Sk BelaluddinAhmd

3.6K posts

Sk BelaluddinAhmd banner
Sk BelaluddinAhmd

Sk BelaluddinAhmd

@belaluddin79

M.A in Tourism & Hospitality

Cuttack, India Katılım Ekim 2011
23 Takip Edilen154 Takipçiler
Sk BelaluddinAhmd
Sk BelaluddinAhmd@belaluddin79·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha ସରକାରୀ ସ୍କୁଲ ଜନତା ଙ୍କ ପଇସା କିନ୍ତୁ କମ୍ପାନୀ ଶାସନ.Vocational ଶିକ୍ଷା ନାଁ ରେ outsourcing ଏଜେନସି ପୋଷା ହେଉଛି ନା ବହି ନା ଦରମା. ପ୍ରତିବାଦ କଲେ ଛଟେଇ ଅଫିସର ଙ୍କ କମ୍ପାନୀ ପ୍ରୀତି ଓ ଓଡ଼ିଆ ମାରଣ ନୀତି. ସରକାର ନିଦା ବିଷ୍ଣୁ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
OR
1
15
7
238
EducationOdisha
EducationOdisha@SMEOdisha·
Dr. N. Thirumala Naik, Commissioner-cum-Secretary, visited the Directorate of Higher Secondary Education (DHSE) and reviewed recruitment, infrastructure requirements of Higher Secondary Schools in the State, and the functioning of Vocational Higher Secondary Schools.
EducationOdisha tweet mediaEducationOdisha tweet media
English
55
41
109
3.5K
Sk BelaluddinAhmd
Sk BelaluddinAhmd@belaluddin79·
@OdishaVts @CMO_Odisha @MohanMOdisha @NityanandaBJP @SecyChief @SMEOdisha @OSEPA_Official @AnanyaDasIAS @anupamias @ThirumalaNaik4 ଓଡିଶା ସରକାର ଙ୍କ ଝୀଂଟିକା ମାରି ବଣି ପୋଷିବା ନିତି ଓ OSEPA ର ବାହାର କମ୍ପାନୀ ପ୍ରୀତି. କଣ ଏହା ଓଡିଆ ଅସ୍ମିତା ? ହଜାର ହଜାର ଶିକ୍ଷିତ ଓଡ଼ିଆ ଙ୍କୁ ଦାଦନ କରିବାକୁ outsourcing ସଂସ୍ଥା ହାତକୁ ଟେକି ଦେଇ ସରକାର ଚୁପ ଆଉ କମ୍ପାନୀ ଠୁଁ ବଟି ନେଇ ଅଫିସର ଖୁସ #SaveVocationalEducation #SaveOdishaVTs #RemoveVTPs
OR
0
1
1
32
Sk BelaluddinAhmd retweetledi
Odisha Vocational Trainers' Association
@CMO_Odisha @MohanMOdisha @NityanandaBJP @SecyChief @SMEOdisha @OSEPA_Official @AnanyaDasIAS @anupamias @ThirumalaNaik4 ରାଜସ୍ଥାନରେ ଏଜେନ୍ସି ଫି 5%, ଜାମ୍ମୁ କାଶ୍ମୀରରେ 10%, ହରିୟାଣାରେ ଏଜେନ୍ସି ବ୍ୟବସ୍ଥା ନାହିଁ। ତେବେ ଓଡ଼ିଶାରେ କାହିଁକି ସର୍ବାଧିକ 15% ଏଜେନ୍ସି ଫି?
OR
2
18
7
209
Sk BelaluddinAhmd
Sk BelaluddinAhmd@belaluddin79·
@OdishaVts @CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ଦୁଇ ଜଣ ଓଡ଼ିଆ IAS ଅଫିସର (ଜଣେ ଦିଲ୍ଲୀ ର ଜଣେ ଭୁବନେଶ୍ୱରର)କମ୍ପାନୀ ର ଏଜେଣ୍ଟ ସାଜି ଶିକ୍ଷା ଦଲାଲି କରୁଛନ୍ତି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ହଜାର ହଜାର ପ୍ରଶିକ୍ଷକ ଙ୍କୁ ହତାଦର କରି outsourcing ଏଜେନସି ଙ୍କ ପାଇଁ OSEPA ରେ pressure କରୁଛନ୍ତି ଆଉ OSEPA ର ଲାଞ୍ଚୁଆ ଅଫିସର ଅନ୍ଧ ହେଇ ଯାଇଛନ୍ତି #SaveVocationalEducation
OR
0
2
2
58
Sk BelaluddinAhmd retweetledi
Odisha Vocational Trainers' Association
@CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ସୀମା ଟପିଲା ଆସେନସିଭ୍ ଏଜୁକେୟାରର ଦାଦାଗିରି! ଓସେପା ଅଫିସ ଭିତରେ ସୌମ୍ୟରଞ୍ଜନ ସାହୁ ବାଉଁସର ଲଗାଇ ଓଡ଼ିଶା ଭୋକେସନାଲ ଟ୍ରେନର୍ସ ଆସୋସିଏସନ ସଭାପତିଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ।
OR
39
148
71
685
Sk BelaluddinAhmd retweetledi
AJAYA KUMAR GOCHHI
AJAYA KUMAR GOCHHI@GochhiAjaya·
@OdishaVts @CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ଶିକ୍ଷା ବିଭାଗ ରେ Tender Fixing EOI No-814 /VE /25 OSEPA ର ଅସାଧୁ ଅଫିସର ଓ outsourcing କମ୍ପାନୀ କୁଚକ୍ରୀ ଗୋଷ୍ଠୀ କବଳ ରେ Vocational ଶିକ୍ଷା ମାତ୍ର କିଛି ଟଙ୍କା ବିନିମୟ ରେ ହଜାର ହଜାର VT କମ୍ପାନୀ ର ଦାଦନ #SaveVocationalEducation #SaveOdishaVTs #RemoveVTPs #JobPolicy4VTs
OR
0
10
6
174
Sk BelaluddinAhmd retweetledi
deepak jena
deepak jena@Nature1987Dkj·
@VTWA_Odisha @MohanMOdisha @NityanandaBJP @suryabanshibjp Assencive Edu care ବିଗତ ଦିନରେ Manipal ରେ blacklisted ହେବା ସତ୍ୱେ କାହାର ଛତ୍ର ଛାୟା ତଳେ ରହି ପ୍ରୋଜେକଟ କୁ monitoring କରୁଛି. Osepa officials ତାକୁ କୋଠ ପୁଅ କରି କୋଳରେ ବସାଇଛନ୍ତି. ତଦନ୍ତ ହୋଉ ଭୋକେସନାଲ recruitment tender fixing ରେ ବହୁତ ବଡ ବଡ଼ିଆ ପାଣି ତଳେ ଲୁଚିକି ରହିଛନ୍ତି, ସବୁ ଗୋଟେ ଗୋଟେ ବାହାରିବେ.
OR
0
22
18
235
Sk BelaluddinAhmd retweetledi
Odisha Vocational Trainers' Association
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @sports_odisha @CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ସୀମା ଟପିଲା ଆସେନସିଭ୍ ଏଜୁକେୟାରର ଦାଦାଗିରି! ଓସେପା କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଦେଖିବା ବାକି ରହିଲା।
OR
9
47
26
244
Sk BelaluddinAhmd
Sk BelaluddinAhmd@belaluddin79·
@OdishaVts @CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS କାହା ବଳ ରେ ବଳୀୟାନ outsourcing ଏଜେନସି ମାନେ? କିଛି ଲାଞ୍ଚୁଆ ଅଫିସର ଙ୍କୁ ହାତ କରି ଶିକ୍ଷା ପରି ପବିତ୍ର ପେସା ରେ Tender Fixing #SaveVocationalEducation #SaveOdishaVTs #RemoveVTPs #JobPolicy4VTs #ReinstateVTs
OR
0
18
11
256
Sk BelaluddinAhmd
Sk BelaluddinAhmd@belaluddin79·
@VTWA_Odisha @MohanMOdisha @NityanandaBJP @suryabanshibjp ଶିକ୍ଷା ବିଭାଗ ରେ Tender Fixing EOI No-814 /VE /25 OSEPA ର ଅସାଧୁ ଅଫିସର ଓ outsourcing କମ୍ପାନୀ କୁଚକ୍ରୀ ଗୋଷ୍ଠୀ କବଳ ରେ Vocational ଶିକ୍ଷା ମାତ୍ର କିଛି ଟଙ୍କା ବିନିମୟ ରେ ହଜାର ହଜାର VT କମ୍ପାନୀ ର ଦାଦନ #SaveVocationalEducation #SaveOdishaVTs #RemoveVTPs #JobPolicy4VTs
OR
0
6
8
107
Sk BelaluddinAhmd
Sk BelaluddinAhmd@belaluddin79·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @OSEPA_Official Outsourcing agency ଙ୍କ ଏଜେଣ୍ଟ ହୋଇଛି OSEPA କମ୍ପାନୀ ଦରମା ଦେଉନି, EPF, ESIC ଇତ୍ୟାଦି ଦେଉନି, ହଇରାଣ କରୁଛି, avijog କଲେ OSEPA ଶୁଣୁନି କିନ୍ତୁ ଯଦି ଆନ୍ଦୋଳନ ହେଲେ ଛଟେଇ କରୁଛି #SaveVocationalEducation #SaveOdishaVTs #JobPolicy4VTs #ReinstateVTs
Sk BelaluddinAhmd tweet mediaSk BelaluddinAhmd tweet media
OR
1
1
3
117
Sk BelaluddinAhmd retweetledi
EducationOdisha
EducationOdisha@SMEOdisha·
Chairman, Co-Chairman, and Members of the High-Level Experts Committee deliberated on various issues and demands raised by the Odisha Secondary T.G. Teachers Association, All Odisha Block Level RTE-SSA Association, Odisha P.H. Inclusive Education Volunteers Welfare Association, and Vocational Teachers Welfare Association on 24.03.2026 at Toshali Bhawan.
EducationOdisha tweet mediaEducationOdisha tweet mediaEducationOdisha tweet media
English
126
197
194
4.3K
Sk BelaluddinAhmd
Sk BelaluddinAhmd@belaluddin79·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @OSEPA_Official BJD ସରକାର ରେ ଅଫିସର ରାଜ ଚାଲିଥିଲା ଆଉ ଏବେ ? ସେଇ ଅଫିସର ମାନେ ସେଇ ପୋଷ୍ଟ ରେ ଅଛନ୍ତି ଆଉ ସେମିତି ଶାସନ ଚାଲିଛି ଗଣ ଶିକ୍ଷା ବିଭାଗ ରେ କେବଳ ସେକ୍ରେଟାରୀ ଓ ଡିରେକଟର ବଦଳି ହୋଇଛନ୍ତି କିନ୍ତୁ ତାଙ୍କ ତଳିଆ କର୍ମଚାରି ସେମିତି ସେଇ ଜାଗାରେ ଆଉ ଦୁର୍ନୀତି ବି ତା ଜାଗାରେ EOI No-814 /VE ରେ Tender Fixing
OR
0
1
2
55
Sk BelaluddinAhmd
Sk BelaluddinAhmd@belaluddin79·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @OSEPA_Official Thank you High Level Committee Team for your Hospitality & humanity behavior The Corrupt official of OSEPA & VTPs didn't think Vocational Trainers were human or employee Vocational education is in the hand of business tycoon ମାଙ୍କଡ଼ ହାତରେ ଶାଳ ଗ୍ରାମ ନାଚି ନଚେଇ ନିଏ ପ୍ରାଣ
English
0
7
7
292
Sk BelaluddinAhmd
Sk BelaluddinAhmd@belaluddin79·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @OSEPA_Official କାଗଜ କଲମ ରେ Vocational ଶିକ୍ଷା ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀ ଓ ହଜାର ହଜାର ପ୍ରଶିକ୍ଷକ ଙ୍କ ଭାଗ୍ୟ ଭବିଷ୍ୟତ କମ୍ପାନୀ ହାତରେ ଟେକି ଦେଲେ ସରକାର ସରକାର ଙ୍କ ଅପାରଗତା ପାଇଁ କମ୍ପାନୀ ମାଲେମାଲ ଅଫିସର ଲାଲେଲାଲ ଶିକ୍ଷା ବ୍ୟବସ୍ଥା ବେହାଲ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
OR
0
6
6
152
Sk BelaluddinAhmd
Sk BelaluddinAhmd@belaluddin79·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha @OSEPA_Official ସରକାରୀ ଧନ ରେ କମ୍ପାନୀ ଶାସନ OSEPA ସାଜିଛି ବେପାର ମାଧ୍ୟମ ଦୀର୍ଘ ଦଶ ବର୍ଷ ହେଲା ଉଚ୍ଚ ଶିକ୍ଷିତ ଯୁବ ଗୋଷ୍ଠୀ ଙ୍କ ଭାଗ୍ୟ ଶିକ୍ଷା ବେପାରୀ ଙ୍କ ହାତରେ ନା ସମୟ ରେ ଦରମା ନା ଅନ୍ୟାନ୍ୟ ସୁବିଧା ସୁଯୋଗ. ବିରୋଧ କଲେ ଛଟେଇ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
OR
0
5
7
174
Sk BelaluddinAhmd
Sk BelaluddinAhmd@belaluddin79·
@OdishaVts @CMO_Odisha @MohanMOdisha @NityanandaBJP @SecyChief @SMEOdisha @OSEPA_Official @AnanyaDasIAS @anupamsaha କିଛି ଅସାଧୁ କର୍ମଚାରୀ ଓ outsourcing ଏଜେନସି ଙ୍କ ଚକ୍ରବ୍ୟୁହ ରେ Vocational ଶିକ୍ଷା ବର୍ବାଦ ନା ପିଲା ଙ୍କୁ ସମୟ ରେ ବହି, ନା ସାଟିଫିକେଟ ନା ପ୍ରଶିକ୍ଷକ ଙ୍କୁ ସମୟ ରେ ଦରମା ନା ଅନ୍ୟାନ୍ୟ ସୁବିଧା ସରକାରୀ ଧନ ରେ କମ୍ପାନୀ ଶାସନ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
OR
1
6
8
122
Sk BelaluddinAhmd retweetledi
Odisha Vocational Trainers' Association
ଗୋଟିଏ ବ୍ଲାକଲିଷ୍ଟ ହୋଇଥିବା ଏଜେନ୍ସୀ ପାଇଁ SPD OSEPA ଙ୍କ ଏତେ ଦରଦ କାହିଁକି? ଓଡ଼ିଶା ର Vocational Trainer ଆଗ ନା ଅଣଓଡ଼ିଆ ଏଜେନ୍ସୀ ଆଗ? କୁଆଡେ ଗଲା ଓଡ଼ିଆ ଅସ୍ମିତା?? @CMO_Odisha @MohanMOdisha @NityanandaBJP @SecyChief @SMEOdisha @OSEPA_Official @AnanyaDasIAS @AnupamSaha
Odisha Vocational Trainers' Association tweet media
OR
8
60
34
581
Sk BelaluddinAhmd retweetledi
VOCATIONAL TEACHERS’ WELFARE ASSOCIATION ODISHA
🚨 EXPOSED: Mega Recruitment Scam in Odisha’s Mass Education Department! We strongly condemn the massive corruption and irregularities in the recruitment process. Senior officials & private "consultants" are manipulating the system, forcing experienced staff (2016 batch) to reapply while looting money per post. The creation of 21 outsourcing agencies and the contradictory notification to oust employees above 45 is a conspiracy against honest workers. This is daylight robbery of employment opportunities. We demand: ⚫ Immediate CBI/SPE inquiry into the scam. ⚫ Cancellation of the flawed notification. ⚫ Protection for existing employees. @MohanMOdisha @suryabanshibjp @narendramodi @NityanandaBJP @VTAA_NSQF @PrithivirajBJP @mlkhattar @dpradhanbjp @AprajitaSarangi @babusinghodisha @IPR_Odisha @CorExposed #JobScam #VTWA_Odisha #JusticeForEmployees
VOCATIONAL TEACHERS’ WELFARE ASSOCIATION ODISHA tweet mediaVOCATIONAL TEACHERS’ WELFARE ASSOCIATION ODISHA tweet media
English
179
374
214
2.6K
Sk BelaluddinAhmd
Sk BelaluddinAhmd@belaluddin79·
@SUNILDEBATA3 @SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha କାଗଜ କଲମ ରେ Vocational ଶିକ୍ଷା, ଅନିଶ୍ଚିନ୍ତ ରେ ଲକ୍ଷ ଲକ୍ଷ ପିଲା ଙ୍କ ଭବିଷ୍ୟତ, ହଜାର ହଜାର ଶିକ୍ଷିତ ଓଡ଼ିଆ ଯୁବ ଗୋଷ୍ଠୀ ଏଜେନସି ଦ୍ୱାରା ଅବହେଳିତ ସରକାରୀ ଧନ ରେ କମ୍ପାନୀ ଶାସନ #SaveVocationalEducation #SaveOdishaVTs #JobPolicy4VTs #ReinstateVTs #RemoveVTPs
OR
1
43
29
566
ସୁନୀଲ ଦେବତା
ସୁନୀଲ ଦେବତା@SUNILDEBATA3·
@SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha OSEPA ଦ୍ୱାରା ନିଯୁକ୍ତି ପାଇଥିବା 3100 ରୁ ଉର୍ଦ୍ଧ ଧନ୍ଧାମୂଳକ ପ୍ରଶିକ୍ଷକ ଙ୍କୁ ଏଜେନ୍ସି ହାତରେ ଟେକିଦେଇ OSEPA ଧୃତରାଷ୍ଟ ହୋଇ ବସିଛି, ବ୍ୟାପକ ଦୁର୍ନୀତି, ନିଯୁକ୍ତି କେଳେଙ୍କାରୀ, ଦରମା ଅବ୍ୟବସ୍ଥା ଭିତରେ ଛନ୍ଧି ହୋଇଥିବା ଭୋକେଶନାଲ ଟ୍ରେନର ତ୍ରାହି ତ୍ରାହି ଡାକିଲେଣି. ସଂଘ ସହିତ ବୈଠକ କରି ଏଜେନ୍ସି ଙ୍କ ରିଭିଉ କେବେ???????
OR
35
141
82
1.1K
EducationOdisha
EducationOdisha@SMEOdisha·
The Chairman and Members of the High-Level Experts Committee met the office bearers of OSSTA today at Toshali Bhawan, Bhubaneswar, and discussed their demands.
EducationOdisha tweet media
English
23
7
41
2K