ALL ODISHA SWASTHYAMITRA ASSOCIATION
108 posts

ALL ODISHA SWASTHYAMITRA ASSOCIATION
@OSMAodisha
we all swasthyamitras are working under odisha state run health assurance scheme for Ayushman Bharat-PMJAY-GJAY Odisha.

















ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲୋକଙ୍କ ସରକାରର ପ୍ରାଥମିକତା।


ସ୍ୱାସ୍ଥ୍ୟ ମିତ୍ର ଏବେ ସରକାରଙ୍କ ଶତ୍ରୁ। ୮ବର୍ଷ ଧରି (BKKY-BSKY-Ayushman-GJAY)ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ୯୯୩ଜଣ ସ୍ୱାସ୍ଥ୍ୟ ମିତ୍ରଙ୍କୁ ରାତିଅଧିଆ ହଟାଇବା ଭଳି ନିନ୍ଦନୀୟ ନିଷ୍ପତି ନେଇଛନ୍ତି ସରକାର। ଆଜି @OSMAodisha ସଂଗଠନ ସହ ଆଲୋଚନା କରି ତାଙ୍କ ଲଢେଇରେ ନିଜକୁ ସାମିଲ କରିଥିଲି। @CMO_Odisha






ତୃଣମୂଳସ୍ତରରେ ଚିକିତ୍ସା ସେବା ସୁନିଶ୍ଚିତ କରିବାରେ 'ସ୍ୱାସ୍ଥ୍ୟ ମିତ୍ର' ମାନେ ପ୍ରମୁଖ ଭୂମିକା ତୁଲାଉଛନ୍ତି। ରାଜ୍ୟର 'ସ୍ୱାସ୍ଥ୍ୟ ମିତ୍ର' ମାନଙ୍କ ଏକ ପ୍ରତିନିଧିମଣ୍ଡଳୀଙ୍କୁ ଭେଟି ସୁବିଧା, ଅସୁବିଧା ବୁଝିଲି। ଲୋକଙ୍କ ସେବାକୁ ପଣ କରି ହକ୍ ପାଇଁ ଲଢ଼େଇ ଜାରି ରଖିବାକୁ ପରାମର୍ଶ ଦେଲି। #OdishaPride




ଡବଲ ଇଞ୍ଜିନ ସରକାରରେ ମହିଳାଙ୍କୁ ମିଳୁଛି ସମ୍ମାନ। ➡️ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମହିଳାଙ୍କୁ ମିଳୁଛି ଅତିରିକ୍ତ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା। ➡️ପିଏମ୍ ମାତୃ ବନ୍ଦନା ଯୋଜନା ମାଧ୍ୟମରେ ଗର୍ଭବତୀ ମା'ମାନଙ୍କୁ ମିଳୁଛି ଉତ୍ତମ ସ୍ବାସ୍ଥ୍ୟସେବା। ➡️କର୍ମଜୀବି ମହିଳାଙ୍କୁ ମିଳୁଛି ବାର୍ଷିକ ୧୨ ଦିନର ଅତିରିକ୍ତି ଋତୁସ୍ରାବ ଛୁଟି।



