Voice Of Puri

1.7K posts

Voice Of Puri banner
Voice Of Puri

Voice Of Puri

@PuriVoice

#SocialWork #UnitarianHumanism Retweets are not endorsements.

Orissa, India Katılım Temmuz 2020
556 Takip Edilen780 Takipçiler
Voice Of Puri retweetledi
Ghasiram Panda
Ghasiram Panda@ghasirampanda·
This is the toilet near Khandagiri bus stop locked every time. What's the purpose of having a public toilet then? Request the authority to do the needful @bmcbbsr @MayorofBBSR @ChanchalRanaIAS
Ghasiram Panda tweet media
English
53
288
1.4K
42.2K
Voice Of Puri retweetledi
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤
#କୋରୁଆଳ_ବଉଲାଙ୍ଗ_ରାସ୍ତା_ବିପର୍ଯ୍ୟସ୍ତ କୋଣାର୍କ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧୀନ କଳାବୁଦା-ନୟାହାଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର କୋରୁଆଳ ଗ୍ରାମରୁ ବଉଲାଙ୍ଗ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମିତ ପେଭର ବ୍ଲକ୍ ରାସ୍ତାର ଦୂରାବସ୍ଥା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି । ଏଥିପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । Respected @CMO_Odisha Sir please look into this matter & take appreciate action.. @dept_ga @SecyChief @_anugarg @RDOdisha @RabiNaikBJP @yamini_sarangi @dm_puri @RWDNimapara
𝐀𝐦𝐢𝐲𝐚 𝐑𝐚𝐧𝐣𝐚𝐧 𝐁𝐚𝐫𝐢𝐤 tweet media
OR
0
2
6
170
Voice Of Puri retweetledi
Ayushman Panigrahi
Ayushman Panigrahi@Ayushman879·
@STAOdisha @CTOdisha @AMITABHTHAKUR21 @RTO_SAMBALPUR @RTOGanjam @RTO_14 @rto_cuttack @RTOJharsuguda @rto_balasore @cpbbsrctc @rtoangul ଏହି ଯାଞ୍ଚ ବର୍ଷସାରା ଆବଶ୍ୟକ। ପର୍ବ ପର୍ବାଣୀ ଏବଂ ଛୁଟିଦିନ ମାନଙ୍କ ରେ ଅନେକ ଯାତ୍ରୀବାହୀ ବସ୍ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଉଛନ୍ତି।କଟକ, ଭୁବନେଶ୍ଵର,ପୁରୀ,ଭଦ୍ରକ,ବାଲେଶ୍ୱର,ମୟୂରଭଞ୍ଜ ର ବସ୍ ଷ୍ଟାଣ୍ଡ ସହିତ ଜାତୀୟ ରାଜପଥ ରେ ଅଚାନକ ଯାଞ୍ଚ ସହିତ କାର୍ଯ୍ୟନୁଷ୍ଠାନ ର ମଧ୍ୟ ଆବଶ୍ୟକତା ରହିଛି। @CTOdisha @AMITABHTHAKUR21
OR
0
1
3
407
Voice Of Puri retweetledi
News18 Odia
News18 Odia@News18Odia·
ପ୍ରକାଶ ପାଇଲା ସିଭିଲ ସର୍ଭିସ ଫଳାଫଳ UPSC ଦ୍ବାରା ପରିଚାଳିତ CSE ରେଜଲ୍ଟ ପ୍ରକାଶିତ #୧୦୦_ନଂ_ସ୍ଥାନରେ_ଓଡ଼ିଶାର_ସାତ୍ତ୍ବିକ_ସତ୍ୟକାମ୍ ୨୧୧ ନଂ ସ୍ଥାନରେ ଓଡ଼ିଶାର ତନିଶା ମିଶ୍ର ୧୨୧ ନଂ ସ୍ଥାନରେ ଓଡ଼ିଶାର ଅମ୍ରିତ ମହାପାତ୍ର ୪୨୩ ନଂ ସ୍ଥାନରେ ଓଡ଼ିଶାର ଶୁଭମ୍‌ ମିଶ୍ର ୪୨୮ ନଂ ସ୍ଥାନରେ ଓଡ଼ିଶାର ଅନିମେଶ ମିଶ୍ର ୪୪୫ ନଂ ସ୍ଥାନରେ ଓଡ଼ିଶାର ଅନିଲ୍‌ ମିଶ୍ର #UPSC #CivilService
News18 Odia tweet mediaNews18 Odia tweet media
OR
13
17
270
23.1K
Voice Of Puri retweetledi
Voice Of Puri retweetledi
Dr. Mukesh Mahaling
Dr. Mukesh Mahaling@MahalingMukesh·
Guided by the vision of Hon’ble PM Shri @narendramodi Ji, the Pradhan Mantri Bhartiya Janaushadhi Pariyojana is expanding access to quality generic medicines through nearly 18,000 Jan Aushadhi Kendras across the country, ensuring affordable healthcare for every citizen. #JanAushadhiDiwas2026
English
0
16
20
325
Voice Of Puri retweetledi
Abhishek Mishra
Abhishek Mishra@Abhishek_Mshra·
I have taken LivPure RO service, and two filters were replaced during the service. However, the price of the filters mentioned in the bill does not match the price listed on your website. Is this the way you serve your customers? Kindly clarify the reason for this price mismatch. @jagograhakjago @LivpureSmart
Abhishek Mishra tweet mediaAbhishek Mishra tweet mediaAbhishek Mishra tweet media
English
59
80
371
80.9K
Voice Of Puri retweetledi
Odisha Vigilance
Odisha Vigilance@OdishaVigilance·
Today, on the allegation of possession of disproportionate assets by Sri Pramod Ray, Asst Exe Engineer, Derabish Irrigation Sub-Div, Chhat, #Kendrapara Irrigation Div, simultaneous house searches are being conducted by #Odisha #Vigilance at 7 places in Kendrapara, Ctc, Dhkl etc.
English
9
11
96
5.8K
Voice Of Puri retweetledi
State Transport Authority, Odisha
ଧାର୍ଯ୍ୟ ସୀମାଠାରୁ ଭଡ଼ା ଆଦାୟ ବିରୋଧରେ ବିଭିନ୍ନ ବସରେ ଆରଟିଓ ଟିମ୍ ମାନେ ଯାଞ୍ଚ କରିଛନ୍ତି । ନିୟମ ଉଲ୍ଲଙ୍ଘନ କରିଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମସ୍ତ ବସ୍ ପରିଚାଳକଙ୍କୁ ସୂଚାଇ ଦିଆଯାଉଛି, ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସୀମା ମଧ୍ୟରେ ଯାତ୍ରୀଙ୍କଠାରୁ ଭଡ଼ା ଗ୍ରହଣ କରାଯାଇପାରିବ । ଧାର୍ଯ୍ୟ ଭଡ଼ାଠାରୁ ଅଧିକ ଆଦାୟ କରିବା ମୋଟର ଯାନ ଆଇନ ଅନୁଯାୟୀ ବେଆଇନ ଓ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରାବଧାନ ରହିଛି । ଏହାସହ ଯାତ୍ରୀଙ୍କ ସୁବିଧା ପାଇଁ ପ୍ରତି ଭଡ଼ା ବିବରଣୀ ପ୍ରଦର୍ଶିତ ହେବା ମଧ୍ୟ ବାଧ୍ୟତାମୂଳକ ।
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
28
17
176
13.3K
Voice Of Puri retweetledi
ଡେଲାଙ୍ଗ ଟୁଇଟର କ୍ଲବ୍
ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ, ମୁନିନ୍ଦା ଗ୍ରା:ପ ମୋହନପୁର ଗ୍ରାମରେ ପାନୀୟ ଜଳ ସମସ୍ୟା। ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟ ଜଳର ସମସ୍ୟାର ସମାଧାନକୁ ଅଗ୍ରାଧିକାର ଦିଆଯାଉ। @PRDeptOdisha ସାର୍ @DelangaS କୁ ନିର୍ଦ୍ଦେଶ ଦିଅନ୍ତୁ। ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯାଉ। @dm_puri @RWSS_Odisha @RWSS_Puri @CMO_Odisha @SecyChief
ଡେଲାଙ୍ଗ ଟୁଇଟର କ୍ଲବ୍ tweet media
OR
2
6
11
245
Voice Of Puri retweetledi
Alok Kumar Dash
Alok Kumar Dash@A_K_Dash_IYC·
୩୦କୋଟିରୁ ଉର୍ଧ ମାଟି ଚୋରି ମହାଦୁର୍ନୀତି କିଏ ସିଏ ପୁରୀ ବିଭାଗୀୟ ଅଧିକାରୀ ଦାସ ବାବୁ କାହା ନିର୍ଦେଶରେ ଚାଲିଛି ଏହି ଚୋରି - କୋଉ ୩ବିଧାୟକ ୧୮୦୦ଟଙ୍କାରେ ଭାଗ ଛିଡ଼ାଇ କୋଟି କୋଟି ଖାଇବାକୁ ଚିନ୍ତା କରିଛନ୍ତି | @dm_puri ଏବଂ @PuriTahasil ବିଭାଗୀୟ ଅଧିକାରୀ ଚୁପ କାହିଁକି @rto_rtopuri @RWSS_Puri ବିଭାଗର ଭାଗ କେତେ ?
Alok Kumar Dash tweet mediaAlok Kumar Dash tweet mediaAlok Kumar Dash tweet mediaAlok Kumar Dash tweet media
OR
0
9
10
238
Voice Of Puri retweetledi
Alok Kumar Dash
Alok Kumar Dash@A_K_Dash_IYC·
ଏତେ ସାରା ଟୁଇଟ ପରେ ମଧ୍ୟ ପୁରୀ @dm_puri,@PuriTahasil,@rto_rtopuri,@MinesOdisha ବିଭାଗର ସମସ୍ତ ଅଧିକାରୀ ଚୁପ ଅନ୍ଧ ଏହାର ଅର୍ଥ ଆପଣ ପଇସା ଖାଇ ଏହି ୩୦କୋଟି ଦୁର୍ନୀତି ପୁରୀର ୩ଜଣ ବିଧାୟକ ଙ୍କ ପ୍ରେସରରେ ଚୋରିକୁ ସ୍ୱୀକୃତି ପ୍ରଦାନ କରୁଛ | ଏହା ମାନିବାକୁ ହେବ ଏବଂ ଯାହାପାଇଁ ଜୋରଦାର ବିରୋଧ ହବ | @homeodisha @_anugarg
Alok Kumar Dash@A_K_Dash_IYC

୩୦କୋଟିରୁ ଉର୍ଧ ମାଟି ଚୋରି ମହାଦୁର୍ନୀତି କିଏ ସିଏ ପୁରୀ ବିଭାଗୀୟ ଅଧିକାରୀ ଦାସ ବାବୁ କାହା ନିର୍ଦେଶରେ ଚାଲିଛି ଏହି ଚୋରି - କୋଉ ୩ବିଧାୟକ ୧୮୦୦ଟଙ୍କାରେ ଭାଗ ଛିଡ଼ାଇ କୋଟି କୋଟି ଖାଇବାକୁ ଚିନ୍ତା କରିଛନ୍ତି | @dm_puri ଏବଂ @PuriTahasil ବିଭାଗୀୟ ଅଧିକାରୀ ଚୁପ କାହିଁକି @rto_rtopuri @RWSS_Puri ବିଭାଗର ଭାଗ କେତେ ?

OR
6
12
11
280
Voice Of Puri retweetledi
D Tachie 𝕏 and 🪟🌍📲 🗿🕉
I purchased an AC from Amazon where the product image clearly displayed a “Free Installation” label. However, when the installation engineer arrived at my home, he demanded ₹1500 for installation. If the installation was advertised as free, then why are customers being asked to pay extra charges later? This is extremely concerning. Displaying “Free Installation” on product images and then charging customers afterward looks like misleading advertising and unfair trade practice. When I contacted customer support, instead of resolving the issue, they simply said “you should have read the manual.” If there were charges mentioned somewhere else, then why was “Free Installation” prominently shown on the product image? Customers should not be misled just to increase sales numbers. Transparency and honesty in online marketplaces are essential. I request the concerned authorities to look into this matter. @AmazonHelp @amazonIN @jagograhakjago @jagograhakjago_ @DoCA_GoI @GoI_MeitY @PMOIndia If required, I am prepared to escalate this matter to consumer courts because misleading customers through promotional images is unacceptable. #Amazon #ConsumerRights #JagoGrahakJago #ConsumerProtection #MisleadingAds
D Tachie 𝕏 and 🪟🌍📲 🗿🕉 tweet media
English
318
790
4K
381.5K
Voice Of Puri retweetledi
Odisha Vigilance
Odisha Vigilance@OdishaVigilance·
Odisha Vigilance wishes a Happy and Colourful Holi to all. #Holi2026
Odisha Vigilance tweet media
English
6
5
78
2.6K
Voice Of Puri retweetledi
Ghar Ke Kalesh
Ghar Ke Kalesh@gharkekalesh·
Delhi Police Crime Branch (DCP Vikram Singh) busted major racket in Jagatpur warehouse expired Nestle Sugar Free, Glucon-D, Dabur Chyawanprash, Vicks VapoRub, Savlon, Odomos, Clean & Clear etc. were chemically re-dated, repackaged & sold as fresh.
Ghar Ke Kalesh tweet mediaGhar Ke Kalesh tweet mediaGhar Ke Kalesh tweet media
English
32
448
1.9K
88.2K
Voice Of Puri retweetledi
Environmental & Climate Activist (🇮🇳 India🇮🇳)
ବନ୍ୟପ୍ରାଣୀ ଙ୍କ ପାଇଁ ମୃତ୍ୟୁ ଶଯ୍ୟା ପାଲଟିଛି ରାଜହଂସ ! ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ସାତପଡ଼ା ବନ୍ୟପ୍ରାଣୀ ବନାଞ୍ଚଳ ରେ ବନ ବିଭାଗ ତରଫରୁ ଲଗାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଏକ ଝିଙ୍କ ର ମୃତ୍ୟୁ ଘଟିଥିବା ଖବର ଆସିଛି ! ତେବେ ଏହି ତାର ରେ ବିଦ୍ୟୁତ ସଂଯୋଗ କାହିଁକି କରାଗଲା @ForestDeptt @Ganjam_Admin
Environmental & Climate Activist (🇮🇳 India🇮🇳) tweet media
OR
3
4
13
659