With You Charitable Trust

60 posts

With You Charitable Trust banner
With You Charitable Trust

With You Charitable Trust

@YouCharitable

Hope for the best

Jajpur, Odisha Katılım Şubat 2019
87 Takip Edilen11 Takipçiler
With You Charitable Trust
With You Charitable Trust@YouCharitable·
@SSEPD2 @JajpurAdmn @MoSarkar5T @MohanMOdisha @SecyChief ମହାଶୟ, ରିଷିକେଶ ସାହୁ ଙ୍କୁ 82 ବର୍ଷ ହେଲାଣି, ରାଜ୍ୟ ସରକାର ଙ୍କ ନିୟମ ଅନୁସାରେ ସେ ଦୁଇ ବର୍ଷ ତଳୁ 3500.00 ଟଙ୍କା ବାର୍ଦ୍ଧକ୍ଯ ଭତ୍ତା ପାଇବା କଥା . କିନ୍ତୁ ସେ ଏବେ ବି 1000 ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି. ତାଙ୍କ ସମସ୍ୟା ର ସମାଧାନ କରିବା ହେବେ.
With You Charitable Trust tweet mediaWith You Charitable Trust tweet media
OR
1
0
0
9
With You Charitable Trust retweetledi
Saroj Kumar Bal
Saroj Kumar Bal@SarojkuBal·
@dm_jajpur RTI ରେ ବରୀ ବ୍ଲକ ରେ ତଥ୍ୟ ପାଇଁ ଆବେଦନ କରିଥିଲି ତଥ୍ଯ ପ୍ରଦାନ କରାଗଲା ନାହିଁ. ପ୍ରଥମ ଅପିଲ କରିଛି. @BdoBari ଧ୍ୟାନ ଦେବା ପାଇଁ ବିନମ୍ର ଅନୁରୋଧ.
Saroj Kumar Bal tweet mediaSaroj Kumar Bal tweet media
OR
0
7
9
0
With You Charitable Trust retweetledi
Mihir Ray (ମିହିର ରାୟ)
@CMO_Odisha @SecyChief @MoSarkar5T @dm_jajpur @PradeepJenaIAS ବଡ଼ଚଣା ବ୍ଲକ ଅଣକା ପଞ୍ଚାୟତ ମହାଦେଇପୁର ନିକଟରେ ଡ୍ରେନେଜ ବିଭାଗ ଅଧୀନରେ ଥିବା କାଣୀନଇ ସୁଇଜଗେଟ ଓ ଇରିଗେସନ ବିଭାଗ ଅଧୀନରେ ଥିବା କଟୁରୀଘାଇ ସୁଇଜଗେଟ ର ଅବସ୍ତା. ନଦୀ ବନ୍ଧ ଠାରୁ ସେତୁ ଉଚତା 4ft କମ୍,ଉପରୁ ଜଳ ନିଷ୍କାସନ ବ୍ୟବସ୍ଥା ନାହିଁ.ଧ୍ୟାନ ଦେବା ହେବେ
Mihir Ray (ମିହିର ରାୟ) tweet mediaMihir Ray (ମିହିର ରାୟ) tweet mediaMihir Ray (ମିହିର ରାୟ) tweet media
OR
2
5
7
0
With You Charitable Trust retweetledi
Pintu sahoo🐦
Pintu sahoo🐦@PS8087·
𝐑𝐞𝐬𝐩𝐞𝐜𝐭𝐞𝐝 @CMO_Odisha 𝐒𝐢𝐫 𝐤𝐢𝐧𝐝𝐥𝐲 𝐥𝐨𝐨𝐤 𝐢𝐧𝐭𝐨 𝐭𝐡𝐢𝐬 𝐦𝐚𝐭𝐭𝐞𝐫 & 𝐝𝐨 𝐧𝐞𝐞𝐝𝐟𝐮𝐥 𝐬𝐭𝐞𝐩 𝐚𝐬 𝐞𝐚𝐫𝐥𝐲 𝐚𝐬 𝐩𝐨𝐬𝐬𝐢𝐛𝐥𝐞 𝐩𝐥𝐞𝐚𝐬𝐞. @Bhaskar__Sarma @SSEPD2 @MoSarkar5T @Ashokpandabbsr @dm_jajpur @Pranab3333 @DharmasalaS @TheSakala
Pintu sahoo🐦 tweet media
English
6
13
30
0
With You Charitable Trust
With You Charitable Trust@YouCharitable·
Mihir Ray (ମିହିର ରାୟ)@odiamihirray

@CMO_Odisha @Naveen_Odisha @SarmisthaSethi @JajpurAdmn @OdishaWater କୃପା କରି ବଡଚଣା ବ୍ଲକ ଅଣକା ପଞ୍ଚାୟତ ଅନ୍ତର୍ଗତ #Dakhinakula ଗ୍ରାମ ରେ କରୋନା ମହାମାରୀ ସମୟରେ ଉପୁଜିଥିବା ପାନୀୟଜଳ ସମସ୍ୟା ର ସମାଧାନ କରିବା ପାଇଁ ଅନୁରୋଧ @pranabpdas @Pranab3333 @IamAkashDNayak @pritiranjanG @BARI_MLA

QME
0
0
1
0
With You Charitable Trust
With You Charitable Trust@YouCharitable·
😭
Mihir Ray (ମିହିର ରାୟ)@odiamihirray

@CMO_Odisha @JajpurAdmn @SSEPD2 @MoSarakaar @MoSarakaar @nabadasjsg ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଅଚ୍ୟୁତବସନ୍ତ ଠାରେ ଥିବା ଏହି ଆୟୁର୍ବେଦିକ ମେଡିକାଲ୍ ଟି ବହୁ ଦିନ ଧରି ବନ୍ଦ ରହିଛି. ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ଲୋକ ବହୁ ଦୂରକୁ ଯାଉଛନ୍ତି. ଲକ୍ ଡାଉନ ସମୟରେ ଏହି ସରକାରୀ ଡାକ୍ତରଖାନା ଖୋଲାଯାଉ

ART
0
0
2
0
With You Charitable Trust retweetledi
Mihir Ray (ମିହିର ରାୟ)
@CMO_Odisha @JajpurAdmn @rdmodisha @OdishaWater ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ #Gadajit ଗ୍ରାମରେ ବଡ ଗେଙ୍ଗୁଟି ନଦୀ ବନ୍ଧ କଡରୁ ଗୋଚର ଜମିରୁ ହେଉଥିବା ବେଆଇନ୍ ମାଟି ଉଠା କୁ ରୋକିବା ପାଇଁ ଅନୁରୋଧ.
Mihir Ray (ମିହିର ରାୟ) tweet media
Orissa, India 🇮🇳 OR
0
1
1
0
With You Charitable Trust
With You Charitable Trust@YouCharitable·
#With_You_Charitable_Trust ତରଫରୁ ଅଣକା ଗ୍ରାମପଞ୍ଚାୟତ ରେ ତୃଣମୂଳ ସ୍ତରରେ କରୋନା ସହ ଲଢୁଥିବା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସମୟର ଦୃଶ୍ୟ, କାଯ୍ୟକ୍ରମ ରେ ସାମିଲ ହୋଇଥିଲେ #trust ସଭାପତି ସନ୍ତୋଷ କୁମାର ସାହୁ ଉପସଭାପତି କୃଷ୍ନ ଚନ୍ଦ୍ର ସାହୁ, ମିହିର ରାୟ, ବିଚିତ୍ରା ନନ୍ଦ ବେହେରା ଆଦି
With You Charitable Trust tweet mediaWith You Charitable Trust tweet media
OR
0
0
0
0
With You Charitable Trust
With You Charitable Trust@YouCharitable·
We are disturbing dry food and sanitaiser in Balichandrapur, Badachana, Jajpur
With You Charitable Trust tweet mediaWith You Charitable Trust tweet mediaWith You Charitable Trust tweet media
English
0
0
0
0