Aurobinda Pradhan

599 posts

Aurobinda Pradhan banner
Aurobinda Pradhan

Aurobinda Pradhan

@aurobinda1997

Deogarh,Odisha Katılım Temmuz 2015
211 Takip Edilen35 Takipçiler
Sabitlenmiş Tweet
Aurobinda Pradhan
Aurobinda Pradhan@aurobinda1997·
@otvkhabar Tanka bele heuthila mane ama bele b ame karibu .. eiya kahuchhanti so called nana... Kichhi ta change kara kie kan karithila seiya neiki par heijauthiba na kn nije ta bhala kara. Kharap kie kala ta katha kahiba mane kn semane kale ebe au nahanti tme b karuchha tme b parr heba.
Indonesia
1
0
2
279
Aurobinda Pradhan retweetledi
All Odisha Agro-polytechnic Association
‘ଡିପ୍ଲୋମା ଶିକ୍ଷା ପରେ ବେରୋଜଗାରି!’; ‘ଓଡିଶା ସରକାର ଜବାବ ଦିଅ’; ‘ଓୟୁଏଟି ଡିପ୍ଲୋମାଧାରୀଙ୍କୁ ଚାକିରି ଦିଅ’#ଓୟୁଏଟି ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଚାକିରି ନିଶ୍ଚିତ କରନ୍ତୁ #ନିଯୁକ୍ତି_ଦିଅ_ନହେଲେ_ବିକ୍ଷୋଭ, #ଓୟୁଏଟି_ଡିପ୍ଲୋମା_ବେରୋଜଗାର @arvindpadhee @MohanMOdisha @KVSinghDeo1 @IPR_Odisha @OdishaUniversi1
All Odisha Agro-polytechnic Association tweet media
OR
1
35
25
358
Aurobinda Pradhan retweetledi
RURAL_DOCTOR ଗାଁ _ଗହଳି_ ଡାକ୍ତର
ବାଲେଶ୍ୱର ଘଟଣା ରେ ନ୍ୟାୟ ନ ପାଇ ଜଣେ ମଲା , ହେଲେ ତାକୁ ବଂଚେଇବାକୁ ଯାଇ ଗଭୀର ଭାବେ ଆହତ ହୋଇଥିବା ପିଲା ପାଇଁ କଣ କରିଛ ? ନା ତାକୁ ବି ମରିବାକୁ ଛାଡି ଦେବା ? @CMO @MahalingMukesh @_Manish_Odisha_ @AboutBalasore @manaskumardutta @pcsarangi @DBalasore @MukeshDalai2
RURAL_DOCTOR ଗାଁ _ଗହଳି_ ଡାକ୍ତର tweet media
OR
17
67
225
6.9K
Aurobinda Pradhan retweetledi
Kanak News
Kanak News@kanak_news·
#ଏବେ_ସମବେଦନା_ସେତେବେଳେ_କେଉଁଠି_ଥିଲେ ? ଅଭିଯୋଗ ପରେ ଅଭିଯୋଗ କରିଥିଲେ ହେଲେ କାହା କାନରେ ପଡ଼ିନଥିଲା ପୀଡ଼ିତାଙ୍କ ଦୁଃଖ । ଏବେ ଉଛୁଳୁଛି ସମବେଦନା , ସେତେବେଳେ କେଉଁଠି ଥିଲେ ? #KanakNews #FMCollege #StudentSuicideAttempt #Odisha
OR
36
124
437
17.2K
Aurobinda Pradhan
Aurobinda Pradhan@aurobinda1997·
@otvkhabar Tanka bele heuthila mane ama bele b ame karibu .. eiya kahuchhanti so called nana... Kichhi ta change kara kie kan karithila seiya neiki par heijauthiba na kn nije ta bhala kara. Kharap kie kala ta katha kahiba mane kn semane kale ebe au nahanti tme b karuchha tme b parr heba.
Indonesia
1
0
2
279
ଓଟିଭି
ଓଟିଭି@otvkhabar·
#ଚୋର୍_ମଚାଏ_ସୋର୍‌- ପ୍ରତାପ ଷଡ଼ଙ୍ଗୀ -କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମାଲୋଚନା -ଚୋର୍ ମଚାଏ ସୋର୍‌’ କହି ତାତ୍ସଲ୍ୟ କଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ -ଅସ୍ତିତ୍ବ ହଜିଯାଇଛି, ଏହି ଘଟଣାରେ ତାଙ୍କୁ ଟିକେ ଅକ୍ସିଜେନ୍ ମିଳିଯାଇଛି -ତେଣୁ ନିଜ ସ୍ବାର୍ଥ ପାଇଁ ରାଜନୈତିକ ରୁଟି ସେକୁଛନ୍ତି- ପ୍ରତାପ ଷଡ଼ଙ୍ଗୀ -ଛବିରାଣୀ, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ କଂଗ୍ରେସ ସମୟରେ ହୋଇଥିଲା -ବିଜେଡି ସମୟରେ ଇତିଶ୍ରୀ, ବେବିନା, ପରୀ, ସଂଧ୍ୟାରାଣୀ ହତ୍ୟାକାଣ୍ଡ ଘଟିଥିଲା -ଏବେ ଏମାନେ ମିଡିଆ ଆଗରେ ନାଟକବାଜୀ କରୁଛନ୍ତି -ମଲା ଲୋକର ଶବ ଉପରେ ଆଉ କେତେଦିନ ରାଜନୀତି କରିବେ #Soumyashree #BJP #FakirMohanCollege #Balasore #OTV
ଓଟିଭି tweet media
OR
216
16
338
26.2K
Aurobinda Pradhan retweetledi
Biju Janata Dal
Biju Janata Dal@bjd_odisha·
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ, ଫେଲ୍ ମାରୁଛି ଓଡ଼ିଶାର ଡବଲ୍ ଇଞ୍ଜିନ୍ ସରକାର। ବିଏମସି ଅଫିସ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ୬/୭ ଜଣ ଗୁଣ୍ଡାଶ୍ରେଣୀୟ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରୁଛନ୍ତି। ବିଜେପିର କର୍ପୋରେଟର ଜୀବନ ରାଉତଙ୍କ ଉପସ୍ଥିତିରେ ଏସବୁ ଘଟୁଥିଲା। ଏହି ଘଟଣାର ପ୍ରଚ୍ଛଦପଟରେ ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସମର୍ଥନ ରହିଥିବା ଅଭିଯୋଗ ହୋଇଛି। ଏହା ସ୍ପଷ୍ଟ ଦର୍ଶାଉଛି ରାଜ୍ୟରେ ଅରାଜକତା ସୀମା ଟପିଲାଣି। ଗୁଣ୍ଡାଗର୍ଦ୍ଦି ଏବଂ ଆତଙ୍କରାଜ ନିତିଦିନିଆ ଘଟଣା ହେଲାଣି। ଗୃହ ବିଭାଗକୁ ନିଜ ପାଖେ ରଖିଥିବା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବେ କି ରାଜ୍ୟରେ କାହିଁକି ଏଭଳି ସ୍ଥିତି ଉପୁଜୁଛି? ସରକାରୀ କାର୍ଯ୍ୟାଳୟରେ ପଶି, ସରକାରୀ ଅଧିକାରୀଙ୍କୁ ଘୋଷାଡ଼ି ମରଣାନ୍ତକ ଆକ୍ରମଣ କରିବା ବି କ'ଣ ବିଜେପି ସରକାରର ଉପଲବ୍ଧି କି? #BMCAdditionalCommissioner #ହଟାଅବିଜେପି #BJPAntiOdisha #FailedDoubleEngine
OR
47
93
411
17.1K
Aurobinda Pradhan retweetledi
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର
ଚାକିରୀ ବିକିବାକୁ ଯେଉଁ ମାନଙ୍କ ଠାରୁ ଅଗ୍ରିମ ଟଙ୍କା ନିଆ ଯାଇଛି ସେହି ମାନଙ୍କୁ ହିଁ ଚାକିରୀ ବିକ୍ରି କରାଯିବ। ସମାନ୍ ଢାଞ୍ଚାରେ ପରୀକ୍ଷା ଅନିୟମିତତା ଦୁର୍ନୀତି କରି ସମସ୍ତଙ୍କୁ ପାସ୍ କରିବା ପରେ ପୁଣି ସେହି ଢାଞ୍ଚାରେ RI AMIN ଚାକିରୀ ବିକିବାକୁ ଯୋଜନା। ଆନ୍ଦୋଳନ ଜୋରଦାର ହବ କହି ଦେଉଛୁ। @CMO_Odisha @MohanMOdisha
Bibhuti Bhusan Mohapatra ବିଭୁତି ଭୂଷଣ ମହାପାତ୍ର tweet media
OR
73
235
545
22.6K
Aurobinda Pradhan
Aurobinda Pradhan@aurobinda1997·
@Agropolytechic @OdishaUniversi1 @KVSinghDeo1 @arvindpadhee @CMO_Odisha @otvkhabar @vc_ouat ଯେତିକି ପିଲାଙ୍କ କ୍ୟାରିଅର ବର୍ବାଦ୍ କଲଣି ସେତିକିରେ ଶାନ୍ତି ହେଲାନି ଯେ ଆଉ ପିଲାଙ୍କ କ୍ୟାରିଅର ସହ ଖେଳିବ, ଓୟୁଏଟି ନାଁ ରେ ପିଲାଙ୍କ କ୍ୟାରିଅର ସହ ଖେଲାଯାଉଛି, ପ୍ରଥମେ ପାସ ଆଉଟ୍ ପିଲାଙ୍କ ପାଇଁ ନିଯୁକ୍ତି ର ବ୍ୟବସ୍ଥା ହେଉ ତା ପରେ ନୋଟିଫିକେସନ ବାହାର କରାଯାଉ ।
OR
1
0
0
9
Aurobinda Pradhan retweetledi
Fact Pilgrim
Fact Pilgrim@FactPilgrim·
🔸ଅନୱାର ଇବ୍ରାହିମ ଖୋଲାଖୋଲି ଭାବେ ହାମାସକୁ ସମର୍ଥନ କରନ୍ତି। 🔸ଗତ ବର୍ଷ ଅନୱାର ଖୋଲାଖୋଲି ଭାବେ ହିନ୍ଦୁ ଯୁବକଙ୍କ ଧର୍ମାନ୍ତରୀକରଣ କରାଇଥିଲେ | 🔸ଅନୱାର ଇବ୍ରାହିମ ନିଜ ଦେଶରେ ଜାକିର ନାୟକଙ୍କୁ ଆଶ୍ରୟ ଦେଇଛନ୍ତି। ଏ ସବୁ କୃତ୍ୟ ପାଇଁ କିଛି ବିଜେପି ସମର୍ଥକ ତଥା ହିନ୍ଦୁ ସଂଗଠନ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କୁ କଡ଼ା ସମାଲୋଚନା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନନ୍ଦ ଉତ୍ସାହର ସହ ଅନୱାର ଇବ୍ରାହିମଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଲେ |
OR
5
9
54
2.2K
Aurobinda Pradhan retweetledi
All Odisha Agro-polytechnic Association
@IPR_Odisha @CMO_Odisha @MohanMOdisha VAW,HEW,SCEW,LI,JFTA ଇତ୍ୟାଦି ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ/ଧନ୍ଦାମୂଳକ ବଦଳରେ ଡିପ୍ଲୋମା ଇନ ଅଗ୍ରୋ ପଲିଟେକନିକ୍ କୁ ପରିବର୍ତ୍ତନ କରାଯାଉ,ଯେମିତି ସମସ୍ତ ବିଭାଗର ଡିପ୍ଲୋମା କୋର୍ସ ରେ ସରକାରୀ ଚାକିରିର ବ୍ୟବସ୍ଥା ଅଛି ସେମିତି କୃଷି ବିଭାଗରେ ମଧ୍ୟ ହେଉ । @BJP4Odisha @GovernorOdisha @KVSinghDeo1
All Odisha Agro-polytechnic Association tweet media
OR
0
20
24
2.1K
Ashwini Vaishnaw
Ashwini Vaishnaw@AshwiniVaishnaw·
ବଡମ୍ବାର ମାନନୀୟ ବିଧାୟକ ବିଜୟ କୁମାର ଦଳବେହେରାଙ୍କ ସହିତ ଅନଗୁଳ - ନୟାଗଡ଼ ଟାଉନ ଭାୟା ନରସିଂହପୁର-କଣ୍ଟିଲୋ-ଖଣ୍ଡପଡା ନୂତନ ରେଳ ଲାଇନ ର ଫାଇନାଲ ଲୋକେସନ ସର୍ଭେ ସମ୍ବନ୍ଧରେ ଆଲୋଚନା କଲି l ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି l ଅଗ୍ରଗତିରେ କାର୍ଯ୍ୟ ଚାଲୁ ରହିଛି l
Ashwini Vaishnaw tweet media
OR
242
119
472
31.3K
Aurobinda Pradhan
Aurobinda Pradhan@aurobinda1997·
@Manja_katha Semane neleni boli tume b nebani... Ta tanka au tuma bhitare farak kan.... Nillaja mane emiti samalochana karanti.... Thik loka action nie... Tume eiya karuthila ame kain karibu boli kuheni
Eesti
0
0
0
7
SABYASACHI AMITAV
SABYASACHI AMITAV@SpeaksSabya·
ମିଡିଲ୍ କ୍ଲାସ ଙ୍କ ଠାରୁ ଟ୍ୟାକ୍ସ ନେବେ, ଧନୀ ଲୋକଙ୍କ ପାଇଁ ସୁନା ଓ ପ୍ଲାଟିନମ୍ ଶସ୍ତା କରିବେ। गजब जलवा है मैडम आपके
OR
22
14
450
16.4K
Aurobinda Pradhan retweetledi
Arabinda K Padhee
Arabinda K Padhee@arvindpadhee·
ଜୈବ ବିବିଧତା ତଥା ପାରମ୍ପାରିକ ଧାନ ସଂରକ୍ଷଣ ଉପରେ ସ୍ବର୍ଗତା କମଳା ପୂଜାରୀଙ୍କ ଯୋଗଦାନ ସଂପର୍କରେ, କୋରାପୁଟ ଜୟପୁରର ଶ୍ରୀ ସନ୍ତୋଷ ମିଶ୍ର ଏହି ରିପୋର୍ଟ (ମେ ୨୦୧୦) ପ୍ରସ୍ତୁତ କରିଥିଲେ। କମଳା ମା’ ତାଙ୍କ ମହତ୍ ଅବଦାନ ପାଇଁ ଦୀର୍ଘ ସମୟ ସ୍ମରଣୀୟ ହୋଇ ରହିବେ। ଅମର ଆତ୍ମାପାଇଁ ପ୍ରାର୍ଥନା।
OR
10
82
710
17.6K