
@71Kaizan31378 @SachidanandBis1 @MohanMOdisha @PravatiPOdisha @odisha_police @bijaymajhi997 @SPPuri1 @OfficialTeamATA @WCDOdisha ଭାଇ ଏହା ପୁରୀ ଜିଲ୍ଲାର ଆଉ ଗୋଟିଏ ନାବାଳକ ପ୍ରତି ହୋଇଥିବା ଅନ୍ୟାୟର ସ୍ୱର ପୁରୀରୁ, ବଡ଼ ଲୋକଙ୍କ ପାଇଁ ବଡ଼ ଆକାରରେ ସ୍ୱର ଚାଲିଛି ପ୍ରତିଦିନ ସୋସିଆଲ ମିଡିଆରେ କିନ୍ତୁ ଅନ୍ଧ ସରକାର ବନ୍ଧୁତ୍ବ ମୋହରେ ବନ୍ଧା ତେଣୁ କାର୍ଯ୍ୟନୁଷ୍ଠାନ ଦୂରର କଥା ତାଗିଦ ବି ନାହିଁ
OR































