NVS KALAHANDI

2.4K posts

NVS KALAHANDI banner
NVS KALAHANDI

NVS KALAHANDI

@KalahandiNvs

Working for the poor and marginalized people of Kalahandi district.

Katılım Mayıs 2020
875 Takip Edilen3.1K Takipçiler
NVS KALAHANDI retweetledi
12 Baje 12 minute
12 Baje 12 minute@12_baje·
Sir, 24 families in Nandra village (Nuagada Panchayat, Padmapur Block, Rayagada) are struggling for safe drinking water. Villagers depend on a tube well 2 km away, while the solar tank in the village fails to provide sufficient water. Immediate action is needed to ensure proper drinking water facilities. #Rayagada #WaterCrisis #ActNow #RightToWater @PRDeptOdisha @RWSS_Odisha @CMO_Odisha @RWSS_rayagada @OdishaWater @padmapurblk @DM_Rayagada
English
11
56
67
155
NVS KALAHANDI
NVS KALAHANDI@KalahandiNvs·
Held a block-level meeting in M. Rampur block of Kalahandi dist. to address key grassroots issues. As pension schemes, KOP registration, SBM progress, new members add to ration cards. @Atmashakti3 #followUp #SBM #Pension
NVS KALAHANDI tweet mediaNVS KALAHANDI tweet mediaNVS KALAHANDI tweet mediaNVS KALAHANDI tweet media
English
0
3
5
71
NVS KALAHANDI
NVS KALAHANDI@KalahandiNvs·
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ସର୍ଗିପାନି ଗାଁର ଦୁର୍ଦ୍ଦଶା: ନା ଅଛି ପକ୍କା ରାସ୍ତା, ନା ମିଳୁଛି ବିଶୁଦ୍ଧ ପାଣି। ଶିଶୁମାନେ ଆଜି ବି ସ୍କୁଲ ଓ ଅଙ୍ଗନବାଡ଼ିରୁ ବଞ୍ଚିତ। @DmKalahandi ଓ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏହି ଗୁରୁତର ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନିଅନ୍ତୁ। @Bdo_Koksara#SafeDrinkingWater
NVS KALAHANDI tweet media
OR
0
8
12
98
NVS KALAHANDI retweetledi
NVS KALAHANDI
NVS KALAHANDI@KalahandiNvs·
ପ୍ରକାଶିତ ଖବରକାଗଜ ଅନୁସାରେ କଳାହାଣ୍ଡି କୋକସରା ବ୍ଲକ ମୂଷାପାଲି ଗ୍ରାମରେ ପାଇପ୍ ଯୋଗେ ପାନୀୟଜଳ ଯୋଗାଣ ପ୍ରକଳ୍ପ ଫେଲ୍ ମାରିଛି। ଓଭରହେଡ୍ ଟାଙ୍କି ଓ ପାଇପ୍ ଲାଇନ୍ ସତ୍ତ୍ୱେ ଲୋକେ ନଈ ଓ ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ପ୍ରଶାସନ ଦୃଷ୍ଟିପାତ କରିବାକୁ ଅନୁରୋଧ @DmKalahandi #RightToWater #WaterForLife @Bdo_Koksara
NVS KALAHANDI tweet media
OR
2
22
27
119
NVS KALAHANDI
NVS KALAHANDI@KalahandiNvs·
ସ୍ୱଚ୍ଛତା ଅଭିଯାନକୁ ଆଗେଇ ନେବା ପାଇଁ ଏକ ପ୍ରୟାସ! କୋକସରା ବ୍ଲକର ବନ୍ଧପଡ଼ା ଗ୍ରାମର ୧୬ଟି ପରିବାର ପାଇଁ IHHL ଶୌଚାଳୟ ନିର୍ମାଣ ନିମନ୍ତେ RWSS ବିଭାଗକୁ ଦାବିପତ୍ର ପ୍ରଦାନ। ଉର୍ମି ଲିଡର ଓ ସ୍ଵେଚ୍ଛାସେବୀ ମାନଙ୍କ ନିରନ୍ତର ପ୍ରୟାସ ନିଶ୍ଚିତ ଭାବେ ଗାଁରେ ପରିବର୍ତ୍ତନ ଆଣିବ। @Atmashakti3#RuralDevelopment #SBM #IHHL
NVS KALAHANDI tweet mediaNVS KALAHANDI tweet media
OR
0
3
5
67
NVS KALAHANDI retweetledi
NVS KALAHANDI
NVS KALAHANDI@KalahandiNvs·
କଳାହାଣ୍ଡି ଜିଲ୍ଲା ଚିଲିପାମାଲ୍ ଗ୍ରାମରେ ଗତ ୪ ବର୍ଷ ହେବ ନଳକୂପର ପ୍ଲାଟଫର୍ମ ନିର୍ମାଣ ହୋଇନଥିବା ବେଳେ ଗତ ୩ ମାସ ହେବ ନଳକୂପଟି ସମ୍ପୂର୍ଣ୍ଣ ଅଚଳ। ପିଇବା ପାଣି ପାଇଁ ଗ୍ରାମବାସୀ ଘୋର ଅସୁବିଧା ଭୋଗୁଛନ୍ତି। ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଅନୁରୋଧ। ​ @DmKalahandi @PRDeptOdisha #AccessToWater #WaterInfrastructure
OR
2
26
26
261
NVS KALAHANDI
NVS KALAHANDI@KalahandiNvs·
ଖବରକାଗଜର ରିପୋର୍ଟ ଅନୁଯାୟୀ, ସବିତା ଧ. ମାଝୀ ଜଣେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା'ରୁ ବଞ୍ଚିତ ଅଛନ୍ତି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ, ଏଥିପ୍ରତି ଦୃଷ୍ଟି ଦେଇ ତାଙ୍କୁ ତୁରନ୍ତ ଘର ଯୋଗାଇ ଦିଅନ୍ତୁ। @DmKalahandi @PRDeptOdisha #OdishaNews #PMAYG @Bdo_Koksara
NVS KALAHANDI tweet media
OR
1
8
11
92
NVS KALAHANDI retweetledi
JANA JAGARANA MANCHA. Rayagada
JANA JAGARANA MANCHA. Rayagada@jana_jagarana·
ଗୁଡାରୀ,କଦମା ଗ୍ରାପ ଅନ୍ତର୍ଗତ ଦୁନାମା ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇନାହିଁ। ଆଜିକା ଡିଜିଟାଲ ଯୁଗରେମଧ୍ୟ ଗ୍ରାମବାସୀ ଅନ୍ଧକାରରେ ଜୀବନ ଯାପନ କରୁଛନ୍ତି।ପିଲାମାନଙ୍କ ପଢ଼ାପଡି,ଲୋକଙ୍କ ଦୈନିକ ଜୀବନରେ ପ୍ରଭାବ ପଡ଼ୁଛି।ତେଣୁ @TPSouthOdisha @EnergyOdisha @CMO_Odisha ଙ୍କୁ ଅନୁରୋଧ ତୁରନ୍ତ ଦୃଷ୍ଟି କରନ୍ତୁ।#RuralDevelopment
OR
7
43
48
358
NVS KALAHANDI
NVS KALAHANDI@KalahandiNvs·
"Educate, Agitate, Organize." ✊🏾 ​More than a slogan—it's a call to action. Today, we honor Babasaheb's legacy by choosing learning over ignorance and justice over tyranny. The march for equality continues. ​#AmbedkarJayanti #JaiBhim #SocialJustice
NVS KALAHANDI tweet media
English
0
2
2
96
NVS KALAHANDI
NVS KALAHANDI@KalahandiNvs·
କଳାହାଣ୍ଡି ଭବାନୀପାଟଣା ଟାଉନ ଉଚ୍ଚ ବିଦ୍ୟାଳୟରେ 47 ଜଣ ସ୍ବେଚ୍ଛାସେବୀଙ୍କ STEM ତାଲିମ ଶିବିର ସମ୍ପନ୍ନ! ଗ୍ରୀଷ୍ମ ଛୁଟିରେ ଏମାନେ ଗାଁ ଗାଁ ଯାଇ ପିଲାଙ୍କୁ ବିଜ୍ଞାନ, ଗଣିତ ଓ ଆଧୁନିକ ଜ୍ଞାନକୌଶଳ ଶିଖାଇବେ। ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ପାଇଁ ଏକ ସୁବର୍ଣ୍ଣ ସୁଯୋଗ! @Atmashakti3 #STEM #EducationForAll#VolunteerTraining
NVS KALAHANDI tweet mediaNVS KALAHANDI tweet mediaNVS KALAHANDI tweet mediaNVS KALAHANDI tweet media
OR
0
7
9
57