
@CMO_Odisha It is canceled bcz CM is busy in west Bengal with his broken Hindi language speaking. Nischit rup se ye hearing cancel hone wala thaa
English
THE MIRROR
690 posts













































#ବିଜେପି_ହୋର୍ଡିଙ୍ଗ_ଚିରିଲା_ଆମ_ଆଦମୀ_ପାର୍ଟି ପଶ୍ଚିମ ବଙ୍ଗ ନିର୍ବାଚନକୁ ନେଇ ପୁରୀରେ ବିଜେପି ଦ୍ୱାରା ଲଗାଯାଇଥିବା ହୋର୍ଡିଙ୍ଗକୁ ଚିରି ଫିଙ୍ଗିଲେ ଆମ ଆଦମୀ ପାର୍ଟି। ପୁରୀ ସହରର ବିଭିନ୍ନ ସ୍ଥାନରେ ବଙ୍ଗାଳି ଲେଖା ଥିବା ପୋଷ୍ଟରକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ଓଡ଼ିଆ ଅସ୍ମିତାକୁ ନେଇ ଉଠିଥିଲା ବଡ଼ ପ୍ରଶ୍ନ। #Puri #WestBengalElection #BJP #AAP #PoliticalClash #HoardingVandalism #OdiaAsmita #NandighoshaTV