🦋Manasmita_puja🦋

6.2K posts

🦋Manasmita_puja🦋 banner
🦋Manasmita_puja🦋

🦋Manasmita_puja🦋

@Manasmita35

ଖାଣ୍ଟି ଓଡ଼ିଆ ବୋହୁ ତୁଳସୀ କ୍ଷେତ୍ର ମୋ ଘର Welcome My profile 🙏 🇮🇳🇮🇳

India Katılım Ağustos 2020
877 Takip Edilen4.6K Takipçiler
🦋Manasmita_puja🦋
🦋Manasmita_puja🦋@Manasmita35·
ଜୟ ପଞ୍ଚମୁଖୀ ହନୁମାନ ଜୀ ଜୟ। ଜୟ ରାମ ଭକ୍ତ ହନୁମାନ ଜୀ ଜୟ। 🙏🙏
🦋Manasmita_puja🦋 tweet media
OR
3
0
7
26
🦋Manasmita_puja🦋 retweetledi
Chandrasekhar
Chandrasekhar@itzsekhar·
🚨 URGENT APPEAL TO CMO ODISHA 🚨 🚨 68-year-old Bhagyabati Sahoo (Kendrapara) faces injustice—denied housing scheme & bank account frozen by BDO Derabish. Hon’ble @MohanMOdisha Ji, please intervene & ensure justice 🙏 @CMO_Odisha @dmkendrapara #JusticeForBhagyabatiSahoo
Chandrasekhar@itzsekhar

Bhagyabati Sahoo, a 68-year-old destitute woman from Kendrapara, is being mentally harassed and denied rightful benefits under Antyodaya Gruha Yojana by BDO Derabish. No action despite repeated complaints. @CMO_Odisha please intervene immediately. Justice delayed is injustice.

English
6
12
26
315
🦋Manasmita_puja🦋
🦋Manasmita_puja🦋@Manasmita35·
ମା' ତ ମା' ସେ ସବୁରି ମା ବିପଦେ ଆପଦେ ହୁଏ ସେ ସାହା.. 🙏🙏
🦋Manasmita_puja🦋 tweet media
OR
3
0
8
39
🦋Manasmita_puja🦋 retweetledi
Chinmaya. ❤️🇮🇳
Chinmaya. ❤️🇮🇳@ChinmayaBal14·
ବର୍ତମାନ ସମୟ ଆସିଛି ପାନୀୟ ଜଳ କୁ Save କରିବା.... ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ। ଯଥାଶୀଘ୍ର repair କରିବାକୁ ନିବେଦନ। @PRDeptOdisha @RWSS_kendrapara @BdoRajnagar
Chinmaya. ❤️🇮🇳 tweet media
OR
0
1
4
133
🦋Manasmita_puja🦋 retweetledi
Anup Kumar Rout
Anup Kumar Rout@only4lipu·
#ଦିନରେ_ସୂର୍ଯ୍ୟ_ରାତିରେ_ଜହ୍ନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଚଢ଼େଇଗୁଆଁ ଗ୍ରାମର ଲକ୍ଷ୍ମୀପ୍ରିୟା ଦାସଙ୍କ ଘର। ବାସସ୍ଥାନ ଉପଯୋଗୀ ନୁହେଁ। ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ। @dmkendrapara @PRDeptOdisha @SSEPD2 @CMO_Odisha @Kendrapara14721 @SubcollectorK @SecyChief
Anup Kumar Rout tweet mediaAnup Kumar Rout tweet media
OR
4
5
13
348
Soumya Ranjan Parida
Soumya Ranjan Parida@yoursbabul·
@Manasmita35 🎇💖🎉💫ନୂତନ ବର୍ଷର ହାର୍ଦ୍ଦିକ ଶୁଭେଚ୍ଛା✨️🎊🦚
OR
1
0
1
25
🦋Manasmita_puja🦋
🦋Manasmita_puja🦋@Manasmita35·
ପବିତ୍ର ନୂତନ ବର୍ଷରେ ସମସ୍ତ ବନ୍ଧୁ, ସାନ ବଡ଼ ଭାଇ ଭଉଣୀ ଓ ଗୁରୁଜନ ମାନଙ୍କୁ ମୋର ଅଭିନନ୍ଦନ। ଜୟ ଜଗନ୍ନାଥ 🙏 #HappyNewYear2026 #HappyNewYear
🦋Manasmita_puja🦋 tweet media
OR
1
0
12
729
🦋Manasmita_puja🦋
🦋Manasmita_puja🦋@Manasmita35·
ପ୍ରଭୁ ବଳଦେବଜୀଉ ଙ୍କ ଦର୍ଶନ। ସାନ ଭାଇଙ୍କୁ ଦର୍ଶନ କଲେ ବଡ ଭାଇଙ୍କୁ ମଧ୍ୟ ଦର୍ଶନ କରିବାକୁ ହେବ। #ଜୟ_ଜଗନ୍ନାଥ #ଜୟ_ବଳଦେବଜୀଉ
🦋Manasmita_puja🦋 tweet media
OR
0
0
11
186
🦋šrαdhα🦋
🦋šrαdhα🦋@princess_sradha·
ଅଦୃଶ୍ୟକୁ ଦୃଶ୍ୟ ହୁଏ ତୋ ନାମ ଧଇଲେ । ବିପତ୍ତି ନଥାଏ ମାଗୋ ତୋତେ ସୁମରିଲେ।। ତୋହର ଯେ ନାମ ମାନ ଯେହୁ ସୁମରଇ । କିଛି ହିଁ ସଙ୍କଟ ମାଗୋ ବିପତ୍ତି ନଥାଇ।। ଜୟ ମା ତାରିଣୀ 🌺🥥🪔🔱🚩🙏
🦋šrαdhα🦋 tweet media
OR
9
15
295
1.9K
🦋Manasmita_puja🦋
🦋Manasmita_puja🦋@Manasmita35·
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କ ବିୟୋଗ ରେ ସାରା ଓଡିଶା ବାସୀ ଆଜି ଦୁଃଖିତ ତାଙ୍କ ପରି କଣ୍ଠଶିଳ୍ପୀ ଙ୍କ ପାଇଁ ଆମେ ଗର୍ବିତ। ଭଗବାନ ତାଙ୍କ ଅମର ଆତ୍ମାର ସଦଗତି କରନ୍ତୁ #ହ୍ୟୁମାନସାଗରବିୟୋଗ #ଓଁ_ଶାନ୍ତି
🦋Manasmita_puja🦋 tweet media
OR
0
0
3
128