Library Movement Odisha

3.4K posts

Library Movement Odisha banner
Library Movement Odisha

Library Movement Odisha

@Lib_Movement_OD

#Library_Movement_Odisha: #Fight_for_Right #SaveLibrary #SaveLibrarian

Katılım Ocak 2022
66 Takip Edilen716 Takipçiler
Library Movement Odisha
Library Movement Odisha@Lib_Movement_OD·
ବିଦ୍ୟୁତ୍ କଟିଲେ ଜିଲା ପାଠାଗାର ଅନ୍ଧାର 📌ନୟାଗଡ଼ ପୁରୁଣା ସହରସ୍ଥିତ ଜିଲା ପାଠାଗାର ‘ଅଧ୍ୟୟନ' ପ୍ରତିଷ୍ଠାର ମାତ୍ର ଦୁଇ ବର୍ଷ ପରେ ସେଠାରେ ନାନା ଅବ୍ଯବସ୍ଥାର ଚିତ୍ର ଦେଖିବାକୁ ମିଳିଛି 📌ନାହିଁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ବହି 📌ସମସ୍ୟା ସମାଧାନ ପାଇଁ ଆଲୋଚନା
Library Movement Odisha tweet media
OR
0
11
9
99
Library Movement Odisha
Library Movement Odisha@Lib_Movement_OD·
କୁଆଡ଼େ ଗଲା ପଞ୍ଚାୟତ ପାଠାଗାର ? 📌ସରକାରଙ୍କ କୌଣସି ଯୋଜନା ନାହିଁ: ମନ୍ତ୍ରୀ 📌ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ପୂର୍ବ ସରକାର ଘୋଷଣା କରିଥିଲେ 📌 ବିଭାଗ ଅଧୀନରେ ୩୧ ସାର୍ବଜନୀନ ପାଠାଗାର, ଅଧାରେ କର୍ମଚାରୀ ଓ ପୁସ୍ତକ ରେକର୍ଡ ନାହିଁ 📌ସ୍ମାର୍ଟ ପାଠାଗାର ରୂପାନ୍ତରଣ ଚାଲିଛି, ଡିସିଓଙ୍କ ପ୍ରସ୍ତାବରେ ସହାୟତା
Library Movement Odisha tweet media
OR
0
16
13
131
Library Movement Odisha
Library Movement Odisha@Lib_Movement_OD·
ରଘୁନନ୍ଦନ ଲାଇବ୍ରେରୀର ଡିପିଆର୍ ଚୂଡ଼ାନ୍ତ 📌ଏମାର ମଠ ନିକଟରେ ହେବ ଲାଇବ୍ରେରୀ, ଶ୍ରୀମନ୍ଦିର ସାଂସ୍କୃତିକ କେନ୍ଦ୍ର 📌ଖୁବ୍‌ଶୀଘ୍ର ଆଦର୍ଶ ଗୁରୁକୁଳ ଚିହ୍ନଟ ଜାଗାରୁ ଉଚ୍ଛେଦ ହେବ ଜବରଦଖଲ 📌ମେ' ମାସ ସୁଦ୍ଧା ଗୁଣ୍ଡିଚାମନ୍ଦିରର କାମ ସାରିବାକୁ ଓବିସିସିକୁ ନିର୍ଦ୍ଦେଶ
Library Movement Odisha tweet media
OR
0
14
15
181
Library Movement Odisha
Library Movement Odisha@Lib_Movement_OD·
ଗୌରବ ହରାଉଛି ଗ୍ରନ୍ଥାଗାର 📌କର୍ମଚାରୀ ଓ ପୁସ୍ତକ ତଥ୍ୟ ସଂଗ୍ରହ କରୁଛନ୍ତି ସରକାର। 📌 ମାତ୍ର ୬ଟି ପାଠାଗାର ତଥ୍ୟ ଗୃହରେ ରଖୁଲେ ମନ୍ତ୍ରୀ
Library Movement Odisha tweet media
OR
0
14
17
250
Library Movement Odisha
Library Movement Odisha@Lib_Movement_OD·
କରି ପାରୁନାହାନ୍ତି କି ସହି ପାରୁନାହାନ୍ତି 👋 ନିର୍ମାଣାଧୀନ ପାଠାଗାର କୁ ଭାଙ୍ଗବା ଲୋକଙ୍କୁ କଣ ଦଣ୍ଡ ମିଳିବ ଦରକାର ଆପଣ କୁହନ୍ତୁ l @CMO_Odisha @MohanMOdisha @PravatiPOdisha @KVSinghDeo1 @Culturedeptt @suryabanshibjp @PRDeptOdisha @RabiNaikBJP @AprajitaSarangi @DMKhordha @spkhordha @IPR_Odisha
Library Movement Odisha tweet media
OR
1
12
13
119
Library Movement Odisha retweetledi
SOUMYA SAHOO📚
SOUMYA SAHOO📚@SAUMYASAHO55281·
•ଅନୁମୋଦନ ଅପେକ୍ଷାରେ ଗ୍ରନ୍ଥାଗାର ନିର୍ଦେଶାଳୟ •ଗ୍ରନ୍ଥାଗାର ନିର୍ଦେଶାଳୟକୁ ମଞ୍ଜୁରି ମିଳିବ କେବେ? •ଏକ ସଠିକ ସମୟ ସୀମା ଭିତରେ କାର୍ଯ୍ୟଟିକୁ ସମାପ୍ତ କରିବାକୁ ଅନୁରୋଧ #DirectorateOfLibrary #CabinetApproval #RecruitLibrarian @Culturedeptt @suryabanshibjp @SecyChief @CMO_Odisha @GovernorOdisha
SOUMYA SAHOO📚 tweet media
OR
1
14
12
150
Library Movement Odisha
Library Movement Odisha@Lib_Movement_OD·
ଭାରତର ପ୍ରଧାନମନ୍ତ୍ରୀ @PMOIndia "ଲାଇବ୍ରେରୀର ଗୁରୁତ୍ୱ" ✅ ବିଷୟରେ କଥା ହେଉଥିଲାବେଳେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ @CMO_Odisha ବୋଧହୁଏ ଭାବୁଛନ୍ତି "ଲାଇବ୍ରେରୀ ଏବଂ ଲାଇବ୍ରେରିଆନ ର ଆବଶ୍ୟକତା ନାହିଁ"❌ ସରକାର ୩୧୪ ଟି 'ଓଡିଶା ଆଦର୍ଶ ବିଦ୍ୟାଳୟ'ରେ ଲାଇବ୍ରେରିଆନ ପଦବୀକୁ ଉଚ୍ଛେଦ କରିଛନ୍ତି @narendramodi @MohanMOdisha
Library Movement Odisha tweet mediaLibrary Movement Odisha tweet media
OR
4
71
58
390
Library Movement Odisha
Library Movement Odisha@Lib_Movement_OD·
ଆଶାୟୀଙ୍କ ଦାବି 📌ଗ୍ରନ୍ଥାଗାରିକ ପଦବି ପୂରଣ ହେଉ 📌ଉଭୟ ଉଚ୍ଚଶିକ୍ଷା ଓ ସଂସ୍କୃତି ବିଭାଗ ଅଧୀନରେ ବିଭିନ୍ନ ଗ୍ରନ୍ଥାଗାରିକ ପଦବି ଖାଲି ପଡ଼ିଛି 📌ଆଶାୟୀଙ୍କ ଅଭିଯୋଗ ଗ୍ରନ୍ଥାଗାରିକ ଓ ସୂଚନା ବିଜ୍ଞାନରେ ପ୍ରଶିକ୍ଷଣ ନେଇ ମଧ୍ୟ ନିଯୁକ୍ତି ନାହିଁ @DHE_Odisha @Culturedeptt @suryabanshibjp @CMO_Odisha @MohanMOdisha
Library Movement Odisha tweet media
OR
5
57
44
448
Library Movement Odisha retweetledi
Tukuna sethy
Tukuna sethy@Tukuna7064·
@SAUMYASAHO55281 @Culturedeptt @CMO_Odisha @suryabanshibjp @GovernorOdisha @Librarian @IPR_Odisha @KVSinghDeo1 @MahalingMukesh @PravatiPOdisha @kanak_news @dpradhanbjp @PrithivirajBJP @otvnews @AprajitaSarangi @NPatnaikOdisha @SecyChief @Lib_Movement_OD @DrHariBabuK @INCOdisha @kalingatv @BJP4Odisha @bjd_odisha @BhaktaCharanDas @ArgusNews_in @Naveen_Odisha #Librarian ପଦବୀରେ ନିଯୁକ୍ତି ଦେବାରେ ଓଡ଼ିଶା ସରକାର ଅସମର୍ଥ ,ଭାବିଥିଲୁ ନୂଆ ସରକାର ଆସିଲା ପରେ ନିଯୁକ୍ତି ମିଳିବ,କିନ୍ତୁ ଏ ଲୋକଙ୍କ ସରକାର @CMO_Odisha #OAVS ର 314 ଟି #Librarian ପଦବୀ ଉଚ୍ଛେଦ କରି #LIBRARIAN ଆଶାୟୀ ଛାତ୍ରଛାତ୍ରୀ ଙ୍କ ଜୀବନ ଅନ୍ଧକାର କରିଦେଲେ , @_anugarg @smita_rout_ @ThirumalaNaik4
Tukuna sethy tweet mediaTukuna sethy tweet mediaTukuna sethy tweet media
OR
0
30
30
210
Library Movement Odisha retweetledi
Library Movement Odisha retweetledi
Tukuna sethy
Tukuna sethy@Tukuna7064·
@Lib_Movement_OD @YouTube @satyapathalive @MohanMOdisha @Naveen_Odisha @BhaktaCharanDas @CMO_Odisha @BJP4Odisha @bjd_odisha @INCOdisha @NityanandaBJP @suryabanshibjp @SMEOdisha @DHE_Odisha @OAVS_Official @Culturedeptt @IPR_Odisha @JanaSunani @SecyChief @GovernorOdisha @OSEPA_Official @dpradhanbjp @EduMinOfIndia @RahulGandhi @narendramodi @NEP2020 @cbseindia29 @rashtrapatibhvn #Librarian ପଦବୀରେ ନିଯୁକ୍ତି ଦେବାରେ ଓଡ଼ିଶା ସରକାର ଅସମର୍ଥ ,ଭାବିଥିଲୁ ନୂଆ ସରକାର ଆସିଲା ପରେ ନିଯୁକ୍ତି ମିଳିବ,କିନ୍ତୁ ଏ ଲୋକଙ୍କ ସରକାର @CMO_Odisha #OAVS ର 314 #Librarian ପଦବୀ ଉଚ୍ଛେଦ କରି #LIBRARIAN ଆଶାୟୀ ଛାତ୍ରଛାତ୍ରୀ ଙ୍କ ଜୀବନ ଅନ୍ଧକାର କରିଦେଲେ , @ThirumalaNaik4 @_anugarg @SamalManmohan7
Tukuna sethy tweet mediaTukuna sethy tweet mediaTukuna sethy tweet media
OR
1
29
22
148