OdishaLIVE

53.8K posts

OdishaLIVE banner
OdishaLIVE

OdishaLIVE

@OdishaLIVE

Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE

Odisha Katılım Şubat 2012
678 Takip Edilen2.3K Takipçiler
OdishaLIVE retweetledi
IFI Foundation
IFI Foundation@IFIFoundation·
This #WorldHealthDay2026, IFI Foundation is organizing a youth engagement program – SPOT STROKE, SAVE LIVES, in association with U.N. (Autonomous) College of Science & Technology, Adaspur. The initiative is supported by Swasthya Plus Network and OdishaLIVE as Outreach Partners, and Utkal Chamber of Commerce & Industry Ltd. (UCCIL) and TiE Bhubaneswar as Industry Partners, reflecting a strong collaborative effort for public health awareness. As part of the IFI Stroke Initiative, this program also marks the launch of a six-month flagship campaign on Prevention and Management of Stroke, running until 29th October 2026 – #WorldStrokeDay2026, aimed at promoting awareness, prevention, and timely action across communities. Together for Health, Stand with Science Every Minute Counts: #ActFAST #WorldHealthDay #SpotStrokeSaveLives #IFIStrokeInitiative @WHO @WStrokeCampaign @WorldStrokeEd @OdishaLIVE @SwasthyaP @SwasthyaPlusO @UTKALCHAMBER @TiE_Bhubaneswar @HFWOdisha @MoHFW_INDIA @nhmodisha @IPR_Odisha @nilambarrath @sidharthrath
IFI Foundation tweet media
English
0
4
3
144
OdishaLIVE
OdishaLIVE@OdishaLIVE·
"ଏସିଆନ୍ସ ଗେମ୍ସରେ ସ୍ଵର୍ଣ୍ଣ ପଦକ ଜିତିବା ଗର୍ବର ମୁହୂର୍ତ୍ତ" | Khirod Behera on Women’s Cricket Glory ଓଡ଼ିଶା କ୍ରିକେଟର ଜଣେ ପରିଚିତ ନାଁ କ୍ଷୀରୋଦ ବେହେରା। କୋଚ୍ ଭାବେ ସେ ଓଡ଼ିଶାରୁ ଅନେକ ଜାତୀୟ, ଅନ୍ତର୍ଜାତୀୟ କ୍ରିକେଟରଙ୍କୁ ଗଢ଼ିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ତାଙ୍କର ରହିଛି ୩୦ ବର୍ଷରୁ ଅଧିକ ଦିନର ଅଭିଜ୍ଞତା। ଏସିଆନ୍ସ ଗେମ୍ସରେ ମହିଳା କ୍ରିକେଟର ସ୍ଵର୍ଣ୍ଣ ପଦକ ଜିତିବା ସାରା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ଥିବା କୁହନ୍ତି କ୍ଷୀରୋଦ। ଓଡ଼ିଶାଲାଇଭର ‘ସ୍ପୋର୍ଟସ୍ ଟକ୍ ୱିଥ୍ ସମ୍ବିତ' କାର୍ଯ୍ୟକ୍ରମରେ କ୍ଷୀରୋଦ ବେହେରାଙ୍କ ସହ ଦେଖନ୍ତୁ ସ୍ୱତନ୍ତ୍ର ସାକ୍ଷାତକାର। youtu.be/RGS9gWIFJQ8 #SportsTalkWithSambit #KhirodBehera #AsianGames #WomensCricket
YouTube video
YouTube
OR
0
0
0
10
OdishaLIVE
OdishaLIVE@OdishaLIVE·
BRAHMASTRA 2026 | Odisha’s Biggest Inter-College Techno-Management Fest at RCM, Bhubaneswar Regional College of Management (RCM), Bhubaneswar, is all set to host one of Odisha’s most dynamic inter-college techno-management fests — BRAHMASTRA 2026. From April 7 to 11, 2026, the institution will buzz with ideas, innovation, and action, offering students a unique opportunity to step out of classrooms and into real-world challenges. This is more than just a fest — it’s where future leaders learn leadership without boundaries, make critical decisions, solve problems, showcase creativity, and experience conflict management firsthand. With students from institutions across the region, along with corporates, academicians, and change-makers, BRAHMASTRA 2026 promises five days of vibrant energy, collaboration, and inspiration. #RCMBhubaneswar #BRAHMASTRA2026 @rcm_bhubaneswar
English
0
0
0
22
OdishaLIVE
OdishaLIVE@OdishaLIVE·
ରାଜ୍ୟସ୍ତରୀୟ ‘ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ | State-Level Pravesh Utsav & Khadi Chhuan Event ଭୁବନେଶ୍ୱରସ୍ଥିତ ରାଜଭବନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ‘ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍‌ଘାଟନ କରି ପିଲାଙ୍କୁ ଖଡ଼ି ଛୁଆଁଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ବିଦ୍ୟା ଆରମ୍ଭକୁ ଏକ ଉତ୍ସବ ଭାବେ ପାଳନ କରି ପ୍ରତିଟି ଶିଶୁକୁ ବିଦ୍ୟାଳୟ ସହ ଯୋଡ଼ିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। #PraveshUtsav #KhadiChhuan #SchoolEnrollment #Bhubaneswar @CMO_Odisha @SMEOdisha @NityanandaBJP
OR
0
0
0
22
OdishaLIVE
OdishaLIVE@OdishaLIVE·
ମତ୍ସ୍ୟଜୀବୀଙ୍କ ପାଇଁ ଆନ୍ଦୋଳନ କରିଛି - ଶଶିଭୂଷଣ ବେହେରା | Shashibhushan Behera Speaks for Fishermen ଶଶିଭୂଷଣ ବେହେରା - ଓଡ଼ିଶା ରାଜନୀତିରେ ଜଣେ ବରିଷ୍ଠ ନେତା। ପ୍ରାୟ ୪ ଦଶନ୍ଧିରୁ ଅଧିକ ସମୟ ଧରି ସେ ରାଜ୍ୟ ରାଜନୀତିରେ ସକ୍ରିୟ ରହିଛନ୍ତି। ଛାତ୍ର ଜୀବନରୁ ରାଜନୀତି ପ୍ରତି ଆକର୍ଷିତ ହୋଇଥିଲେ। ସମାଜର ଅବହେଳିତ ବର୍ଗଙ୍କ ଅଧିକାରର ସୁରକ୍ଷା ପାଇଁ ଆନ୍ଦୋଳନରୁ ରାଜନୀତିରେ ପ୍ରବେଶ କରିଥିଲେ। ଜରୁରୀକାଳୀନ ପରିସ୍ଥିତି ପରେ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇଥିଲେ। ଓଡ଼ିଶାଲାଇଭର ‘ବରିଷ୍ଠ ରାଜନେତାଙ୍କ ସହ କେତେକଥା’ କାର୍ଯ୍ୟକ୍ରମରେ ନିଜର ରାଜନୈତିକ ଯାତ୍ରା ସହିତ ଜୀବନର ଅନେକ ଅକୁହା ଓ ଅଭୁଲା କାହାଣୀ ବର୍ଣ୍ଣନା କରିଛନ୍ତି ଶଶିଭୂଷଣ ବେହେରା। ଓଡ଼ିଶାଲାଇଭରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/uVcVAswAJAQ?si… #ShashibhushanBehera #OdishaPolitics #FishermenRights #KeteKatha
YouTube video
YouTube
OR
0
0
0
12
OdishaLIVE
OdishaLIVE@OdishaLIVE·
ଇଲେଆନା - ନାମକୁ ନେଇ ଦ୍ଵନ୍ଦ | Ileana Citaristi: What’s the Right Pronunciation? ଓଡ଼ିଶୀ ଓ ଛଉ ନୃତ୍ୟ ଜଗତର ଏକ ପରିଚିତ ଚେହେରା ହେଉଛନ୍ତି ଇଲେଆନା ଚିତାରିସ୍ତି। ସେ ଓଡ଼ିଶୀ ଶିଖିବାକୁ ଇଟାଲିରୁ ଓଡ଼ିଶା ଆସିଥିଲେ। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶା ସହ ଜଡ଼ିତ ଇଲେଆନାଙ୍କ ନାମକୁ ନେଇ ଅନେକ ସମୟରେ ଦ୍ୱନ୍ଦ୍ୱ ଦେଖାଦେଇଥାଏ। ତେବେ ତାଙ୍କ ନାମର ପ୍ରକୃତ ଉଚ୍ଚାରଣ କ’ଣ? ଦେଖନ୍ତୁ ଭିଡିଓ... ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶାଲାଇଭରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର youtu.be/Hejz8YETN2Q #OdissiDanceGuru #IleanaCitaristi #OdishaCulture
YouTube video
YouTube
OR
0
0
1
18
OdishaLIVE
OdishaLIVE@OdishaLIVE·
ବରମୁଣ୍ଡାରେ ଭିଏଫଏସ୍ ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ରର ଶୁଭାରମ୍ଭ | VFS Visa Center Opens in Bhubaneswar ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବାବା ସାହେବ ଭୀମରାଓ ଆମ୍ୱେଦକର ବସ୍‌ ଟର୍ମିନାଲରେ ଭିଏଫଏସ୍ ଗ୍ଲୋବାଲ ଦ୍ୱାରା ପରିଚାଳିତ ଭିସା ଆବେଦନ କେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ପର୍ଯ୍ୟାୟରେ ଏହି କେନ୍ଦ୍ର ୟୁନାଇଟେଡ୍ କିଙ୍ଗଡମ୍, ଆୟରଲ୍ୟାଣ୍ଡ, ଅଷ୍ଟ୍ରିଆ, ଏସ୍ତୋନିଆ, ଇଟାଲି, ମାଲ୍ଟା, ସ୍ୱିଜରଲ୍ୟାଣ୍ଡ, ଜାପାନ, ମରୋକ୍କୋ ଓ ଇଜିପ୍ଟ ଭଳି ୧୦ଟି ଦେଶ ପାଇଁ ଭିସା ସେବା ପ୍ରଦାନ କରିବ। ଆଗାମୀ ଦିନରେ ଏଠାରେ ଅଧିକ ଦେଶର ଭିସା ସେବା ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। #VFSGlobal #Bhubaneswar #VisaServices @CMO_Odisha @VFSGlobal
OR
0
0
2
43
OdishaLIVE retweetledi
Nilambar Rath
Nilambar Rath@nilambarrath·
The First Linguistic State: How One Man Championed 'Emotional Integration' 📜 Discovering Madhubabu (Part 2 of 5) India's reorganization into linguistic states is a well-known post-independence story. But the groundwork was laid decades earlier by Madhusudan Das. In the 19th century, Odias faced a severe identity crisis, with their lands scattered across different administrative presidencies. Drawing profound inspiration from the unifications of Italy and Germany, Madhubabu propounded a powerful theory: language is the ultimate basis for the emotional integration of a people. Fascinatingly, his fight wasn't rooted in regional prejudice or hostility toward neighboring provinces. He simply demanded that the systematic onslaught on the Odia language stop and that his people be granted respectability under a single administration. His relentless, non-violent mobilization culminated in the historic Utkal Sammelan of 1903. His logic was so airtight that it eventually convinced the British administration—from Lord Curzon to the Simon Commission—resulting in Odisha becoming India's first linguistic province on April 1, 1936. A masterclass in visionary political unification! #MadhusudanDas #UtkalDivas #OdishaHistory #UnsungHeroesOfIndia #ModernIndiaArchitects #OdiaPride #IndianHistory @CMO_Odisha @IPR_Odisha @SecyChief @PMOIndia @MIB_India @Culturedeptt @OdishaLIVE
Nilambar Rath tweet media
English
0
2
2
50
OdishaLIVE
OdishaLIVE@OdishaLIVE·
"ଓଡ଼ିଶାରେ ମୋ ଶାନ୍ତ ସ୍ଵଭାବ ଦେଖି ବାପା, ମା' ଆଶ୍ଚର୍ଯ୍ୟ ହୋଇଥିଲେ" | Ileana Citaristi: From Italy to Odisha ଓଡ଼ିଶୀ ଓ ଛଉ ନୃତ୍ୟ ଜଗତର ଜଣାଶୁଣା ନାଁ ଇଲେଆନା ଚିତାରିସ୍ତି। ସେ ଓଡ଼ିଶୀ ଶିଖିବାକୁ ଇଟାଲିରୁ ଓଡ଼ିଶା ଆସିଥିଲେ। ଏହାରି ଭିତରେ ୪୦ ବର୍ଷରୁ ଅଧିକ ସମୟ ବିତିଗଲାଣି। ଓଡ଼ିଶାର କଳା, ସଂସ୍କୃତିକୁ ଆପଣେଇ ଏବେ ସେ ଜଣେ ଖାଣ୍ଟି ଓଡ଼ିଆଣୀ ପାଲଟିଯାଇଛନ୍ତି। ଓଡ଼ିଶା ଆସିବା ପରେ ତାଙ୍କ ସ୍ଵଭାବରେ ବଡ଼ ପରିବର୍ତ୍ତନ ଆସିଥିଲା, ଯାହାକୁ ଦେଖି ତାଙ୍କ ବାପା ମା' ଆଶ୍ଚର୍ଯ୍ୟ ହୋଇଥିବା ସେ କୁହନ୍ତି। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ସେ ତାଙ୍କର ଜୀବନଯାତ୍ରା ବିଷୟରେ ଅନେକ କଥା କହିଛନ୍ତି। ଦେଖନ୍ତୁ ଭିଡିଓ। youtu.be/Hejz8YETN2Q #କେତେକଥା #Ketekatha - An Open Conversation #OdissiDanceGuru #IleanaCitaristi
YouTube video
YouTube
OdishaLIVE tweet media
OR
0
0
0
14
OdishaLIVE
OdishaLIVE@OdishaLIVE·
ଆଗାମୀ ୧୦ ବର୍ଷ ସଂକଳ୍ପର ଦଶକ - ମୁଖ୍ୟମନ୍ତ୍ରୀ | State Level Odisha Day Celebration ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନ ବରପୁତ୍ରମାନଙ୍କ ଅତୁଳନୀୟ ତ୍ୟାଗ ଓ ସଂଗ୍ରାମକୁ ସ୍ମରଣ କରିବା ସହ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଓଡ଼ିଶା ଗଠନର ଶତବାର୍ଷିକୀ ପୂର୍ତ୍ତି ଅବସରରେ, ଅର୍ଥାତ ୨୦୩୬ ମସିହା ସୁଦ୍ଧା ରାଜ୍ୟକୁ ଏକ ସମୃଦ୍ଧ ଓ ପ୍ରଗତିଶୀଳ ରାଜ୍ୟରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆଗାମୀ ୧୦ ବର୍ଷକୁ ସଂକଳ୍ପର ଦଶକ ଭାବେ ଘୋଷଣା କରିଛନ୍ତି। #StateLevelOdishaDayCelebration #MohanCharanMajhi #OdishaVision2036 @CMO_Odisha @Culturedeptt
OR
0
1
1
31
OdishaLIVE retweetledi
Nilambar Rath
Nilambar Rath@nilambarrath·
𝐅𝐫𝐨𝐦 𝐃𝐚𝐫𝐤𝐧𝐞𝐬𝐬 𝐭𝐨 𝐈𝐝𝐞𝐧𝐭𝐢𝐭𝐲: 𝐓𝐡𝐞 𝐌𝐚𝐧 𝐖𝐡𝐨 𝐑𝐞𝐬𝐮𝐫𝐫𝐞𝐜𝐭𝐞𝐝 𝐚 𝐒𝐭𝐚𝐭𝐞 📜 𝐃𝐢𝐬𝐜𝐨𝐯𝐞𝐫𝐢𝐧𝐠 𝐌𝐚𝐝𝐡𝐮𝐛𝐚𝐛𝐮 (𝐏𝐚𝐫𝐭 1 𝐨𝐟 5) Happy Utkal Divas! Today, April 1, marks the foundation day of Odisha—the very first Indian state formed on a linguistic basis in 1936. But how many of us outside Odisha know the brilliant architect behind this monumental achievement? Meet Madhusudan Das, affectionately known to millions as 'Madhubabu'. Born in 1848, during an era when the Odia identity was fragmented and demoralized by centuries of subjugation, he became the first Odia to earn a BA, an MA, and a Law degree. But he didn't just earn degrees to build a career; he used them as tools to awaken a sleeping society. Returning from Calcutta, he established the 'Utkal Sammilani', an organization dedicated to uniting Odia-speaking tracts and restoring the self-esteem of his people. He even parted ways with the Indian National Congress when he felt linguistic rights were being sidelined. To call him merely an 'icon of Odia pride' is an understatement. He was a visionary statesman of immense self-esteem who sacrificed his entire life—and wealth—for his motherland. Join me over the next 5 days as we uncover the extraordinary legacy of this unsung Indian hero. #MadhusudanDas #UtkalDivas #OdishaHistory #UnsungHeroesOfIndia #ModernIndiaArchitects #OdiaPride #Leadership
Nilambar Rath tweet media
English
0
3
3
90
OdishaLIVE
OdishaLIVE@OdishaLIVE·
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୯୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାଲାଇଭ୍ ପକ୍ଷରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜିର ଦିନରେ ଆସନ୍ତୁ ଆମ ଐତିହ୍ୟ ଓ ଭାଷାକୁ ସମ୍ମାନ ଜଣାଇବା ଏବଂ ଏକ ସମୃଦ୍ଧ ଓଡ଼ିଶା ଗଢ଼ିବା ପାଇଁ ସଂକଳ୍ପ ନେବା। ବନ୍ଦେ ଉତ୍କଳ ଜନନୀ #UtkalDibasa #OdishaDay #OdishaLIVE
OdishaLIVE tweet media
OR
0
0
0
46
OdishaLIVE
OdishaLIVE@OdishaLIVE·
ସଂସ୍କୃତ ଭାଷାରେ କମେଡି କରିଛି - ଦେବୁ ବ୍ରହ୍ମା | Debu Brahma on his Comedy Career in Odia Cinema ଓଡ଼ିଆ ସିନେମା ଜଗତର ଜଣେ ପରିଚିତ ଚେହେରା ଦେବୁ ବ୍ରହ୍ମା। ଦୀର୍ଘ ୪୦ ବର୍ଷରୁ ଅଧିକ ସମୟ ଧରି ନିଜ ଅଭିନୟ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି। ଘରେ ଘରେ ହାସ୍ୟ ଅଭିନେତା ଭାବରେ ପରିଚିତ। ଥିଏଟରରୁ ଅଭିନୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୦ ମସିହା ପରେ ଅଭିନୟ ଜଗତରେ ଚମକିଥିଲେ ଦେବୁ ବ୍ରହ୍ମା। ‘ବାଜେ ବଇଁଶୀ ନାଚେ ଘୁଙ୍ଗୁର’, ‘ସୁନା ଚଢ଼େଇ’, ‘ଜଗା ହାତରେ ପଘା’, ‘କୁରୁକ୍ଷେତ୍ର’ ଆଦି ସିନେମାରେ ଦେବୁ ବ୍ରହ୍ମାଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ହାସ୍ୟ ଅଭିନେତା ଦେବୁ ବ୍ରହ୍ମା ତାଙ୍କ ଅଭିନୟ ଯାତ୍ରାକୁ ନେଇ ଅନେକ କଥା କହିଛନ୍ତି। youtu.be/Ys9Ph2Ie8UI?si… #ComedyKing #DebuBrahma #KeteKatha
YouTube video
YouTube
OR
0
0
0
15
OdishaLIVE
OdishaLIVE@OdishaLIVE·
ଚେସରେ କ୍ୟାରିଅର ପାଇଁ ଫ୍ୟାମିଲି ସାପୋର୍ଟ ଦରକାର - ପଦ୍ମିନୀ ରାଉତ | Padmini Rout on Chess and Family Support ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ପଦ୍ମିନୀ ରାଉତ। ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖେଳି ସେ ରାଜ୍ୟ ତଥା ଦେଶ ପାଇଁ ଅନେକ ଗୌରବ ଆଣିଛନ୍ତି। ତେବେ ଚେସ ଖେଳିବାକୁ ହେଲେ ଫ୍ୟାମିଲି ସାପୋର୍ଟ ଦରକାର ରହିଥିବା ସେ କୁହନ୍ତି । ଅନ୍ତର୍ଜାତୀୟ ଚେସ୍ ତାରକା ପଦ୍ମିନୀ ରାଉତଙ୍କ କାହାଣୀ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/-fD_1-qkAd4?si… #PadminiRout #IndianChess #FamilySupport
YouTube video
YouTube
OR
0
0
1
17
OdishaLIVE retweetledi
IFI Foundation
IFI Foundation@IFIFoundation·
IFI Foundation joined hands with Udayanath (Autonomous) College of Science & Technology, Adaspur, Cuttack, through a Memorandum of Understanding (MoU) to advance education, research & community-led initiatives, with IFI as the Knowledge Partner & the UN college as the Academic Partner. Built on a shared vision of academic excellence and social responsibility, this partnership will create opportunities for students to learn beyond the classroom, engage in research, and contribute to community development. The MoU was signed by Pranati Parida, Co-founder & Co-Chair, IFI Foundation & Dr. Lulumina Dash, Principal, UN (Autonomous) College, in the presence of partner representatives. Together, we move forward to build knowledge-driven & socially responsible communities. Among others Dr Hiranmayee Mishra, Administrative Bursar and Mrs Sujata Mishra IQAC coordinator, UN (Autonomous) College of Science & Technology, and Nilambar Rath, co-founder and mentor and Priyanka Sucharita, Manager Communications IFI Foundation, who joined the MoU signing event, had a meaningful discussions to make the partnership impactful. @IFIFoundation @PranatiParida7 @EduMinOfIndia @DHE_Odisha @SDGOdisha @SDG2030 @WCDOdisha @MinistryWCD @nilambarrath @sidharthrath
IFI Foundation tweet mediaIFI Foundation tweet mediaIFI Foundation tweet media
English
0
7
14
1.3K
OdishaLIVE
OdishaLIVE@OdishaLIVE·
"କମେଡିରେ ନାହିଁ ଆଉ ସେହି ଅଙ୍ଗଭଙ୍ଗୀ" | Debu Brahma on the Evolution of Comedy in Odia Cinema ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ହାସ୍ୟ ଅଭିନେତା ହେଉଛନ୍ତି ଦେବୁ ବ୍ରହ୍ମା। ଦୀର୍ଘ ୪ ଦଶନ୍ଧି ଧରି ସେ ନିଜର ନିଆରା ଅଭିନୟ ଶୈଳୀ ଓ ଅଙ୍ଗଭଙ୍ଗୀ ମାଧ୍ୟମରେ ଦର୍ଶକଙ୍କୁ ହସାଇ ଆସିଛନ୍ତି। ଆଗରୁ କମେଡିରେ କେବଳ ସଂଳାପ ନଥିଲା, ବରଂ କମେଡିଆନଙ୍କ ଅଙ୍ଗଭଙ୍ଗୀ ଦେଖି ଲୋକେ ହସୁଥିଲେ। ବର୍ତ୍ତମାନ କମେଡିରେ ସେହି ପୁରୁଣା ଅଙ୍ଗଭଙ୍ଗୀ ଆଉ ଦେଖିବାକୁ ମିଳୁନଥିବା କୁହନ୍ତି ଦେବୁ ବ୍ରହ୍ମା। ତାଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶାଲାଇଭ୍‌ରେ ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର। youtu.be/Ys9Ph2Ie8UI?si… #ComedyKing #DebuBrahma #KeteKatha
YouTube video
YouTube
OR
0
0
0
22
OdishaLIVE
OdishaLIVE@OdishaLIVE·
Digital Arrest Scam: Don’t Panic—Do This! | Expert Advice What should you do if someone threatens you with a “digital arrest” or tries to intimidate you with claims of viral videos? Cyber Security Expert Lingaraj Sethi explains how these scams operate and the immediate steps you must take to protect yourself and your data. Watch this video to learn how to respond smartly and avoid becoming a victim. #DigitalArrest #CyberSafety #StayAlert #CyberAwareness @Cyberdost @Indiancyberpol @WCDOdisha
English
0
0
0
24