
@PRDeptOdisha ଏ ହେଉଛି ପିପିଲି ରୁ ନିମାପଡ଼ା ରୋଡ ରେ ଯିବା ବାଟର ଜଗନ୍ନାଥପୁର ପଞ୍ଚାୟତ ର ରାସ୍ତା ସାର୍ ଆପଣଙ୍କ ପାଖରେ ଏତିକି ଅନୁରୋଧ ଏହି ରାସ୍ତା ର ମରାମତି ହେଲେ ଆମେ ଉପକୃତ ହେବୁ @PRDeptOdisha @sird_pr_odisha @MohanMOdisha @PravatiPOdisha @NityanandaBJP @KVSinghDeo1 @dm_puri @NimaparaTahasil

OR





















