BHRC INDIA
4.7K posts

BHRC INDIA
@Bhrc_India
human rights protection cell and anti corruption Beura .

























#ଢେଙ୍କାନାଳ ଜିଲ୍ଲା #କଙ୍କଡ଼ାହାଡ଼ ବ୍ଲକ #କଙ୍କଡ଼ାହାଡ଼ ପଞ୍ଚାୟତ #ଉଦଳିଆ ସାହିର #ବୈକୁଣ୍ଠ_ପlତ୍ର ଦୀର୍ଘ #୨ବର୍ଷ ହେଲା #ବ୍ରେନଷ୍ଟ୍ରୋକରେ ପୀଡିତ ହୋଇ #ଶଯ୍ୟାଶାୟୀ। #ଚିକିତ୍ସା ପାଇଁ #ଅର୍ଥ ସାଜିଛି ବାଧକ। @CDMPHO_DKL @HFWOdisha @BKankadahad @districtadmndkl @MoSarkar5T @CMO_Odisha @DukhabandhuBi13

#କୋରାପୁଟ ଜିଲ୍ଲା #ଦଶମନ୍ତପୁର ବ୍ଲକ #ପରଜାବେଡ଼ାପଦର ପଞ୍ଚାୟତ #ସଦର ମହକୁମାର #ଜୁଲୁକି_ଜାନି(୩୦)ଙ୍କ #ଓଠରେ ବଢ଼ି ଚାଲିଛି #ମାଂସ ପିଣ୍ଡୁଳା। #ଚିକିତ୍ସା ପାଇଁ #ଅର୍ଥ ସାଜିଛି ବାଧକ। @BDODasamantpur @CdmoKoraput @dmkoraput @PradeepJenaIAS @CMO_Odisha @MoSarkar5T @DukhabandhuBi13 @CMRF_Odisha @HFWOdisha

#ଯାଜପୁର ଜିଲ୍ଲା #ବଡ଼ଚଣା ବ୍ଲକ #ସାଉଦିଆ ପୋଷ୍ଟ #ବାଲିକୁଦା ଗାଁର #ପ୍ରଶାନ୍ତ କୁମାର ଓଝା ଦୀର୍ଘ #୭ବର୍ଷ ହେଲା #କୁତ୍ରିମ_ଗୋଡ଼ ଟିଏ ପାଇଁ ଛଟପଟ ଏବଂ ସରକାରୀ #ସହାୟତା ସାତସପନ। @DSSOJAJPUR @SSEPD2 @dm_jajpur @BPSethi @PradeepJenaIAS @CMO_Odisha @Abanikanta_1978 @PRDeptOdisha @CMRF_Odisha @DukhabandhuBi13

ଭଦ୍ରକ: #ଧାମନଗର ବ୍ଲକ #ବୟାଣ୍ଡି ପଞ୍ଚାୟତ #ଗୋଠିଣା ଗାଁର #ଦିଲିପ ଖୁଣ୍ଟିଆ #କୃତ୍ରିମ_ଗୋଡ଼ ଟିଏ ପାଇଁ ଛଟପଟ ଓ ଭଙ୍ଗା ଦଦରା #ଘରେ_ବିତୁଛି ଜୀବନ ଏବଂ #୫କିଲୋ ଚାଉଳରେ ସଂଘର୍ଷ କରୁଛନ୍ତି ୪ପ୍ରାଣୀ କୁଟୁମ୍ବ। @CMO_Odisha @MoSarkar5T @PradeepJenaIAS @DM_Bhadrak @dhamnagar_bdo @DSSO_Bhadrak @SSEPD2 @BPSethi



















