Zilla Parishad,Puri (ପୁରୀ ଜିଲ୍ଲା ପରିଷଦ)

409 posts

Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) banner
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ)

Zilla Parishad,Puri (ପୁରୀ ଜିଲ୍ଲା ପରିଷଦ)

@ZPpuri

Near District Judge Court Присоединился Mayıs 2021
57 Подписки1.1K Подписчики
Sanjeeb Mohanty
Sanjeeb Mohanty@Sanjeeb72666307·
ପୁରୀ ସଦର ବ୍ଲକ ଅଧିନସ୍ତ ସମଙ୍ଗରା ଗ୍ରାମ ପଞ୍ଚାୟତ ରେ ଢ଼ଳେଇ ରୋଡ଼ ନିର୍ମାଣ ହେଉଥିବା ବେଳେ ବିଭାଗୀୟ jE ଙ୍କ ଅନୁପସ୍ଥିତ ରେ ଅତି ନିମ୍ନମାନର କାମ ହେଉଥିବା ବେଳେ @MohanMOdisha @SecyChief @PRDeptOdisha @dm_puri @purisadar @OfficialTeamATA @Santosh15691218 ଙ୍କୁ ଘଟଣା ଉପରେ ଦୃଷ୍ଟି ଦେବାକୁ ଅନୁରୋଧ 🙏🙏
OR
1
5
5
141
Sanjib Baliarsingh
Sanjib Baliarsingh@SanjibBaliars12·
ଲାଞ୍ଚ ଦେଲେନି ବୋଲି ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ବ୍ରହ୍ମପୁର ଗ୍ରାମ ର ୯୦ ବର୍ଷୀୟା ବୃଦ୍ଧା ଅନ୍ତରଦ୍ୱୟ ଯୋଜନା ଏବଂ ଭତ୍ତା ପାଇବାରୁ ବଞ୍ଚିତ ଦୃଷ୍ଟି ଦେବାପାଇଁ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅନୁରୋଧ ll @dm_puri @SSEPD2 @PRDeptOdisha @NityanandaBJP @SecyChief @MohanMOdisha @CMO_Odisha @Food_Odisha @_anugarg
Sanjib Baliarsingh tweet media
OR
3
3
5
111
Rudraprasad Lenka
Rudraprasad Lenka@RudraprasadLen1·
ମନଇଛା ବ୍ଲକକୁ ଆସୁଛନ୍ତି କର୍ମଚାରୀ... ସେବା ନ ପାଇ ଫେରୁଛନ୍ତି ହିତାଧିକାରୀ.. ଯନ୍ତ୍ରୀଙ୍କ ମନଇଚ୍ଛା ଯାତାୟାତ ପାଇ ଲୋକପ୍ରତିନିଧି ନିରାଶ ।। @CMO_Odisha @SecyChief @dm_puri @DJ_dibyajyoti @ZPpuri @AstarangaP @PRDeptOdisha @dept_ga @sidd_swain @RabiNaikBJP
Rudraprasad Lenka tweet media
OR
2
0
0
50