Manadhara Karmi

4.8K posts

Manadhara Karmi banner
Manadhara Karmi

Manadhara Karmi

@ManadharaK

ମାନବ ସେବା ହିଁ ମାଧବ ସେବା 👏

Katılım Mart 2023
4.2K Takip Edilen1.1K Takipçiler
Manadhara Karmi
Manadhara Karmi@ManadharaK·
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ୫କିମି ମଧ୍ୟରେ ଷ୍ଟାଡିୟମ ନିର୍ମାଣ ଦାବୀ ପାଇଁ କାଲି ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ହୋଇଥିଲା। ଯଥା ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ।, @CMO_Odisha @suryabanshibjp @dmboudh @PMOIndia @SecyChief @MohanMOdisha @KVSinghDeo1 @ThePrameya
Manadhara Karmi tweet media
OR
0
2
4
77
Manadhara Karmi
Manadhara Karmi@ManadharaK·
@Vivo_India ଏହି ମୋର ଫୋନ ରେ ଟାୱାର ଆସୁଛି କିନ୍ତୁ ନେଟ ଚାଲୁନାହିଁ ଦୟାକରି ଏଥି ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ। @vivo @CMO_Odisha
Manadhara Karmi tweet media
OR
0
0
2
35
Manadhara Karmi
Manadhara Karmi@ManadharaK·
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ଅଞ୍ଚଳ ରେ ୨୪ଘଣ୍ଟା ରୁ ଅଧିକ ହେଲାଣି bsnl ଟାୱାର ଆସୁଥିଲେ ମଧ୍ୟ ନେଟ ଚାଲୁନାହିଁ ଦୟାକରି ଏହି ସମସ୍ୟାର ସମାଧାନ କରିବା ପାଇଁ ଅନୁରୋଧ। @CMO_Odisha @bsnl_care @MahalingMukesh @grok
OR
2
1
1
49
Manadhara Karmi
Manadhara Karmi@ManadharaK·
Thank you @TPSouthOdisha 🙏🙏
TP Southern Odisha Distribution Ltd@TPSouthOdisha

@ManadharaK @CMO_Odisha @dmboudh @KVSinghDeo1 @tatapower_ddl @TataPower @SecyChief @EnergyOdisha @narendramodi @vishaldevk @PradeepJenaIAS ମହୋଦୟ, ଆପଣଙ୍କୁ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ l ସମସ୍ୟାର ସମାଧାନ ଦିଗରେ ଦୃଷ୍ଟି ଦେବା ପାଇଁ ସମ୍ପୃକ୍ତ ବିଭାଗ ସହିତ ଏହି ସମସ୍ୟା ଉପରେ ଦୃଷ୍ଟି ରଖିଛୁ ।

English
0
0
0
29
Manadhara Karmi
Manadhara Karmi@ManadharaK·
ଲୋଭୋଲ୍ଟେଜ ସମସ୍ୟା ସମାଧାନ ପାଇଁ ଦାବୀ 16kv ବଦଳରେ 25kv ଟ୍ରାନ୍ସଫର୍ମ ଯୋଗାଈ ଦେବା ପାଇଁ ଅନୁରୋଧ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରି ପଞ୍ଚାୟତ ଜାମଖୋଲ ଗ୍ରାମର କର୍ଣ୍ଣ ପଡ଼ା ରେ ଥିବା ଟ୍ରାନ୍ସଫର୍ମ ବଦଳାଇ 25kv ଟ୍ରାନ୍ସଫର୍ମ ଯୋଗାଈ ଦେବା ପାଇଁ ଅନୁରୋଧ @CMO_Odisha @TPSouthOdisha @dmboudh @EnergyOdisha
Manadhara Karmi tweet mediaManadhara Karmi tweet mediaManadhara Karmi tweet media
OR
1
1
1
80
Manadhara Karmi
Manadhara Karmi@ManadharaK·
ଗତ କାଲି ସନ୍ଧ୍ୟା ରୁ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ଅଞ୍ଚଳ ରେ BSNL ଟାୱାର ନାହିଁ ଯଥା ଶୀଘ୍ର ଏହାର ସମାଧାନ କରିବା ପାଇଁ ଅନୁରୋଧ। ପିନ 762017 @CMO_Odisha @bsnl_care @MahalingMukesh
OR
1
2
3
82
Manadhara Karmi retweetledi
TP Southern Odisha Distribution Ltd
@ManadharaK @CMO_Odisha @dmboudh @tatapower_ddl @EnergyOdisha @TataPower ମହୋଦୟ, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ 33KV କଣ୍ଟାମାଳ ଫିଡରରେ ତ୍ରୁଟି ହେତୁ ବିଦ୍ୟୁତ୍ ସରବରାହ ବନ୍ଦ ହୋଇଯାଇଛି | ଏହାର ମରାମତି କାର୍ଯ୍ୟ ଜାରି ରହିଛି ଏବଂ ତୁରନ୍ତ ଆପଣଙ୍କୁ ବିଦ୍ୟୁତ ସେବା ଯୋଗାଇବା ଦିଗରେ ଆମ ଟିମ୍ କାର୍ଯ୍ୟ କରୁଛି । ଅସୁବିଧା ପାଇଁ ଆମେ ଦୁଃଖିତ l
OR
1
1
1
47
Manadhara Karmi
Manadhara Karmi@ManadharaK·
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ର ଘଣ୍ଟାପଡ଼ା ଗ୍ରିଡ୍ ର ସମସ୍ତ ଗ୍ରାମ 2 ଘଣ୍ଟା ରୁ ଅଧିକ ହେଲାଣି ଲାଇନ ନାହିଁ ଯଥା ଶୀଘ୍ର ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ଅନୁରୋଧ। @CMO_Odisha @TPSouthOdisha @dmboudh @tatapower_ddl @EnergyOdisha @TataPower
OR
2
2
3
103
Manadhara Karmi
Manadhara Karmi@ManadharaK·
ବୌଦ୍ଧ ଜିଲ୍ଲା ର ତିନୋଟି ବ୍ଲକ ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ ବ୍ଲକ ର ଅନେକ ଗ୍ରାମରେ ନୂତନ ନଳକୂପ ଖୋଲିବା ପାଇଁ Rwss କାର୍ଯ୍ୟାଳୟ ରେ ଦରଖାସ୍ତ ଦେବାର ଅନେକ ମାସ ହେଲାଣି। ହେଲେ ଆଜି ପର୍ଯ୍ୟନ୍ତ ନଳକୂପ ଖନନ କରାଯାଇ ନାହିଁ ଯଥା ଶୀଘ୍ର ନଳକୂପ ଖନନ ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ। @CMO_Odisha @RWSS_BOUDH @PRDeptOdisha 1/2
OR
4
0
8
364
Manadhara Karmi
Manadhara Karmi@ManadharaK·
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶୁଣ୍ଡିପଦର ପଞ୍ଚାୟତ ଗୋପାଳପୁର ଡାଙ୍ଗସାହି ନଳକୂପ ୩ମାସ ହେଲାଣି ଅଚଳ ଅବସ୍ଥାରେ ପଡ଼ିରହିଛି ଯଥା ଶୀଘ୍ର ମରାମତି କରିବା ପାଇଁ ଅନୁରୋଧ। @CMO_Odisha @RWSS_BOUDH @PRDeptOdisha @dmboudh @SecyChief @MohanMOdisha @RabiNaikBJP
Manadhara Karmi tweet media
OR
0
0
2
40