Subhashree Nayak

56 posts

Subhashree Nayak banner
Subhashree Nayak

Subhashree Nayak

@Subhash58465818

Journalist

Bhubaneswar Katılım Eylül 2022
64 Takip Edilen43 Takipçiler
Subhashree Nayak retweetledi
CMO Odisha
CMO Odisha@CMO_Odisha·
ଭାରତୀୟ 'ବ୍ଲୁ ଇକୋନୋମିର' ଏକ ପ୍ରମୁଖ ସ୍ଥଳ ହେବ ଓଡ଼ିଶା । ମେରାଇନ ବାୟୋ ଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାର ଜୈବ ବିବିଧତା ଆଣିଛି ବିପୁଳ ସମ୍ଭାବନା । ଏହାକୁ ଆହୁରି ବ୍ୟାପକ କରିବା ଲକ୍ଷ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଏକ ସମୟୋପଯୋଗୀ ଏବଂ ଭବିଷ୍ୟମୁଖୀ ପଦକ୍ଷେପ ହେଉଛି 'ଓଡ଼ିଶା ମେରାଇନ ବାୟୋ ଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ କରିଡର- ଓମ୍ବ୍ରିକ୍' । ଓଡ଼ିଶାରେ ‘ମେରାଇନ ବାୟୋଟେକ୍ନୋଲୋଜି’ କ୍ଷେତ୍ରକୁ ସମୃଦ୍ଧ କରି ଶିଳ୍ପ ଏବଂ ନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha 'ଓମ୍ବ୍ରିକ୍' ର ଲୋକାର୍ପଣ କରିଛନ୍ତି । @ScAndTechOdisha
OR
9
16
70
4.7K
Subhashree Nayak retweetledi
IFI Foundation
IFI Foundation@IFIFoundation·
On the occasion of International Women’s Day, IFI Foundation, in association with Swasthya Plus Network and OdishaLIVE, presents "Women’s Health" - a public health awareness campaign from March 6 to March 10, 2025. This initiative focuses on important health topics like adolescent health, nutrition, bone health, pregnancy care, and mental well-being. It aims to spread awareness and help women make healthier choices for a better future. #AccelerateAction #IWD2025 @womensday @WHO @UNICEF @UNICEFIndia @MoHFW_INDIA @HFWOdisha @NHMOdisha @WCDOdisha @MinistryWCD @SwasthyaPlusO @SwasthyaP @OdishaLIVE
IFI Foundation tweet media
English
0
6
7
155
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
As a sanctuary of hope and compassion, the Bagchi Karunashraya Palliative Care Centre supports those who are facing life-limiting illnesses due to cancer. Nestled within a serene 20-acre campus at Info Valley in Bhubaneswar, this facility is designed not just to treat, but to nurture the human spirit. With 110 patient beds, including 6 dedicated pediatric beds, it provides a warm and welcoming environment for patients and their families. What sets Karunashraya apart is its holistic approach to care, offering a blend of medical, emotional, spiritual, and social support; all free of charge. @PMOIndia @CMO_Odisha @MoHFW_INDIA @HFWOdisha @Karunashraya @shankaracancer @Helpageindia @UNICEF @UNICEFIndia @skilledinodisha @Susmita4Odisha #Cancer #palliativecare #health
English
2
12
35
3K
Subhashree Nayak
Subhashree Nayak@Subhash58465818·
youtu.be/xie1Y9QyCsA ଓଡ଼ିଆ ସଙ୍ଗୀତ ଜଗତରେ ଏବେ ଟ୍ରେଣ୍ଡରେ ଥିବା ଗାୟକ ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ବେଶ୍ ମାଇଲେଜ୍ ଦେଇଥିଲା।
YouTube video
YouTube
OR
0
0
1
24
Subhashree Nayak retweetledi
I & PR Department, Odisha
I & PR Department, Odisha@IPR_Odisha·
From the unique sculptures of #Konark Temple to advanced Bullet Train, from intricate craftmanship to modern farm produces, Odisha showcases its ancient knowledge with India's future technological prospects under '#ViksitBharat @2047' at the 43rd India International Trade Fair 2024 Visit Odisha Mandap at IITF Hall No-2 | Pragati Maidan, New Delhi, 14-27 November, 2024 #IITF2024 #Odisha
English
1
21
83
7.8K
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
ଓଡ଼ିଆ ଯାତ୍ରା ଜଗତର ଜଣେ ବିବାଦୀୟ ଅଭିନେତ୍ରୀ ରାଣୀ ପଣ୍ଡା। ୨୦୧୯ ମସିହାରେ ଖଣ୍ଡଗିରି ଯାତ୍ରାରୁ ଚର୍ଚ୍ଚାକୁ ଆସିଥିଲେ ରାଣୀ। ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାରରେ ଦେଖନ୍ତୁ ରାଣୀ ପଣ୍ଡାଙ୍କ ଜୀବନ ଓ ସଂଘର୍ଷର କାହାଣୀ। #RaniPanda #JatraActressRaniPanda #Odisha odisha.live/2024/11/06/jou…
OR
0
1
2
42
Subhashree Nayak retweetledi
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
ମତେ ଯିଏ ବାହା ହେବ ସେ ନାଚକୁ ସାଙ୍ଗରେ ନେବ କହିଥିଲି | Dr Aruna Mohanty ‘‘ସେତେବେଳେ ମୋର ବାହାଘର ପାଇଁ ଅନେକ ପ୍ରସ୍ତାବ ଆସୁଥାଏ। କିନ୍ତୁ ଓଡ଼ିଶୀ ନାଚୁ ଥିବାରୁ ବାହାଘର ଭାଙ୍ଗିଯାଉଥିଲା। କାରଣ ସେମାନେ ଓଡ଼ିଶୀକୁ ଗ୍ରହଣ କରିପାରୁନଥିଲେ। ତେଣୁ ମୁଁ କହୁଥିଲି ଯେ, ଯିଏ ମତେ ବାହା ହେବ ସେ ମୋ ଓଡ଼ିଶୀ ନାଚକୁ ମଧ୍ୟ ସାଙ୍ଗରେ ନେବ। ତାହେଲେ ଯାଇ ମୁଁ ହେବି।’’, ଜୀବନର ଏମିତି ଏକ ସ୍ମୃତି ବାଣ୍ଟିଛନ୍ତି ଡକ୍ଟର ଅରୁଣା ମହାନ୍ତି। To Watch Full Interview: youtube.com/watch?v=ef1RSE… #Odisha #OdiaCulture #Odissi
YouTube video
YouTube
OR
0
3
7
343
Subhashree Nayak retweetledi
Nilambar Rath
Nilambar Rath@nilambarrath·
As the whole world prepares to shift manufacturing and industry into the zone of Bio-economy, the Govt of India's #BioE3 Policy gives a major push to ecofriendly industries while creating employment and contributing to the growth in economy. It is an opportune time for startups and entrepreneurs in the #Biotechnology sector to innovate in diverse areas and come forward with unique products and solutions. Odisha, with its vast Biotech potential owing to a treasure trove of natural resources, has a great opportunity to lead this revolution from the front. @GlobalBioIndia @BIRAC_2012 @ScAndTechOdisha
OdishaLIVE@OdishaLIVE

ଗ୍ଲୋବାଲ ବାୟୋ ଇଣ୍ଡିଆରେ ଚମକିଲା ଓଡ଼ିଶା | Odisha at Global Bio-India 2024 ଘଞ୍ଚ ଜଙ୍ଗଲ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଭଳି ପ୍ରାକୃତିକ ସମ୍ପଦ ଓଡ଼ିଶାକୁ କରିଛି ଅନନ୍ୟ। ଏହି ଜୈବ ବିବଧତା ସହିତ ନୂତନ ବୈଷୟିକ ଜ୍ଞାନକୌଶଳ ମିଶି ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଓଡ଼ିଶାରେ ଆଜି ବିପୁଳ ସମ୍ଭାବନା ସୃଷ୍ଟି ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ‘ଗ୍ଲୋବାଲ ବାୟୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ସାମିଲ ହୋଇ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଥିବା ଏହି ଅପାର ସମ୍ଭାବନାକୁ ପ୍ରଦର୍ଶନ କରିଛି ଓଡ଼ିଶା। Unique biodiversity, vast marine resources, industry friendly ecosystem, dynamic biotechnology policy complimented with innovative startups have made Odisha a future destination for Indian bioeconomy. The Odisha Pavilion at Global Bio-India, highlighted Odisha Biotechnology prospects. The biotech startups, from the state featured at the pavilion, showcased their cutting-edge technologies & solutions. #bioscience #bioeconomy #biotechnology

English
0
1
1
106
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
ରସଗୋଲା ପରି ମିଠା ଅଛି କି ଜଗତେ… | Rasagola Song | Rasagolla - King of India Sweets #Odisha #RasagolaDibasa #RasagolaSong
Tiếng Việt
1
3
6
213
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତି ମାନବଲୀଳା କରୁଛନ୍ତି। ତେଣୁ ଏଠାରେ ମଧ୍ୟ ପୁରୁଣା ଶରୀର ତ୍ୟାଗ କରି ନୂତନ କଳେବର ଧରିଥାନ୍ତି ଠାକୁର। ନୂତନ ଦାରୁରେ ଶ୍ରୀବିଗ୍ରହଙ୍କ ବ୍ରହ୍ମ ପ୍ରବେଶ କରି ଦାରୁବ୍ରହ୍ମ ରୂପରେ ଠାକୁର ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି। #Odisha #RathYatra2024 #RathaJatra
OR
1
2
2
82
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ମାନବୀୟ ଠାକୁର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗଡୁ ଜଳରେ ଗାଧୋଇ ଜ୍ୱରରେ ପଡ଼ିବା ତାଙ୍କର ସେଇଭଳି ଏକ ମାନବୀୟ ଲୀଳା। ତେଣୁ ଅଣସର ପିଣ୍ଡିରେ ଚାଲେ ଠାକୁରମାନଙ୍କ ଗୁପ୍ତସେବା। ଏହି ଅଣସର ନୀତି ସମ୍ପନ୍ନ କରନ୍ତି ଶବର ରାଜା ବିଶ୍ୱାବସୁଙ୍କ ବଂଶଧର ଦଇତାପତି ସେବାୟତ।
OR
0
4
8
279
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
ଓଡ଼ିଶାଲାଇଭ ସ୍ୱତନ୍ତ୍ର ସାକ୍ଷାତକାରରେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତା | Barnali Hota - Singer #Odisha #BarnaliHota #Singer
OR
0
3
11
212
Subhashree Nayak retweetledi
Subhashree Nayak retweetledi
OdishaLIVE
OdishaLIVE@OdishaLIVE·
ପ୍ରଥମକରି ୠତୁସ୍ରାବ ବା ପିରିୟଡ୍‌ ହେବାକୁ ଇଂଲିସ୍‌ରେ ‘ମେନାର୍କି’ କୁହାଯାଏ। ମେନାର୍କି ସାଧାରଣତଃ ୧୦ରୁ ୧୬ ବର୍ଷ ବୟସ ମଧ୍ୟରେ ହୋଇଥାଏ। କେତେକ ଝିଅଙ୍କଠାରେ ଏହା ଶୀଘ୍ର କିମ୍ବା ଡେରିରେ ହୋଇପାରେ। ଆସନ୍ତୁ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସ୍ମୃତି ଶ୍ରୀ ସାହୁଙ୍କଠାରୁ ମେନାର୍କି ବିଷୟରେ ସବିଶେଷ ଜାଣିବା।
OR
1
3
3
129
Subhashree Nayak retweetledi
saroj Kumar Mohapatra
saroj Kumar Mohapatra@sarojmohapata·
ନିଦରେ ଶୋଇଛି ପୋଲିସ। ରାଜପଥରେ ମାତିଛନ୍ତି ଲୁଟେରା। ପୁରୀ ଯିବାକୁ ଡର ଲାଗୁଛି। @CMO_Odisha @SPPuri1 @DGPOdisha
Nilambar Rath@nilambarrath

@SPPuri1 and @DGPOdisha 2 cases with similar style of the roadside roberry gangs reported in the same area in 2 consecutive days. How many cases go unreported no one knows! Police has no clues, yet! Can we expect a swift action from the local police? @CMO_Odisha @SecyChief

OR
1
1
6
61
Subhashree Nayak retweetledi
Nilambar Rath
Nilambar Rath@nilambarrath·
Amazing to see the response on our video, titled #LetsTalkPeriods, a discussion show in Odia language, which was produced during #MHDay2023. This video posted to @OdishaLIVE #YouTube channel (Link: youtu.be/RFgUvPl2_AY) has reached the following numbers which looks encouraging! 👉🏻Views: 180.4K 👉🏻Watch Hours: 16.0K 👉🏻Impressions: 5.5M 👉🏻Average View Duration: 5.18 minutes 👉🏻Audiences: Female - 45.9%, Male - 54.1% 👉🏻Audience Age Groups: 18-24 Yrs - 26.4% | 25-34 Ys - 33.0% | 35-44 Yrs - 18.9% | 45-64 Yrs - 11.4% | 55-64 Yrs - 5.3%. (Source: YouTube Analytics) This was just an example on the outreach and audience engagement under the prog. The longform video was a comprehensive and open discussion show on the subject which had a doctor, young boys and girls, media professionals and social activists (working in the sector) on the studio floor. The video was published across web and social channels (say YouTube, Facebook, Instagram etc.) of both OdishaLIVE and Swasthya Plus Odia platforms. Over 15 short videos were created during the campaign which includes the 'first menstruation' story of many renowned personalities from various fields. It was a great show during the campaign on Menstrual Hygiene Day 2023 jointly hosted by @IFIFoundation @SwasthyaP and @OdishaLIVE The Team is now preparing the strategy and the outline for the content and the campaign for #MHDay2024. #PeriodFriendlyWorld @UNICEFIndia @UN @UNFPAIndia @WASHUnited @MHDay28May @SwasthyaPlusO @HFWOdisha @MoHFW_INDIA
YouTube video
YouTube
English
1
7
12
489
Subhashree Nayak retweetledi
କୃଷି ବିଭାଗ, ଓଡ଼ିଶା
ଓଡ଼ିଶାରେ ବିଭିନ୍ନ କିସମର ବିହନ ଓ ପୋଷଣରେ ପରିପୂର୍ଣ୍ଣ ଖାଦ୍ୟଶସ୍ଯ ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ସମୟରେ ଅନେକ ଖାଦ୍ୟଶସ୍ୟ, ପନିପରିବା ଓ ବିହନ ଲୋପ ପାଇ ଯାଇଛି। 'କୃଷି ଓଡ଼ିଶା-୨୦୨୪'ରେ ଏହି ଖାଦ୍ୟଶସ୍ଯ ବିଷୟରେ ଲୋକମାନଙ୍କୁ ଜଣାଇବା ସହିତ ଏହାର କିପରି ପୁନଃପ୍ରଚଳନ ହୋଇ ପାରିବ ସେନେଇ ଏକ ବିଶେଷ ପଦକ୍ଷେପ ନିଆଯାଇଥିଲା।
OR
1
3
36
1.8K