Bhuban Block retweetledi

ସଠିକ୍ ଭୋଟର ତାଲିକା ଗଠନରେ ଆପଣଙ୍କ ସହଭାଗୀତା ଅତ୍ୟନ୍ତ ଜରୁରୀ।
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଅଭିଯାନରେ ସକ୍ରିୟ ଭାବେ ଯୋଗଦିଅନ୍ତୁ ଏବଂ ନିଜ ତଥ୍ୟ ସତ୍ୟାପିତ କରନ୍ତୁ।
🇮🇳 ସୁଦୃଢ଼ ଗଣତନ୍ତ୍ର ପାଇଁ ସଠିକ୍ ଭୋଟର ତାଲିକା।
✅ କୌଣସି ଯୋଗ୍ୟ ଭୋଟର ବାଦ ପଡ଼ିବେ ନାହିଁ।
#SIR2026 #SIR #ECI #CEOOdisha #SIRPhase3

OR

















































