MUNA MOHAPATRA@Muna_Offcial·26 Şub@DukhabandhuBi13 @shan92648 Hei pariba bro , dm karantu mote mu karidebiÇevir Indonesia00142
Dukhabandhu Biswal@DukhabandhuBi13·24 Şubଗୁରୁତର ଗରିବ ରୋଗୀ . Name. dilip nayak Sum hospital 1 Casualty Priority -1 Bed no= 4 Dilip Nayak ଙ୍କ ପାଖରେ ବର୍ତ୍ତମାନ ଆୟୁଷ୍ମାନ କାର୍ଡ ନାହିଁ ରାସନକାର୍ଡ ଅଛି ଆଧାର କାର୍ଡ ଅଛି ଅର୍ଥ ସାଜିଛି ବାଧକ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ Bsky card ପୂର୍ବରୁ ଅଛି ବର୍ତ୍ତମାନ ପର୍ଯ୍ୟନ୍ତ ଆୟୁଷ୍ମାନ କାର୍ଡ ହେଇ ପାରି ନାହିଁ ଅସୁବିଧାର ସମୁଖିନ ହେଉଛନ୍ତି ରାସନକାର୍ଡ ଅଛି , ରାସନ କାର୍ଡ - no - 13011611588 ନାମ - ଦିଲ୍ଲୀପ ନାୟକ ଗ୍ରାମ/ ପୋ.ଅ- ରଘୁନାଥପୁର ବ୍ଲକ - ବିଂଝାରପୁର ଜିଲ୍ଲା - ଯାଜପୁର ଆଧାର ନଂ - 6332 3902 6067 Sum hospital 1 Casualty Priority -1 Bed no= 4 Dilip Nayak🙏 ବିଷୟ - ଆୟୁଷ୍ମାନ କାର୍ଡ ଭରସା ରେ ସମ୍ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି କିନ୍ତୁ ବର୍ତ୍ତମାନ ଅର୍ଥ ସାଜିଛି ବାଧକ ପାଖରେ ଗୋଟିଏ ଟଙ୍କା ନାହିଁ ରାସନକାର୍ଡ ଆଧାର କାର୍ଡ bsky card ମାଧ୍ୟମରେ ସମ୍ପୂର୍ଣ୍ଣ ଚିକିତ୍ସା ମାଗଣାରେ କରାଯାଉ ଗରିବ ରୋଗୀ ପାଖରେ ଗୋଟିଏ ଟଙ୍କା ନାହିଁ ଅର୍ଥ ନଥିବାରୁ ଅସୁବିଧା ହେଉଛନ୍ତି , ତେଣୁକରି ସହଯୋଗ କରିବା ଅନୁରୋଧ , contact. - 63709 63093 Sum hospital 1 Casualty Priority -1 Bed no= 4 Dilip Nayak @CMO_Odisha @MohanMOdisha @GJAY_Odisha @Abanikanta_1978 @PravatiPOdis @AmitShah @PMOIndia @TribalAffairsIn @AyushmanNHA @HFWOdisha @MahalingMukesh @AyushmanNHA @SUM_Ultimate @Food_Odisha @SOAsocialmedia @Bhajaman_Biswal @HRDF_INDIA @AdvGantayat @KarBabita @HRDF_INDIA @PravatiPOdisha @dpradhanbjpÇevir OR11279811.2K
MUNA MOHAPATRA@Muna_Offcial·3 Şub@rdmodisha @CMO_Odisha @sureshkpujari @PravatiPOdisha @IPR_Odisha @sureshkpujari @rdmodisha ଦୟାକରି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ଉପରେ କାର୍ଯୟାନୁଷ୍ଠାନ ନିଆଯାଉ ନଚେତ୍ ମୂଖ୍ୟମନ୍ତ୍ରୀ ଙ୍କ ଜନ୍ ଅଭିଯୋଗ ଶୁଣାଣୀ ରେ ସବୁବେଳେ ନାହିଁ ନଥିବା ଭିଡ ହେଉଥିବ ।Çevir OR00015
MUNA MOHAPATRA@Muna_Offcial·3 Şub@rdmodisha @CMO_Odisha @sureshkpujari @PravatiPOdisha ସାର୍ ଯଦି ସବୁ କିଛି ଡିଜିଟାଲ ପାଇଁ ସରକାର ପ୍ରୋତ୍ସାହନ କରିଛନ୍ତି ତାହେଲେ ଗୋଟେ ଉତ୍ତରାଧିକାରୀ ପ୍ରମାଣ ପତ୍ର ପାଇଁ ବାରଂବାର ତହସିଲ ଦୌଡ଼ିବାକୁ ପଡୁଛି । ମାନ୍ୟବର ବିଭାଗୀୟ ମନ୍ତ୍ରୀ ମହୋଦୟ ଙ୍କୁ ଅନୁରୋଧ ଏଥି ପ୍ରତି ଟିକେ ଦୃଷ୍ଟି ଦିଅନ୍ତୁ।Çevir OR20027
MUNA MOHAPATRA@Muna_Offcial·1 Oca@SSEPD2 @CMO_Odisha @PravatiPOdisha @KVSinghDeo1 @NityanandaBJP @DmSambalpur @dssosamb Jagatsinghpur district ପାଇଁ ବି ଟିକେ ଧ୍ୟାନ ଦିଆ ଯାଉ। @SSEPD2Çevir00017
SSEPD@SSEPD2·31 Araଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ପରିଚାଳିତ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଗୁଡ଼ିକ ରାଜ୍ୟରେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହାୟତାରେ ସଦା ଜାଗ୍ରତ ରହିଛି। #SSEPD @CMO_Odisha @PravatiPOdisha @KVSinghDeo1 @NityanandaBJP @DmSambalpur @dssosambÇevir OR105384
SSEPD@SSEPD2·31 Araସମ୍ବଲପୁର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ସହାୟତାରେ ବରଗଡ଼ ଜିଲ୍ଲାର ସୁବାସ ଚନ୍ଦ୍ର ଦାସ(୭୨) କୃତ୍ରିମ ଗୋଡ଼ ବ୍ୟବହାର କରି ଚାଲିବାକୁ ସକ୍ଷମ ହୋଇପାରିଛନ୍ତି ଏବଂ ସମ୍ବଲପୁର ଜିଲ୍ଲାର ଦିବ୍ୟ ମହାଲିଙ୍ଗ(୫୮)ଙ୍କ କୃତ୍ରିମ ଗୋଡ଼ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ପ୍ରକ୍ରିୟା ଆରମ୍ଭ କରାଯାଇଛି।Çevir OR106471
MUNA MOHAPATRA@Muna_Offcial·31 Araମାନନୀୟ, ଶ୍ରୀ ମୋହନ ଚରଣ ମାଝୀ ସାର୍ ଙ୍କୁ ଅନୁରୋଧ ଜଣେ ବ୍ୟକ୍ତି ନ୍ୟାୟ ପାଇଁ ଆପଣଙ୍କ ଅପେ୍ଷାରେ । ଦିନ 11 ଟା ରେ ଅନଲାଇନ ବୁକିଙ୍ଗ ପାଇଁ ଜନ ଶୁଣାଣି ରେ ଟିକେଟ ହିଁ ଦେଖ ଉନି କେମିତି ତାହେଲେ ଜାନେ ସାଧାରଣ ନାଗରିକ ଆପଣଙ୍କୁ ଅଭିଯୋଗ କରିବ।ଦୟାକରି ଏହି ସବୁ ଉପରେ ଟିକେ ଦୃଷ୍ଟି ପକାନ୍ତୁ। @CMO_Odisha @SecyChiefÇevir OR00025
MUNA MOHAPATRA@Muna_Offcial·27 Araକୁଜଙ୍ଗ ତହସିଲ ରେ ମନମୁଖୀ କାର୍ଯ୍ଯ କରୁଛନ୍ତି ଅଧିକାରୀ ଲୋକ ମାନେ ତହସିଲ କାର୍ଯ୍ୟାଳୟ ଯାଇ ପ୍ୟାକେଟ ଗୁଂଜା ନଦେଲେ କାମ ହବନି । ଦେଖନ୍ତୁ ନିମ୍ନରେ ଦିଆ ଯାଇଥିବା ଫଟୋ ,ଜଣେ ଲୋକ ତାର ବାର୍ଷିକ ଆୟ ର certificate ପାଇଁ ଆବେଦନ କରି ଶେଷ ତାରିଖ ଗଲେ ବି ମିଳୁନି । @CollectorJspur @CMO_Odisha @SecyChief @sureshkpujariÇevir OR00027
MUNA MOHAPATRA@Muna_Offcial·21 Ara@dssojspur @IPR_Odisha @CollectorJspur @SSEPD2 @CMO_Odisha @OfficialTeamATA ସାର୍, Approval ପରେ ମଧ୍ଯ ହିତାଧୀକାରୀ ଏପର୍ଯ୍ୟନ୍ତ ପେନସନ ପାଇ ନାହାଁନ୍ତି । ଦୟାକରି ଏହାର ସମାଧାନ କରନ୍ତୁ।Çevir OR0009
DSSO Jagatsinghpur@dssojspur·8 Eki@Muna_Offcial @IPR_Odisha @CollectorJspur @SSEPD2 @CMO_Odisha @OfficialTeamATA Sanctioned on 08.10.2025.Çevir English20047
MUNA MOHAPATRA@Muna_Offcial·20 Eyl@IPR_Odisha @CollectorJspur @SSEPD2 @CMO_Odisha @OfficialTeamATA ବହୁତ୍ ଦିନ ଧରି ମଧ୍ୟ ବାବୁ ଙ୍କ ପେନସନ ମିଳିବ ବୋଲି ଆଶା କରି ଲୋକ ଟି ହତାଶ ହୋଇ ଗଲାଣି । ଆଜ୍ଞା ୬୭ ବର୍ଷ ର ଲୋକ ଟିଏ ସରକାର ଙ୍କ ପାଖ ରୁ ଆଉ କଣ ଆଶା କରିବ। ମରି ଗଲା ପରେ ବୋଧ ହୁଏ ହରିଶ୍ ଚନ୍ଦ୍ର ଯୋଜନାରେ ରେ ଉପକୃତ ହେବ। ଧନ୍ୟ ଆପଣଙ୍କ ଶାସନ ବ୍ୟବସ୍ତାÇevir OR200141
MUNA MOHAPATRA@Muna_Offcial·26 Kas@CollectorJspur @IPR_Odisha @CMO_Odisha @sureshkpujari @OfficialTeamATA ବିନା ପାକେଟ ଗୁଞ୍ଜା ରେ ବାବୁ କାମ କରୁ ନାହାନ୍ତି। ଜଣେ ଗରିବ ଶ୍ରଣୀର ପିଲା ର ଛାତ୍ର ବୃତ୍ତି ପାଇଁ ଜାତି ପ୍ରମାଣ ପତ୍ର ଆବେଦନ କରିଥିଲେ ବି ନିର୍ଦ୍ଧାରିତ ସମୟ ସୀମା ପାର କରି ସରିଲେ ମଧ୍ୟ ମିଳି ପାରୁନି ।ଏହି କଣ ପରିବର୍ତ୍ତନ @BJP4Odisha .Çevir OR00120
MUNA MOHAPATRA@Muna_Offcial·24 Kas@SampadSwainBJP ଆପଣଙ୍କ ଏହି ସବୁ କାର୍ଯ୍ଯ ଆମ୍ଭ ମାନଙ୍କୁ ପ୍ରେରଣା ଦେଉଛି ଯେ ଆପଣଙ୍କ ଭଳି ନିଜକୁ ଜଣେ ଭଲ ମଣିଷ ପରି ଗଢି ତୋଳିବାକୁ । ଆପଣଙ୍କ ଚିନ୍ତାଧାରା ସମାଜ ର ମଙ୍ଗଳ କାରୀ ହେଉ ଏହା ହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।Çevir OR0003
Sampad Swain@SampadSwainBJP·24 Kasଆଜି ପାରାଦ୍ୱୀପ ସ୍ଥିତ ପିଏମ୍ ଶ୍ରୀ ଏନ୍.ଏ.ସି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ "ବ୍ଲକସ୍ତରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୫-୨୬" କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେଠାରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରଦର୍ଶିତ ବିଭିନ୍ନ ବିଜ୍ଞାନ ଭିତ୍ତିକ ମଡେଲ ଗୁଡ଼ିକୁ ବୁଲି ଦେଖିଲି l ସେମାନଙ୍କର ସୃଜନଶୀଳତା ଏବଂ ବିଜ୍ଞାନ ପ୍ରତି ଉତ୍ସାହ ଅତ୍ୟନ୍ତ ପ୍ରଶଂସନୀୟ l ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି lÇevir OR109153
MUNA MOHAPATRA@Muna_Offcial·23 Kas@OfficialTeamATA @arvindpadhee @dm_puri @SPPuri1 @PrithivirajBJP @CMO_Odisha @PravatiPOdisha @balwantskalewa7 @SecyChief @GovernorOdisha @SJTA_Puri @IPR_Odisha @PradeepJenaIAS @JPNadda @narendramodi @puri_jagannath ସରକାର ଙ୍କୁ ଅନୁରୋଧ ଏଥି ପ୍ରତି ଧ୍ୟାନ ଦେବାକୁ।Çevir OR01256
Team ATA Official@OfficialTeamATA·21 Kasଦୈନିକ ଦୂର ଦୁରନ୍ତାରୁ ଆସୁଥିବା ଭକ୍ତଙ୍କ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଏକ ପ୍ରସ୍ତାବ ପ୍ରଦାନ କରାଯାଇଛି।ସରକାର ଓ ପ୍ରଶାସନ ଏଥିପ୍ରତି ଯଦି ଧ୍ୟାନ ଦେବେ ତେବେ ମାତ୍ର 4 ଦିନରେ ସବୁ ଭକ୍ତ ଚଳିତ ଆଡ଼ପ ଦର୍ଶନ ଭଳି ଶୃଙ୍ଖଳିତ ଦର୍ଶନ କରି ଖୁସିରେ ଫେରିବେ। @arvindpadhee @dm_puri @SPPuri1 @PrithivirajBJP @CMO_OdishaÇevir OR1424471K
MUNA MOHAPATRA@Muna_Offcial·22 Kas@SSEPD2 @CMO_Odisha @CollectorJspur @IPR_Odisha @SecyChief @dssojspur @OfficialTeamATA @WCDOdisha @SampadSwainBJPÇevir QME00112
SSEPD@SSEPD2·21 Kas@Muna_Offcial @CMO_Odisha @CollectorJspur @IPR_Odisha @SecyChief @dssojspur @OfficialTeamATA @WCDOdisha @SampadSwainBJP ATR and Compliance submitted by BDO, Erasama.Çevir English200115
MUNA MOHAPATRA@Muna_Offcial·20 Ekiଜଣେ ବିଧବା ମହିଳା ଦୀର୍ଘ ଦିନ ହେବ ଏକ ଭଙ୍ଗା କଚ୍ଚା ଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛି।ବୟସାଧିକ୍ୟ ଓ ଦୁର୍ବଳ ଆର୍ଥିକ ସ୍ଥିତି ହେତୁ, ତାଙ୍କ ପାଇଁ ଏକ ପକ୍କା ଘରର ନିହାତି ଆବଶ୍ୟକତା ରହିଛି।ଅତଏବ, ଅନ୍ତୋଦୟ ଗୃହ ଯୋଜନାର ନଚେତ୍ ପିଏମ୍ ଆବାସ ରେ ଘର ଯୋଗାଇ ଦିଆଯାଉ @CMO_Odisha @CollectorJspur @IPR_Odisha @SecyChiefÇevir OR101189
MUNA MOHAPATRA@Muna_Offcial·22 Kas@SSEPD2 @CMO_Odisha @CollectorJspur @IPR_Odisha @SecyChief @dssojspur @OfficialTeamATA @WCDOdisha @SampadSwainBJP Dear sir , please verify as per correct adress. At-Balipari, Po-Chatua,Ps-Kujang, Block -kujang,Dist-Jagatsinghpur. W/o -Late shyam sundar dasÇevir Indonesia00116
MUNA MOHAPATRA@Muna_Offcial·11 Kas@SSEPD2 @HemantaJ36240 @DBalasore @bsso_khaira @BaliapalPurna @BikashN56723427 @BinayaKumarNa17 @Jayanta39762978 @mythoughtspoint @NityanandaBJP @OfficialTeamATA @dssobalasore SSEPD/BNFAPP/MBPY/07/07/2024/411209 2024 ରୁ ସରକାର ଙ୍କ ସହାୟତା ଅପେକ୍ଷାରେ କେବେ । ବର୍ଷେ ବର୍ଷେ ଆସିଲା ବଜେଟ, ପେନସନ ତ ହେଲା ନାହିଁ ଅପଡେଟ । ୨୦୨୪ରେ ଦେଇଥିଲେ ଆବେଦନ, ଆଜି ୨୦୨୫ — ଆସିନି ସେଇ ପେନସନ ! 😅 ଅଫିସକୁ ଗଲେ କହନ୍ତି – ନୋ ଭେକ୍ୟାନ୍ସି “ସିଷ୍ଟମ୍ ଡାଉନ”, ସାହିବ ରାଜା ହେଲେ, ଜନତା କ୍ଲାଉନ୍Çevir OR00133
SSEPD@SSEPD2·11 Kas@HemantaJ36240 @DBalasore @bsso_khaira @BaliapalPurna @BikashN56723427 @BinayaKumarNa17 @Jayanta39762978 @mythoughtspoint @NityanandaBJP @OfficialTeamATA @dssobalasore ATR and Compliance submitted by BDO, Khaira, Balasore.Çevir English112124
Hemanta jena@HemantaJ36240·7 EkiSir @DBalasore @SSEPD2 @bsso_khaira , ଆଉ କେତେଦିନ ଅପେକ୍ଷା କରିବୁ?😞ବାରମ୍ବାର ଟୁଇଟ୍ କରି ମଧ୍ୟ ଆମକୁ ମଧ୍ୟ ଲଜ୍ଜା ଲାଗିଲାନି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନି। ଏତେ ଦିନ ଧରି ପେନସନ୍ ଅନୁମୋଦନ ବିଲମ୍ବ ହେଉଛି — ଏହି ଅବହେଳା ଦେଖି ଖୁବ ଦୁଃଖ ଲାଗୁଛି।ନମ୍ର ଅନୁରୋଧ, ଦୟାକରି ଯଥାଶୀଘ୍ର ଏହି ପେନସନ୍ ଅନୁମୋଦନ କରନ୍ତÇevir OR105292.2K
MUNA MOHAPATRA@Muna_Offcial·6 Kas@SSEPD2 @dssojspur @CollectorJspur Respected sir, kindly approve.Çevir English00149
MUNA MOHAPATRA@Muna_Offcial·31 Eki@CMO_Odisha @CollectorJspur @dssojspur @SSEPD2 @IPR_Odisha @SecyChief ଦୟାକରି ମାନନୀୟ @CollectorJspur ଙ୍କୁ ଅନୁରୋଧ ଜଣେ 73 ବର୍ଷୀୟ ବୃଦ୍ଧ ଙ୍କୁ ସରକାର ଙ୍କ ମଧୁବାବୁ ଙ୍କ ସାମାଜିକ ସୁରକ୍ଷା ଯୋଜନା ରେ ଅନ୍ତର୍ଭୁକ୍ତ କରି ସହାୟତା ପ୍ରଦାନ କରନ୍ତୁ ।Çevir OR20085
MUNA MOHAPATRA@Muna_Offcial·21 Ekiସରକରଙ୍କଠାରୁ ଏତିକି ଆଶା ଯେ 'X' ରେ ଆମେ ମାନେ ଆପଣଙ୍କ ପାଖ ରେ ପହଁଚଉଥିବ ସମସ୍ୟା ର ଜଲଦି ସମାଧାନ ଏବଂ ଗୁରୁତ୍ବ ଆମର ସମାଜ ସେବ ନିଶା କୁ ଆହୁରି ଦୃଢୀଭୂତ କରିବ । @CMO_Odisha @IPR_Odisha @OfficialTeamATA @KVSinghDeo1Çevir OR006121
MUNA MOHAPATRA@Muna_Offcial·21 Ekiନା ମୁଁ ଜଣେ ରିପୋର୍ଟର ନ ଜର୍ନାଲିଯିମ୍ କୋର୍ସ କରିଛି ବାସ ମୋ ଭଳି ଆଉ କିଛି ଭାଇ ଓ ଭଉଣୀ ମାନେ ଅଛନ୍ତି। ଆମ୍ଭ ମାନଙ୍କୁ ରାଜନୀତି କରିବାର ପେଶା ନାହିଁ ।ଲୋକ ମାନଙ୍କୁ ଉପଯୁକ୍ତ ହକ ଦେବା ଓ ଆଖି ଆଗରେ ଅସୁବିଧା ରେ ଥିବା ଲୋକମାନଙ୍କୁ ସାହଯ୍ୟ କରିବା ଏବଂ ସେମାନଙ୍କ ଅସୁବିଧା କୁ ସରକାର ଙ୍କ ପାଖ୍ ରେ ପହଞ୍ଚାଇବା ଆମର ଗୋଟେ ନିଶା।Çevir OR3212248
MUNA MOHAPATRA@Muna_Offcial·18 Eki@SSEPD2 @CollectorJspur @CMO_Odisha @IPR_Odisha @NityanandaBJP @dssojspur @WCDOdisha @OfficialTeamATA Please i humbly request kindly change MBPY to NSAP ,or any other schemes so that the beneficiary get her social security earlier. Its too much late for waiting new target of MBPY . @SSEPD2 @dssojspurÇevir English00117
SSEPD@SSEPD2·17 Eki@Muna_Offcial @CollectorJspur @CMO_Odisha @IPR_Odisha @NityanandaBJP @dssojspur @WCDOdisha @OfficialTeamATA ATR and Compliance submitted by BDO, Erasama.Çevir English10146
MUNA MOHAPATRA@Muna_Offcial·11 Eki@CollectorJspur @CMO_Odisha @IPR_Odisha @NityanandaBJP @SSEPD2 ମହୋଦୟ, ସମ୍ମାନ ସହ ନିବେଦନ କରୁଛି ଯେ ଅନିତା ସ୍ୱାଇଁ , ବୟସ ୬୩ବର୍ଷ, ବର୍ତ୍ତମାନ ସେ ଆର୍ଥିକ ଭାବେ ଦୁର୍ବଳ ଅବସ୍ଥାରେ ଅଛି। ତେଣୁ ମଧୁବାବୁ ପେନ୍ସନ ଯୋଜନାରେ ଭର୍ତ୍ତି କରିବା ପାଇଁ ଅନୁରୋଧ କରୁଛି। ଆଶା କରୁଛି ଯୋଗ୍ୟ ଯାଞ୍ଚ ପରେ ତାଙ୍କୁ ସାହାଯ୍ୟ କରିବେ ।Çevir OR107131