
ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପିପିଲି, ପୁରୀରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସମୁଦାୟ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତ, ସହଜଲଭ୍ୟ ଓ ପ୍ରଯୁକ୍ତିନିର୍ଭର କରିବା ଲକ୍ଷ୍ୟରେ ଆଶା ପ୍ରାଥମିକ ସ୍କ୍ରିନିଂ କିଟ୍ ଓ ‘ନିରୀକ୍ଷଣ’ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୁକେଶ ମହାଲିଙ୍ଗ ଙ୍କ କରକମଳରେ ସମ୍ପନ୍ନ ହୋଇଥିଲା।
ଏହି ପଦକ୍ଷେପ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଖରେ ଉନ୍ନତ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବାରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ ।
#OdishaHealth #Nirikshan #ASHAWorkers #HealthcareForAll #Pipili #Puri



OR













































