Sabitlenmiş Tweet
Dhenkanal Tweet Club
10.4K posts

Dhenkanal Tweet Club retweetledi

Sir please kindly look into this matter and take necessary action @CMO_Odisha @MohanMOdisha @SecyChief @PRDeptOdisha @AdmnNayagarh

English
Dhenkanal Tweet Club retweetledi

ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ @CMO_Odisha @CollectorBgr @MohanMOdisha @SecyChief @PRDeptOdisha @RabiNaikBJP @dept_ga ଅନୁରୋଧ।

OR
Dhenkanal Tweet Club retweetledi

ନିଶ୍ଚିତଭାବେ ଶବ୍ଦ ଏବଂ ଵାୟୁ ପ୍ରଦୂଷଣ କରୁଥିବା ସମସ୍ତ ବାଣ ସମ୍ପୂର୍ଣ୍ଣ ବନ୍ଦ୍ ହେବା ଆବଶ୍ୟକ ।
#Diwali2025 #GreenCrackers #pollution

OR
Dhenkanal Tweet Club retweetledi

@SanjitDas01 @Dhenkanaltwitte @districtadmndkl @CMO_Odisha @PRDeptOdisha @BDOBhuban @PWD_Odisha @SecyChief @OfficialTeamATA @BinayaKumarNa17 ଏହି ପିଚୁ ରାସ୍ତା ମାଟିରେ ମିଶିଲାଣି ତଥାପି @RDOdisha ଶୁଣାଣି

OR
Dhenkanal Tweet Club retweetledi

Dhenkanal:On the College Bypass Overbridge on NH- 55 high- voltage 33 KV electricity wires are hanging at a very low height above the road, posing a danger to vehicles plying on the overbridge. @NHAI_Official @nhai_ro @districtadmndkl @CMO_Odisha @SecyChief @dept_ga @JanaSunani

English
Dhenkanal Tweet Club retweetledi

ଢ଼େଙ୍କାନାଳ: ସଦର ବ୍ଲକ କଙ୍କଡ଼ାହାଡ଼ ପଞ୍ଚାୟତର ଅନେକ ହିତାଧିକାରୀଙ୍କୁ ଏଯାଏଁ ଆୟୁଷ୍ମାନ କାର୍ଡ ମିଳିନାହିଁ।ଲୋକ ଉତ୍ତମ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି।ତୁରନ୍ତ ଆୟୁଷ୍ମାନ କାର୍ଡ ଯୋଗାଇ ଦେବାକୁ ଅନୁରୋଧ। @districtadmndkl @HFWOdisha @MahalingMukesh @CMO_Odisha @AyushmanNHA @DHHDhenkanal @nhmodisha

OR
Dhenkanal Tweet Club retweetledi
Dhenkanal Tweet Club retweetledi

୨ ବର୍ଷ ହେଲା ଖାଲି ପଡ଼ିଛି ଅଙ୍ଗନବାଡ଼ି କର୍ମୀ ପଦ।
#ଖଜୁରିଆ ଗାଁ #ତିଲେଶ୍ଵର ପଞ୍ଚାୟତ #ହରଭଙ୍ଗା ବ୍ଲକ ।
@CMO_Odisha @SecyChief @WCDOdisha @dmboudh @bdo_harabhanga

OR
Dhenkanal Tweet Club retweetledi

@MohanMOdisha ସରକାରକୁ ପୁରିଲା ୫୦୦ଦିନ, ଏତେଦିନ ପରେବି ଅଟକିଛି @IPR_Odisha ଦ୍ୱାରା ଘୋଷଣା ହୋଇଥିବା କମ୍ପ୍ୟୁଟର ସହାୟକ ପଦବୀ. କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ, କେବେ ହେବ ଏହାର ସମାଧାନ @NityanandaBJP @SMEOdisha @AmaShasana @dpradhanbjp @CMO_Odisha ନିଦା ବିଷ୍ଣୁ ପାଲଟିଗଲେ କି?


OR
Dhenkanal Tweet Club retweetledi

ଗତ ୪ ମାସ ହେବ ଅକ୍ଷମ ଭତ୍ତା ପାଇବାରୁ ବଞ୍ଚିତ #ରମେଶ_ବିଶ୍ଵାଳ
ଦୟନୀୟ ଅବସ୍ଥାରେ ଚଳୁଛନ୍ତି
ଗ୍ରାମ:ବଡବାହାଳ,ପୋ:ଗିରିଧର ପ୍ରସାଦ,ବ୍ଲକ:ହିନ୍ଦୋଳ,ଜିଲ୍ଲା:ଢେଙ୍କାନାଳ
ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ୪ ମାସର ଟଙ୍କା ପ୍ରଦାନ କରିବାକୁ ଆପଣଙ୍କୁ ଅନୁରୋଧ @CMO_Odisha @districtadmndkl @SSEPD2 @dssodhenkanal @NityanandaBJP


OR
Dhenkanal Tweet Club retweetledi

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅଧିନ ପାହିରାଜୁ ପଞ୍ଚାୟତ ତିଲକାପାଙ୍ଗା ଗାଁର ଦିବ୍ୟାଙ୍ଗ ସାରାବତୀ କହଁର ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚିତ। ଶୀଘ୍ର ଭତ୍ତା ଯୋଗାଇ ଦେବାପାଇଁ @DMKandhamal ମହୋଦୟଙ୍କୁ ବିନମ୍ର ଅନୁରୋଧ। @CMO_Odisha @MohanMOdisha @PRDeptOdisha @SSEPD2 @Dssokandhamal @PhiringiaP @state_scpd

OR
Dhenkanal Tweet Club retweetledi

ବୌଦ୍ଧ ଜିଲ୍ଲା @bdo_harabhanga ଲୁଣିବହାଲ ଗ୍ରାମର ଦୁଇଟି ୱାର୍ଡରେ ନଳକୂଅ ଖରାପ ହେବ ଯୋଗୁଁ ୭ ଦିନ ହେଲା ପାଣି ପାଇପାରୁ ନାହାନ୍ତି, ବିଭାଗୀୟ ଅଧିକାରୀ ତୁରନ୍ତ ମରାମତି କରିବାକୁ ଅନୁରୋଧ @CMO_Odisha @SecyChief @MohanMOdisha @AmaShasana @RWSS_Odisha @RWSS_BOUDH @BoudhSub @dmboudh

OR
Dhenkanal Tweet Club retweetledi
Dhenkanal Tweet Club retweetledi

ଆଲୋକିତ ହୋଇପାରୁନି ନୀଳଚକ୍ର, ଜଳୁନାହିଁ ଲାଗିଥିବା ଲାଇଟ
ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବାପାଇଁ ଅନୁରୋଧ 🙏 @SJTA_Puri
@dm_puri
@JagannathaDhaam
@arvindpadhee


OR
Dhenkanal Tweet Club retweetledi

#Factcheck: Viral Tiger Photo and Video Have No Link to Dhenkanal District
telugupost.com/Odia-FactCheck…
#OdiaFactCheck #Dhenkanal #Wildlife #Viralvideo
@ForestDeptt @PCCFWL_Odisha @DfoDhenkanal
English
Dhenkanal Tweet Club retweetledi

It’s an honour to receive the Sambad Paribesh Samman Award 2025 from Hon’ble @GovernorOdisha, Dr. @DrHariBabuK. My heartfelt thanks to @sambad_odisha Founder Sri @SoumyaSambad, Sambad Group Editor @tanaya_p & Team @EarthAgain_IN for supporting my work.
#EarthAgain2025




English
Dhenkanal Tweet Club retweetledi

ଢ଼େଙ୍କାନାଳ: ଭୁବନ ବ୍ଲକ ଓଡ଼ିଶ ପଞ୍ଚାୟତର ଓଡ଼ିଶ-ବଡ଼କାଠିଆ ରାସ୍ତା ଶୋଚନୀୟ ହୋଇ ପଡ଼ିଛି।ଏହି ରାସ୍ତାରେ ଅନେକ ଲୋକ ଯିବା ଆସିବା କରୁ ଥିବାରୁ ଲୋକ ମାନେ ବହୁ ଅନିବିଧର ସମ୍ମୁଖିନ ହେଉଛନ୍ତି।ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଅନୁରୋଧ। @districtadmndkl @CMO_Odisha @PRDeptOdisha @BDOBhuban @PWD_Odisha @SecyChief

OR
Dhenkanal Tweet Club retweetledi

#ଉଦ୍ୟାନ_ବିଭାଗରେ_କେଳେଙ୍କାରୀ_ବାବୁ_ମାଲାମାଲ_ଚାଷୀ_ଭକୁଆ
#ନଷ୍ଟ_କରିଦେଲେ_ପାମୋଲିନ_ଭଳି_ଲକ୍ଷ୍ୟ_ଲକ୍ଷ୍ୟ_ଟଙ୍କାର_ମୂଲ୍ୟବାନ_ଚାରା
Respected Sir @CMO_Odisha @SecyChief @KVSinghDeo1 @arvindpadhee @Horticultureod1 @krushibibhag @districtadmndkl
Please kindly look into this matter.
#Dhenkanal
#Farmer

English
Dhenkanal Tweet Club retweetledi

ନୟାଗଡ ଜିଲ୍ଲାରେ ସୀମା ଟପୁଛି ମହିଳାଙ୍କ ଉପରେ ଯୌତୁକ ନିର୍ଯାତନା @CMO_Odisha @SecyChief @homeodisha @WCDOdisha @BCCIWomen @DGPOdisha @igcrcuttack @odisha_police @spnayagarh @AdmnNayagarh

OR
Dhenkanal Tweet Club retweetledi

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବନ ବିଭାଗ କାର୍ଯ୍ୟକଳାପ କୁ ନେଇ ସନ୍ଧେହ? ଆଠମଲ୍ଲିକରେ ଶିକାରୀ ହାତୀ ମାରିଲେ ହେଲେ ଆଠମଲ୍ଲିକ ବନ ବିଭାଗ ଶିକାରୀକୁ ଧରିବାରେ ବିଫଳ ନା ଜାଣିଶୁଣି ବନ ବିଭାଗ ନୀରବ ତାହା ସାଧାରଣରେ ପ୍ରଶ୍ନ ବାଚୀ। @homeodisha @odisha_police କୁ ଅନୁରୋଧ ଏହି ଘଟଣା ସମ୍ପର୍କରେ ସଠିକ୍ ତଦନ୍ତ କରିବାକୁ। @angul_dm

OR






