
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ “ସୁନ୍ଦୁରିଆ ଠାରୁ ବରୁଆଁ" ରାସ୍ତା ଆଜି ପର୍ଯ୍ୟନ୍ତ ବି ଅଧପନ୍ତରିଆ ହୋଇ ପଡିଛି । ରାସ୍ତାରେ ଯିବାକୁ ଭୟ କରୁଛନ୍ତି ଅଞ୍ଚଳବାସୀ। ବାରମ୍ବାର ନିବେଦନ କରିବା ପରେ ମଧ୍ୟ ଆପଣମାନେ କାହିଁକି ଏହି ରାସ୍ତା ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରୁ ନାହାନ୍ତି @DistAdmKeonjhar @SecyChief @AnandapurSub

OR





































