All Odisha Agro-polytechnic Association

179 posts

All Odisha Agro-polytechnic Association

All Odisha Agro-polytechnic Association

@Agropolytechic

Katılım Şubat 2023
45 Takip Edilen173 Takipçiler
All Odisha Agro-polytechnic Association
@PravatiPOdisha ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
0
3
All Odisha Agro-polytechnic Association
@bjd_odisha ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @narendramodi @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
0
2
Biju Janata Dal
Biju Janata Dal@bjd_odisha·
ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ତିନି ଆରଡିସି ଆଗରେ ଗର୍ଜିଲା ବିଜେଡି। ଏଫ୍ଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ ହାଇକୋର୍ଟର କାର୍ଯ୍ୟରତ ବିଚାରପତିଙ୍କ ଦ୍ଵାରା ହେଉ ନ୍ୟାୟିକ ତଦନ୍ତ। ବିକ୍ଷୋଭରେ ସାମିଲ ହେଲେ ହଜାର ହଜାର ବିଜେଡି କର୍ମୀ, ମୋହନ ସରକାର ହଟାଅ ନାରାରେ କମ୍ପିଲା ବିକ୍ଷୋଭସ୍ଥଳ। #ହଟାଅବିଜେପି #BJPAntiWomen #BJPAntiOdisha
Biju Janata Dal tweet mediaBiju Janata Dal tweet mediaBiju Janata Dal tweet media
OR
25
45
182
1.4K
All Odisha Agro-polytechnic Association
@CMO_Odisha ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
0
4
CMO Odisha
CMO Odisha@CMO_Odisha·
ଦେଶର ସ୍ୱଚ୍ଛ ସହର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ (୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ ବର୍ଗ) ଦ୍ୱିତୀୟ ସ୍ଥାନ ହାସଲ କରିଥିବାରୁ ନୂଆଦିଲ୍ଲୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
CMO Odisha tweet media
OR
18
14
190
8K
All Odisha Agro-polytechnic Association
@dpradhanbjp ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
0
1
All Odisha Agro-polytechnic Association
@PravatiPOdisha @DrBibhuTarai ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
0
5
Pravati Parida
Pravati Parida@PravatiPOdisha·
ବିଜେପିର ୭ ଜଣ ସାଂସଦ ଦିଲ୍ଲୀ ଏମ୍ସଠାରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କୁ ଭେଟିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଆଜି ପୀଡ଼ିତାଙ୍କ ସ୍କିନ୍‌ ଟ୍ରାନ୍ସପ୍ଲାଣ୍ଟ୍‌ ହୋଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟ ଭଲଥିବା ନେଇ ଜଗତସିଂହପୁର ସାଂସଦ ଶ୍ରୀ @DrBibhuTarai ସୂଚନା ଦେଇଛନ୍ତି ।
OR
17
6
99
4.7K
All Odisha Agro-polytechnic Association
@DrHariBabuK @GovernorOdisha @PrithivirajBJP ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
1
58
Dr. Hari Babu Kambhampati
Dr. Hari Babu Kambhampati@DrHariBabuK·
Met Hon’ble Minister Shri Prithiviraj Harichandan at his residence in Bhubaneswar today. Had a meaningful discussion on Odisha’s development agenda and the path ahead for driving inclusive, sustainable progress across the state. @PrithivirajBJP
Dr. Hari Babu Kambhampati tweet mediaDr. Hari Babu Kambhampati tweet mediaDr. Hari Babu Kambhampati tweet media
English
15
11
349
15.5K
All Odisha Agro-polytechnic Association
@KVSinghDeo1 ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
0
0
0
9
Kanak Vardhan Singh Deo (Modiji Ka Parivar)
ଆଜି ପାଟଣାଗଡ଼ ଠାରେ ଓଡ଼ିଶା ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, କେରବେଡା ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲି।
Kanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet mediaKanak Vardhan Singh Deo (Modiji Ka Parivar) tweet media
OR
1
0
14
371
All Odisha Agro-polytechnic Association
‘ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
1
35
25
358
Aurobinda Pradhan
Aurobinda Pradhan@aurobinda1997·
@Agropolytechic @OdishaUniversi1 @KVSinghDeo1 @arvindpadhee @CMO_Odisha @otvkhabar @vc_ouat ଯେତିକି ପିଲାଙ୍କ କ୍ୟାରିଅର ବର୍ବାଦ୍ କଲଣି ସେତିକିରେ ଶାନ୍ତି ହେଲାନି ଯେ ଆଉ ପିଲାଙ୍କ କ୍ୟାରିଅର ସହ ଖେଳିବ, ଓୟୁଏଟି ନାଁ ରେ ପିଲାଙ୍କ କ୍ୟାରିଅର ସହ ଖେଲାଯାଉଛି, ପ୍ରଥମେ ପାସ ଆଉଟ୍ ପିଲାଙ୍କ ପାଇଁ ନିଯୁକ୍ତି ର ବ୍ୟବସ୍ଥା ହେଉ ତା ପରେ ନୋଟିଫିକେସନ ବାହାର କରାଯାଉ ।
OR
1
0
0
9
All Odisha Agro-polytechnic Association
@krushibibhag @CMO_Odisha @KVSinghDeo1 @arvindpadhee @IPR_Odisha @MilletsOdisha ଓୟୁଏଟି ଡିପ୍ଲୋମା ଆଗ୍ର ପଲିଟେକନିକ୍ ଛାତ୍ର ଛାତ୍ରୀ ପାଇଁ ନିଯୁକ୍ତି ବ୍ୟବସ୍ଥା ନାହିଁ!!!@CMO_Odisha @dpradhanbjp @KVSinghDeo1 @PravatiPOdisha @OdishaUniversi1 @arvindpadhee @Naveen_Odisha @PMOIndia @dpradhanbjp @AmitShah @ANI @krushibibhag
All Odisha Agro-polytechnic Association tweet media
OR
0
8
6
115
All Odisha Agro-polytechnic Association
@IPR_Odisha @CMO_Odisha @MohanMOdisha VAW,HEW,SCEW,LI,JFTA ଇତ୍ୟାଦି ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ/ଧନ୍ଦାମୂଳକ ବଦଳରେ ଡିପ୍ଲୋମା ଇନ ଅଗ୍ରୋ ପଲିଟେକନିକ୍ କୁ ପରିବର୍ତ୍ତନ କରାଯାଉ,ଯେମିତି ସମସ୍ତ ବିଭାଗର ଡିପ୍ଲୋମା କୋର୍ସ ରେ ସରକାରୀ ଚାକିରିର ବ୍ୟବସ୍ଥା ଅଛି ସେମିତି କୃଷି ବିଭାଗରେ ମଧ୍ୟ ହେଉ । @BJP4Odisha @GovernorOdisha @KVSinghDeo1
All Odisha Agro-polytechnic Association tweet media
OR
0
20
24
2.1K
I & PR Department, Odisha
I & PR Department, Odisha@IPR_Odisha·
ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଭାଗୀୟ ସଚିବମାନଙ୍କୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ଯୋଜନା ଖର୍ଚ୍ଚ ବୃଦ୍ଧି କରିବା ସହିତ ଅଭିବୃଦ୍ଧି ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଅପ୍ରେଲ-ଜୁଲାଇ ଅବଧିର ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଏକ ତୁଳନାତ୍ମକ ଆୟ ବ୍ୟୟର ହିସାବ ଉପସ୍ଥାପନ କରିଥିଲେ। ଚଳିତ ଆର୍ଥିକ ବର୍ଷର ଅପ୍ରେଲ-ଜୁଲାଇ ଅବଧି ମଧ୍ୟରେ ସମୁଦାୟ ଆୟର ପରିମାଣ ୫୭,୦୮୫ କୋଟି ଟଙ୍କା ଥିବା ବେଳେ ଗତ ବର୍ଷ ଏହି ଅବଧି ମଧ୍ୟରେ ଆୟର ପରିମାଣ ୫୧,୨୩୪ କୋଟି ଟଙ୍କା ଥିଲା। #ବିକଶିତଓଡ଼ିଶା
I & PR Department, Odisha tweet mediaI & PR Department, Odisha tweet mediaI & PR Department, Odisha tweet media
OR
16
18
350
19.5K
Jagat Prakash Nadda
Jagat Prakash Nadda@JPNadda·
ଆଜି ଓଡ଼ିଶାର ପୁରୀଠାରେ @BJP4Odisha ର ରାଜ୍ୟ କାର୍ଯ୍ୟକାରିଣୀରେ ଯୋଗ ଦେଲି। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଭୂମିରେ ପାଦ ଦେଇ ଅତ୍ୟନ୍ତ ଆନନ୍ଦିତ । ଓଡ଼ିଶାର ଗତ ନିର୍ବାଚନରେ ଫଳାଫଳ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଙ୍କ 2047 ସୁଦ୍ଧା ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶାର ସଂକଳ୍ପ ସହ ରାଜ୍ୟବାସୀଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଏହି ବିଜୟ ସମସ୍ତ ଉତ୍ସର୍ଗୀକୃତ କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମ ଯୋଗୁଁ ସଫଳ ହୋଇଛି ଯେଉଁମାନେ ରାଜ୍ୟ ତଥା ଦେଶର ବିକାଶ ପାଇଁ ନିଜ ଲୁହ ଲହୁ ଏକାଠି କରିଦେଇଥିଲେ । ବନ୍ଦେ ଉତ୍କଳ ଜନନୀ ବନ୍ଦେ ମାତରମ
Jagat Prakash Nadda tweet mediaJagat Prakash Nadda tweet mediaJagat Prakash Nadda tweet mediaJagat Prakash Nadda tweet media
OR
21
202
453
12.5K
All Odisha Agro-polytechnic Association
@dpradhanbjp @JPNadda @MohanMOdisha @narendramodi @BJP4Odisha @krushibibhag @KVSinghDeo1 @CMO_Odisha @MohanMOdisha VAW,HEW,SCEW,LI,JFTA ଇତ୍ୟାଦି ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ/ଧନ୍ଦାମୂଳକ ବଦଳରେ ଡିପ୍ଲୋମା ଇନ ଅଗ୍ରୋ ପଲିଟେକନିକ୍ କୁ ପରିବର୍ତ୍ତନ କରାଯାଉ,ଯେମିତି ସମସ୍ତ ବିଭାଗର ଡିପ୍ଲୋମା କୋର୍ସ ରେ ସରକାରୀ ଚାକିରିର ବ୍ୟବସ୍ଥା ଅଛି ସେମିତି କୃଷି ବିଭାଗରେ ମଧ୍ୟ ହେଉ ।
All Odisha Agro-polytechnic Association tweet media
OR
2
17
15
594
Dharmendra Pradhan
Dharmendra Pradhan@dpradhanbjp·
ଶ୍ରୀକ୍ଷେତ୍ର ପୁରୀରେ ଆମ ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ @JPNadda, ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha ଏବଂ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଯୋଗଦେଲି । ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ଦଳକୁ ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞ । ପ୍ରଧାନମନ୍ତ୍ରୀ @narendramodi ଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ କଲ୍ୟାଣ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ ।
Dharmendra Pradhan tweet mediaDharmendra Pradhan tweet mediaDharmendra Pradhan tweet mediaDharmendra Pradhan tweet media
OR
33
185
542
9.8K
All Odisha Agro-polytechnic Association
@CMO_Odisha ଓୟୁଏଟି ଡିପ୍ଲୋମା ଆଗ୍ରା ପଲିଟେକନିକ୍ ଛାତ୍ର ଛାତ୍ରୀ ମାନଙ୍କର ନିଯୁକ୍ତି ନିମନ୍ତେ ବଜେଟ୍ ପାଇଁ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଥିଲେ. ୧୨ ବର୍ଷ ହେଲା ନିଯୁକ୍ତି ନାହିଁ. ଦେଖା ଯାଉ ନୂତନ ସରକାର @MohanMOdisha କଣ ବଜେଟ୍ ବ୍ୟବସ୍ଥା କରୁଛନ୍ତି ଓୟୁଏଟି ଡିପ୍ଲୋମା ଆଗ୍ରା ପଲିଟେକନିକ୍ ଛାତ୍ର ଛାତ୍ରୀ ମାନଙ୍କର ପାଇଁ .@CMO_Odisha
All Odisha Agro-polytechnic Association tweet media
OR
2
14
8
381
CMO Odisha
CMO Odisha@CMO_Odisha·
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସରକାର ୨୦୨୪-୨୫ର ବଜେଟକୁ "ଲୋକଙ୍କ ବଜେଟ" କରିବା ଉଦ୍ଦେଶ୍ୟରେ ୧୨ ହଜାରରୁ ଅଧିକ ଲୋକଙ୍କ ମତାମତ ନେଇଛନ୍ତିI ଏହି ବଜେଟ ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ ଓ ଓଡ଼ିଶାର ବିକାଶଧାରାକୁ ତ୍ୱରାନ୍ୱିତ କରିବ। #PeoplesGovtPeoplesBudget
CMO Odisha tweet media
OR
117
93
285
16K
Mohan Charan Majhi
Mohan Charan Majhi@MohanMOdisha·
ମାନନୀୟ ପ୍ରଧାନମନ୍ତ୍ରୀ @narendramodi ଙ୍କ ମାର୍ଗଦର୍ଶନ ଓ କେନ୍ଦ୍ରମନ୍ତ୍ରୀ @dpradhanbjp ଙ୍କ ନେତୃତ୍ୱରେ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ଉପସ୍ଥିତିରେ ଓଡ଼ିଶାରେ ପିଏମ୍ ଶ୍ରୀ ସ୍କୁଲ୍ ଲାଗୁ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ଯୋଜନାରେ ଓଡ଼ିଶାର ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ଦୁଇଟି ଲେଖାଏଁ ସ୍କୁଲକୁ ପିଏମ ଶ୍ରୀସ୍କୁଲରେ ବିକଶିତ କରାଯିବା ସହ ଓଡ଼ିଶାରେ ପ୍ରାୟ ୮୦୦ଟି ସ୍କୁଲ ପିଏମ ଶ୍ରୀ ସ୍କୁଲରେ ବିକଶିତ ହେବାର ଯୋଜନା ରହିଛି । ଏହି ସ୍କୁଲ ଗୁଡିକ ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ହୋଇଥିବା ପାଠ୍ୟକ୍ରମ ଓ ପାଠପଢାର ପଦ୍ଧତି, ଶିକ୍ଷକ ମାନଙ୍କର ପରିବର୍ଦ୍ଧିତ ଦକ୍ଷତାକୁ ଗୋଟିଏ ସ୍କୁଲରେ ପରିପ୍ରକାଶ କରିବ । ମୋଦୀ ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ ପିଏମ ଶ୍ରୀ ସ୍କୁଲ । ଏହି ପଦକ୍ଷେପ ଓଡ଼ିଶା ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ । ସ୍କୁଲରେ ଆଇସିଟି, ଡ଼ିଜିଟାଲ ଲ୍ୟାବ, ଡିଜିଟାଲ ଲାଇବ୍ରେରୀ, ଡିଜିଟାଲ ଲର୍ଣ୍ଣିଂ ଟୁଲ୍ସ ବ୍ୟବସ୍ଥା ରହିବ । ମାତୃଭାଷାକୁ ପ୍ରାଧାନ୍ୟ ଦେବା ସହ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷା ଦୂରତାକୁ ହ୍ରାସ କରିବ । ଆଗାମୀ ଦିନରେ ପିଏମ ଶ୍ରୀ ସ୍କୁଲ ଦେଶର ସର୍ବଶ୍ରେଷ୍ଠ ବିଦ୍ୟାଳୟ ଭାବରେ ବିବେଚିତ ହେବ ।
OR
74
67
411
30.7K