Mr. Bijay Khara.

13.8K posts

Mr. Bijay Khara. banner
Mr. Bijay Khara.

Mr. Bijay Khara.

@mr_khara

Social worker

Katılım Ekim 2020
944 Takip Edilen2.1K Takipçiler
Mr. Bijay Khara.
Mr. Bijay Khara.@mr_khara·
@CMO_Odisha @koraputdm @PRDeptOdisha @SSEPD2 @DssoKoraput @bdoboipariguda @kartikapadhi କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଦଣ୍ଡାବାଡ଼ି ଗ୍ରାମପଞ୍ଚାୟତ ପଣସପୁଟ ଗ୍ରାମର #ସନାଦେଇ_କରଲିଆ ଙ୍କୁ 80 ବର୍ଷ ହବ ୩୫୦୦ ଟଙ୍କା ଭତ୍ତାରୁ ବଞ୍ଚିତ। ଏଣୁ ଖାତାରେ ନଦେଇ ନଗଦ ଭତ୍ତା ଯୋଗାଇ ଦେବାକୁ ଅନୁରୋଧ।
Mr. Bijay Khara. tweet mediaMr. Bijay Khara. tweet mediaMr. Bijay Khara. tweet mediaMr. Bijay Khara. tweet media
OR
4
1
6
105
Mr. Bijay Khara. retweetledi
Team ATA Official
Team ATA Official@OfficialTeamATA·
ଏହି ଘଟଣା ସାରା ଓଡିଶାକୁ ଦୁଃଖରେ ବୁଡାଇ ଦେଇଛି। ଏହାର ପୁନରାବୃତ୍ତି ନହେବା ପାଇଁ @DGPOdisha, @OdishaFS , @HFWOdisha , @nhmodisha ଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି ତୁରନ୍ତ ଆମ ରାଜ୍ୟରେ ଥିବା 376 ଟି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଗ୍ନି ନିରାପତ୍ତା ଯାଞ୍ଚ ନିକଟବର୍ତ୍ତୀ 341 ଟି ଦମକଳ କେନ୍ଦ୍ର ଦ୍ୱାରା ଯାଞ୍ଚ କରାଇ ନିଅନ୍ତୁ
Team ATA Official tweet mediaTeam ATA Official tweet media
Team ATA Official@OfficialTeamATA

ଜୀଅନ୍ତା ଲୋକଙ୍କୁ ଜାଳିଦେଲେ ସରକାର। SCB ଭଳି ମେଡ଼ିକାଲର ICU ରେ ଯଦି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ ତେବେ ଆମେ ମୌଳିକ ସ୍ଵାସ୍ଥ୍ୟ ସୁଵିଧା ପାଇବା କିପରି।ଭାଷଣ ଛାଡି ଯଦି ପ୍ରକୃତ ସମସ୍ୟା ପ୍ରତି ସ୍ୱାସ୍ଥ୍ୟମନ୍ତ୍ରୀ ନଜର ରଖିଥାନ୍ତେ ତେବେ ଏଭଳି ହୋଇ ନଥାନ୍ତା। ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେଇଦେବା ଉଚିତ @CMO_Odisha

OR
9
24
35
769
Mr. Bijay Khara. retweetledi
HEMANTA NAYAK RTI SPECIALIST
HEMANTA NAYAK RTI SPECIALIST@HEMANTA36243052·
jago-grahak-jago @consaff @PiyushGoyalOffc ମୋର କଞ୍ଜୁମର ଅଭିଯୋଗ (Grievance No: 8725191) ୧୭ ଫେବୃଆରୀ ୨୦୨୬ ରୁ ପଞ୍ଜିକୃତ ହୋଇଛି, କିନ୍ତୁ ଆଜି ପର୍ଯ୍ୟନ୍ତ ଏହାର କୌଣସି ସମାଧାନ ହୋଇନାହିଁ କି ପ୍ରୋସେସିଂ ଆରମ୍ଭ ହୋଇନାହିଁ। ଜଣେ ଗ୍ରାହକ ଭାବେ ମୁଁ ହଇରାଣ ହେଉଛି। ଦୟାକରି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। #ConsumerRights
OR
0
2
3
107
Mr. Bijay Khara. retweetledi
Pabitra Kumar Swain
Pabitra Kumar Swain@Pabitra91591155·
Grievance No. DM20261513623 regarding illegal blockage of Bahali river public route at Bagadia, Khaira (Balasore) was disposed without field inquiry. The route is still blocked affecting 10,000 villagers. Kindly order urgent spot verification and restore public access. @OdishaCm
Pabitra Kumar Swain tweet mediaPabitra Kumar Swain tweet mediaPabitra Kumar Swain tweet media
English
7
9
20
776
Mr. Bijay Khara. retweetledi
HEMANTA NAYAK RTI SPECIALIST
HEMANTA NAYAK RTI SPECIALIST@HEMANTA36243052·
@ForestDeptt @rtiindia @pccfodisha @CMO_Odisha @RTI Legal certificate ଯାହାର ନାଆଁ ଅଛି ସେ ଦସ୍ତଖତ ନ କଲେ କେମିତି case close ହେବ ଉତ୍ତର ଦିଅନ୍ତୁ ବନ ବିଭାଗର PIO & IO, କଣ ପାଇଁ ଆଇନ କୁ ଦୋଷୀଙ୍କୁ ସୁରକ୍ଷା କଲ
OR
0
1
2
20
Mr. Bijay Khara.
Mr. Bijay Khara.@mr_khara·
@CMO_Odisha @koraputdm @PRDeptOdisha @kotpad_nac @BDO_KOTPAD @MohanMOdisha ବେଆଇନରେ ଚାଲିଛି ଶହ ଶହ ଏଟାଭାଟି। ଜାଣିଶୁଣି ନୀରବ ପ୍ରଶାସନ ! କେବେ ନିଦଭାଙ୍ଗିବ ପ୍ରଶାସନଙ୍କୁ ତାହା ସାଧାରଣରେ ଆଲୋଚନା ହେଉଛି। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ।
Mr. Bijay Khara. tweet mediaMr. Bijay Khara. tweet media
OR
1
2
2
83
Mr. Bijay Khara. retweetledi
Pabitra Kumar Swain
Pabitra Kumar Swain@Pabitra91591155·
Respected Sir, @DBalasore @CMO_Odisha @JanaSunani Kindly look into Janasunani T. No.DM20261526773 and take urgent action, as our villagers are facing serious inconvenience Urgent Public Complaint: Soil Work Without Culvert Public Inconvenience at Village Bagadia, Bls. Thank You
Pabitra Kumar Swain tweet mediaPabitra Kumar Swain tweet mediaPabitra Kumar Swain tweet mediaPabitra Kumar Swain tweet media
English
1
3
5
333
Mr. Bijay Khara. retweetledi
HEMANTA NAYAK RTI SPECIALIST
HEMANTA NAYAK RTI SPECIALIST@HEMANTA36243052·
ମୁଁ ହେମନ୍ତ ନାୟକ, RTI Specialist, ଗୋରେଇଗୁଡ଼ା ପଞ୍ଚାୟତରେ ବିଦ୍ୟୁତ୍ ପ୍ରଭା ମୋହାନନ୍ଦଙ୍କ PMEGP ବ୍ୟବସାୟ ପାଇଁ ଖାଲି ଥିବା ଷ୍ଟଲ୍ ସମ୍ବନ୍ଧରେ ତଥ୍ୟ ମାଗିଥିଲି। କିନ୍ତୁ PEO ସୂଚନା ଦେବା ପରିବର୍ତ୍ତେ ଅସହଯୋଗ କରୁଛନ୍ତି। ଷ୍ଟଲ୍ ଆବଣ୍ଟନରେ ଦୁର୍ନୀତି ହେଉଛି କି? @SecyChief @GovernorOdisha @CMO_Odisha @dm_malkangiri
OR
3
3
3
116
Mr. Bijay Khara. retweetledi
Jena
Jena@BaliapalPurna·
#ଏକ_ମାସ_ହେବ_ପିଇବା_ପାଣି_ପାଇବା_ପାଇଁ_ହନ୍ତସନ୍ତ_ହେଉଛନ୍ତି_ଗ୍ରାମବାସୀ ବାଲେଶ୍ୱର ବସ୍ତା ବ୍ଲକ ଧୋବାଚୋକୁରାଇ ଗ୍ରାମରେ ଏକ ମାସ ହେବ ପିଇବା ପାଣି ପାଇପ୍ ଫାଟି ପାଣି ଅପଚୟ ହେଉଛି।ସ୍ଥାନୀୟ ଅଧିକାରୀଙ୍କୁ ଜଣାଇବା ପରେ କେହି କିଛି ପଦକ୍ଷେପ ଗ୍ରହଣ କରୁନାହାନ୍ତି। @RWSS_Balasore @DBalasore ସାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ
Jena tweet mediaJena tweet mediaJena tweet media
OR
12
22
22
845
Mr. Bijay Khara. retweetledi
HEMANTA NAYAK RTI SPECIALIST
HEMANTA NAYAK RTI SPECIALIST@HEMANTA36243052·
"ମାଲକାନଗିରି SBI ଶାଖାରେ PMEGP ଲୋନ୍ ଆବେଦନ (ID: DIOR255649-13441263) ର ଅହେତୁକ ବିଳମ୍ବ ପାଇଁ ଜିଲ୍ଲାପାଳଙ୍କ ଜନଶୁଣାଣିରେ ଅଭିଯୋଗ (DM20261506089) ପଞ୍ଜିକୃତ ହୋଇଛି। ଜଣେ RTI Activist ଭାବେ ମୋର ଦାବି, @TheOfficialSBI ଏବଂ @dm_malkangiri ଏହି ମାମଲାକୁ ତୁରନ୍ତ ସମାଧାନ କରି ହିତାଧିକାରୀଙ୍କୁ ସହଯୋଗ କରନ୍ତୁ।
OR
2
2
2
143
Mr. Bijay Khara. retweetledi
HEMANTA NAYAK RTI SPECIALIST
HEMANTA NAYAK RTI SPECIALIST@HEMANTA36243052·
कस्टमर केयर बिना समाधान के टिकट बंद कर रहा है। @spkoraput और @JeyporeTownPS से अनुरोध है कि इस मामले में हस्तक्षेप करें। मुझे न्याय और मुआवज़ा चाहिए! Reg No: OD10V3917 Case ID: 10220-0226-488 #ConsumerFraud #HeroMotoCorp #Justice #Odisha @HeroMotoCorp #BNS318
HEMANTA NAYAK RTI SPECIALIST tweet media
हिन्दी
1
2
2
124
Mr. Bijay Khara. retweetledi
Shankar Pujari
Shankar Pujari@shan92648·
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ହାତୀବାରି ପଞ୍ଚାୟତ କାର୍ଯ୍ୟଳୟରେ ଫାଟକ ନିର୍ମାଣ କରିବାକୁ @koraputdm ଜିଲା ପ୍ରଶାସନ କୁ ବିନମ୍ର ଅନୁରୋଧ @CMO_Odisha @MohanMOdisha @PRDeptOdisha @SecyChief @JanaSunani @ZP_Koraput @RabiNaikBJP @KVSinghDeo1 @BDO_Nandapur @saptagiriulaka @RCKadamINC
Shankar Pujari tweet media
Shankar Pujari tweet media
OR
4
5
12
341