Bhrc india jajpur

267 posts

Bhrc india jajpur banner
Bhrc india jajpur

Bhrc india jajpur

@BhrcIndia

Katılım Mart 2023
215 Takip Edilen51 Takipçiler
Bhrc india jajpur
Bhrc india jajpur@BhrcIndia·
ଦୁଇ ବିଧବା ବୃଦ୍ଧାଙ୍କୁ ମିଳୁନି ଭତା, ବଡ଼ଚଣା ବ୍ଲକ ସାଉଡ଼ିଆ ପଂଚାୟତ ର ସାଉଡ଼ିଆ ଗ୍ରାମ ର ବାସନ୍ତୀ ମହାନ୍ତି, କେଶରୀ ପରିଡା, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ଭତା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @PradeepJenaIAS @dm_jajpur @SSEPD2 @PRDeptOdisha @Food_Odisha @MoSarkar5T
Bhrc india jajpur tweet media
OR
1
16
33
503
Bhrc india jajpur retweetledi
BHRC INDIA
BHRC INDIA@Bhrc_India·
ଜଳକଷ୍ଟ ଭୋଗୁଛନ୍ତି ରାୟପୁର ଗ୍ରାମବାସୀ , #ଦେବଗଡ଼ ଜିଲ୍ଲା। #ତିଳେଇବଣି ବ୍ଲକ #ଟାଇଁସର ପଞ୍ଚାୟତ #ରାୟପୁର ଗ୍ରାମବାସୀ ଜଳ ବୁନ୍ଦାଏ ପାଇଁ ଡହଳ ବିକଳ @CMO_Odisha @PRDeptOdisha @OdishaWater @RuralOdisha @Deogarhdistadmn @SRC_Odisha @GovernorOdisha ପାନୀୟ ଜଳର ସମସ୍ୟା ଦୂର କରି ସୁବିଧା କରାଯାଉ
BHRC INDIA tweet mediaBHRC INDIA tweet media
OR
0
6
11
233
Bhrc india jajpur retweetledi
BHRC INDIA
BHRC INDIA@Bhrc_India·
ଜଳକଷ୍ଟ ଭୋଗୁଛନ୍ତି ଗ୍ରାମବାସୀ , #ଦେବଗଡ଼ ଜିଲ୍ଲା। #ତିଳେଇବଣି ବ୍ଲକ #ଟାଇଁସର ପଞ୍ଚାୟତ #ନୂଆଭୂଇଁଗ୍ରାମବାସୀ ଜଳ ବୁନ୍ଦାଏ ପାଇଁ ଡହଳ ବିକଳ @CMO_Odisha @PRDeptOdisha @OdishaWater @RuralOdisha @shipmin_india @Deogarhdistadmn @SRC_Odisha @GovernorOdisha ପାନୀୟ ଜଳର ସମସ୍ୟା ଦୂର କରି ସୁବିଧା କରାଯାଉ
BHRC INDIA tweet mediaBHRC INDIA tweet media
OR
0
5
9
191
Bhrc india jajpur
Bhrc india jajpur@BhrcIndia·
ସରକାରୀ ଯୋଜନା ରେ ବଞ୍ଚିତ ଭୂମିହୀନ ଆଦିବାସୀ ପରିବାର, ଦାନଗଦି ବ୍ଲକ ଶାଳୀଜଙ୍ଗା ପଂଚାୟତ ଢେଂକିଶାଳ ଗ୍ରାମ ହୀରା ମାଝୀ, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ବସୁନ୍ଧରା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @dm_jajpur @PRDeptOdisha @PradeepJenaIAS @Food_Odisha @PuccaGhara @MoSarkar5T
Bhrc india jajpur tweet media
OR
1
8
30
761
pramod kumar
pramod kumar@pkmerkap·
Good Morning to all my Friends..
pramod kumar tweet mediapramod kumar tweet media
English
1
0
10
256
Bhrc india jajpur
Bhrc india jajpur@BhrcIndia·
ପାହାଢିଆ ରାସ୍ତା ରେ ବୁହାହେଲେ ଗର୍ଭବତୀ,ନବରଙ୍ଗପୁରପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ସଦର ବ୍ଲକ ବରଡ଼ାଯୋଡି ଗ୍ରାମ କୁ ରାସ୍ତା ନଥିବାରୁ ଅସୁବିଧା ହେଉଛି, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହା ଉପରେ ଦୃଷ୍ଟି ଦିଅନ୍ତୁ,@CMO_Odisha @RDOdisha @DMnabarangpur @PradeepJenaIAS @SecyChief @MoSarkar5T @PritiranjanBJD
Bhrc india jajpur tweet media
OR
0
0
1
80
Bhrc india jajpur
Bhrc india jajpur@BhrcIndia·
ବାପା ମା ପରେ କୁନିଝିଅ ହରାଇଲା ଦୃଷ୍ଟିଶକ୍ତି, ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅଞ୍ଚଳ ର ଅଶୋକ ଏବଂ ତାଙ୍କ ସ୍ତ୍ରୀ ଓ କୁନିଝିଅ ଟି ଦୃଷ୍ଟିଶକ୍ତି, ସରକାର ଙ୍କୁ ନିବେଦନ କରୁଛୁ ଉତ୍ତମ ଚିକିତ୍ସା ଆର୍ଥିକ ସହାୟତା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @DBalasore @PradeepJenaIAS @NiranjanPujar11
Bhrc india jajpur tweet media
OR
0
3
16
338
Bhrc india jajpur
Bhrc india jajpur@BhrcIndia·
ଭୂତକୋଠି ପାଲଟିଛି ଶିକ୍ଷା ବିଭାଗ କୋଠା, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କନିକାପଡା ପଂଚାୟତ ଦିହୁଡିସାହିରେ କୋଡିଏ ଲକ୍ଷ୍ୟ ବ୍ୟୟ ରେ ନିର୍ମିତ ବ୍ଲକ ସାଧନ କେନ୍ଦ୍ର ଭୂତକୋଠି ପାଲଟିଛି, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହାର ସମାଧାନ କରାଯାଉ,@CMO_Odisha @dm_jajpur @SecyChief @samirdash01 @pranabpdas @MoSarkar5T
Bhrc india jajpur tweet media
OR
0
0
2
77
Bhrc india jajpur
Bhrc india jajpur@BhrcIndia·
ପବିତ୍ର ପଣାସଂକ୍ରାନ୍ତି ଓଡ଼ିଆ ନବବର୍ଷ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭ କାମନା,
Bhrc india jajpur tweet media
OR
0
0
0
33
Bhrc india jajpur
Bhrc india jajpur@BhrcIndia·
ସରକାରୀ ଯୋଜନା ରୁ ବଞ୍ଚିତ ଭିନକ୍ଷମ, କୋରେଇ ବ୍ଲକ ବରୁଣ୍ଡେଇ ପଂଚାୟତ ଖଜୁରୀନାଳୁଆ ଗ୍ରାମ ର ବଳରାମ ଖଣ୍ଡେଇ ଏବଂ ତାଙ୍କ ସ୍ତ୍ରୀ ଜଣେ ଭିନ୍ନକ୍ଷମ, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଭତା ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @dm_jajpur @PradeepJenaIAS @SSEPD2 @PRDeptOdisha @SecyChief @MoSarkar5T
Bhrc india jajpur tweet media
OR
0
1
2
70
Bhrc india jajpur
Bhrc india jajpur@BhrcIndia·
ରାସନ କାର୍ଡ ରୁ ବଞ୍ଚିତ ଦୁଇ ଗରିବ ପରିବାର, ବିଂଝାରପୁର ବ୍ଲକ ଜରି ପଂଚାୟତ ଜରି ଗ୍ରାମ ର ଦୁଇ ଦଳିତ ପରିବାର ହେମନ୍ତ ମଳିକ ବସନ୍ତ ମଳିକ, ସରକାର ଙ୍କୁ ନିବେଦନ କରୁଛୁ ରାସନ କାର୍ଡ ଆବାସ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @dm_jajpur @Food_Odisha @pkmerkap @SecyChief @PRDeptOdisha @MoSarkar5T
Bhrc india jajpur tweet media
OR
0
0
1
57
Bhrc india jajpur
Bhrc india jajpur@BhrcIndia·
ପରୀତକ୍ତ୍ୟ ଅବସ୍ଥା ରେ ସରକାରୀ ପୋଖରୀ,କୋରେଇ ବ୍ଲକ ଖମଣ ପଂଚାୟତ ଗୋଡିପାଟଣା ଗ୍ରାମ ସରକାରୀ ପୋଖରୀ ଥିବା, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ପୋଖରୀ ପୁନଃଉଦ୍ଧାର କରାଯାଉ,@CMO_Odisha @PradeepJenaIAS @dm_jajpur @MoSarkar5T @PRDeptOdisha @SwatchBharat4u @AdvGantayat
Bhrc india jajpur tweet media
OR
0
0
0
48
Vkpandianfanclub
Vkpandianfanclub@Vkpandianfancl1·
#ଜୟଜଗନ୍ନାଥ 13th April 2023
English
81
20
254
4.4K
Bhrc india jajpur
Bhrc india jajpur@BhrcIndia·
ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ଯାଜପୁର ଜିଲ୍ଲାବିଂଝାରପୁର ବ୍ଲକ ବାଛୋଳ ପଂଚାୟତ ଦଣ୍ଡିସାହି ର ଆଶିଷ ଜେନା ସେ ମେଧାବି ଛାତ୍ର, ସରକାର ଙ୍କୁ ନିବେଦନ କରୁଛୁ ଉତ୍ତମ ଚିକିତ୍ସା ଏବଂ ଆର୍ଥିକ ସାହାଯ୍ୟ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @dm_jajpur @PradeepJenaIAS @NiranjanPujar11 @SecyChief
Bhrc india jajpur tweet media
OR
1
7
29
359
Bhrc india jajpur
Bhrc india jajpur@BhrcIndia·
ସରକାରୀ ଯୋଜନା ରୁ ବଞ୍ଚିତ ଅସହାୟ ଭୂମିହୀନ ପରିବାର,ବନ୍ତବ୍ଲକ ଅଣିଜୋ ପଂଚାୟତ ରାଜନଗର ମଙ୍ଗଳପୁର ଗ୍ରାମ ଯଦୁନାଥ ପଣ୍ଡା, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ବସୁନ୍ଧରା ଯୋଜନା ଏବଂ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @DM_Bhadrak @PradeepJenaIAS @SSEPD2 @Food_Odisha @PRDeptOdisha @PuccaGhara
Bhrc india jajpur tweet media
OR
0
3
15
261
Bhrc india jajpur
Bhrc india jajpur@BhrcIndia·
ପକ୍ଷାଘାତ ରୋଗୀଙ୍କୁ ଭତା ମିଳିବ କେବେ, ଦାନଗଦି ବ୍ଲକ ରଣାଗୁଣ୍ଡି ପଂଚାୟତ ଘାଟିସାହି ର କାନ୍ଦିରୀ ମୁଣ୍ଡା ତାଙ୍କର ପୁଅ ଝିଅ ବୋଲି କେହିନାହାନ୍ତି, ସରକାର ଙ୍କୁ ନିବେଦନ କରୁଛୁ ଭତା ଆବାସ ଅନ୍ତୋଦୟ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @dm_jajpur @SSEPD2 @PradeepJenaIAS @Food_Odisha @PuccaGhara
Bhrc india jajpur tweet media
OR
1
6
17
235
Bhrc india jajpur
Bhrc india jajpur@BhrcIndia·
ସରକାରୀ ଯୋଜନା ରୁ ବଞ୍ଚିତ ସ୍ୱାମୀ ପରୀତକ୍ତ୍ୟ ଭିନକ୍ଷମ ମହିଳା, ରସୁଲୁପୁର ବ୍ଲକ ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମ ର ଯମୁନା ରାଉତ ପାଞ୍ଚ କେଜି ଚାଉଳ ପାଞ୍ଚ ଶହ ଭତାରେ କଟୁଛି ଜୀବନ, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ସହିତ 700ଟଙ୍କା ଭତା ଦିଆଯାଉ,@CMO_Odisha @dm_jajpur @SSEPD2 @PradeepJenaIAS @SecyChief
Bhrc india jajpur tweet mediaBhrc india jajpur tweet mediaBhrc india jajpur tweet mediaBhrc india jajpur tweet media
OR
0
0
1
267
Bhrc india jajpur
Bhrc india jajpur@BhrcIndia·
ପୋତି ହୋଇଯାଉଛି ଦପା ନାଳ, ଯାଜପୁର ଜିଲ୍ଲା ରସୁଲୁପୁର ବ୍ଲକ ର ଆଠଟି ପଂଚାୟତ, ପାଣି ନିଷ୍କାସନ ହୋଇପାରୁନାହିଁ ଯାହା ଫଳ ରେ ଜମି ରେ ପାଣି ଜମା ହୋଇରହୁଛି, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାଯାଉ,@CMO_Odisha @dm_jajpur @PradeepJenaIAS @SecyChief @PRDeptOdisha @AdvGantayat @MoSarkar5T
Bhrc india jajpur tweet media
OR
0
4
15
213
Bhrc india jajpur
Bhrc india jajpur@BhrcIndia·
ଭତା ଅପେକ୍ଷା ରେ 2545ହିତାଧିକାରୀ, କୋରେଇ ବ୍ଲକ ର ଭିନ୍ନକ୍ଷମ ବିଧବା ବୃଦ୍ଧ ବୃଦ୍ଧା ଙ୍କୁ ମାସ ମାସ ଧରି ମିଳୁନି ଭତା, ସରକାର ଙ୍କୁ ନିବେଦନ କରୁଛୁ ତୁରନ୍ତ ଏହା ପ୍ରତି ଦୃଷ୍ଟି ଦେବା ସହିତ ଭତା ଯୋଗାଈ ଦିଆ ଯାଉ,@CMO_Odisha @dm_jajpur @SSEPD2 @SecyChief @PRDeptOdisha @MoSarkar5T @PradeepJenaIAS
Bhrc india jajpur tweet media
OR
0
3
13
235
Bhrc india jajpur
Bhrc india jajpur@BhrcIndia·
କୋଠାଘର ଦର୍ଶାଇ କାଟିଦେଲେ ଦିବ୍ୟାଙ୍ଗ ନାଁ, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ପାଲଟପୁର ପଂଚାୟତ କଣ୍ଟିବାଙ୍କ ଗ୍ରାମ ର ମନ୍ମଥ ପରିଡା, ସରକାର ଙ୍କୁ ନିବେଦନ କରୁଛୁ ଆବାସ ଅନ୍ତୋଦୟ ସହିତ ସମସ୍ତ ସରକାରୀ ଯୋଜନା ରେ ସାମିଲ କରାଯାଉ,@CMO_Odisha @dm_jajpur @PuccaGhara @PradeepJenaIAS @Food_Odisha @MoSarkar5T
Bhrc india jajpur tweet media
OR
0
0
0
53