CSFHR retweetledi

#ସମ୍ପତ୍ତି_ତାଲିକା_ଦେଇ_ନଥିଲେ_ପଦୋନ୍ନତି_ବନ୍ଦ
-୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ
-ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ
-କୌଣସି ପରିସ୍ଥିତିରେ ଆଉ ଅଧିକ ସମୟ ଦିଆଯାଇ ପାରିବ ନାହିଁ
-ସମୟ ଦିଆଯାଇ ସାରିଛି, HRM ପୋର୍ଟାଲ ଆଉ ଖୋଲିବ ନାହିଁ
-୨୦୨୫ର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ
#Govt #Order #Propertylist #Employee #OTV

OR











































