Binod Deep retweetledi
Binod Deep
578 posts

Binod Deep retweetledi
Binod Deep retweetledi

@FdOdisha @CMO_Odisha @MohanMOdisha @dpradhanbjp @MahalingMukesh @SMEOdisha ଓଡିଶାର ପ୍ରତ୍ଯେକ ହାଇସ୍କୁଲରେ କମ୍ପ୍ଯୁଟର ଶିକ୍ଷା ପ୍ରଚଳନ କରାଯାଇ ରାଜ୍ଯ ସରକାରଙ୍କ ତରଫରୁ ତା-୨୬-୦୨-୨୪ରିଖ ଦିନ ବିଜ୍ଞପ୍ତି ବାହାରିଥିବା ୮୫୧୧ କମ୍ପ୍ୟୁଟର ଆସିଷ୍ଟାଣ୍ଟ୍ ପଦବୀରେ ୪୦୦୦ ଛଟେଇ କମ୍ପ୍ୟୁଟର ଶିକ୍ଷକ ଙ୍କୁ ନିଯୁକ୍ତି ଦିଆଯାଉ।

OR
Binod Deep retweetledi

ଆଜି ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀର ଆମର ଯୁବ ବନ୍ଧୁମାନଙ୍କ ସହ ପୂଜା ପାଣ୍ଡାଲ ପରିଦର୍ଶନ କଲିI Visited Puja Pandals today with our youth friends from Loisingha Assembly Constituency. #MissionLoisingha #StrongerTogether




Binod Deep retweetledi

Binod Deep retweetledi

Dear @nitin_gadkari ji
Kindly give attention on #NH26 as it is already too late to complete construction.
Even #statehighways of #Odisha are far better than #nh26
@PMOIndia @dpradhanbjp @CMO_Odisha @narendramodi @sureshkpujari @AmitShah
English
Binod Deep retweetledi

ଏମିତି ଚାଲିଛି ରାଜ୍ୟରେ କମ୍ପ୍ୟୁଟର ଶିକ୍ଷା. @SMEOdisha ଚୁପ. @CMO_Odisha @vkpandianod @PradeepJenaIAS @SecyChief @dpradhanbjp @Bapi_Bhatt @OamOdisha @MarndiSudam @pranabpdas @MoSarkar5T @OSEPA_Official

OR
Binod Deep retweetledi

@pranabpdas @VKPANDIANSIRFC @Naveen_Odisha @VKPANDIANSIRFC @cmo
ଅଭିନନ୍ଦନ ସାର୍।
ଦୟାକରି ଦୁଃଖ ରେ କାଳାତିପାତ କରୁଥିବା ୪୦୦୦ ଛଟେଇ କମ୍ପ୍ୟୁଟର ଶିକ୍ଷକ ଙ୍କୁ ପୁନନିଯୁକ୍ତି ଦେଇ ନିଜର ଶ୍ରେଷ୍ଠତା କୁ ବଜାୟ ରଖନ୍ତୁ।
ଧନ୍ୟବାଦ।
🙏🙏
Pranab Prakash Das@pranabpdas
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ପୁଣିଥରେ ଦେଶର ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଘୋଷିତ ହୋଇଛନ୍ତି। ଲୋକଙ୍କ ସେବାକୁ ଜୀବନର ବ୍ରତ କରି ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିଚାଲିଛନ୍ତି ଆମ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ।
OR
Binod Deep retweetledi

@CMO_Odisha @Naveen_Odisha @VKPANDIANSIRFC @5TOdisha @SMEOdisha @SecyChief @pranabpdas
ବିନା କମ୍ପ୍ୟୁଟର ଶିକ୍ଷକ ରେ କମ୍ପ୍ୟୁଟର ଶିକ୍ଷା ର ପରିକଳ୍ପନା ଅସମ୍ଭବ।
ଏଣୁ ଦୟାକରି ଶିଘ୍ର ୪୦୦୦ ଛଟେଇ କମ୍ପ୍ୟୁଟର ଶିକ୍ଷକ ଙ୍କୁ ପୁନନିଯୁକ୍ତି ଦେଇ ରାଜ୍ୟ ରେ ଗୁଣାତ୍ମକ ଶିକ୍ଷା ର ମାନ ବଢାନ୍ତୁ। 🙏🙏

OR
Binod Deep retweetledi

✍️ବିନା ଶିକ୍ଷକରେ କମ୍ପ୍ୟୁଟର ଶିକ୍ଷା.
✍️କମ୍ପ୍ୟୁଟର ଶିକ୍ଷା ନପାଇ ପରୀକ୍ଷା IT SKILL ପରୀକ୍ଷା ଦେଉଛନ୍ତି ଛାତ୍ର ଛାତ୍ରୀ.
✍️ରାଜ ରାସ୍ତାରେ ନିଯୁକ୍ତି ପାଇଁ ଆନ୍ଦୋଳନ କରୁଛନ୍ତି ଶିକ୍ଷକ.
🙏🏿ଶିକ୍ଷାକୁ ନେଇ ଏ ସବୁ କଣ ଚାଲିଛି. @CMO_Odisha @IPR_Odisha @PradeepJenaIAS @SecyChief @SMEOdisha @BSEOdisha @MarndiSudam



OR
Binod Deep retweetledi

When will Computer Teacher be posted in various govt high school? Kindly rejoin 4000 ICT Computer Teacher
@CMO_Odisha
@MoSarkar5T
@Vkpandianfancl1
@VKPANDIANSIRFC
@OfPranab
@pranabpdas
@SMEOdisha
@TheSakala
@kanak_news
@NandighoshaTV
youtu.be/Bl021cMYzWo

YouTube
Titlagarh, India 🇮🇳 English
Binod Deep retweetledi

@CMO_Odisha
Govt's decided to implement computer subject in schools without computer teacher.Students deserve quality education & asking science teachers to teach computer is unfair. Let's prioritize dedicated computer teachers for STUDENTS. #QualityEducation #ImplementTeacher


English
Binod Deep retweetledi

@jayadev98301146 @CMO_Odisha @SMEOdisha Reengage 4000 ICT computer teacher those are disengaged by your BJD Govt
English
Binod Deep retweetledi

ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ କୁ 4000 କୋମ୍ପୁଟର ଶିକ୍ଷକ ଓ ଶିକ୍ଷୟତ୍ରୀକ କରୁଣ ନିବେଦନ ନୂତନ ଶିକ୍ଷାନୀତି ଆରମ୍ଭ ହବା ଆଗରୁ ଆମକୁ ସ୍କୁଲ ରେ ପୁନଃନିଯୁକ୍ତି କରନ୍ତୁ 🙏 @CMO_Odisha @SecyChief @Vkpandianfancl1 @samirdash01 @SMEOdisha1 @FdOdisha @DM_Mayurbhanj @pranabpdas @Bapi_Bhatt 😭




OR
Binod Deep retweetledi

ଲୋଇସିଂହା ନିର୍ବାଚନ ମଣ୍ଡଳୀ ର ଆଗଲପୁର ବ୍ଲକ ବଡଟିକା ପଞ୍ଚାୟତ ରେ ତୁଳସୀ ପାରାୟଣ କାର୍ଯ୍ୟକ୍ରମ ରେ ସାମିଲ ହେଲି l Jay BJD🙏
@CMO_Odisha @Naveen_Odisha @bjd_odisha @pranabpdas @SusantaSingh11 @TukuniSahu @DeoKalikesh @Vkpandianfancl1




OR
Binod Deep retweetledi

ପୁଣି ଥରେ ବଲାଙ୍ଗୀର ଜିଲ୍ଲା ବିଜୁ ଜନତା ଦଳ ପର୍ଯ୍ୟବେକ୍ଷକ ଭାବେ ମନୋନୀତ ହୋଇଥିବାରୁ ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀଯୁକ୍ତ @SusantaSingh11 ସାର ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
Congratulations Sir.. 💐
@bjd_odisha @pranabpdas @TukuniSahu @BJDITWing

OR
Binod Deep retweetledi

ଲୋଇସିଂହା ନିର୍ବାଚନ ମଣ୍ଡଳୀର ଆଗଲପୁର ବ୍ଳକ ରଉତ ଗ୍ରାମରେ ଆୟୋଜିତ ଦୁର୍ଗା ପୂଜା ରେ ମୋତେ ମୁଖ୍ଯ ଭାବେ ନିମନ୍ତ୍ରଣ କରିଥିବା ଆୟୋଜକ କମିଟି ଙ୍କୁ ଧନ୍ୟବାଦ। 🙏
@CMO_Odisha @Naveen_Odisha
@pranabpdas @bjd_odisha
@SusantaSingh11 @TukuniSahu
@BJDITWing @Vkpandianfancl1
#Loisingh




OR
Binod Deep retweetledi

ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ର କୁଟାସିଂହା ପଞ୍ଚାୟତ ର ଡୁଙ୍ଗୁରିପାଲି ଗ୍ରାମ ରେ ବିଜୁ ଜନତା ଦଳ ର ଜନ ସଂପର୍କ କାର୍ଯ୍ୟକ୍ରମ l 🙏
@CMO_Odisha @Naveen_Odisha @pranabpdas @bjd_odisha
@SusantaSingh11 @TukuniSahu @Vkpandianfancl1 @BJDITWing
#Loisingha




OR
Binod Deep retweetledi

ଲୋଇସିଂହା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗାଁରେ ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସହ ରାଜ୍ୟ ମହିଳା ମାନଙ୍କ ପାଇଁ କରିଥିବା ବହୁ ମୁଖୀ ଯୋଜନା ବିଷୟରେ ଆଳୋଚନା।
@CMO_Odisha @bjd_odisha @BMJD_Odisha @pranabpdas @TukuniSahu @SusantaSingh11 @Vkpandianfancl1 @mission_shakti @BJDITWing
#LOISINGHA


OR
Binod Deep retweetledi

ବିଜୁ ମହିଳା ଜନତାଦଳ ରାଜ୍ଯ ସମ୍ପାଦିକା ଭାବେ ମନୋନୀତ ହୋଇଥିବାରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। @RanjuRaiman
ଧନ୍ୟବାଦ ମାନ୍ୟବର ମୁଖ୍ୟମନ୍ତ୍ରୀ @Naveen_Odisha
@bjd_odisha @TukuniSahu @pranabpdas @SusantaSingh11 @BJDITWing @BjdLoisingha @IPR_Odisha

OR






