Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र

895 posts

Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र banner
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र

Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र

@subash_pasha

दिन कभीबी एक दिन मत होगा क्यू डरूंगा , पढूंगा लड़ूंगा और जीतूंगा बी

Bhubaneswar odisha Katılım Ocak 2015
2K Takip Edilen197 Takipçiler
SABYASACHI AMITAV
SABYASACHI AMITAV@SpeaksSabya·
ଲାଂଚ ଦେବାନି, କି ଲାଂଚ ମାଗିବାନି
SABYASACHI AMITAV tweet media
OR
20
44
196
9.5K
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र
@exciseodisha @CMO_Odisha @PrithivirajBJP @excisecomm Sir ମଦ୍ୟପ ମାନଙ୍କ ପାଇଁ ଗୋଟିଏ ଗୋଟିଏ କାର୍ଡ ପ୍ରଚଳନ କରାଗଲେ , ମଦ୍ୟପାନ କରି କରି ରୋଗଗ୍ରସ୍ତ ହେଲେ , ତାକୁ ସାମୟିକ ଚିକିତ୍ସା କରି, ଅନ୍ତିମ ଯାତ୍ରାର ବ୍ୟବସ୍ଥା କଲେ , ଉକ୍ତ ମଦ୍ୟପ ପରିବାର ,ଉପକୃତ ହେବେ
OR
0
0
0
29
exciseodisha
exciseodisha@exciseodisha·
ରାଜ୍ୟ ସାଧାରଣ ବଜେଟ୍‌ରେ ଅବକାରୀ ରାଜସ୍ବ ଆୟ ଲକ୍ଷ୍ୟ (୨୦୨୬-୨୭ ନିମିତ)– ଟ. ୧୦୯୦୦.୦୦ କୋଟି (VAT ଅନାଦେୟ), କାର୍ଯ୍ୟାଳୟ କୋଠାବାଡି ନିମିତ ବ୍ୟୟ ବରାଦ - ଟ ୪୫.୦୦ କୋଟି, ବାସଗୃହ ନିମିତ ବ୍ୟୟ ବରାଦ – ଟ. ୩୫.୦୦ କୋଟି ଟଙ୍କା ମଞ୍ଜୁର. @CMO_Odisha @PrithivirajBJP @excisecomm
exciseodisha tweet media
OR
1
1
17
999
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र
ଜଣେ ବେସରକାରୀ କର୍ମଚାରୀ ରବେତନ ୧୦ ହଜାର କିନ୍ତୁ ତାର ଗାଡ଼ିର e ଚାଲାଣ ୧୨ହଜାର ସେ ତାର ଘର ଚଳାଇବ ନା ସରକାର ଆଣିଥିବା ବଧ୍ୟାତ ମୂଳକ e ଚାଲାଣ ପୈଠ , ନଚେତ୍ ଇନ୍ଧନ ମିଳିବ ନାହିଁ , ଶେଷରେ ବ୍ୟକ୍ତି ଜଣକ ପରିବାର ସହ ନିଜେ ବିଷ ପି କି ଆତ୍ମ ହତ୍ୟା କରିବା, @CMO_Odisha @BibhutiJena93 ଙ୍କୁ ଅନୁରୋଧ ଏହାକୁ ପ୍ରତ୍ୟାହାର କରନ୍ତୁ
OR
0
0
1
17
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र
@STAOdisha @CTOdisha @DCP_TRAFFIC @AMITABHTHAKUR21 @drpatra @cpbbsrctc @odisha_police @rto_cuttack @rto_bbsr2 @RtoBbsr_I 2 km ରାସ୍ତା କୁ ଅତିକ୍ରମ କରିବାକୁ ଲାଗୁଛି ୨ ଘଣ୍ଟା କିନ୍ତୁ ସରକାର ବିନା ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନ , PUC ପାଇଁ ପୂର୍ବ ରୁ ବକେୟା ଥିବା e ଚାଲାଣ ଦବା ବାଧ୍ୟାତା ମୂଳକ ,ଯଦି ଜଣେ ବେସରକାରୀ କର୍ମଚାରୀ ମାସକୁ ବେତନ ୧୦ ହଜାର ତାର e ଚାଲାଣ ୧୨ ହଜାର ସେ ପରିବାର ଚଳାଇବ ନା ଚାଲାଣ ଦେବ, ଲାଗୁଛି ଏ ହେଉଛି ବ୍ରିଟିଶ ଶାସନ
OR
0
0
0
9
State Transport Authority, Odisha
'ଜାତୀୟ ସଡ଼କ ସୁରକ୍ଷା ମାସ' - ୨୦୨୬ ପାଳନ ପାଇଁ ପ୍ରସ୍ତୁତ ଖସଡ଼ାର ସଠିକ୍ କାର୍ଯ୍ୟାନ୍ଵୟନ ପାଇଁ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ RTO ଭର୍ଚ୍ଚୁଆଲରେ ଯୋଡ଼ିହୋଇଥିଲେ। ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ସମସ୍ତ ନିର୍ଦ୍ଦେଶର ସଠିକ୍ ଅନୁପାଳନ ଓ ଜନସାଧାରଣଙ୍କ ସହଭାଗିତାରେ ସଡ଼କ ସୁରକ୍ଷା ଅଭିଯାନ ବ୍ୟାପକ କରିବାକୁ RTOଙ୍କୁ ପରିବହନ ଆୟୁକ୍ତ ଜଣାଇଥିଲେ।
State Transport Authority, Odisha tweet mediaState Transport Authority, Odisha tweet media
OR
2
7
35
1.7K
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र retweetledi
Vkpandianfanclub
Vkpandianfanclub@Vkpandianfancl1·
ନିଜ ଗାଡି ର ପଛେ କିଛି ନ ଥାଉ ,କିନ୍ତୁ ନିରୀହ ଓଡ଼ିଆ ଙ୍କୁ ଜବରଦସ୍ତି ହଇରାଣ କରା ଯାଉଛି I ଦେଖିବା ତେଲ କେମିତି ଦବନି ? ଆଗ ନିଜେ ତ ସୁଧାର ତା ପରେ ଓଡିଶା ଙ୍କୁ ସୁଧାରିବ I
Vkpandianfanclub tweet mediaVkpandianfanclub tweet media
OR
8
22
157
5.3K
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र
@STAOdisha @CTOdisha @DCP_TRAFFIC @AMITABHTHAKUR21 @drpatra @odisha_police @cpbbsrctc @rto_cuttack @rtonayagarh @rtoangul @rtotalcher ପ୍ରଦୂଷଣ ଯାଞ୍ଚ ଆଳରେ ନିରୀହ ଜନତା ଙ୍କ ବକେୟା ଥିବା e chalan କୁ ବଧ୍ୟାତା ମୂଳକ ଭାବେ ଆଦାୟ କରିବା କେତେଦୂର ଜତାର୍ଥତା
OR
0
0
0
4
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र
@STAOdisha @CTOdisha @DCP_TRAFFIC @AMITABHTHAKUR21 @drpatra @odisha_police @cpbbsrctc @rto_bbsr2 @RtoBbsr_I @IPR_Odisha @rto_cuttack ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ବକେୟା e chalan ଭାରିବପାଇ ବାଧ୍ୟାତ ମୂଳକ ଜଣେ ସାଧାରଣ ବେସରକାରୀ କର୍ମଚାରୀ ଦରମା ୧୨୦୦୦/ ଯଦି ତାର e chalan ୧୦୦୦୦/ କେମିତି ସେ ପରିବାର ଚଳାଇବ , ନା ସରକାର ଙ୍କୁ ଖାଲି ଚାଲାଣ ଦଉଥିବ, ସରକାରଙ୍କୁ ଅନୁରୋଧ କରୁଛି ଏହାର ପୁନର୍ବିଚାର କରନ୍ତୁ @CMO_Odisha @AMITABHTHAKUR21
OR
0
0
1
6
State Transport Authority, Odisha
ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣପତ୍ର ବାଧ୍ୟତାମୂଳକ । ପରିବହନରେ ପରିବେଶ ସୁରକ୍ଷାକୁ ମଧ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୈଧ ପ୍ରଦୂଷଣ ପ୍ରମାଣପତ୍ର ନ ଥିଲେ ପେଟ୍ରୋଲ ପମ୍ପରେ ଇନ୍ଧନ ମନା ନିଷ୍ପତ୍ତିର କାର୍ଯ୍ୟକାରିତା ତଥା ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆଜି ଏକ ବୈଠକ ଅନୁଷ୍ଠିତ ହୋଇଛି । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ଭୁବନେଶ୍ୱର-1 ସମ୍ମିଳନୀ କକ୍ଷରେ ପରିବହନ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତୈଳ କମ୍ପାନୀ ଓ ଡିଲର ଆସୋସିଏନ ପ୍ରତିନିଧି ଯୋଗ ଦେଇଥିଲେ। ଆଇନ ପାଳନ ସମସ୍ତଙ୍କ ଗୁରୁ ଦାୟିତ୍ୱ । ଏପରିକି ନୈତିକତା ଦୃଷ୍ଟିରୁ ମଧ୍ୟ ଦେଖିଲେ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ଅନୁରୋଧ କରାଯାଇଛି ।
State Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet mediaState Transport Authority, Odisha tweet media
OR
14
12
70
4.4K
Ministry of Labour & Employment, GoI
Empowering Every Worker with Comprehensive Social Security! The Government has made the Four Labour Codes effective, transforming social security and expanding ESIC coverage across India.
Ministry of Labour & Employment, GoI tweet media
English
9
154
229
6.5K
SABYASACHI AMITAV
SABYASACHI AMITAV@SpeaksSabya·
📷ନବୀନ ବାବୁ ଶାସନରେ ଥିଲେ- କେବେ ବିରୋଧୀ ଦଳ ନେତାଙ୍କୁ ଟାର୍ଗେଟ୍ କରୁନଥିଲେ, ବରଂ ତାଙ୍କ ଯୋଜନା ଓ ତାଙ୍କ ସରକାରର କଥା କହୁଥିଲେ 📷ମୋହନ ବାବୁ ଶାସନରେ ଅଛନ୍ତି- ଖାଲି ନବୀନ ବାବୁଙ୍କ କଥା କହୁଛନ୍ତି, ସମାଲୋଚନା କରୁଛନ୍ତି। ନିଜ ସରକାରର ଯୋଜନା କି କଥା କହୁନାହାଁନ୍ତି #ଫରକ #difference #TruthMatters #reality
SABYASACHI AMITAV tweet media
OR
19
18
279
7.2K
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र retweetledi
Prasanna Mishra
Prasanna Mishra@punarbashu·
ବାବୁଂକର ଦରମା ବୃଦ୍ଧି ସରକାରି କର୍ମଚାରୀଂକ ମହଂଗା ଭତ୍ତା ମୂଳ ଦରମାର ୩% ବଢିଲା । ଦରବୃଦ୍ଧି ଯେତିକି ହବ ଜନମଂଗଳ ସରକାର ତତ୍ପର ହେଇ ତାଂକ କର୍ମଚାରୀଂକୁ ସେତିକି କ୍ଷତିପୂରଣ ଦେଇ ତାଂକୁ ସୁରକ୍ଷା ଦେବେ । ଏହି ନୀତି ଅବସରପ୍ରାପ୍ତ କର୍ମଚାରୀଂକୁ ମଧ୍ୟ ଲାଗୁହବ । ଏଇ ନୀତି ଯୋଗୁଁ ପ୍ରତିବର୍ଷ ଦୁଇଥର ଏମିତି ଦରମା ବଢୁଚି । ଏହି ନୀତିର ଯଥାର୍ଥତା କିନ୍ତୁ ମୁଁ ବୁଝି ପାରେନି । ମୋ ବିଚାରରେ ଏମିତି ନୀତି ସମାଜର ଆଉ କେଉଁ ଲୋକଂକ ପାଇଁ ଯଦି ଲାଗୁ ହେଉନି ତେବେ ସରକାରୀ କର୍ମଚାରୀଂକ ପାଇଁ କାହିଁକି ? ଦରଦାମ ବୃଦ୍ଧି ତ ପାନଦୋକାନି, ଅଟୋ ରିକ୍ସା ଡ୍ରାଇଭର , ରଂଗ ମିସ୍ତ୍ରି କୁ ବି ହନ୍ତସନ୍ତ କରୁଥିବ । ସେମାନେ ତ ଦୁଃଖେ କଷ୍ଟେ ଚଳିବେ । ତାହେଲେ ସରକାରି କର୍ମଚାରୀ କାହିଁକି ନଚଳିବେ । ବିଜୁବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହି ମୌଳିକ ପ୍ରଶ୍ନ ମୁଁ ଉଠେଇଥିଲି । ରମାକାନ୍ତ ରଥ ମୁଖ୍ୟ ସଚିବ ଥିଲେ। ମୁଁ କୃଷି ସଚିବ ଥିଲି । ଦିହେଁ ଏହି ଆଭିମୁଖ୍ୟକୁ ମୁକ୍ତକଣ୍ଠରେ ପ୍ରଶଂସା କରିଥିଲେ । କିନ୍ତୁ ଏହି ଦର୍ଶନ ସର୍ବଭାରତୀୟ ସ୍ତରରେ ଏଯାଏଁ ସ୍ୱୀକୃତି ପାଇନି । ପ୍ରତିବର୍ଷ ରାଜକୋଷରୁ ହଜାରହଜାର କୋଟି ଟଂକା ମହଂଗା ଭତ୍ତା ବୃଦ୍ଧି ବାବଦରେ ଖର୍ଚ ହେଉଚି ଏବଂ କୋଟକୋଟି ଲୋକ ନିର୍ବାକ ହୋଇ ଏହା ଦେଖୁଚନ୍ତି । …..
OR
41
31
274
17.8K
Indian Tech & Infra
Indian Tech & Infra@IndianTechGuide·
🚨 TRAI has asked Jio and Airtel to justify the withdrawal of their most affordable 1GB entry-level prepaid plans.
Indian Tech & Infra tweet media
English
718
2.8K
30.2K
994.4K
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र
Very waste network jio im sevior suffered port in to jio i am unable to use internet and calling i request to @TRAI please portability my simim @reliancejio
Subash Chandra Pasha ସୁବାଷ ଚନ୍ଦ୍ର ପଶା सुबास चंद्र@subash_pasha

@reliancejio very bad network, i'm sevior suffered more than 1 months, port in to jio net not working, always call drop, i request to @TRAI pls resolve my issue @AshwiniVaishnaw

English
1
0
0
50