
#ମୁଁ_ଓଡ଼ିଆ || ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ||
ମୁଁ ଗର୍ବ କରେ ମୁଁ ଜଣେ ଓଡ଼ିଶାବାସୀ ମୋ ଭାଷା ଓଡ଼ିଆ
ମୋ ମାଟି ଓଡ଼ିଶା, ମୋ ଜନ୍ମଭୂମି ଓଡ଼ିଶା #ଚନ୍ଦ୍ରକାନ୍ତ
#ମୋ_ଓଡ଼ିଶା_ମୋର_ଗର୍ବ 📷
#ବନ୍ଦେ_ଉତ୍କଳ_ଜନନୀ
#ଜୟ_ଜଗନ୍ନାଥ 📷
#UtkalDivas

OR
Chandrakanta Nayak(Modi ka Parivar)
428 posts

@Chandrakan70033
Social worker ।। Member in Akhila Bharaatiya vidyarti parishad (ABVP)।। 𝙎𝙩𝙪𝙙𝙚𝙣𝙩 𝙖𝙣𝙙 𝙮𝙤𝙪𝙩𝙝 𝙡𝙚𝙖𝙙𝙚𝙧 𝙞𝙣 𝘽𝙝𝙖𝙙𝙧𝙖𝙠 । ।Join BJP .



Dear Tata Power , electric ଖୁଣ୍ଟ ରୁ ଗୋଟେ ଘର କୁ ସଂଯୋଗ କରୁଥିବା ତାର ଖସି ପଡ଼ିଛି। ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଅନୁରୋଧ । Place :- Ananda Marga,prachi nagar, Samaraipur,bhadrak @tpnodl_odisha @EnergyOdisha

























ଭଦ୍ରକ ଡାହାଣୀଗଡ଼ିଆ ଠାରେ ପୁରୁଣା ସରକାରୀ ଜଳ ନିଷ୍କାସନ ନାଳ କୁ ମାଟି ପକାଇ ବେଆଇନ ଭାବେ ଅବରୋଧ କରାଯାଉଛି । ତହସିଲ କର୍ତ୍ତୃପକ୍ଷ, ଖଣି ବିଭାଗ ଓ ପୌରପାଳିକା ଚୁପ ବସିଛନ୍ତି । ଆଗକୁ ଭଦ୍ରକ ଶର ବୁଡିବ !@CMO_Odisha @sureshkpujari @rdmodisha @DM_Bhadrak @AvimanyuBhadrak @Sitansu1981 @BhadrakTimes





