
@BikashR49763378 @DBalasore So the tube well has stopped functioning because of excessive drawdown,even after extending the riser pipe to its maximum.The water supply is running and people are getting water from the PWS
English
RWS&S Division Balasore
349 posts

@RWSS_Balasore
Rural Water Supply And Sanitation Division Balasore


#ଅଚଳ_ହୋଇଥିବା_ନଳକୂପର_ମରାମତି_ହେଉନାହିଁ @CMO_Odisha @RabiNaikBJP @PRDeptOdisha @DBalasore Sir ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଶ୍ରୀରାମପୁର ଗ୍ରାମରେ ଥିବା ସତସଙ୍ଗ ବିହାର ସାମ୍ନାରେ ଦୀର୍ଘ ଦିନରୁ ଅଚଳ ହୋଇଯାଇଛି ଏହି ନଳକୂପ।ପାଣି ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି।ଏହାକୁ ତୁରନ୍ତ ମରାମତି କରିବାକୁ ବିନମ୍ର ଅନୁରୋଧ 🙏









































ଚାରି ବର୍ଷ ହେଲା ପାଣି ବାହାରି ପାରୁ ନାହିଁ। ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ଗ୍ରାମପଞ୍ଚାୟତ ବଡାପାଳ ଗ୍ରାମରେ ତୁରନ୍ତ ସମାଧାନ କରନ୍ତୁ @CMO_Odisha @narendramodi @MohanMOdisha @Satya0168 @odisha_police @DBalasore @homeodisha @IPR_Odisha @igerbalasore @mvsuryawanshi @pcsarangi @BJP4Odisha




