Pintu chetty

1.5K posts

Pintu chetty banner
Pintu chetty

Pintu chetty

@pintuchetty

fight for right☝

Katılım Kasım 2020
1K Takip Edilen1.4K Takipçiler
Pintu chetty
Pintu chetty@pintuchetty·
କଟକର ଏସସିବି ମେଡିକାଲ କଲେଜରେ ଘଟିଥିବା ନିଆଁ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟବିଦାରକ ମୃତ ଆତ୍ମାମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି ସ୍ୱାସ୍ଥ୍ୟ ସେବା ପାଇଁ ରାଜ୍ୟର ସର୍ବପ୍ରଧାନ ହସ୍ପିଟାଲ ହେଉଥିବା ସତ୍ତ୍ୱେ ଏପରି ଅଗ୍ନିକାଣ୍ଡ ଘଟିବା ଅତ୍ୟନ୍ତ ଚିନ୍ତାଜନକ!
Pintu chetty tweet media
OR
0
0
2
20
Pintu chetty
Pintu chetty@pintuchetty·
@Bdo_Koraput କୋରାପୁଟ ବ୍ଲକ ରେ ଯେତିକି କାମ ହେବା କଥା ହୋଉ ନାହିଁ କୋରାପୁଟ ବ୍ଲକ ର ପ୍ରତ୍ୟାକ ଗାଁ ରେ ପିଇବା ପାଣି ସମସ୍ୟା ବହୁତ ଅଛି ଅନେକ BDO sir ମାନେ ଆସୁଛନ୍ତି ପୁଣି ବଦଳି ହଉ ଛନ୍ତି କିନ୍ତୁ ପାଣି ର ସମସ୍ୟା ଦୂର କରି ପାରୁନାହାନ୍ତି
OR
0
0
0
10
ଦୀପକ ମୁଦୁଲି 💐 Deepak Muduli
@Vkpandianfancl1 OSSSC ପରୀକ୍ଷା ଦେବା ପରେ 500/- ଫେରସ୍ତ ଦିଆଯିବ ଆଉ ଫେରସ୍ତ ଦିଆଯିବା କଥା ଟା ଆପଣ ପଢ଼ି ନାହାନ୍ତି ବୋଧେ ଛାପି ଦେଇଛନ୍ତି । ଫିସ୍ କଥା କୁ ପିଲେ ସ୍ବାଗତ କରିଛନ୍ତି ସେଇଟା କହୁନ ଆଉ । ଆଛା SC, ST ପାଇଁ ଫିଶ୍ ନାହିଁ କିନ୍ତୁ sebc ଆଉ general ଫିଷ୍ ଦେବେ ସେ କଥା ଟ କହୁନ। ସମସ୍ତ ଙ୍କ ଠୁ କାହିଁକି ଫିସ ନିଆ ଯିବନି।
OR
4
1
25
2.8K
Vkpandianfanclub
Vkpandianfanclub@Vkpandianfancl1·
OSSSC ଆବେଦନ ଫି 0 ରୁ 500/- ହେଲା ଜନ୍ମ ମୃତ୍ୟୁ ଆବେଦନ 12/- ରୁ 75/- ଟଙ୍କା ହେଲା ଏବେ ଆପଣ ମାନେ ଖୁସି ତ ! 😆😆
Vkpandianfanclub tweet media
OR
22
26
159
8.3K
Pintu chetty
Pintu chetty@pintuchetty·
ମନୋନୀୟ @CMO_Odisha @PravatiPOdisha @dmkoraput @odisha_subhadra ତେଜସିନି ବାଘ ବୟସ 50 ଘର ମସ୍ତିପୁଟଗ୍ରାମ ପଞ୍ଚାୟତରେ ହିଁ ବିଧବା ମା ସୁଭଦ୍ରା ଯୋଜନା ରୁ ବଞ୍ଚିତ ଅଛନ୍ତି ବାରମ୍ବାର ଆବେଦନ କଲେ ବି ମିଳିନି ସୁଭଦ୍ରା ଯୋଜନା,ଜିଲ୍ଲା ପ୍ରଶାସନ ଙ୍କୁ ବିନମ୍ର ଅନୁରୋଧ ଏହି ମା ଙ୍କୁ ସୁଭଦ୍ରା ଯୋଜନା ଯୋଗେଇଦେବା ପାଇଁ 🙏🏻
Pintu chetty tweet media
OR
0
0
2
78
Dev Kumar Gouda 🇮🇳
Dev Kumar Gouda 🇮🇳@DevKumarGouda1·
Humble request to @DssoKoraput for taking necessary action regarding this matter & even I request @koraputdm to seek a report from the authorities for proper management.
Dev Kumar Gouda 🇮🇳 tweet media
English
4
0
2
46
Pintu chetty
Pintu chetty@pintuchetty·
Urgent attention required 🚨 Road repair from Basuput to Maliguda bridge,has remained incomplete since 2024.The road is in extremely poor condition causing daily accidents and hardship to villagers Kindly take immediate action to complete repairs and prevent loss of life.
English
0
0
1
60
Mr. Bijay Khara.
Mr. Bijay Khara.@mr_khara·
@CMO_Odisha @koraputdm @deokoraput1 @SMEOdisha @DHE_Odisha ଆଳୁଝଳ ଶହ ଶିଯା ଅଣ୍ଡାରେ ଚାଳିଛି ମଧ୍ୟାହ୍ନ ଭୋଜନ। ତରକାରୀ ଦର୍ଶାଇ ଆଳୁ ଝଳରେ ଠପ୍। ଏହା ହେଉଛି ଦଣ୍ଡାବାଡ଼ି ପ୍ରାଥମିକ ବିଦ୍ୟାଳୟଠାରେ ପିଲାମାନଙ୍କୁ ଖାଇବାରେ ଠକୁଛନ୍ତି ଶିକ୍ଷକ। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
Mr. Bijay Khara. tweet mediaMr. Bijay Khara. tweet mediaMr. Bijay Khara. tweet mediaMr. Bijay Khara. tweet media
OR
4
3
10
225
Pintu chetty
Pintu chetty@pintuchetty·
@CMO_Odisha @dmkoraput @TPSODL125447 @BdoKoraput91664 @TPSouthOdisha କୋରାପୁଟ ବ୍ଲକ ମସ୍ତିପୁଟ ପଞ୍ଚାୟତ ବଣ୍ଡାଗୁଡ଼ା ଗ୍ରାମରେ ଦୀର୍ଘ 2 ମାସ ହବ ଟ୍ରlନ୍ସଫର୍ମର ପଡିକି ରହିଛି ଅଭିଯୋଗ କଳା ସର୍ତେ ବି କିଛି ହୋଉ ନାହିଁ ଜିଲ୍ଲା ପ୍ରଶାସନ ପାଖରେ ବିନମ୍ର ଅନୁରୋଧ ନୂଆ ଟ୍ରlନ୍ସଫର୍ମ ପାଇଁ 🙏
Pintu chetty tweet mediaPintu chetty tweet mediaPintu chetty tweet media
OR
3
2
4
140
Anil Kumar Mallick
Anil Kumar Mallick@anilkumarmalli6·
ଜୟ ସମ୍ବିଧାନ ✊ ଜୟ ଭୀମ୍ ✊
Anil Kumar Mallick tweet media
OR
1
1
10
89
Pintu chetty
Pintu chetty@pintuchetty·
ମହାନ ବିପ୍ଲବୀ, କ୍ରାନ୍ତିକାରି ଯୋଦ୍ଧା, ଜନନାୟକ ଭଗବାନ ବିର୍ସା ମୁଣ୍ଡା ଙ୍କ ଜନ୍ମଜୟନ୍ତୀ ରେ ତାଙ୍କ ପାଦ ତଳେ କୋଟି କୋଟି ନମନ 🙏🙏🙏🙏🙏🙏🙏🙏🙏🙏🙏 ଜୁହାର......... ଜୟ ଆଦିବାସୀ.......... #birsamunda #Jaybheem #viral #adibasi
Pintu chetty tweet media
OR
0
0
0
44
Pintu chetty
Pintu chetty@pintuchetty·
@SpeaksSabya ନିଜ ସାର୍ଥ ପାଇଁ ହିଁ ସବୁ କାମ କରୁଛନ୍ତି ନେତା ମନ୍ତ୍ରୀ ମାନେ ଜନତା ପାଇଁ କରି ଥାନ୍ତେ, ତୋ ଦେଶ ଚୀନ ଠାରୁ ଆଗରେ ଥାନ୍ତା ଆମ ଭାରତ
OR
0
0
0
6
SABYASACHI AMITAV
SABYASACHI AMITAV@SpeaksSabya·
କେବଳ ଭୋଟ ଆସିଲେ ଏ ପ୍ରକାର ପ୍ରେମଗୁଡିକ ବାହାରକୁ ଆସେ..👍 ଅଲଗା ବେଳେ-- କିଏ, କୁଆଡୁ ଆଇଛି। ଏଠି କାଇଁ ବସିଛି। ବାହାରେ ଅପେକ୍ଷା କର। ତାକୁ କିଏ ପଠାଇଲା ଭିତରକୁ।...ଆମର ଆଉ କିଛି କାମ ନାହିଁ ...🤣 ନେତାମାନଂକ ଚରିତ୍ର😁
SABYASACHI AMITAV tweet media
OR
17
5
118
2.8K
Pintu chetty
Pintu chetty@pintuchetty·
@dpradhanbjp ଧର୍ମେନ୍ଦ୍ର ପ୍ରଧାନ ଆଜ୍ଞା 15ବର୍ଷ ରେ ଶିକ୍ଷା ର କଣ କଣ ଉର୍ନତି ହଇଛି କହିବେ କି ଆଜ୍ଞା, ଧୀରେ ଧୀରେ ସବୁ ସ୍କୁଲ ବନ୍ଦ ହୋଉଛି ଆପଣ ସରକାର ସମୟ ରେ
OR
0
0
0
13
Dharmendra Pradhan
Dharmendra Pradhan@dpradhanbjp·
The remarks made by Smt Priyanka Gandhi on the National Education Policy (NEP) 2020 and the PM SHRI (Prime Minister Schools for Rising India) initiative are a glaring display of ignorance and political opportunism. By making such irresponsible and misleading statements, she not only distorts facts but disrespects the collective wisdom of India’s educators, academicians, and citizens who shaped these historic reforms. For over 30 years, India waited for meaningful education reforms that could prepare its youth for the challenges of the 21st century. The NEP 2020, formulated under the guidance of Late Prof. K. Kasturirangan, a scientist of global eminence, was the result of one of the most exhaustive and inclusive consultation processes ever undertaken. It drew participation from lakhs of teachers, students, and institutions across the nation. The policy seeks to modernize the education system with an emphasis on inclusion, equity, quality learning, and global competitiveness, while remaining firmly anchored in India’s civilizational ethos. The PM SHRI schools are the living embodiment of this vision. These exemplar schools represent the future of Indian education featuring smart classrooms, Atal Tinkering and Innovation Labs, digital and experiential learning, libraries, eco-friendly campuses, vocational and skill hubs, and inclusive spaces for every child. They actively promote arts, culture, sports, and environmental stewardship, nurturing creativity, confidence, and character. In essence, PM SHRI schools blend modernity with moral strength, technology with tradition, and innovation with inclusion. To oppose such visionary initiatives is not to critique policy; it is to stand against the very idea of an India that no longer needs approval from old political dynasties to educate its children. Perhaps the discomfort stems from the fact that for decades, education was reduced to political rhetoric and neglect. Now that reforms are actually being implemented, it is convenient for some to feign outrage rather than acknowledge success. If empowering children with innovation, critical thinking, and pride in Bharat’s heritage is “ideological,” then yes, the ideology is nation-building.
Congress@INCIndia

The NEP and PM SHRI have been brought in by the BJP government to brainwash children according to their own ideology. They have inserted so many factual inaccuracies, removed and changed a lot of historical data, and ideologically it's entirely leaning one way. That's not healthy for children's education. They should have a large perspective, and if they have different ideologies, they should all be educated about them to ensure they are aware of them. We are against it, and we oppose it. I had hoped that the state government in Kerala would have opposed it too, but I'm surprised they haven't. : Congress General Secretary & Wayanad MP Smt. @priyankagandhi ji

English
15
35
136
8.6K
Chandan Sharma
Chandan Sharma@ChandanSharmaG·
आपके हिसाब से संविधान निर्माता कौन है? १. भीम राव अंबेडकर २. बीएन राव 👉 बिना डरें, डंके की चोट पर कमेंट करके लिखें
Chandan Sharma tweet media
हिन्दी
5.2K
1.7K
7.9K
412.3K
Pintu chetty
Pintu chetty@pintuchetty·
@sambad_odisha ଉତ୍ସବ ରେ ଏତେ ଟଙ୍କା ଖର୍ଚ୍ଚ କରୁଛ ଗୋଟେ ଭଲ ଯୋଜନା କରନ୍ତୁ ଓଡିଶା ବାସି ଖୁସି ହେବେ ଏମିତି ଉତ୍ସବ କରି ସାଧାରଣ ଜନତା ଙ୍କ ପଇସା ଖର୍ଚ୍ଚ କରନ୍ତୁ ନାହିଁ ଅନୁରୋଧ
OR
0
0
0
6
Pintu chetty
Pintu chetty@pintuchetty·
@sambad_odisha ଏତେ ଜବ ଦେଲେଣି ହେଲେ ଆମେ ଜାଣି ପାରୁ ନୁ ଆମ ଜାଣିଲା ଲୋକ ସବୁ କିଏ ବି ନିଉ ଜବ ପାଇଁ ନାହାନ୍ତି ତୋ
OR
0
0
7
126
Sambad (ସମ୍ବାଦ)
Sambad (ସମ୍ବାଦ)@sambad_odisha·
- ୧୫ ମାସରେ ୧ ଲକ୍ଷ ୭ ହଜାର ୯୨୬ ନିଯୁକ୍ତି ଦେଲେଣି ସରକାର - ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା - ୧୫ ମାସ ଭିତରେ ୩୦ ହଜାର ୩୨ ସରକାରୀ ପଦବୀରେ ନିଯୁକ୍ତି - ଘରୋଇ କ୍ଷେତ୍ରରେ ୭୭ ହଜାର ୮୯୪ ନିଯୁକ୍ତି ଦିଆଯାଇଛି #Sambad #MohanMajhi #OdishaCM
Sambad (ସମ୍ବାଦ) tweet media
OR
96
10
195
18.7K
Mr. Bijay Khara.
Mr. Bijay Khara.@mr_khara·
କୋରାପୁଟ ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି, କେବେ ଅପହରଣ ଉଦ୍ୟମ ତ କେବେ ଚୋରି। ଜନ ସାଧାରଣ ଭୟଭିତ ହୋଈ ରହିଛନ୍ତି। ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନାବେଡ଼ା ଓ ସେମିଳିଗୁଡା କୁ ଅଭିଜ୍ଞ ପୋଲିସ ଅଫିସର ନିଯୁକ୍ତ କରନ୍ତୁ, ଏହା ଆମର ନିବେଦନ। @CMO_Odisha @koraputdm @DGPOdisha @SPkoraput @MohanMOdisha
Mr. Bijay Khara. tweet mediaMr. Bijay Khara. tweet mediaMr. Bijay Khara. tweet media
OR
5
5
21
1.5K