneswar Engineering College. “I had many dreams for my son… wanted him to become a Class-I officer, to be called ‘Sir’… but everything is over now. I just want the truth behind his death to come out,” says the grieving father of the deceased student. #Odisha

କଣ ହେଇଗଲା ଆମ ଓଡ଼ିଶା? ଅଜ୍ଞା @PravatiPOdisha ୟେ ଆପଣଙ୍କ ଜିଲ୍ଲା। ନିଜ ରାଜ୍ୟରେ ପ୍ରତିଦିନ ଜଙ୍ଗଲ ରାଜ ଚାଲିଥିବା ବେଳେ, ଏ ବେଲଜ୍ୟା @BJP4Odisha ର ମନ୍ତ୍ରୀ ମାନେ ଓ ଆମ @MohanMOdisha ପଶ୍ଚିମବଙ୍ଗ ଯାଇ ଭାଷଣ ମାରୁଛନ୍ତି। Sir @SPPuri1 @prsprateek କଣ ଏ ସବୁ? @sasmitpatra @BhruguOdisha @Vkpandianfancl1

କଣ ହେଇଗଲା ଆମ ଓଡ଼ିଶା? ଅଜ୍ଞା @PravatiPOdisha ୟେ ଆପଣଙ୍କ ଜିଲ୍ଲା। ନିଜ ରାଜ୍ୟରେ ପ୍ରତିଦିନ ଜଙ୍ଗଲ ରାଜ ଚାଲିଥିବା ବେଳେ, ଏ ବେଲଜ୍ୟା @BJP4Odisha ର ମନ୍ତ୍ରୀ ମାନେ ଓ ଆମ @MohanMOdisha ପଶ୍ଚିମବଙ୍ଗ ଯାଇ ଭାଷଣ ମାରୁଛନ୍ତି। Sir @SPPuri1 @prsprateek କଣ ଏ ସବୁ? @sasmitpatra @BhruguOdisha @Vkpandianfancl1







କଣ ଚାଲିଛି @BDO_PATRAPUR ଏଠି? Sir @PRDeptOdisha ଉକ୍ତ GPରେ ଗୋଟିଏ ଅମୃତ ସରଭୋର complete ହେଇନି। ସରପଞ୍ଚଙ୍କ ନିଜ plotingରେ ମୁରୁମ ପକେଇବାକୁ ମେସିନ ଲଗାଇ ମୁରୁମ ଖୋଳା ଚାଲିଛି। Sir @Tahasilpatrapur & @sdmbam plz ଉକ୍ତ ସ୍ଥାନକୁ ଯାଇ ଦେଖନ୍ତୁ। Sir @Ganjam_Admin @RdcsdBerhampur plz ଧ୍ୟାନ ଦେବେ 🙏













