Manoj Kumar

23 posts

Manoj Kumar banner
Manoj Kumar

Manoj Kumar

@Denduguda

Bergabung Kasım 2025
23 Mengikuti6 Pengikut
Manoj Kumar me-retweet
JANA JAGARANA MANCHA. Rayagada
JANA JAGARANA MANCHA. Rayagada@jana_jagarana·
କୁଟୀଗାଁ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୀର୍ଘଦିନରୁ ଲାଗିରହିଛି ବାରମ୍ବାର ଅଭିଯୋଗ କଲେମଧ୍ୟ ଏହାର ସମାଧାନ ହୋଇପାରୁନାହିଁ ତେଣୁ @RWSS_Odisha ଙ୍କୁ ଅନୁରୋଧ କରୁଛୁ ତୁରନ୍ତ ଗୋଟିଏ ନୂତନ ନଳକୂପ ଖନନ କରିଦେଲେ ଗ୍ରାମବାସୀ ଉପକୃତ ହେବେ। @RWSS_rayagada @DM_Rayagada #SafeDrinkingWaterForAll #RuralDevelopment #Rayagada
OR
8
24
26
459
Manoj Kumar me-retweet
JANA JAGARANA MANCHA. Rayagada
JANA JAGARANA MANCHA. Rayagada@jana_jagarana·
ଏହି #ଆନ୍ତର୍ଜାତୀୟ ମହିଳା ଦିବସରେ, ଆସନ୍ତୁ ସମସ୍ତେ ଶପଥ ନେବା, ଆଜିର ବିଷୟବସ୍ତୁକୁ ଅନୁସରଣ କରିବା କାରଣ ଆଜି ମହିଳାମାନଙ୍କୁ ସମର୍ଥନ କରିବା ଅର୍ଥ ହେଉଛି ଏକ ନାରୀ ସଶକ୍ତିକୁ ହାସଲ କରିବା । @Atmashakti3 @OSM91165819 @MSMO40845837 @WCDOdisha #GiveToGain #WomenEmpowerment #Rayagada
JANA JAGARANA MANCHA. Rayagada tweet mediaJANA JAGARANA MANCHA. Rayagada tweet mediaJANA JAGARANA MANCHA. Rayagada tweet mediaJANA JAGARANA MANCHA. Rayagada tweet media
OR
4
27
30
163
Manoj Kumar me-retweet
12 Baje 12 minute
12 Baje 12 minute@12_baje·
Residents of Karlema village under Thembaguda Panchayat, Padmapur block in Rayagada district are facing a severe drinking water crisis. With no proper water facility available, villagers are forced to use unsafe water, leading to several health issues. Despite informing the block authorities, no action has been taken so far. The villagers are requesting the government to urgently install a tube well in the village to ensure safe drinking water. #WaterCrisis #SafeWater #RightToWater @PRDeptOdisha @DM_Rayagada @RWSS_rayagada @OdishaWater @RWSS_Odisha @CMO_Odisha
English
19
93
108
984
Manoj Kumar me-retweet
CMO Odisha
CMO Odisha@CMO_Odisha·
ଅନ୍ତର୍ଜାତୀୟ ମହିଳା ଦିବସର ଶୁଭ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha 'ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ସହାୟତା ସ୍ୱରୂପ ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ଵ ମହିଳା ହିତାଧିକାରୀଙ୍କୁ ୫,୦୦୦ ଟଙ୍କା ଲେଖାଏଁ କରି ସମୁଦାୟ ୫,୦୦୦ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ମହିଳାମାନଙ୍କୁ ସମାଜର ପ୍ରକୃତ ଶକ୍ତି ଭାବେ ସ୍ୱୀକୃତି ଦେଇ ସେମାନଙ୍କ ସାମଗ୍ରିକ ବିକାଶ ଓ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଆସୁଛନ୍ତି, ଯାହା ଆଗାମୀ ଦିନରେ ଓଡ଼ିଶାର ପ୍ରଗତି ପଥକୁ ଅଧିକ ପ୍ରଶସ୍ତ କରିବ। #SubhadraYojana #NariShakti
OR
14
9
38
1.8K
Manoj Kumar me-retweet
Kanak News
Kanak News@kanak_news·
୬୫ ହଜାର ଆଶାୟୀଙ୍କୁ ମିଳିବ ନିଯୁକ୍ତି । ଜୁନ୍‌ ମାସ ସୁଦ୍ଧା ନିଯୁକ୍ତି ଦେବେ ସରକାର #OdishaGovernment #Odisha #KanakNews
OR
7
12
191
11.2K
Manoj Kumar me-retweet
Kanak News
Kanak News@kanak_news·
#ବାହାଘର_ପୂର୍ବରୁ_ଶାରୀରିକ_ସମ୍ପର୍କ #ସୁପ୍ରିମକୋର୍ଟ_କହିଲେ... ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଖଣ୍ଡପୀଠ କହିଲେ, ହୁଏତ ଆମେ ପୁରୁଣାକାଳିଆ ହୋଇପାରୁ । କିନ୍ତୁ ଏପରି ସମ୍ପର୍କ ସ୍ଥାପନ ପୂର୍ବରୁ ସତର୍କ ହେବା ଜରୁରୀ #SupremeCourt #India #KanakNews
OR
9
24
339
24K
Manoj Kumar me-retweet
SJS & MSJS, Malkangiri
SJS & MSJS, Malkangiri@sharmjeebi·
ମହିଳା ଶ୍ରମଜୀବୀ ସଂଗଠନ ମାଲକାନଗିରି, କୋରୁକୋଣ୍ଡା ବ୍ଲକ ଦ୍ୱାରା ,କାମବାଡା ପଞ୍ଚାୟତ ଅନ୍ତର୍ଗତ ମାର୍କେଲଗୁଡା ଗ୍ରାମରେ "ଗ୍ରାମୀଣ ଚର୍ଚ୍ଚାର" ପ୍ରସ୍ତୁତି ବୈଠକ କରାଗଲା । @OSM91165819 @MSMO40845837 @IndigenousYatra @stscdev #groundaction #indigenousyatra #GrameenCharcha #CommunitySupport
SJS & MSJS, Malkangiri tweet mediaSJS & MSJS, Malkangiri tweet media
OR
0
13
17
83
Manoj Kumar me-retweet
JANA JAGARANA MANCHA. Rayagada
JANA JAGARANA MANCHA. Rayagada@jana_jagarana·
ବିଷମକଟକ ବ୍ଲକରେ ହେବାକୁଥିବା ‘ଗ୍ରାମୀଣ ଚର୍ଚ୍ଚା’ ନିମନ୍ତେ jjm ସଂଗଠନ ପକ୍ଷରୁ ରାୟଗଡା ଜିଲ୍ଲା ସମସ୍ତ ବ୍ଲକରେ ଗାଁ ଗାଁରେ ବ୍ୟାପକ ପ୍ରସ୍ତୁତି ଓ ଜନସମ୍ପର୍କ ଜାରି ରହିଛି। ସଫଳ ଆୟୋଜନ ପାଇଁ ଗ୍ରାମବାସୀ ଶାଢ଼ୀ ଓ ଚାଉଳ ପ୍ରଦାନ କରି ସହଯୋଗ କରୁଛନ୍ତି। @OSM91165819 @MSMO40845837 @Atmashakti3 #GrameenCharcha #Rayagada
JANA JAGARANA MANCHA. Rayagada tweet mediaJANA JAGARANA MANCHA. Rayagada tweet mediaJANA JAGARANA MANCHA. Rayagada tweet mediaJANA JAGARANA MANCHA. Rayagada tweet media
OR
0
11
16
109
Manoj Kumar me-retweet
JANA JAGARANA MANCHA. Rayagada
JANA JAGARANA MANCHA. Rayagada@jana_jagarana·
ଖଇରାଗୁଡା ଗ୍ରାମବାସୀଙ୍କ ପାଣି ସମସ୍ୟା ଦୀର୍ଘଦିନରୁ ଲାଗିରହିଛି ବାରମ୍ବାର ଅଭିଯୋଗ କଲେମଧ୍ୟ । ଏହାର ସମାଧାନ ହୋଇପାରୁନାହିଁ ତେଣୁ ଆମେ @RWSS_Odisha ଙ୍କୁ ଅନୁରୋଧ କରୁଛୁ ତୁରନ୍ତ ମରାମତି କଲେ ଗ୍ରାମବାସୀ ଉପକୃତ ହେବେ। @RWSS_rayagada @DM_Rayagada #SafeDrinkingWaterForAll #RuralDevelopment #ActNow
OR
7
35
41
445
Manoj Kumar me-retweet
SSEPD
SSEPD@SSEPD2·
ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧୁବାବୁ ପେନସନ୍ ଯୋଜନାରେ ହିତାଧୀକାରୀ ମାନଙ୍କୁ ସଠିକ୍ ସମୟରେ ପେନସନ୍ ପ୍ରଦାନ କରାଯାଉଛି। ହିତାଧୀକାରୀ ମାନଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନକୁ ସୁନିଶ୍ଚିତ କରୁଛି ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ। #SSEPD #MBPY @CMO_Odisha @NityanandaBJP @MSJEGOI
SSEPD tweet mediaSSEPD tweet media
OR
47
10
128
5.9K
Manoj Kumar me-retweet
CMO Odisha
CMO Odisha@CMO_Odisha·
ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଧାନସଭା ନିକଟରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
CMO Odisha tweet media
OR
24
12
98
4.2K