

Tarun Kumar Jena
7.3K posts




Respected @RabiNaikBJP @CMO_Odisha @SecyChief @pcsarangi @PRDeptOdisha @RWSS_Odisha @RWSS_Balasore @PravatiPOdisha @KVSinghDeo1 @DBalasore @mvsuryawanshi Sir Please investigate it and take needful action published on the daily odia newspaper.








ଗଁଦିଆ ବ୍ଲକ ସୋଲଗାଡ଼ିଆ ଗ୍ରାମ ଜ୍ୟୋସ୍ନା ଦେହୁରୀଙ୍କ ସ୍ୱାମୀ ପୁରସ୍ତମ ଦେହୁରୀଙ୍କର ଗତ 2/2/2016 ରେ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା। ଜିଲ୍ଲାର ଉପାନ୍ତ ଅଞ୍ଚଳର ଆଦିବାସୀ ଲୋକ। ଗତ 10 ବର୍ଷ ହେଲା ବିଧବା ଭତ୍ତା ପାଇଁ ସରପଞ୍ଚ ଠାରୁ ବିଡ଼ିଓ ପର୍ଯ୍ୟନ୍ତ ନେହୁରା ହୋଇଛି। ଦୟାକରି ବିଧବା ଭତ୍ତା ପ୍ରଦାନ କରାଯାଉ @SSEPD2 @SecyChief





















