Collector & DM, Malkangiri

7.9K posts

Collector & DM, Malkangiri

Collector & DM, Malkangiri

@dm_malkangiri

Office of the District Magistrate, Malkangiri

Malkangiri, India Joined Haziran 2019
136 Following13K Followers
Collector & DM, Malkangiri
Collector & DM, Malkangiri@dm_malkangiri·
ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ମାଲକାନଗିରି ଗସ୍ତ କରି ବାଲ୍ୟ ବିବାହ ରୋକିବା, ଡିଜିଟାଲ୍ ସେଫ୍ଟି ଓ 'ମିଶନ ବାତ୍ସଲ୍ୟ' ଜରିଆରେ ଶିଶୁଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଦର୍ଶ ଥାନା, ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଓ ଶିଶୁ ଗୃହ ପରିଦର୍ଶନ କରି ସେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । @WCDOdisha
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
0
0
1
85
Collector & DM, Malkangiri
Collector & DM, Malkangiri@dm_malkangiri·
ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏବଂ ଯୋଜନା ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ କ୍ୟାମ୍ପ୍‌ର ଆୟୋଜନ କରାଯାଇଥିଲା। @dept_ga @IPR_Odisha
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
0
0
2
88
Collector & DM, Malkangiri
Collector & DM, Malkangiri@dm_malkangiri·
ମାଥିଲି ବ୍ଲକ ଅଧିନସ୍ଥ କମାରପଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ଓ ବନଖଣ୍ଡ ଅଧିକାରୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ଓ ଅଭିଯୋଗଗୁଡ଼ିକର ଶୁଣାଣି କରିଥିଲେ। @CMO_Odisha
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
2
0
5
138
Collector & DM, Malkangiri
Collector & DM, Malkangiri@dm_malkangiri·
ମନେ ରଖନ୍ତୁ: ଆପଣଙ୍କ ଦ୍ୱାରା ଦିଆଯାଇଥିବା ସଠିକ୍ ତଥ୍ୟ ହିଁ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ।
OR
0
0
1
62
Collector & DM, Malkangiri
Collector & DM, Malkangiri@dm_malkangiri·
ଆପଣ କେମିତି ସହଯୋଗ କରିବେ? ୧ ରୁ ୧୫ ଏପ୍ରିଲ: ନିଜ ସ୍ମାର୍ଟଫୋନ ବ୍ୟବହାର କରି se.census.gov.in ପୋର୍ଟାଲରେ ନିଜ ତଥ୍ୟ ପଞ୍ଜିକୃତ କରନ୍ତୁ। ୧୬ ଏପ୍ରିଲ ରୁ ୧୫ ମେ: ଆମର ପ୍ରଶିକ୍ଷିତ ଏନୁମେରେଟରମାନେ ଆପଣଙ୍କ ଘରକୁ ଆସିବା ବେଳେ ସେମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ।
Collector & DM, Malkangiri tweet media
OR
1
1
2
72
Collector & DM, Malkangiri
Collector & DM, Malkangiri@dm_malkangiri·
📢 ଆମର ଜନଗଣନା - ଆମର ବିକାଶ! ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବାକୁ ଯାଉଛି ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଜନଗଣନା-୨୦୨୭। ଏଥିପାଇଁ ଆଜି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏନୁମେରେଟର ଓ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇଛି। @CeoOdisha
Collector & DM, Malkangiri tweet media
OR
2
2
22
421
Collector & DM, Malkangiri
Collector & DM, Malkangiri@dm_malkangiri·
ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସହ ଜିଲ୍ଲାପାଳ ସିଧାସଳଖ ଆଲୋଚନା କରି ସେମାନଙ୍କ ଉତ୍ସାହ ବଢ଼ାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
OR
0
0
0
54
Collector & DM, Malkangiri
Collector & DM, Malkangiri@dm_malkangiri·
ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ , ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଉପ-ଜିଲ୍ଲାପାଳଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ଆଦରର ସହ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ଅଭିଭାବକମାନଙ୍କୁ ପ୍ରଦାନ କରାଯାଇଛି।
Collector & DM, Malkangiri tweet mediaCollector & DM, Malkangiri tweet media
OR
1
1
1
85
Collector & DM, Malkangiri
Collector & DM, Malkangiri@dm_malkangiri·
ଶିକ୍ଷା ହିଁ ପ୍ରଗତିର ମୂଳଦୁଆ! 📚✨ ଆଜି ମାଲକାନଗିରି ଜିଲ୍ଲାର କୁନି କୁନି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ମରଣୀୟ ଦିନ। ମୁଣ୍ଡାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୋଜିତ 'ପ୍ରବେଶ ଉତ୍ସବ' ମାଧ୍ୟମରେ ନୂତନ ଶିକ୍ଷାବର୍ଷର ଶୁଭାରମ୍ଭ କରାଯାଇଛି। 🎒💐 @CMO_Odisha @SMEOdisha @IPR_Odisha #odishaeducation
Collector & DM, Malkangiri tweet mediaCollector & DM, Malkangiri tweet media
OR
1
2
22
281
Collector & DM, Malkangiri
Collector & DM, Malkangiri@dm_malkangiri·
ଜିଲ୍ଲାପାଳ ଏହି ଅବସରରେ, ଆମେ ସମସ୍ତେ ମିଶି ପ୍ରତିଟି ଗଛକୁ ସୁରକ୍ଷା ଦେବା ସହ ମାଲକାନଗିରି ଜିଲ୍ଲାକୁ ସବୁଜ ସୁନ୍ଦର କରିବା ପାଇଁ ସଙ୍କଳ୍ପ ନେବା ପାଇଁ ଆହ୍ୱାନ କରିଥିଲେ। ଏହା ସହ ପର୍ଯ୍ୟଟକମାନଙ୍କ ମନୋରଞ୍ଜନ ସକାଶେ ଜଳ କ୍ରୀଡ଼ା ପାଇଁ ସତୀଗୁଡ଼ାରେ କିଛି ନୂତନ ଯାନ୍ତ୍ରିକ ନୌକାର ଲୋକାର୍ପଣ ମଧ୍ୟ କରାଯାଇଥିଲା।
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
0
0
4
141
Collector & DM, Malkangiri
Collector & DM, Malkangiri@dm_malkangiri·
ଆଜି 'ବିଶ୍ୱ ବନ ଦିବସ' ଅବସରରେ ମାଲକାନଗିରି ବନଖଣ୍ଡ ପକ୍ଷରୁ ସତୀଗୁଡ଼ା ଇକୋ ପାର୍କ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମାନନୀୟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ବନଖଣ୍ଡ ଅଧିକାରୀ ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବନୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। @ForestDeptt @IPR_Odisha @TourismDptt
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
2
1
24
545
Collector & DM, Malkangiri
Collector & DM, Malkangiri@dm_malkangiri·
ଜିଲ୍ଲାପାଳ ଆସନ୍ତା ସୋମବାର ସୁଦ୍ଧା Enumeration Report ଦାଖଲ କରିବାକୁ ତହସିଲ ଟିମକୁ ନିର୍ଦ୍ଦେଶ ଦେବା ସହ ବିମାନବନ୍ଦର ଅଞ୍ଚଳରେ ପୋଲିସ ବାହିନୀ ଦ୍ୱାରା ସ୍ବତନ୍ତ୍ର ପାଟ୍ରୋଲିଂ ବ୍ୟବସ୍ଥା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ ଉପଜିଲ୍ଲାପାଳ ଓ ରିଜର୍ଭ ଇନ୍ସପେକ୍ଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
Collector & DM, Malkangiri tweet mediaCollector & DM, Malkangiri tweet media
OR
0
0
4
200
Collector & DM, Malkangiri
Collector & DM, Malkangiri@dm_malkangiri·
ଆଜି ଜିଲ୍ଲାପାଳ ମାଲକାନଗିରି ବିମାନବନ୍ଦର ପରିଦର୍ଶନ କରି ଏହାର ଭିତ୍ତିଭୂମି ଓ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ R&B ବିଭାଗର ସୁପରିଟେଣ୍ଡିଂ ଇଞ୍ଜିନିୟର ଏବଂ ଉପ-ଜିଲ୍ଲାପାଳ ଉପସ୍ଥିତ ଥିଲେ । ​​@cmo_odisha @SecyChief @PWD_Odisha @STAOdisha @homeodisha @IPR_Odisha
Collector & DM, Malkangiri tweet mediaCollector & DM, Malkangiri tweet media
OR
2
1
37
1.5K
Collector & DM, Malkangiri retweeted
Chief Electoral Officer, Odisha
ନିଜ ପରିଚୟ ପତ୍ର ନେଇ ଆସନ୍ତୁ। ନିଜ ମତ ଦିଅନ୍ତୁ। ମତଦାତାମାନେ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ନିଜର EPIC କାର୍ଡ କିମ୍ବା ବିକଳ୍ପ ଭାବେ ନିର୍ଦ୍ଧାରିତ ୧୨ଟି ପରିଚୟ ପତ୍ର ମଧ୍ୟରୁ କୌଣସି ଗୋଟିଏ ପ୍ରଦର୍ଶନ କରିପାରିବେ। #ECI #Elections2026
Election Commission of India@ECISVEEP

Carry Your ID. Cast Your Vote. Voters can showcase their EPIC or 12 alternative exhaustive documents at polling station to cast their vote. #ECI #Elections2026

OR
1
3
6
376
Collector & DM, Malkangiri
Collector & DM, Malkangiri@dm_malkangiri·
ସରକାରୀ କାର୍ଯ୍ୟରେ AI ର ଗୁରୁତ୍ୱ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। OKCL ର ରିସୋର୍ସ ପର୍ସନ ମାନେ ଅଧିକାରୀମାନଙ୍କୁ ଆଧୁନିକ AI ଟୁଲ୍ସ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।ଏହି ପଦକ୍ଷେପ ମାଲକାନଗିରିର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ମାର୍ଟ ଏବଂ ପ୍ରଭାବଶାଳୀ କରିବାରେ ସହାୟକ ହେବ। @odisha_okcl @IPR_Odisha
Collector & DM, Malkangiri tweet mediaCollector & DM, Malkangiri tweet media
OR
0
1
3
156
Collector & DM, Malkangiri
Collector & DM, Malkangiri@dm_malkangiri·
ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ "AI Tools for Operational Excellence" କର୍ମଶାଳା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ E&IT ବିଭାଗ, OCAC ଏବଂ OKCL ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଶିବିରକୁ ମାନନୀୟ ଜିଲ୍ଲାପାଳ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିବା ସହ @EIT_Odisha @OCAC_Odisha
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
1
1
12
235
Collector & DM, Malkangiri
Collector & DM, Malkangiri@dm_malkangiri·
ଏହି ଅବସରରେ ସେ ସମନ୍ୱିତ ଶିଶୁ ବିକାଶ ସେବାର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବା ସହ ବିଭାଗୀୟ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ। ମହିଳା ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସରକାର ସଙ୍କଳ୍ପବଦ୍ଧ ଥିବା କଥା କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
Collector & DM, Malkangiri tweet media
OR
0
0
2
159
Collector & DM, Malkangiri
Collector & DM, Malkangiri@dm_malkangiri·
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ମାନନୀୟ କମିଶନର ତଥା ସଚିବ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ସୁପୋଷିତ ଓଡ଼ିଶା ମିଶନ’ ଅଧୀନରେ ଆୟୋଜିତ ଜିଲ୍ଲାସ୍ତରୀୟ କର୍ମଶାଳାକୁ ଉଦଘାଟନ କରିଛନ୍ତି। @CMO_Odisha @WCDOdisha @IPR_Odisha
Collector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet mediaCollector & DM, Malkangiri tweet media
OR
1
1
15
306
Collector & DM, Malkangiri retweeted
Chief Electoral Officer, Odisha
ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟରେ ଅବହେଳା ପାଇଁ ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି। ସରକାରୀ ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରଶେଖରପୁର, ଫେଜ୍–୨ ରେ କାର୍ଯ୍ୟରତ ଶ୍ରୀମତୀ ରଶ୍ମି ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଭାବେ ନିଯୁକ୍ତ କରାଯାଇଥିଲା। ଏହି ପରିପ୍ରେକ୍ଷିରେ, ଜନପ୍ରତିନିଧିତ୍ୱ ଆଇନ, 1950 ର ଧାରା 32(1) ଅନୁଯାୟୀ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଚଞ୍ଚଳ ରାଣା ତାଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ଲୋକ ପ୍ରତିନିଧିତ୍ୱ ଆଇନର ବ୍ୟବସ୍ଥାନୁସାରେ SIR କାର୍ଯ୍ୟରେ ଅବହେଳା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। #ECI #CEOOdisha #SIR #VoterMapping #SIRMapping #Odisha
Chief Electoral Officer, Odisha tweet media
OR
5
13
42
3.2K
Collector & DM, Malkangiri retweeted
Chief Electoral Officer, Odisha
ଏସ୍.ଆଇ.ଆର୍ ମ୍ୟାପିଂ ପ୍ରକ୍ରିୟା ପୁରଣ କରିବା ପାଇଁ ନିକଟସ୍ଥ ବି.ଏଲ.ଓଙ୍କ ସହ ଯୋଗାଯୋଗ କରନ୍ତୁ 📱 ECINet ମାଧ୍ୟମରେ ସହଜ ପ୍ରକ୍ରିୟା : ➡️ ମୋବାଇଲ୍ ଫୋନରେ ECINet ଆପ୍ ଡାଉନଲୋଡ୍ କରନ୍ତୁ ➡️ “Book a Call with BLO” ବିକଳ୍ପ ଉପରେ କ୍ଲିକ୍ କରନ୍ତୁ ➡️ ନିମ୍ନଲିଖିତ ତିନୋଟି ବିକଳ୍ପ ମଧ୍ୟରୁ ଗୋଟିଏ ଚୟନ କରନ୍ତୁ: * ଯଦି ଭୋଟର ଆଇଡି (EPIC) ନମ୍ବର ଅଛି — ସେହି ନମ୍ବର ପ୍ରବେଶ କରନ୍ତୁ * ଯଦି ନୂତନ ପଞ୍ଜୀକରଣ ପାଇଁ ଫର୍ମ ପୂରଣ କରିଛନ୍ତି — ରେଫରେନ୍ସ ନମ୍ବର ପ୍ରବେଶ କରନ୍ତୁ * ଯଦି ଉପରୋକ୍ତ କିଛି ନାହିଁ — ବିଧାନସଭା ମଣ୍ଡଳୀ, ଜିଲ୍ଲା ଓ ରାଜ୍ୟ ଚୟନ କରନ୍ତୁ ➡️ ଆପଣଙ୍କ ଅଞ୍ଚଳର ବି.ଏଲ.ଓଙ୍କ ନାମ ପ୍ରଦର୍ଶିତ ହେବ ➡️ ନିଜର ନାମ ଓ ମୋବାଇଲ୍ ନମ୍ବର ଦିଅନ୍ତୁ ➡️ OTP ସତ୍ୟାପନ ପରେ ଅନୁରୋଧ ଦାଖଲ କରନ୍ତୁ 📞 ପରେ ଆପଣଙ୍କ ବି.ଏଲ.ଓ ଆପଣଙ୍କୁ କଲ୍ କରି ସହଯୋଗ କରିବେ #ECI #CEOOdisha #SIR #VoterMapping #SIRMapping #Odisha #BookACallWithBLO
Chief Electoral Officer, Odisha tweet media
OR
1
35
101
5.2K