Sukanta Kumar Kar
60 posts

Sukanta Kumar Kar retweetledi

📢 ମାନ୍ୟବର ❤️ ପ୍ରିୟ @CMO_Odisha @MohanModisha @NityanandaBJP @SMEOdisha🙏
ଆମେ ନମ୍ରତାର ସହିତ ଆପଣଙ୍କୁ ବିନମ୍ର ଅନୁରୋଧ କରୁଅଛୁ ଯେ,ଦମ୍ପତ୍ତି ଶିକ୍ଷକଙ୍କ ବଦଳି ଅର୍ଡର ଶୀଘ୍ର ଚୂଡାନ୍ତ କରି ବାହାର କରିବା ପାଇଁ ଆଦେଶ ଜାରି କରନ୍ତୁ 👩❤️👨, ଯାହା ଟର୍ମିନାଲ ଇଲନେସ 🏥 ଏବଂ ମିଉଚୁଆଲ ଟ୍ରାନ୍ସଫର୍ 🤝 ସହିତ ହୋଇଛି।
ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ବଦଳି ନିୟମାବଳୀ ସମାନ 📜, ତଥାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଟର୍ମିନାଲ ଏବଂ ମିଉଚୁଆଲ ଟ୍ରାନ୍ସଫର୍ କୁ ଅନୁମୋଦନ କରିଛନ୍ତି, ଯାହା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳିକୁ ସମ୍ପୂର୍ଣ୍ଣ ଅବହେଳା କରିବା ଜଣା ପଡୁଅଛି ।
ଆମେ ନିଜ ନିଜ ଜିଲ୍ଲା ବଦଳିକୁ ନେଇ ବହୁବର୍ଷ ହେଲା ଅପେକ୍ଷା କରି ରହି ଅଛୁ | ⏳, ଏବଂ ଏହି ବିଳମ୍ବ ଆମକୁ ଗଭୀର ଭାବରେ ମାନସିକ ଭାବେ ଆଘାତ ପ୍ରଦାନ କରିବା ସହ ଭାବନାତ୍ମକ ଭାବେ ବ୍ୟାକୁଳ କରୁଅଛି 😔।
ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଅର୍ଡର ବାହାର କରିବା ଉପରେ ଆଦେଶ ଜାରି ନ କରିବାରେ ମୁଖ୍ୟ ସମସ୍ୟା କଣ ❓
ସମସ୍ତ ବଦଳି ଆଶାୟୀ ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସଦ୍ୟ ହୋଇ ଏହି ସମସ୍ୟାର ସମାଧାନ କରନ୍ତୁ 🙏 ଦୟାକରି ଅଗଷ୍ଟ ମାସରେ ହିଁ ଦମ୍ପତ୍ତି ଶିକ୍ଷକଙ୍କ ଜିଲ୍ଲା ବଦଳିକୁ ଚୂଡ଼ାନ୍ତ କରି ବଦଳି ଅର୍ଡର ବାହାର କରିବାକୁ ଆକୁଳ ନିବେଦନ | 🙏।
@PMOIndia
@GovernorOdisha
@dpradhanbjp
@MohanMOdisha
@SMEOdisha
@OSEPA_Official
@SecyChief
@IPR_Odisha
@gapg_dept
@Naveen_Odisha
@KVSinghDeo1
@suryabanshibjp
@PrithivirajBJP
@basantpandabjp
@sureshkpujari
@sureshpujariofc
@SRC_Odisha
@OTVNews
@kanak_news
@NEWS7Odia
#OdishaAssembly #BudgetSession2024 #OdishaTeachers 🏫 #TeacherTransfers 📝 #SpouseGroundTransfers 👩❤️👨 #OdishaGovt 🏛️ #MentalHealthMatters 📢 #JusticeForSpouseTransfers 🙏 💚 #interdistrictspousetransfer
youtu.be/DiPirLfAajw?si…

YouTube
OR

@NityanandaBJP ଶିକ୍ଷକ ମାନଙ୍କ mutual, terminal illness ଏବଂ spouse ground transfer ପାଇଁ ଗୋଟିଏ notification ହୋଇଥିବା ବେଳେ ପ୍ରଥମ ଦୁଇ ପ୍ରକାର ଟ୍ରାନ୍ସଫର ଚାଲୁଥିବା ବେଳେ spouse ground ରେ transfer ଏବେ ଯାଏ start ହୋଇନାହିଁ।ଦୟାକରି spouse ground transfer ଶୀଘ୍ର କରିବାକୁ ନିର୍ଦ୍ଦେଶ ପ୍ରଦାନ କରନ୍ତୁ।
Sukanta Kumar Kar retweetledi
Sukanta Kumar Kar retweetledi

ଦମ୍ପତି ବଦଳି ପାଇଁ ଆବେଦନ କରିଥିବା ଜଣେ ହତଭାଗ୍ୟ ପିତାଙ୍କ ଦୁଖୀ ପୁଅର ଆକୁଳ ନିବେଦନ|
ହେ ଜନପ୍ରିୟ ଓଡିଶା ସରକାର
ଦମ୍ପତି ପରିବାର ର ଦୁଃଖ କର ଦୂର
ଅନେକ ଦୁଖୀ ପରିବାର ଏବେ ଆପଣଙ୍କ ଭରସାରେ
#WeWantSouseTransfer
@dpradhanbjp
@kanak_news
@MohanMOdisha
@NityanandaBJP
@SamalManmohan7
@suryabanshibjp
OR
Sukanta Kumar Kar retweetledi
Sukanta Kumar Kar retweetledi
Sukanta Kumar Kar retweetledi
Sukanta Kumar Kar retweetledi

📢 ମାନ୍ୟବର ❤️ ପ୍ରିୟ @CMO_Odisha @MohanModisha @NityanandaBJP @SMEOdisha🙏
ଆମେ ନମ୍ରତାର ସହିତ ଆପଣଙ୍କୁ ବିନମ୍ର ଅନୁରୋଧ କରୁଅଛୁ ଯେ,ଦମ୍ପତ୍ତି ଶିକ୍ଷକଙ୍କ ବଦଳି ଅର୍ଡର ଶୀଘ୍ର ଚୂଡାନ୍ତ କରି ବାହାର କରିବା ପାଇଁ ଆଦେଶ ଜାରି କରନ୍ତୁ 👩❤️👨, ଯାହା ଟର୍ମିନାଲ ଇଲନେସ 🏥 ଏବଂ ମିଉଚୁଆଲ ଟ୍ରାନ୍ସଫର୍ 🤝 ସହିତ ହୋଇଛି।
ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ବଦଳି ନିୟମାବଳୀ ସମାନ 📜, ତଥାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଟର୍ମିନାଲ ଏବଂ ମିଉଚୁଆଲ ଟ୍ରାନ୍ସଫର୍ କୁ ଅନୁମୋଦନ କରିଛନ୍ତି, ଯାହା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳିକୁ ସମ୍ପୂର୍ଣ୍ଣ ଅବହେଳା କରିବା ଜଣା ପଡୁଅଛି ।
ଆମେ ନିଜ ନିଜ ଜିଲ୍ଲା ବଦଳିକୁ ନେଇ ବହୁବର୍ଷ ହେଲା ଅପେକ୍ଷା କରି ରହି ଅଛୁ | ⏳, ଏବଂ ଏହି ବିଳମ୍ବ ଆମକୁ ଗଭୀର ଭାବରେ ମାନସିକ ଭାବେ ଆଘାତ ପ୍ରଦାନ କରିବା ସହ ଭାବନାତ୍ମକ ଭାବେ ବ୍ୟାକୁଳ କରୁଅଛି 😔।
ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଅର୍ଡର ବାହାର କରିବା ଉପରେ ଆଦେଶ ଜାରି ନ କରିବାରେ ମୁଖ୍ୟ ସମସ୍ୟା କଣ ❓
ଦୟାକରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସକାରାତ୍ମକ ମନରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ରଖି ସମସ୍ତ ବଦଳି ଆଶାୟୀ ଦମ୍ପତ୍ତି ଶିକ୍ଷକଙ୍କ ହିତ ଦୃଷ୍ଟିରୁ ଏହି ବିଷୟଟିକୁ ତୁରନ୍ତ ସମାଧାନ କରି ଟର୍ମିନାଲ, ମିଉଚୁଆଲ ବଦଳି ସହ ଏକ ସାଙ୍ଗରେ ଦମ୍ପତ୍ତି ଶିକ୍ଷକଙ୍କ ବଦଳି ଅର୍ଡର ବାହାର କରିବାକୁ ଆକୁଳ ନିବେଦନ | 🙏।
@rashtrapatibhvn
@PMOIndia
@GovernorOdisha
@dpradhanbjp
@MohanMOdisha
@SMEOdisha
@OSEPA_Official
@SecyChief
@IPR_Odisha
@gapg_dept
@KVSinghDeo1
@suryabanshibjp
@PrithivirajBJP
@basantpandabjp
@sureshkpujari
@sureshpujariofc
@SRC_Odisha
@OTVNews
@kanak_news
@NEWS7Odia
#OdishaAssembly #BudgetSession2024 #OdishaTeachers 🏫 #TeacherTransfers 📝 #SpouseGroundTransfers 👩❤️👨 #OdishaGovt 🏛️ #MentalHealthMatters 📢 #JusticeForSpouseTransfers 🙏 💚 #interdistrictspousetransfer

OR
Sukanta Kumar Kar retweetledi
Sukanta Kumar Kar retweetledi

📢 ମାନ୍ୟବର ❤️ ପ୍ରିୟ @CMO_Odisha @MohanModisha @NityanandaBJP @SMEOdisha🙏
ଆମେ ନମ୍ରତାର ସହିତ ଆପଣଙ୍କୁ ବିନମ୍ର ଅନୁରୋଧ କରୁଅଛୁ ଯେ,ଦମ୍ପତ୍ତି ଶିକ୍ଷକଙ୍କ ବଦଳି ଅର୍ଡର ଶୀଘ୍ର ଚୂଡାନ୍ତ କରି ବାହାର କରିବା ପାଇଁ ଆଦେଶ ଜାରି କରନ୍ତୁ 👩❤️👨, ଯାହା ଟର୍ମିନାଲ ଇଲନେସ 🏥 ଏବଂ ମିଉଚୁଆଲ ଟ୍ରାନ୍ସଫର୍ 🤝 ସହିତ ହୋଇଛି।
ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ବଦଳି ନିୟମାବଳୀ ସମାନ 📜, ତଥାପି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଟର୍ମିନାଲ ଏବଂ ମିଉଚୁଆଲ ଟ୍ରାନ୍ସଫର୍ କୁ ଅନୁମୋଦନ କରିଛନ୍ତି, ଯାହା ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳିକୁ ସମ୍ପୂର୍ଣ୍ଣ ଅବହେଳା କରିବା ଜଣା ପଡୁଅଛି ।
ଆମେ ନିଜ ନିଜ ଜିଲ୍ଲା ବଦଳିକୁ ନେଇ ବହୁବର୍ଷ ହେଲା ଅପେକ୍ଷା କରି ରହିଅଛୁ | ⏳, ଏବଂ ଏହି ବିଳମ୍ବ ଆମକୁ ଗଭୀର ଭାବରେ ମାନସିକ ଭାବେ ଆଘାତ ପ୍ରଦାନ କରିବା ସହ ଭାବନାତ୍ମକ ଭାବେ ବ୍ୟାକୁଳ କରୁଅଛି 😔।
ଦମ୍ପତ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ଅର୍ଡର ବାହାର କରିବା ଉପରେ ଆଦେଶ ଜାରି ନ କରିବାରେ ମୁଖ୍ୟ ସମସ୍ୟା କଣ ❓
ଦୟାକରି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସକାରାତ୍ମକ ମନରେ ଶିକ୍ଷାଦାନ କରିବା ଉଦ୍ଦେଶ୍ୟ ରଖି ସମସ୍ତ ବଦଳି ଆଶାୟୀ ଦମ୍ପତ୍ତି ଶିକ୍ଷକଙ୍କ ହିତ ଦୃଷ୍ଟିରୁ ଏହି ବିଷୟଟିକୁ ତୁରନ୍ତ ସମାଧାନ କରି ଟର୍ମିନାଲ, ମିଉଚୁଆଲ ବଦଳି ସହ ଏକ ସାଙ୍ଗରେ ଦମ୍ପତ୍ତି ଶିକ୍ଷକଙ୍କ ବଦଳି ଅର୍ଡର ବାହାର କରିବାକୁ ଆକୁଳ ନିବେଦନ | 🙏।
@PMOIndia
@GovernorOdisha
@dpradhanbjp
@MohanMOdisha
@SMEOdisha
@OSEPA_Official
@SecyChief
@IPR_Odisha
@PradeepJenaIAS
@gapg_dept
@Naveen_Odisha
@KVSinghDeo1
@suryabanshibjp
@PrithivirajBJP
@basantpandabjp
@sureshkpujari
@sureshpujariofc
@SRC_Odisha
@OTVNews
@kanak_news
@NEWS7Odia
#OdishaAssembly #BudgetSession2024 #OdishaTeachers 🏫 #TeacherTransfers 📝 #SpouseGroundTransfers 👩❤️👨 #OdishaGovt 🏛️ #MentalHealthMatters 💚
OR
Sukanta Kumar Kar retweetledi